curry leaves

ଔଷଧୀୟ ଗୁଣରେ ଭରପୂର ଭୁର୍ସୁଙ୍ଗ ପତ୍ର

0
ଭୁର୍ସୁଙ୍ଗ ଖାଦ୍ୟରେ ସୁଗନ୍ଧ ବଢ଼ାଇବା ସହ ଖାଦ୍ୟର ସ୍ୱାଦ ବଢ଼ାଇଥାଏ। ହେଲେ ଭୁର୍ସୁଙ୍ଗ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଆସନ୍ତୁ ଜାଣିବା ଦୈନନ୍ଦିନ ଜୀବନରେ ଭୁର୍ସୁଙ୍ଗ ପତ୍ର ବ୍ୟବହାର କରି କିପରି ସୁସ୍ଥ ରହିବେ। କେଶ ସମସ୍ୟା ଦୂର କରେ: ଭୁର୍ସୁଙ୍ଗ ପତ୍ରରେ ଥିବା ଆଣ୍ଟି ଅକ୍ସିଡାଣ୍ଟ କେଶକୁ...
eye exercise

ଆଖିର କରନ୍ତୁ ବ୍ୟାୟାମ – ମିଳିବ ଆରାମ

0
କମ୍ପ୍ୟୁଟର ସାମ୍ନାରେ ଘଣ୍ଟା ଘଣ୍ଟା କାମ କରିବା ସମୟରେ ଆପଣଙ୍କ ଆଖି ଚାପଗ୍ରସ୍ତ ଓ ଯନ୍ତ୍ରଣା ହେଉଛି କି? ଯଦି ଏହା ହୁଏ, ତେବେ ଆପଣ ଆଖି ପାଇଁ କେତେକ ବ୍ୟାୟାମ କରିପାରିବେ ଯାହାକି ଆଖିକୁ ଆରାମ ଦେଇଥାଏ। ଆଜିକାଲି ବ୍ୟସ୍ତବହୁଳ ଜୀବନରେ କାର୍ଯ୍ୟରତ ଲୋକଙ୍କୁ ୮ରୁ ୧୦...

କର୍କଟକୁ ନେଇ ଆପଣଙ୍କର ପ୍ରଶ୍ନ – ଜାଣନ୍ତୁ, ଡାକ୍ତରଙ୍କ ଉତ୍ତର

0
କ୍ୟାନ୍‌ସର ବା କର୍କଟ ରୋଗ ସମଗ୍ର ଦେଶରେ ଏକ ଉତ୍କଟ ରୂପ ଧାରଣ କରିଛି। ହେଲେ କର୍କଟ ରୋଗ କାହିଁକି ବଢ଼ୁଛି ଓ କାହିଁକି ଲୋକେ ପ୍ରାଥମିକ ପର୍ଯ୍ୟାୟରୁ ଜାଣିପାରୁ ନାହାନ୍ତି, ଏନେଇ ବିସ୍ତୃତ ଭାବେ କହିଛନ୍ତି କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜିବ କୁମାର ମିଶ୍ର। କାହିଁକି...
drinking water

ଆପଣ ଠିକ୍ ସମୟରେ ପାଣି ପିଉଛନ୍ତି ତ?

0
ସୁସ୍ଥ ଶରୀର ପାଇଁ ପାଣିର ଆବଶ୍ୟକତା ବେଶ ଗୁରୁତ୍ୱପୂର୍ଣ୍ଣ। ହେଲେ ସଠିକ୍‌ ସମୟରେ ସଠିକ୍‌ ମାତ୍ରାରେ ପାଣି ପିଇଲେ ଏହା ଲାଭଦାୟକ। ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ବି ସୃଷ୍ଟି ନାଶ। ପାଣି ବିନା ଜୀବନ ଅସମ୍ଭବ। ପାଣି ଆମ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ୱ...
teeth pain

ଦାନ୍ତ ମୂଳରୁ ରକ୍ତ ବାହାରୁଛି କି? ଆପଣାନ୍ତୁ ଏହି ଘରୋଇ ଉପାୟ

0
https://www.youtube.com/embed/spjzUQprUY0 ଦାନ୍ତ ମାଢ଼ିରୁ ରକ୍ତ ବାହାରିବା ହେଉଛି ପାଇରିଆର ଲକ୍ଷଣ। ଦାନ୍ତ ମୂଳରୁ ରକ୍ତ ବାହାରିବା ଯୋଗୁଁ ପାଟି ଦୁର୍ଗନ୍ଧ ହେବା ସହ ମାଢ଼ି ଫୁଲିଯାଏ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଟିପ୍ସ। ଅଧିକ ପଢ଼ନ୍ତୁ: ଶୋଇବା ପୂର୍ବରୁ ଦାନ୍ତ ଘଷିବା କାହିଁକି ଜରୁରୀ? ପ୍ରତିଦିନ...
insulin

ଶରୀର ପାଇଁ ଜରୁରୀ ଇନସୁଲିନ୍ ହରମୋନ

0
ଡାଏବେଟିସ୍‌ ରୋଗୀ ଡାକ୍ତରଙ୍କ ପରାମର୍ଶରେ ଇନ୍‌ସୁଲିନ୍‌ ନେବା ଜରୁରୀ। ବର୍ତ୍ତମାନ ଅଧିକାଂଶ ଲୋକଙ୍କଠାରେ ଦେଖାଯାଉଥିବା ରୋଗ ହେଉଛି ମଧୁମେହ ବା ଡାଏବେଟିସ୍। ଶରୀରରେ ଇନସୁଲିନର ମାତ୍ରାରେ ପରିବର୍ତ୍ତନ ଆସିଲେ ଏହି ରୋଗ ଦେଖାଦେଇଥାଏ। କାରଣ ଏହି ହରମୋନ ଶରୀରରେ ଶର୍କରାର ସ୍ତରକୁ ନିୟନ୍ତ୍ରିତ କରି ରଖିଥାଏ। ଏହାର ଅଭାବ...
teeth

ଜାଣନ୍ତୁ, ଦାନ୍ତରେ ଦେଖାଯାଉଥିବା ୫ଟି ସମସ୍ୟା ବାବଦରେ

0
ବିଭିନ୍ନ କାରଣ ଯୋଗୁଁ ଦାନ୍ତରେ ଅନେକ ସମସ୍ୟା ଦେଖାଦେଇଥାଏ। ଦାନ୍ତକୁ ସୁସ୍ଥ ରଖିବା ପାଇଁ ଏହାର ଯତ୍ନ ନେବା ଉଚିତ। ଅଧିକ ପଢ଼ନ୍ତୁ: ସୁସ୍ଥ ଦାନ୍ତ ପାଇଁ ଆପଣାନ୍ତୁ ଏହି ଟିପ୍ସ ପାଟି ଗନ୍ଧ ଦାନ୍ତ ମୂଳରେ ଖାଦ୍ୟ ଜମି ରହି ରହି ଏହି ଦୁର୍ଗନ୍ଧ ବାହାରି ଥାଏ। ଦାନ୍ତ ମୂଳରେ...

ମିଠା ନୁହେଁ ବରଂ ଏହି ସବୁ କାରଣ ପାଇଁ ହୋଇଥାଏ ଡାଏବେଟିସ

0
ଅଧିକ ମିଠା ଖାଇବା ଯୋଗୁଁ ଡାଏବେଟିସ ହୋଇଥାଏ। ଏପରି ଅନେକ ଲୋକଙ୍କ ଧାରଣା ରହିଛି। କିନ୍ତୁ ଏହା ଭୁଲ କଥା। ମିଠା ନୁହେଁ ବରଂ ଏହି ସବୁ କାରଣ ଯୋଗୁଁ ଡାଏବେଟିସ ହୋଇଥାଏ। ଡାଏବେଟିସ ଏକ ରୋଗ ନୁହେଁ। କିନ୍ତୁ ଥରେ ଆକ୍ରାନ୍ତ କରିବା ମାତ୍ରକେ ଶରୀରର ରୋଗ...
hiccups

ହାକୁଟିରୁ ଜାଣନ୍ତୁ ରୋଗ ବିଷୟରେ

0
ସାଧାରଣତଃ ଖାଇବା ପରେ ହାକୁଟି ଆସିଥାଏ। ହାକୁଟି ହେବାକୁ ଅନେକ ଲୋକ ଖାଦ୍ୟ ଠିକ୍ ଭାବେ ହଜମ ହୋଇନଥିବାର ସଙ୍କେତ ଭାବେ ଗ୍ରହଣ କରିଥାନ୍ତି। କିନ୍ତୁ ବାରମ୍ବାର ହାକୁଟି ଦେଲେ ଏହା ବିଭିନ୍ନ ପ୍ରକାର ରୋଗ ବା ସମସ୍ୟାକୁ ସୂଚାଇଥାଏ। ଶରୀରରେ ଥିବା ବାୟୁ ଖାଦ୍ୟ ନଳୀ ମଧ୍ୟକୁ...

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ। ସର୍ଦ୍ଦି ଓ ଜ୍ୱର ହେବା, ବାରମ୍ବାର କାଶିବା ଓ ଛିଙ୍କିବା ସହ...
error: Content is protected !!