କାନ ବିନ୍ଧିଲେ କ’ଣ କରିବେ? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://www.youtube.com/embed/y5JYweWBW0I କାନ, ନାକ ଓ ଗଳା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ବିଷୟରେ ଡାକ୍ତର ରାଜଲକ୍ଷ୍ମୀ ପାଣିଗ୍ରାହୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଆମ ଶରୀରରେ କାନ, ନାକ ଏବଂ ଗଳା ପରସ୍ପର ସହିତ ଜଡ଼ିତ। ଏହି ୩ଟି ଅଙ୍ଗରେ ସମସ୍ୟା ଦେଖାଦେଲେ ସମାଧାନ ପାଇଁ ସ୍ୱତନ୍ତ୍ର ବିଭାଗ ରହିଛି, ଯାହାକୁ ଇଏନ୍‌ଟି...

ଭଙ୍ଗା ହାଡ଼ର ଚିକିତ୍ସା କେମିତି ହୁଏ?

0
https://www.youtube.com/embed/1CLgOz1WCbg ଭଙ୍ଗା ହାଡ଼ର ଚିକିତ୍ସା କ’ଣ? ଏନେଇ ବିଶିଷ୍ଟ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ବସନ୍ତ କୁମାର ବେହେରା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ବୟସ ବଢ଼ିବା ସହିତ ଶରୀରର ହାଡ଼ଗୁଡ଼ିକରେ ଛୋଟ ଛୋଟ ଛିଦ୍ର ହେବା ଯୋଗୁଁ ଏହା ଫମ୍ପା ହୋଇଯାଏ। ଫଳରେ ହାଡ଼ଗୁଡ଼ିକରେ ଆଉ ପୂର୍ବ ଭଳି...

ମାନସିକ ରୋଗକୁ ନେଇ ଦୂର କରନ୍ତୁ ଭୁଲ ଧାରଣା

0
https://www.youtube.com/embed/Pu0fcoE46Ek ଆସନ୍ତୁ ବିଶିଷ୍ଟ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କଠାରୁ ଜାଣିବା ମାନସିକ ରୋଗକୁ ନେଇ ଆମ ସମାଜରେ କ’ଣ ସବୁ ଭୁଲ ଧାରଣା ରହିଛି। ଏହାକୁ ଜାଣିବା ଏବଂ ସଚେତନ ହେବା। ସୁସ୍ଥ ମଣିଷ କହିଲେ ଆମେ ଶାରୀରିକ ସୁସ୍ଥତା ଏବଂ ମାନସିକ ସୁସ୍ଥତାକୁ ବୁଝି...

କେମିତି କରିବେ ଚକ୍ଷୁଦାନ, ଜାଣନ୍ତୁ

0
https://www.youtube.com/embed/IR5cwAimNDA କେମିତି କରିବେ ଚକ୍ଷୁଦାନ? ଆସନ୍ତୁ ଏ ବିଷୟରେ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୁଜାତା ଦାସଙ୍କଠାରୁ ଅଧିକ ଜାଣିବା। ଚକ୍ଷୁ ଦାନ ମହତ ଦାନ। ଜଣେ ବ୍ୟକ୍ତି ଚକ୍ଷୁ ଦାନ କଲେ ୨ଜଣ ବ୍ୟକ୍ତି ସ୍ଵଚ୍ଛପଟଳ ଜନିତ ଅନ୍ଧତ୍ୱରୁ ରକ୍ଷା ପାଇପାରିବେ ଏବଂ ଦୁନିଆକୁ ଦେଖିପାରିବେ। ତେଣୁ ଚକ୍ଷୁଦାନ ନିହାତି...

ବଂଶଗତ କାରଣ ଯୋଗୁଁ ହୋଇପାରେ ସ୍ତନ କର୍କଟ

0
https://www.youtube.com/embed/fI6Wf3Y6s74 ବର୍ତ୍ତମାନ ସ୍ତନ କର୍କଟ ଏକ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ତେବେ ସ୍ତନ କର୍କଟର କାରଣ କ’ଣ? ଏହାର ଚିକିତ୍ସାକୁ ନେଇ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଦୀପକ କୁମାର ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (BREAST CANCER: CAUSES, SYMPTOMS &...

କାହିଁକି ହୁଏ ଥାଇରଏଡ୍‌ ରୋଗ?

0
https://www.youtube.com/embed/Ar-m9AnRGIw ଥାଇରଏଡ୍‌ ରୋଗର କାରଣ କ’ଣ? ଥାଇରଏଡ୍‌ ଔଷଧ ଖାଇବା କେତେ ଜରୁରୀ? ଏନେଇ ଜଣାଶୁଣା ଏଣ୍ଡୋକ୍ରାଇନୋଲୋଜିଷ୍ଟ୍ ଡାକ୍ତର ସମ୍ବିତ ଦାସ କ’ଣ କହୁଛନ୍ତି, ଜାଣନ୍ତୁ। ଥାଇରଏଡ୍‌ ରୋଗ କ’ଣ?ହାଇପୋ-ଥାଇରଏଡଜିମ୍‌ କ’ଣ?ହାଇପର-ଥାଇରଏଡଜିମ୍‌ ହେଲେ କ’ଣ ହୁଏ?ଥାଇରଏଡ୍‌ ରୋଗର କାରଣଥାଇରଏଡ୍‌ ରୋଗର ପରୀକ୍ଷାଥାଇରଏଡ୍‌ ରୋଗର ଚିକିତ୍ସାଛୁଆଙ୍କ କ୍ଷେତ୍ରରେ ଥାଇରଏଡ୍‌ ସମସ୍ୟାଥାଇରଏଡ୍‌କୁ ନେଇ...

କାହିଁକି ହୁଏ ଫୁସଫୁସ୍ କର୍କଟ? ଏହାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଜାଣନ୍ତୁ

0
https://www.youtube.com/watch?v=9Ol9PeS0suE ଫୁସ୍‌ଫୁସ୍‌ କର୍କଟ କାହିଁକି ହୁଏ? ଏନେଇ ବିଶିଷ୍ଟ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୀବ କୁମାର ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (LUNG CANCER: CAUSES, SYMPTOMS AND TREATMENTS IN ODIA) ଆମର ଫୁସଫୁସରେ କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ ବଢ଼ିଲେ ତାହା ଏକ ଟ୍ୟୁମରର ରୂପ ନେଇଥାଏ। ସେହି ଟ୍ୟୁମର...

କାହିଁକି ହୁଏ ସୋରିଆସିସ୍‌ ରୋଗ?

0
https://www.youtube.com/embed/1kOT2KaSbUc ସୋରିଆସିସ୍‌ ରୋଗ କ’ଣ? ଏହା ଏକ ଡିଆଁ ରୋଗ କି? ଏହାର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗରଓ୍ୱାଲ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ସୋରିଆସିସ୍‌ ରୋଗ କ’ଣ?ସୋରିଆସିସ୍‌ କେତେ ପ୍ରକାରର?କେଉଁମାନଙ୍କୁ ସୋରିଆସିସ୍‌ ହେବାର ଆଶଙ୍କା ଅଧିକ?ସୋରିଆସିସ୍‌ ଡିଆଁ ରୋଗ କି?ସୋରିଆସିସ୍‌କୁ...
obesity

ହୃଦ୍‌ଘାତର କାରଣ ହୋଇପାରେ ମେଦବହୁଳତା

0
https://www.youtube.com/watch?v=FsR6X2NF2ks&t=9s ମୋଟାପଣକୁ ନେଇ ସମସ୍ତେ ଚିନ୍ତିତ। ତେବେ କେମିତି କମାଇବେ ମେଦବହୁଳତା? ଏନେଇ କ’ଣ କହୁଛନ୍ତି ବିଶିଷ୍ଟ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରଲୋଜିଷ୍ଟ ଡାକ୍ତର ନୟନ ରଞ୍ଜନ ନନ୍ଦ ଆସନ୍ତୁ ଜାଣିବା। ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ମେଦବହୁଳତା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ମେଦବହୁଳତା ଯୋଗୁଁ ଆମ ଶରୀରରେ ଅନ୍ୟାନ୍ୟ...
Sambit_Nanda_speech delay

ଶିଶୁ ବିଳମ୍ବରେ କଥା କହୁଛି କି? ଜାଣନ୍ତୁ ଏହାର କାରଣ

0
ଶିଶୁ ଜନ୍ମ ହେବାର ୧୨ରୁ ୧୫ ମାସ ମଧ୍ୟରେ କଥା କହିବା ଆରମ୍ଭ କରେ। ଅନେକ ସମୟରେ ପିଲାମାନେ ବିଳମ୍ବରେ କଥା କହନ୍ତି। ଏହାର କାରଣ ଏବଂ ନିରାକରଣ ବିଷୟରେ ସାଇକୋଲୋଜିଷ୍ଟ ସମ୍ବିତ ନନ୍ଦ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (SPEECH AND LANGUAGE DELAY OF...
error: Content is protected !!