Sambit Nanda on Mental Health of Children (ADHD)

ଛୋଟ ପିଲାଙ୍କ ଅସ୍ଥିର ମନ – ସମସ୍ୟା ନା ସାଧାରଣ ଅବସ୍ଥା?

0
https://www.youtube.com/watch?v=6LaW_YR0SDw ଛୋଟ ପିଲାଙ୍କଠାରେ ଅସ୍ଥିର ମନ କିମ୍ବା ଅତି ଚଞ୍ଚଳପଣ ଏକ ମାନସିକ ସମସ୍ୟା। ଏନେଇ ଜାଣନ୍ତୁ ବିଶିଷ୍ଟ ମନୋବିଜ୍ଞାନି ସମ୍ବିତ ନନ୍ଦଙ୍କ ପରାମର୍ଶ। ପିଲାର ଅସ୍ଥିର ମନ କାହିଁକି ହୋଇଥାଏ?ଅସ୍ଥିର ମନର ଲକ୍ଷଣମନର ଅସ୍ଥିରତା ପାଇଁ କ’ଣ ରହିଛି ପରୀକ୍ଷା?ମନର ଅସ୍ଥିରତା ପାଇଁ କ’ଣ ରହିଛି ଚିକିତ୍ସା ପଦ୍ଧତିପରିବାର ସଦସ୍ୟଙ୍କ କର୍ତ୍ତବ୍ୟ ଆଜିକାଲି ଛୋଟ ପିଲାଙ୍କଠାରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଛି। କେତେକ ପିଲାଙ୍କଠାରେ ଅସ୍ଥିର ମନ ଦେଖାଯାଏ। ସେମାନେ କୌଣସି ଗୋଟିଏ କାର୍ଯ୍ୟରେ ଧ୍ୟାନ ଦେଇପାରନ୍ତି...
medicine care at home

ଜାଣନ୍ତୁ କେମିତି ଦାୟିତ୍ଵର ସହ ରଖିବେ ଔଷଧ ଏବଂ ଇନସୁଲିନ?

0
ଘରେ ଏବଂ ଯାତ୍ରା କରୁଥିବା ସମୟରେ ଔଷଧ ଏବଂ ଇନସୁଲିନକୁ କିଭଳି ରଖିବେ ତାହା ଜାଣନ୍ତୁ। ଘରେ ଥିବା ସମୟରେ ସବୁବେଳେ ଏକ ଉଚ୍ଚ ଥାକରେ ଔଷଧକୁ ରଖନ୍ତୁ। ସ୍ଥାନଟି ଥଣ୍ଡା ହୋଇଥିବାବେଳେ ତାହା ଯେପରି ଶୁଖିଲା ରହୁଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଔଷଧର ପ୍ୟାକେଟକୁ ଥାକରେ ସେଭଳି ପକାଇ...
healthy food

ସୁସ୍ଥ ରହିବା ପାଇଁ ଆପଣାନ୍ତୁ ‘WHO’ର ୫ଟି ଟିପ୍ସ

0
ସୁସ୍ଥ ଜୀବନ ପାଇଁ ପୁଷ୍ଟିକର ଖାଦ୍ୟର କେତେ ଆବଶ୍ୟକତା ରହିଛି? ଏନେଇ ଜାଣନ୍ତୁ WHOର ପରାମର୍ଶ। ଆମେ ପ୍ରତିଦିନ କେଉଁ ଭଳି ଖାଦ୍ୟ ଗ୍ରହଣ କରୁଛେ ଏବଂ କିପରି ଜୀବନଶୈଳୀ ବିତାଉଛେ ତାହା ଉପରେ ଆମ ପୂରା ଜୀବନ ନିର୍ଭର କରୁଛି। ଅସୁନ୍ତଳିତ ଖାଦ୍ୟପେୟ ଶରୀରରେ ମେଦବହୁଳତା, ହୃଦରୋଗ...
Dr biswajit Nanda_prostate problem

ପ୍ରୋଷ୍ଟେଟ୍ ସମସ୍ୟା କ’ଣ – ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ବିଶ୍ୱଜିତ ନନ୍ଦ?

0
https://www.youtube.com/watch?v=VJVrTgdkvkU&t=2s ପ୍ରୋଷ୍ଟେଟ୍‌ ସମସ୍ୟା କ’ଣ, ଏହାର ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ଜଣାଶୁଣା ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ ନନ୍ଦ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ପ୍ରୋଷ୍ଟେଟ୍ ସମସ୍ୟାର ଲକ୍ଷଣକାହାଠାରେ ଦେଖିବାକୁ ମିଳେ ପ୍ରୋଷ୍ଟେଟ୍ ସମସ୍ୟାପ୍ରୋଷ୍ଟେଟ୍ ସମସ୍ୟାର ଚିକିତ୍ସା ନକଲେ କ’ଣ ଅସୁବିଧା ହେବ?ପ୍ରୋଷ୍ଟେଟ୍ ସମସ୍ୟାର ପରୀକ୍ଷା ଓ ଚିକିତ୍ସାପ୍ରୋଷ୍ଟେଟ୍‌...
meditation in office

କର୍ମଜୀବୀମାନେ କିପରି ନିଜକୁ ରଖିବେ ସୁସ୍ଥ?

0
କର୍ମଜୀବୀମାନେ କାମ ଆଳରେ ନିଜ ସ୍ୱାସ୍ଥ୍ୟ ପ୍ରତି ଵିଶେଷ ଧ୍ୟାନ ଦେଇପାରନ୍ତି ନାହିଁ। କିନ୍ତୁ ଏପରି ହେଲେ ଅତି ଶୀଘ୍ର ସେମାନଙ୍କର କାମ ପ୍ରତି ଆଗ୍ରହ କମିଯିବା ସହ ଶରୀରରେ ଅନେକ ସମସ୍ୟା ଦେଖା ଦେଇଥାଏ। ଆଜିକାଲି ପ୍ରାୟ ସମସ୍ତେ ସ୍ୱାବଲମ୍ବୀ ହେବାକୁ ପସନ୍ଦ କରୁଛନ୍ତି। ତେଣୁ ସବୁ...
earphone use

ଲମ୍ବା ସମୟ ଧରି ଇୟରଫୋନ୍‌ ଲଗାଇଲେ ହୋଇଥାଏ ଏହି ସମସ୍ୟା

0
ବର୍ତ୍ତମାନର ଯୁବପିଢ଼ି, କିଏ ଇୟର ଫୋନ୍ ଲଗାଇ ଗୀତ ଶୁଣୁଥା’ନ୍ତି, ତ କିଏ ଇୟର ଫୋନ୍ ବ୍ୟବହାର କରି କଥା ହୋଇଥା’ନ୍ତି। ଯଦି କାନରେ ଘଣ୍ଟା ଘଣ୍ଟା ଦେଇ ଗୀତ ଶୁଣୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଏହା ଆପଣଙ୍କ କାନ ଏବଂ ମସ୍ତଷ୍କ ପାଇଁ କ୍ଷତିକାରକ ହୋଇଥାଏ। ଅଧିକ...
eat healthy_2

ସଠିକ ହଜମର ୩ଟି ସରଳ ଉପାୟ

0
ଜଣେ ବ୍ୟକ୍ତି କେବଳ ଖାଦ୍ୟ ଖାଇବା ଯଥେଷ୍ଟ ନୁହେଁ, ସେ କିପରି ଖାଦ୍ୟ ଖାଉଛନ୍ତି ତାହା ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ। ଠିକ ଖାଇବା, ସଠିକ ହଜମ ହେବା ଏବଂ ଅତ୍ୟଧିକ ଖାଇବା ରୋକିବା ପାଇଁ ଆପଣାନ୍ତୁ ୩ଟି ସରଳ ଉପାୟ। ଜଣେ ବ୍ୟକ୍ତି ନିଜର ଆବଶ୍ୟକ...
weight machine

ୱେଟ୍ ମେସିନ୍‌ରେ ଓଜନ ହେବା ସମୟରେ ଧ୍ୟାନ ଦିଅନ୍ତୁ

0
ଓଜନ କମାଇବା ସହଜ କଥା ନୁହେଁ। ଏଥିପାଇଁ କେତେ ଡାଏଟ୍ ପାଳନ, ବ୍ୟାୟାମ ତଥା ଧର୍ଯ୍ୟର ଆବଶ୍ୟକତା ପଡ଼ିଥାଏ। ଏସବୁ ପରେ ୱେଟ ମେସିନ୍‌ରେ ଓଜନ ମାପିଲେ ଯଦି କମ୍ ଆସେ ତା’ ହେଲେ ଖୁବ୍ ଖୁସି ଲାଗିଥାଏ। ତେବେ ଓଜନ ମାପିବା ସମୟରେ ମଧ୍ୟ କିଛି...
eating disorder_amrit

ଇଟିଂ ଡିସଅର୍ଡର କ’ଣ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

0
https://www.youtube.com/watch?v=H9k9fgMAEyA ଇଟିଂ ଡିସଅର୍ଡର ହେବାର କାରଣ କ’ଣ? ଏହାର ନିରାକରଣ ଏବଂ ଚିକିତ୍ସାକୁ ନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତ ପାଟ୍ଟଜୋଶୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଇଟିଂ ଡିସଅର୍ଡର କେତେ ପ୍ରକାର?ଇଟିଂ ଡିସ୍‌ଅର୍ଡରର କାରଣକେଉଁ ବୟସରେ ଇଟିଂ ଡିସ୍‌ଅର୍ଡର ଅଧିକ ଦେଖାଯାଏ?ଇଟିଂ ଡିସ୍‌ଅର୍ଡରର ଜଟିଳତାପରୀକ୍ଷା କରି...
feel fresh

ନିଜର ଦିନ ଏମିତି ଆରମ୍ଭ କରନ୍ତୁ

0
ଯଦି ଆପଣ ଦିନସାରା ଅଳସୁଆ ଓ ଥକ୍କା ଅନୁଭବ କରନ୍ତି, ତେବେ ସକାଳୁ ଉଠିବା ପରେ ଏହିସବୁ ସ୍ୱାସ୍ଥ୍ୟକର ଟିପ୍ସ ଆପଣାନ୍ତୁ। ପ୍ରାୟ ଲୋକ ରାତିରେ ୭ରୁ ୮ ଘଣ୍ଟା ଶୋଇବା ପରେ ବି ଅଳସୁଆ ଅନୁଭବ କରନ୍ତି। ଏଣୁ, ସେମାନେ ଦିନ ସାରା ଚା’ ଓ କଫି...
error: Content is protected !!