ନିଦ ହେଉନି କି? ଜାଣନ୍ତୁ ସ୍ଲିପ୍ ହାଇଜିନ୍
https://youtu.be/IL_Q9f00t0E
ଷ୍ଟ୍ରେସ୍, ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଆଜିକାଲି ଲୋକେ ନିଦ୍ରାହୀନତାର ଶିକାର ହେଉଛନ୍ତି। ତେବେ ବର୍ତ୍ତମାନ ସମୟରେ ନିଦ୍ରାହୀନତାର କାରଣ କ’ଣ? ଏହାର ଚିକିତ୍ସା କ’ଣ ଏବଂ ଭଲ ନିଦରେ କେମିତି ଶୋଇବେ? ଏନେଇ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହାଂଶୁ ଦେ’ଙ୍କ ପରାମର୍ଶ ଜାଣନ୍ତୁ।
ନିଦ୍ରାହୀନତାର ଲକ୍ଷଣରାତିରେ...
ପିଲାଙ୍କଠାରେ କୋଭିଡ୍ ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା
https://youtu.be/i_6RTaYjWJg
କୋଭିଡ୍ ପରେ ପିଲାଙ୍କଠାରେ ପୋଷ୍ଟ କୋଭିଡ୍ ସିଣ୍ଡ୍ରୋମ୍ ଦେଖିବାକୁ ମିଳୁଛି, ଯାହାକୁ ଏମ୍ଆଇଏସ୍ସି କୁହାଯାଏ। ତେବେ ଏହା କ’ଣ? ପିଲାଙ୍କୁ ଏହା ହେଲେ କ’ଣସବୁ ଜଟିଳତା ଦେଖାଦିଏ? ଏନେଇ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ବର୍ତ୍ତମାନ ସମୟରେ...
ଅଣ୍ଟା ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି?
https://youtu.be/dL8PRHb1QWA
ଅଧିକ ସମୟ ଭୁଲ ଶୈଳୀରେ ବସିବା ଯୋଗୁଁ, ମୋଟାପଣ ଓ ଭାର ବହନ କାର୍ଯ୍ୟ ଯୋଗୁଁ ଅଣ୍ଟା ଉପରେ ଚାପ ପଡ଼ିଥାଏ। ଫଳରେ ଅଣ୍ଟା ଯନ୍ତ୍ରଣା ହୋଇଥାଏ। ଏଥିରୁ କେମିତି ପାଇବେ ମୁକ୍ତି? ଏନେଇ ବିଶିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ସିମାଞ୍ଚଳ ମହାପାତ୍ର କ’ଣ କହୁଛନ୍ତି, ଜାଣନ୍ତୁ।
ଅଣ୍ଟା ଯନ୍ତ୍ରଣାର...
ଗଳାରେ ଦରଜ ହେଉଛି କି?
https://youtu.be/J6ygKg0kKTY
ଟନ୍ସିଲାଇଟିସ୍ କ’ଣ? ସର୍ଜରିର ଆବଶ୍ୟକତା କେତେବେଳେ ଦରକାର ପଡ଼େ? ଏହାର ନିରାକରଣ ଓ ଚିକିତ୍ସାକୁ ନେଇ କର୍ଣ୍ଣ ନାଶା ଗଳା (ଇଏନଟି) ବିଶେଷଜ୍ଞ ଡାକ୍ତର ଏନ୍ ହିମାଂଶୁ ଚୌଧୁରୀ କ’ଣ କହୁଛନ୍ତି, ଜାଣନ୍ତୁ।
ଟନ୍ସିଲାଇଟିସ୍ର ପ୍ରକାରଟନ୍ସିଲାଇଟିସ୍ର ଲକ୍ଷଣ କ’ଣ?ଟନ୍ସିଲାଇଟିସ୍ର କାରଣ କ’ଣ?ଟନ୍ସିଲାଇଟିସ୍ ହେଲେ କ’ଣ ଜଟିଳତା ଦେଖାଦିଏ?ଟନ୍ସିଲାଇଟିସ୍ର ଚିକିତ୍ସା...
ପିରିୟଡ୍ସ ବେଳେ ଅତ୍ୟଧିକ ପେଟ ଯନ୍ତ୍ରଣା ହୋଇପାରେ ଏଣ୍ଡୋମେଟ୍ରିଓସିସ୍
https://youtu.be/4-6clu2HX-Q
ଏଣ୍ଡୋମେଟ୍ରିଓସିସ୍ କ’ଣ? ମହିଳାଙ୍କଠାରେ ଏହା ହେବାର କାରଣ କ’ଣ? ଏନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ଏଣ୍ଡୋମେଟ୍ରିଓସିସ୍ର କାରଣଏଣ୍ଡୋମେଟ୍ରିଓସିସ୍ର ଲକ୍ଷଣଏଣ୍ଡୋମେଟ୍ରିଓସିସ୍କୁ ଚିହ୍ନିବା ପାଇଁ ପରୀକ୍ଷାଏଣ୍ଡୋମେଟ୍ରିଓସିସ୍ର ଚିକିତ୍ସାଏଣ୍ଡୋମେଟ୍ରିଓସିସ୍ ଚିକିତ୍ସା ପରେ ପିଲାଛୁଆ ହେବାରେ ସମସ୍ୟାଡାକ୍ତରଙ୍କ ପରାମର୍ଶ
ଗର୍ଭାଶୟର...
ମେନୋପଜ୍ କ’ଣ?
https://youtu.be/dbSdBYrvjHQ
ମେନୋପଜ୍ କ’ଣ? କେଉଁ ବୟସରେ ମହିଳାମାନଙ୍କର ପିରିୟଡ୍ସ ବନ୍ଦ ହୋଇଥାଏ? ପିରିୟଡ୍ସ ବନ୍ଦ ହେବା ପରେ କ’ଣ କ’ଣ ସ୍ୱାସ୍ଥ୍ୟ ଜଟିଳତା ଦେଖାଦିଏ? ଏନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ମେନୋପଜ୍ର କାରଣ କ’ଣ?ମେନୋପଜ୍ର...
ଦାନ୍ତ ପୋକ ଖାଇଲେ କେମିତି କରିବେ ଚିକିତ୍ସା?
https://youtu.be/Cba4GF2LrZo
ଦାନ୍ତରେ କ୍ୟାଭିଟି ହେଲେ କେମିତି କରିବେ ଚିକିତ୍ସା? ଏନେଇ ବିଶିଷ୍ଟ ଓରାଲ ଏବଂ ମ୍ୟାକ୍ସିଲୋଫେସିଆଲ ସର୍ଜନ ଡାକ୍ତର ପ୍ରିତିଶ ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ପୋକଡ଼ା ଦାନ୍ତ ବା ଦାନ୍ତରେ କ୍ୟାଭିଟି କ’ଣ?ଦାନ୍ତ ପୋକ ଖାଇବାର କାରଣପିଲାଙ୍କର କ୍ୟାଭିଟି ହେବାର କାରଣ କ’ଣ?ଦାନ୍ତରେ କ୍ୟାଭିଟି ହେଲେ କ’ଣ...
ସବୁ ବୟସରେ ଆଖିର ଯତ୍ନ କିପରି ନେବେ?
https://youtu.be/7QkWh0vU0IE
ଆଖି ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ତେଣୁ ଏହାର ଯତ୍ନ ନେବା ନିହାତି ଜରୁରୀ। ତେବେ ସବୁ ବୟସର ଲୋକଙ୍କଠାରେ କ’ଣ କ’ଣ ଆଖି ସମସ୍ୟା ଦେଖାଦିଏ ଓ ଏହାର ସମାଧାନ ଏବଂ ଯତ୍ନ କିପରି ନେବେ? ଏନେଇ ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ମିହିର...
ଟେରାପଣ କାହିଁକି ହୋଇଥାଏ? ଜାଣନ୍ତୁ ଏହାର ଚିକିତ୍ସା ବିଷୟରେ ଡାକ୍ତର କ’ଣ କହୁଛନ୍ତି
https://youtu.be/tLN_0fFYcxA
ଟେରାପଣ କ’ଣ? ଏହା କାହିଁକି ହୋଇଥାଏ? ଆଖିରେ ଟେରାପଣ ହେଲେ କେଉଁ କେଉଁ ସମସ୍ୟା ହୋଇପାରେ ଏବଂ ଏହାର ଚିକିତ୍ସା ସମ୍ଭବ କି? ଏନେଇ ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ମିହିର କୁମାର ବଳ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ଟେରାପଣ କାହିଁକି ହୋଇଥାଏ?ଜନ୍ମରୁ ପିଲାଙ୍କର ଟେରାପଣ...
ସ୍ତନ କର୍କଟକୁ ଚିହ୍ନିବା ପାଇଁ ମାମୋଗ୍ରାଫ୍ରି?
https://youtu.be/gexp-yZE0YM
ସାଧାରଣତଃ ସ୍ତନ କର୍କଟକୁ ଚିହ୍ନିବା ପାଇଁ ମାମୋଗ୍ରାମ୍ର ଆବଶ୍ୟକତା ପଡ଼ିଥାଏ। ତେବେ କେତେବେଳେ ଦରକାର ପଡ଼େ ମାମୋଗ୍ରାଫି? ଏହାଦ୍ୱାରା ଲାଭ କ’ଣ ମିଳିଥାଏ? ଏନେଇ ବିଶିଷ୍ଟ ରେଡିଏସନ୍ ଅଙ୍କୋଲୋଜିଷ୍ଟ ଡାକ୍ତର ସୁମନ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ମାମୋଗ୍ରାମ୍ କ’ଣ?କେତେବେଳେ କରିବେ ମାମୋଗ୍ରାଫି?ସ୍ତନ କର୍କଟର ଲକ୍ଷଣ ଥିଲେ...