‘କେତେ ନୂଆ ବାଟ ସିଜିନ୍ ୨’ – ଆସନ୍ତାକାଲି ଦେଖନ୍ତୁ ଭିଡିଓ ସିରିଜର ଚତୁର୍ଥ ଅଧ୍ୟାୟ ‘କୋଭିଡ୍ ସମୟରେ...
ସ୍ଵାସ୍ଥ୍ୟପ୍ଲସ୍ ବ୍ୟୁରୋ
ୟୁନିସେଫ୍ ସହଯୋଗିତାରେ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟ ପ୍ଲସ୍ର ମିଡିଆ କ୍ୟାମ୍ପେନ୍ ‘କେତେ ନୂଆ ବାଟ’ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ସମୟରେ ପିଲାଙ୍କ ସୁରକ୍ଷା’ଶନିବାର ଦିନ ୧୨.୩୦ଟାରେ ଦେଖନ୍ତୁ ଡିଡି ଓଡ଼ିଆରେ
କରୋନା ମହାମାରୀର ଏହି ସଙ୍କଟ ସମୟରେ ସମସ୍ତେ ପ୍ରଭାବିତ।...
ମୁହଁରୁ ଅତ୍ୟଧିକ କେଶ ହଟାଇବା ପାଇଁ ଆପଣାନ୍ତୁ ଏହି ୫ଟି ଉପାୟ
କେତେକ ଝିଅଙ୍କର ମୁହଁରେ ଅତ୍ୟଧିକ କେଶ ଉଠି ଅସୁନ୍ଦର ଦେଖାଯାଏ। କେତେକ ଘରୋଇ ଉପଚାର ମାଧ୍ୟମରେ ଆପଣ ଏହି କେଶ ହଟାଇପାରିବେ।
ଆଜିକାଲି ହରମୋନ୍ ପରିବର୍ତ୍ତନ ଯୋଗୁଁ କେତେକ ଝିଅଙ୍କ ମୁହଁରେ ଅତ୍ୟଧିକ କେଶ ଉଠୁଥିବାର ଦେଖିବାକୁ ମିଳୁଛି। ଏଥିପାଇଁ ଝିଅମାନେ ପାର୍ଲର ଯାଇ ଥ୍ରେଡିଂ, ଓ୍ୱାକ୍ସିଂ ଆଦି...
ପିରିୟଡ୍ସ ବେଳେ ଅତ୍ୟଧିକ ପେଟ ଯନ୍ତ୍ରଣା ହୋଇପାରେ ଏଣ୍ଡୋମେଟ୍ରିଓସିସ୍
https://youtu.be/4-6clu2HX-Q
ଏଣ୍ଡୋମେଟ୍ରିଓସିସ୍ କ’ଣ? ମହିଳାଙ୍କଠାରେ ଏହା ହେବାର କାରଣ କ’ଣ? ଏନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ଏଣ୍ଡୋମେଟ୍ରିଓସିସ୍ର କାରଣଏଣ୍ଡୋମେଟ୍ରିଓସିସ୍ର ଲକ୍ଷଣଏଣ୍ଡୋମେଟ୍ରିଓସିସ୍କୁ ଚିହ୍ନିବା ପାଇଁ ପରୀକ୍ଷାଏଣ୍ଡୋମେଟ୍ରିଓସିସ୍ର ଚିକିତ୍ସାଏଣ୍ଡୋମେଟ୍ରିଓସିସ୍ ଚିକିତ୍ସା ପରେ ପିଲାଛୁଆ ହେବାରେ ସମସ୍ୟାଡାକ୍ତରଙ୍କ ପରାମର୍ଶ
ଗର୍ଭାଶୟର...
‘କେତେ ନୂଆ ବାଟ’ ସିଜିନ୍ ୨ – ଏଥରର ପ୍ରସଙ୍ଗ ‘କୋଭିଡ ସମୟରେ ଯୁବବର୍ଗର ମାନସିକ ସ୍ୱାସ୍ଥ୍ୟ ଓ...
ସ୍ଵାସ୍ଥ୍ୟପ୍ଲସ୍ ବ୍ୟୁରୋ
https://youtu.be/NvyIJzJ7cAg
ୟୁନିସେଫ୍ ସହଯୋଗିତାରେ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସ୍ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ ସମୟରେ ଯୁବବର୍ଗର ମାନସିକ ସ୍ୱାସ୍ଥ୍ୟ ଓ ଭବିଷ୍ୟତ’
କୋଭିଡ୍ ପ୍ରଥମ ଲହରରୁ ବାହାରି ଆମେ ଟିକିଏ ସ୍ୱାଭାବିକ ଜୀବନଚର୍ଯ୍ୟାକୁ ଫେରୁଥିଲା ବେଳେ...
ଡଗରସାହିରୁ ଆୟାରଲ୍ୟାଣ୍ଡ୍
‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ କ୍ରମରେ ଓଡ଼ିଆ ଯୁବ ଉଦ୍ୟୋଗୀ ତଥା ‘ସାଇଜେନିକା’ର ସହ-ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଡକ୍ଟର ନୁସରତ୍ ଜେ ଏମ୍ ସଂଘମିତ୍ରାଙ୍କ ସହ ସୁବ୍ରତ ବାଗ୍ଚୀଙ୍କର ବାର୍ତ୍ତାଳାପର ସଂପାଦିତ ଅଂଶ।
ଓଡ଼ିଶାର ଗୋଟିଏ ସାଧାରଣ ମଧ୍ୟବିତ୍ତ ପରିବାରର ଝିଅ।...
‘କେତେ ନୂଆ ବାଟ’ ସିଜିନ୍ ୨ – ଆଜି ଶୁଣନ୍ତୁ ଅଡିଓ ସିରିଜ୍ର ଚତୁର୍ଥ ଅଧ୍ୟାୟ
ସ୍ଵାସ୍ଥ୍ୟପ୍ଲସ୍ ବ୍ୟୁରୋ
https://youtu.be/NvyIJzJ7cAg
ୟୁନିସେଫ୍ ସହଯୋଗିତାରେ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟ ପ୍ଲସ୍ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ ସମୟରେ ଯୁବବର୍ଗର ମାନସିକ ସ୍ୱାସ୍ଥ୍ୟ ଓ ଭବିଷ୍ୟତ’ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍ ୧୦୪ ଏଫ୍ଏମରେ
କୋଭିଡ୍ ପ୍ରଥମ ଲହରରୁ ବାହାରି...
‘କେତେ ନୂଆ ବାଟ’ ସିଜିନ୍ ୨ – ରବିବାର ଶୁଣନ୍ତୁ ଅଡିଓ ସିରିଜ୍ର ଚତୁର୍ଥ ଅଧ୍ୟାୟ
ସ୍ଵାସ୍ଥ୍ୟପ୍ଲସ୍ ବ୍ୟୁରୋ
https://youtu.be/NvyIJzJ7cAg
ୟୁନିସେଫ୍ ସହଯୋଗିତାରେ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟ ପ୍ଲସ୍ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ ସମୟରେ ଯୁବବର୍ଗର ମାନସିକ ସ୍ୱାସ୍ଥ୍ୟ ଓ ଭବିଷ୍ୟତ’ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍ ୧୦୪ ଏଫ୍ଏମରେ
କୋଭିଡ୍ ପ୍ରଥମ ଲହରରୁ ବାହାରି...
ଏଣିକି ଗର୍ଭବତୀ ମହିଳା ବି ନେଇପାରିବେ କୋଭିଡ୍ ଟିକା
ଏଣିକି ଗର୍ଭବତୀ ମହିଳାମାନେ କୋଭିଡ୍ ଟିକା ନେଇପାରିବେ। ବିଭିନ୍ନ ପରୀକ୍ଷା ଓ ତର୍ଜମା କରାଯିବା ପରେ ଗର୍ଭବତୀଙ୍କୁ ଟିକା ଦେବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ଏନେଇ ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି।
ଉଭୟ ଅଫ୍ଲାଇନ୍ ଓ ଅନ୍ଲାଇନ୍ ପଞ୍ଜୀକରଣ ଯୋଗେ...
ହ୍ୱାଇଟ୍ ଡିସ୍ଚାର୍ଜ ହେଉଛି କି?
https://youtu.be/spwkKoZBMmg
କେତେବେଳେ ଜାଣିବେ ଧଳାସ୍ରାବ ଅସାଧାରଣ? ଦୁର୍ଗନ୍ଧଯୁକ୍ତ ହ୍ୱାଇଟ୍ ଡିସ୍ଚାର୍ଜକୁ ରୋକିବେ କିପରି? ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅଲ୍କତା ଦାସ କ’ଣ କହୁଛନ୍ତି, ଜାଣନ୍ତୁ।
ହ୍ୱାଇଟ୍ ଡିସ୍ଚାର୍ଜ ବା ଲ୍ୟୁକୋରିଆ ଏକ ସାଧାରଣ ସମସ୍ୟା। ପ୍ରତ୍ୟେକ ମହିଳାଙ୍କର ଧଳାସ୍ରାବ ହେବା ଏକ ସାଧାରଣ...
କୋଭିଡ୍ ପ୍ରତି ପିଲାମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି – ଡାକ୍ତର ମୀନା ସୋମ୍
ସ୍ୱାସ୍ଥ୍ୟପ୍ଲସ୍ ବ୍ୟୁରୋ
https://youtu.be/0ac5dJkyKXM
କୋଭିଡ୍ ସମୟରେ ପିଲାମାନେ ନିଜ ଘରେ କଏଦ ହୋଇ ରହିଛନ୍ତିା ଏହା ସେମାନଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଛି। ତେଣୁ ଏ ସମୟରେ ଅଭିଭାବକମାନେ ପିଲାଙ୍କ ସହିତ ବେଶୀ ସମୟ ବିତାଇବା ଦରକାର। ପିଲାଙ୍କ କଥା ଶୁଣିବା ଓ ବୁଝିବା...