ପିରିୟଡ୍‌ସକୁ ନେଇ ଥିବା ସଙ୍କୋଚ ମନୋଭାବ ଦୂର ହେବା ଆବଶ୍ୟକ – ସ୍ନେହ ମିଶ୍ର

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/qABH6DDUSHU ପ୍ରତିବର୍ଷ ମେ’୨୮ରେ ମାସିକ ୠତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଏ। ଏହି ସମୟରେ ମହିଳାମାନେ କିଭଳି ସ୍ୱଚ୍ଛତା ଉପରେ ଧ୍ୟାନ ଦେବେ ସେନେଇ ସଚେତନ କରିବାକୁ ଏହି ଦିବସ ପାଳନ ହେଉଛି। ‘‘ଝିଅମାନଙ୍କର ୠତୁସ୍ରାବକୁ ନେଇ ସମସ୍ତଙ୍କ ପାଖରେ ସଂକୁଚିତ ମନୋଭାବ ରହିଛି। ଏବେ ବି ଯେତେବେଳେ...

ଭଲ ନିଦ କେମିତି ହେବ?

0
https://youtu.be/TljKx0x5Gi4 ସୁସ୍ଥ ଶରୀର ପାଇଁ ନିଦ କାହିଁକି ଜରୁରୀ? ସୁନିଦ୍ରା ପାଇଁ କ’ଣ କ’ଣ ଟିପ୍ସ ରହିଛି? ଏନେଇ ବିସ୍ତୃତ ଭାବରେ କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସୁଜିତ କୁମାର କର। ନିଦ୍ରାହୀନତାର କାରଣ କ’ଣ?ନିଦ୍ରାହୀନତାର ଲକ୍ଷଣସୁନିଦ୍ରା ପାଇଁ ସ୍ଲିପ୍ ହାଇଜିନ୍ନିଦ୍ରାହୀନତାର ଚିକିତ୍ସାଡାକ୍ତରଙ୍କ ପରାମର୍ଶ ଜଣେ ବ୍ୟକ୍ତି ତା’ର ଜୀବନକାଳରେ...

କାହାକୁ ହୋଇପାରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ?

0
https://youtu.be/TaSdCXok57M ବ୍ଲାକ୍ ଫଙ୍ଗସ୍‌ କ’ଣ, ଓଡ଼ିଶାରେ ଚିହ୍ନଟ ହୋଇଥିବା ବ୍ଲାକ୍ ଫଙ୍ଗସ ରୋଗୀମାନଙ୍କ ଲକ୍ଷଣ କ’ଣ ରହିଛି, କେଉଁ ରୋଗୀମାନେ ଏହାର ଶିକାର ହେଉଛନ୍ତି, ସେ ସମ୍ପର୍କରେ କହିଛନ୍ତି ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ କୁମାର ପଣ୍ଡା। କୋଭିଡ୍‌ର ଦ୍ୱିତୀୟ ଲହର ସଂକ୍ରମଣ ଓଡ଼ିଶାବାସୀଙ୍କୁ ଭୟଭୀତ କରିଛି। ଏହାରି...

ପତଳା ଝାଡ଼ା, ପେଟ ଯନ୍ତ୍ରଣା ବି ହୋଇପାରେ କୋଭିଡ୍‌ର ଲକ୍ଷଣ

0
https://youtu.be/iCrQzslzsWo କୋଭିଡ୍‌ର ନୂଆ ଲକ୍ଷଣ ବିଷୟରେ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଗିରିଶ କୁମାର ପତି କ’ଣ କହୁଛନ୍ତି, ଜାଣନ୍ତୁ। କୋଭିଡ୍‌ର ଦ୍ୱିତୀୟ ଲହରରେ ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି। ଏବେ କରୋନା ରୋଗୀଙ୍କ କ୍ଷେତ୍ରରେ ନୂଆ ନୂଆ ଲକ୍ଷଣ ଦେଖା ଦେଉଛି। ପୂର୍ବରୁ ଲୋକଙ୍କ ପାଖରେ ଜ୍ୱର,...

ହ୍ୱାଇଟ୍ ଫଙ୍ଗସ୍ କ’ଣ? କେଉଁମାନେ ରହିବେ ସତର୍କ, ଜାଣନ୍ତୁ

0
ବ୍ଲାକ୍‌ ଫଙ୍ଗସ୍‌ ପରେ ହ୍ୱାଇଟ୍ ଫଙ୍ଗସ୍, ଜାଣନ୍ତୁ ଏଥିରୁ କିପରି ରହିବେ ସତର୍କ। ସମଗ୍ର ଦେଶରେ କରୋନା ସଙ୍କଟ ମଧ୍ୟରେ ଦେଖା ଦେଇଛି ବ୍ଲାକ୍ ଫଙ୍ଗସ୍। ଏହାକୁ ନେଇ ଲୋକ ଭୟଭୀତ ଥିବାବେଳେ, ଏବେ ପୁଣି ଆଉ ଏକ ନୂଆ ସଂକ୍ରମଣ ସାମ୍ନାକୁ ଆସିଛି। ଯାହାର ନାମ ‘ହ୍ୱାଇଟ୍...

ହୋମ୍ ଆଇସୋଲେସନ୍‌ରେ ଥିଲେ କ’ଣ କରିବେ? ଜାଣିରଖନ୍ତୁ

0
ସଙ୍ଗରୋଧରେ ଥିବା ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ଜାଣନ୍ତୁ। କୋଭିଡ୍‌ରେ ସଂକ୍ରମଣ ହୋଇଥିଲେ ମଧ୍ୟ ଭୟବିତ ନ ହୋଇ ସଠିକ ଚିକିତ୍ସା ଏବଂ ସଚେତନ ରହିଲେ ଏଥିରୁ ସୁସ୍ଥ ହୋଇପାରିବା। ମଧ୍ୟମ ଓ ସାଧାରଣ ଲକ୍ଷଣ ଦେଖାଦେଉଥିବା ରୋଗୀମାନେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। କ’ଣ...

ସ୍ତନ୍ୟପାନ କରାଉଥିବା ମହିଳା ନେଇପାରିବେ କୋଭିଡ୍‌ ଟିକା

0
ସ୍ତନ୍ୟପାନ କରାଉଥିବା ମହିଳା ନେଇପାରିବେ ଟିକାକରୋନାରୁ ସୁସ୍ଥ ହେବାର ୩ ମାସ ପରେ ନେଇପାରିବେ ଟିକାଟିକା ନେବାର ୧୪ ଦିନ ପରେ କରିପାରିବେ ରକ୍ତଦାନରକ୍ତଦାନ ପୂର୍ବରୁ ଆର୍‌ଟି-ପିସିଆର୍ ରିପୋର୍ଟ ନେଗେଟିଭ୍ ଆବଶ୍ୟକ କୋଭିଡ୍‌ରେ ସଂକ୍ରମିତ ହୋଇଥିଲେ ସୁସ୍ଥ ହେବାର ତିନି ମାସ ପରେ ଜଣେ ବ୍ୟକ୍ତି ଟିକା ନେଇପାରିବେ।...

ବାଲାନ୍ସ ଡାଏଟ୍‌ ଖାଆନ୍ତୁ – ସୁସ୍ଥ ରହନ୍ତୁ

0
ଅଧିକ ପଢ଼ନ୍ତୁ: ବ୍ରେକ୍‌ଫାଷ୍ଟରେ କ’ଣ ଖାଇବେ ଓ କ’ଣ ନାହିଁ? ସନ୍ତୁଳିତ ଖାଦ୍ୟର ଅର୍ଥ ହେଉଛି ଯେଉଁ ଖାଦ୍ୟରେ ପୋଷକ ତତ୍ଵ ଭରିରହିଥାଏ, ଯାହା ଶରୀର ଗଠନ ଓ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏ। ଶରୀରର ବିକାଶ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରୋଟିନ୍, ଯାହା ଉଭୟ...

ଉଚ୍ଚ ରକ୍ତଚାପ ବଡ଼ ବଡ଼ ରୋଗର ମୂଳ କାରଣ

0
https://youtu.be/zVGSzkZPf8A ଉଚ୍ଚ ରକ୍ତଚାପ ସବୁ ବଡ଼ ବଡ଼ ରୋଗର ମୂଳ କାରଣ। ଏନେଇ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମେ’ ୧୭ ତାରିଖକୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଭାବେ ପାଳନ କରାଯାଉଛି। ରକ୍ତଚାପ କ’ଣ? ଏହା ଏଭଳି ଏକ ଚାପ ଯିଏକି ରକ୍ତକୁ ଧମନୀ ମଧ୍ୟକୁ ନିକ୍ଷେପଣ...

କୋଭିଡ୍‌ରୁ ସୁସ୍ଥ ରହିବାକୁ ହେଲେ ମାସ୍କ ହିଁ ଏକମାତ୍ର ଅସ୍ତ୍ର

0
https://youtu.be/NdEzyWx5OwU କୋଭିଡ୍‌କୁ ହରାଇବା ପାଇଁ ମାସ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅନ୍ୟ ଅର୍ଥରେ କହିବାକୁ ଗଲେ ମାସ୍କ ହିଁ ହେଉଛି ଏକମାତ୍ର ଅସ୍ତ୍ର, ଯିଏ କୋଭିଡ୍‌ରୁ ସୁରକ୍ଷା ଦେଇପାରିବ। ମାସ୍କ ସମସ୍ତେ ସଠିକ୍ ଭାବରେ ଓ ନିୟମ ଅନୁସାରେ ପିନ୍ଧିଲେ କରୋନା ସଂକ୍ରମଣରୁ ରକ୍ଷା ପାଇପାରିବା ବୋଲି କହିଛନ୍ତି କଟକ...
error: Content is protected !!