kete nua bata_audio episode_6th

‘କେତେ ନୂଆ ବାଟ’ ସିଜିନ୍‌ ୨ – ଆସନ୍ତାକାଲି ଶୁଣନ୍ତୁ ଅଡିଓ ସିରିଜ୍‌ର ଷଷ୍ଠ ଅଧ୍ୟାୟ ‘କୋଭିଡ୍ ସମୟରେ...

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ସମୟରେ ପିଲାଙ୍କ ଶିକ୍ଷା’ଆସନ୍ତାକାଲି ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ କରୋନା ମହାମାରୀ କାଳରେ ସମସ୍ତେ ପ୍ରଭାବିତ ହୋଇଛନ୍ତି।...
sundargarh image_4

ସୁନ୍ଦରଗଡ଼ ଜିଲ୍ଲାରେ ଗର୍ଭବତୀ ମା’ଙ୍କୁ ସହାୟ ହେଉଛି ‘ମାତୃଜ୍ୟୋତି’, କମୁଛି ପ୍ରସବଜନିତ ମାତୃ ମୃତ୍ୟୁ ସଂଖ୍ୟା

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ମୃତ୍ୟୁହାର ହ୍ରାସ କରିବା କ୍ଷେତ୍ରରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ବିଶେଷ ଭୂମିକା ନେବାକୁ ଯାଉଛି। ୨୦୨୦ ନଭେମ୍ବର ମାସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଲାଗୁ ହେବା ପରେ ମାତୃ ମୃତ୍ୟୁ ସଂଖ୍ୟା କମିଥିବା ଲକ୍ଷ୍ୟ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ମୃତ୍ୟୁ...

ବିଶ୍ୱ ସ୍ତନ୍ୟପାନ ସପ୍ତାହ – ସ୍ତନ୍ୟପାନ ଶିଶୁ ବିକାଶର ଅନ୍ୟତମ ବିକଳ୍ପ

0
ସ୍ତନ୍ୟପାନ ଦ୍ୱାରା ଉଭୟ ମା’ ଏବଂ ଶିଶୁ ଉପକୃତ ହୋଇଥାଆନ୍ତି। ପ୍ରତିବର୍ଷ ଅଗଷ୍ଟ ମାସ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଏ। ସମଗ୍ର ବିଶ୍ଵର ୧୨୦ଟି ଦେଶରେ ଏହା ପାଳନ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣା ଭିତରେ ଏହି...
kete nua bata_vidfeo episode 6

‘କେତେ ନୂଆ ବାଟ’ ସିଜିନ୍ ୨ – ଆଜି ଦେଖନ୍ତୁ ଭିଡିଓ ସିରିଜର ଷଷ୍ଠ ଅଧ୍ୟାୟ

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://twitter.com/SwasthyaPlusO/status/1423632656038731784 ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘ଜୀବିକା ଉପରେ କୋଭିଡର ପ୍ରଭାବ’ ଜୀବନ, ଜୀବିକା, ମହାମାରୀ – ଗତ ଦେଢ଼ ବର୍ଷ ଭିତରେ ଏ ସବୁରେ ଛନ୍ଦି ହୋଇଯାଇଛି ମଣିଷ। କରୋନା...
kete nua bata_vidfeo episode 6

‘କେତେ ନୂଆ ବାଟ’ ସିଜିନ ୨ – ଭିଡିଓ ସିରିଜରେ ଷଷ୍ଠ ଅଧ୍ୟାୟ ‘ଜୀବିକା ଉପରେ କୋଭିଡର ପ୍ରଭାବ’

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/1UGgX09vVoM ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘ଜୀବିକା ଉପରେ କୋଭିଡର ପ୍ରଭାବ’ ଜୀବନ, ଜୀବିକା, ମହାମାରୀ – ଗତ ଦେଢ଼ ବର୍ଷ ଭିତରେ ଏ ସବୁରେ ଛନ୍ଦି ହୋଇଯାଇଛି ମଣିଷ। କରୋନା ମହାମାରୀ ସାରାବିଶ୍ୱକୁ...
pitha

ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ଚିତ୍ତଉ ପିଠା – ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ

0
ପଲ୍ଲବୀ ସାବତ କେମିତି ପ୍ରସ୍ତୁତ କରିବେ ଚିତ୍ତଉ ପିଠା, ଜାଣନ୍ତୁ । ଆବଶ୍ୟକୀୟ ସାମଗ୍ରୀ ଅରୁଆ ଚାଉଳ - 1 କପ୍ନଡ଼ିଆ କୋରା - 11/2 କପ୍ଅଳ୍ପ ଲୁଣଏକ ଚାମଚ ଦେଶୀ ଘିଅ ପ୍ରସ୍ତୁତି ପ୍ରଣାଳୀ -: ପ୍ରଥମେ ଅରୁଆ ଚାଉଳକୁ ଭଲ ଭାବରେ ଧୋଇ ଦେବେ। ତା’ ପରେ ଚାଉଳ ବୁଡ଼ିଲା ପର୍ଯ୍ୟନ୍ତ...

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ‘ଇ-ସ୍ୱାସ୍ଥ୍ୟ’ ସେବା ଆରମ୍ଭ, ଲୋକଙ୍କ ପାଇଁ ମାଗଣାରେ ୭୬ ପ୍ରକାର ଡାକ୍ତରୀ ପରୀକ୍ଷା ସୁବିଧା

0
ବ୍ଲକ୍ ସ୍ତରରେ ଆରମ୍ଭ ହେବ ଫିଜିଓଥେରାପି ସେବାଶ୍ରମିକଙ୍କ ନିରାପତ୍ତା ଓ ସ୍ୱାସ୍ଥ୍ୟରକ୍ଷା ପାଇଁ ସୁରକ୍ଷା କିଟ୍‌ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମକୁ ବର୍ଷେ ପୂରିଲା ସୁନ୍ଦରଗଡ଼: ସ୍ୱାଧୀନତା ଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ତିନୋଟି ନୂଆ ଜନକଲ୍ୟାଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା...

ପୁଷ୍ଟିକର ଓଡ଼ିଶା ପ୍ରସିଦ୍ଧ ଡାଲ୍‌ମା, ଜାଣନ୍ତୁ ପ୍ରସ୍ତୁତି?

0
ପୁଷ୍ଟିକର ଓ ସ୍ୱାଦିଷ୍ଟ ଓଡ଼ିଶା ପ୍ରସିଦ୍ଧ ଡାଲ୍‌ମା। ଜାଣନ୍ତୁ ଏହାର ପ୍ରସ୍ତୁତି? ଆବଶ୍ୟକୀୟ ସାମଗ୍ରୀ:- ଡାଲି (ହରଡ) - ୧ କପ୍କଟା ପରିବା - ୧ କପ୍ (ବାଇଗଣ, କଖାରୁ, ସାରୁ, ଦେଶୀ ଆଳୁ, ପୋଟଳ, ଜହ୍ନି)ଟମାଟୋ ଫାଳେଲୁଣ, ହଳଦିଗୁଣ୍ଡଜୀରା ଗୁଣ୍ଡ, ଡାଲଚିନି ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡଶୁଖିଲା ଲଙ୍କା...
covid19 vaccine

ଗାଇଡଲାଇନ୍ ଆସିଲେ ପିଲାଙ୍କୁ ଦିଆଯିବ କୋଭିଡ୍‌ ଟିକା – ଡାକ୍ତର ସିବିକେ ମହାନ୍ତି

0
ରାଜ୍ୟରେ ଏବେ ୧୮ ବର୍ଷରୁ କମ୍‌ ପିଲାଙ୍କଠାରେ କୋଭିଡ୍‌ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଥିଲା ବେଳେ ପିଲାଙ୍କୁ ଟିକା ଦେବାକୁ ସଜବାଜ ଆରମ୍ଭ ହେଲାଣି। ଏବେ କେବଳ କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ଅପେକ୍ଷା ରହିଛି। କେନ୍ଦ୍ର ସରକାର ଗାଇଡଲାଇନ୍‌ ଜାରି କଲେ ତୁରନ୍ତ ପିଲାଙ୍କୁ ଟିକା ଦେବାକୁ...
Idli

ବ୍ରେକ୍‌ଫାଷ୍ଟରେ ଖାଆନ୍ତୁ ପୂର ଇଡ଼ଲି – ଜାଣନ୍ତୁ ପ୍ରସ୍ତୁତି

0
ପଲ୍ଳବୀ ସାବତ ଆବଶ୍ୟକୀୟ ସାମଗ୍ରୀ:- ବିରିଡାଲି  - ୧ କପ୍ ଚାଉଳ – ୨ କପ୍ (ଉଷୁନା କିମ୍ବା ଅରୁଆ ଚାଉଳ) ମେଥି - ୧ ଚାମଚ ଲୁଣ ସ୍ୱାଦ ଅନୁଯାୟୀ ନଡ଼ିଆ କୋରା -୧ କପ୍ ଗୁଡ଼ – ୧/୩ କପ୍ ଗୋଲମରିଚ ଗୁଣ୍ଡ - ଅଧା ଚାମଚ ଗୁଜୁରାତି ଗୁଣ୍ଡ -ଅଧା ଚାମଚ ପ୍ରସ୍ତୁତି ପ୍ରଣାଳୀ:- ପ୍ରଥମେ ବିରିଡାଲି ଏବଂ...
error: Content is protected !!