ଏହି ପ୍ରଡକ୍ଟ ଆପଣ ଆମାଜନରେ ସ୍ୱାସ୍ଥ୍ୟ ପ୍ଲସ ଷ୍ଟୋରରେ ପାଇପାରିବେ।

ଏକ ସୁସ୍ଥ ଶରୀର ପାଇଁ ଏକ ସୁସ୍ଥ ଜୀବନଶୈଳୀର ଅବଶ୍ୟକତା ରହିଛି। ଏଥିପାଇଁ ସୁଷମ ଖାଦ୍ୟ ଖାଇବା ସହିତ ନିୟମିତ ବ୍ୟାୟାମ କରିବା ଉଚିତ। ନିଜକୁ ଫିଟ୍ ରଖିବା ପାଇଁ ଲୋକେ ଜିମ୍ ଜଏନ୍ କରନ୍ତି। ତେବେ ଜାଣିଛନ୍ତି କି, ଜିମ୍ ନଯାଇ ଘରେ ବ୍ୟାୟାମ କରି ଆପଣ ଫିଟ୍ ଆଣ୍ଡ୍ ଫାଇନ୍ ରହିପାରିବେ। ଆସନ୍ତୁ ଜାଣିବା ଏମିତି ୪ଟି ଘରୋଇ ଫିଟନେସ୍ ଉପକରଣ ବିଷୟରେ, ଯାହା ସାହାଯ୍ୟରେ ଆପଣ ଘରେ ରହି ବ୍ୟାୟାମ କରିପାରିବେ ଏବଂ ନିଜକୁ ଫିଟ୍ ରଖିପାରିବେ।

୧. ପୁସ୍-ଅପ୍ ବାର

ପୁସ୍-ଅପ୍ ବାର ଜରିଆରେ ଘରେ ରହି ପୁସ୍-ଅପ୍ ଏକ୍ସରସାଇଜ୍ କରିପାରିବେ। ଏଥିରେ ସଫ୍ଟ ଗ୍ରିପ୍ ରହିଛି, ଯାହା ଆପଣଙ୍କୁ ଧରିବାରେ ସୁବିଧା ହେବ। ଏହାର ଓଜନ ମଧ୍ୟ ବହୁତ କମ। ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ନେଇ ପାରିବେ। ପୁସ୍-ଅପ୍ ବାର ମାଧ୍ୟମରେ ବ୍ୟାୟାମ କଲେ ଆପଣଙ୍କ ହାତର ମାଂସପେଶୀ ମଜବୁତ କରହିଥାଏ। ଏହାକୁ ଉଭୟ ପୁରୁଷ ଏବଂ ମହିଳା ବ୍ୟବହାର କରିପାରିବେ। ଏହି ପୁସ୍-ଅପ୍ ବାରର ମୂଲ୍ୟ ମାତ୍ର ୩୩୦ ଟଙ୍କା।

କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ


୨. ଟମି ଟ୍ରିମର୍
ସାଧାରଣତଃ ପେଟର ଚର୍ବିକୁ ନେଇ ଅନେକ ବ୍ୟକ୍ତି ଚିନ୍ତିତ ଥାଆନ୍ତି। ଟମି ଟ୍ରିମର୍ ଜରିଆରେ ଆପଣ ପେଟର ବ୍ୟାୟାମ କରିପାରିବେ। ସ୍ପ୍ରିଂ ଚାଳିତ ଏହି ଟମି ଟ୍ରିମର ମାଧ୍ୟମରେ ବ୍ୟାୟାମ କରିବା ଅତି ସହଜ ଏବଂ ସୁବିଧା ମଧ୍ୟ। ଏହାର ପେଟର ଚର୍ବି କମାଇବାରେ ସାହାଯ୍ୟ କରିବା ସହିତ ଗୋଡ଼ର ମାଂସପେଶୀକୁ ମଜବୁତ ରଖିଥାଏ। ଏହି  ଟମି ଟ୍ରିମର୍ର ମୂଲ୍ୟ ମାତ୍ର ୨୯୦ ଟଙ୍କା।

କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ


୩. ଫିଟନେସ୍ ବଲ୍

ଫିଟନେସ୍ ବଲ୍ ସାହାଯ୍ୟରେ ଜଣେ ବ୍ୟକ୍ତି ଯେକୌଣସି ସମୟରେ ଏବଂ ଯେକୌଣସି ସ୍ଥାନରେ ମଧ୍ୟ ବ୍ୟାୟାମ କରିପାରିବେ। ଏହା ଶରୀରର ଗଠନକୁ ସୁଧାରିବା ସହିତ ଅଙ୍ଗପ୍ରତ୍ୟଙ୍ଗକୁ ଫେକ୍ସିବଲ୍ କରିବାରେ ସାହାଯ୍ୟ କରେ। ଏହା ଶରୀରର ସନ୍ତୁଳନକୁ ଆହୁରି ସୁଦୃଢ଼ କରିଥାଏ। ଫିଟନେସ୍ ବଲ ଜରିଆରେ ବ୍ୟାୟାମ କରିବା ଅତି ସହଜ। ଏହାକୁ ବିଭିନ୍ନ ବ୍ୟାୟାମରେ ଅନ୍ତର୍ଭୁକ୍ତ କରିପାରିବେ। ଏହି ଫିଟନେସ୍ ବଲର ମୂଲ୍ୟର ହେଉଛି ୭୪୯ ଟଙ୍କା।

କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ

୪. ସ୍କିପିଂ ରୋପ୍

ଘରେ ରହି ଫିଟ୍ ରହିବାର ଏକ ଜବରଦସ୍ତ ବ୍ୟାୟାମ ହେଉଛି ସ୍କିପିଂ। ସ୍କିପିଂ କରିବା ଦ୍ୱାରା ସାରା ଶରୀରର ବ୍ୟାୟାମ ହୋଇଥାଏ। ଏହି ସ୍କିପିଂ ରୋପ୍ କରିଆରେ ଆପଣ ବ୍ୟାୟାମ କରିପାରିବେ। ଧରିବା ପାଇଁ ଏଥିରେ ଭଲ ଗ୍ରିପ୍ ରହିଥିବା ସହିତ କେତେଥର ସ୍କିପିଂ କଲ ତାହା ଜାଣିବା ପାଇଁ ଏକ କାଉଣ୍ଟିଂ ମିଟର ମଧ୍ୟ ରହିଛି।

ଶ୍ୱାସକ୍ରିୟା ସମ୍ବନ୍ଧୀୟ ବ୍ୟାୟାମ ସ୍କିପିଂ କରିବା ଦ୍ୱାରା ହୋଇଥାଏ। ଫଳରେ ବ୍ୟକ୍ତି ସଠିକ ଭାବେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସାହାଯ୍ୟ ହୋଇଥାଏ ଏବଂ ଶରୀରକୁ ଫୁର୍ତ୍ତି ରଖିଥାଏ। ଏହି ସ୍କିପିଂ ରୋପର ମୂଲ୍ୟ ହେଉଛି ୨୯୯ ଟଙ୍କା।

କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ

ଏହି ପ୍ରଡକ୍ଟ ଆପଣ ଆମାଜନରେ ସ୍ୱାସ୍ଥ୍ୟ ପ୍ଲସ ଷ୍ଟୋରରେ ପାଇପାରିବେ। ସମୟ ଅନୁସାରେ ପ୍ରଡକ୍ଟର ମୂଲ୍ୟ ବଦଳିପାରେ।
https://www.amazon.in/shop/swasthyapluslive