ବିସ୍କୁଟ୍‌ ନାଁରେ ଆପଣ ଖାଉଛନ୍ତି ମଇଦା

0
ଅଧିକ ପଢ଼ନ୍ତୁ: ଚା’ କଫିକୁ ସ୍ୱାଦିଷ୍ଟ କରିବା ପାଇଁ ଚିନି ବଦଳରେ ମିଶାନ୍ତୁ ଏହି ଜିନିଷ ଚା’ସହିତ ବିସ୍କୁଟ୍‌ ଖାଇବା କେଉଁ କାଳରୁ ଚଳି ଆସୁଥିବା ପୁରୁଣା ଅଭ୍ୟାସ। ଘରକୁ ଅତିଥି ଆସିଲେ ଆମେ ଚା’ ସହ ବିସ୍କୁଟ୍‌ ଦେଇଥାଉ, ଛୁଆ କାନ୍ଦୁଥିଲେ ଆମେ ତା ହାତରେ ବିସ୍କୁଟ୍‌ଟେ...
corona sneez

କରୋନାର ଲକ୍ଷଣ ଦେଖାଗଲେ କ’ଣ କରିବେ?

0
ଯଦି ଆପଣଙ୍କ ପରିବାରରେ ବା ସୋସାଇଟିରେ କାହାର ଥଣ୍ଡା ଜ୍ୱର ସହ କାଶ ଓ ଛିଙ୍କ ହେଉଥାଏ ତେବେ ତାଙ୍କୁ ପ୍ରଥମେ ଅନ୍ୟମାନଙ୍କ ସହ ମିଶିବାରେ ବାରଣ କରନ୍ତୁ। କାଶିବା ବା ଛିଙ୍କିଲା ବେଳେ ମୁହଁରେ ରୁମାଲ ବା କପଡ଼ା ଦିଅନ୍ତୁ। ସେହିଭଳି ହାତ ବା ମୁଠାରେ...

ବୟସ୍କଙ୍କ ପାଇଁ କରୋନା ଚିନ୍ତା – ୧୨ ଫର୍ମୁଲା ଦେଲେ ସୁବ୍ରତ ବାଗ୍‌ଚି

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ବୟସ୍କ ଲୋକଙ୍କୁ କରୋନାଠାରୁ ଦୂରେଇ ରଖିବା ସହ ସେମାନେ କିଭଳି ମାନସିକ ସ୍ତରରେ ଖୁସି ରହିବେ ସେ ନେଇ ବାଗ୍‌ଚି ଦେଇଛନ୍ତି ୧୨ଟି ଫର୍ମୁଲା ବା ସୂତ୍ର। କରୋନା ଭୂତାଣୁ ସଂକ୍ରମଣର ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ପ୍ରତିଦିନ...

ବୟସ ଅନୁଯାୟୀ ଶିଶୁର ବିକାଶରେ ସମସ୍ୟା ହେଲେ କ’ଣ କରିବେ?

0
https://www.youtube.com/embed/bcYoFGbgqzA ବୟସ ଅନୁଯାୟୀ ଶିଶୁର ଶାରୀରିକ ଓ ମାନସିକ ବିକାଶରେ ଅସୁବିଧା ହେବା ଏକ ସ୍ୱାସ୍ଥ୍ୟ ସମସ୍ୟା। କିଭଳି ଏହି ସମସ୍ୟାର ଚିକିତ୍ସା କରାଯିବ, ସେନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କଠାରୁ ଆସନ୍ତୁ ଜାଣିବା। ବୟସ ଅନୁଯାୟୀ ଶିଶୁର ବିକାଶ ହୋଇଥାଏ। ଯେପରିକି, ଦେଢ଼ ମାସ...

ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଜାଣିବେ କିପରି?

0
ଆପଣ ଜାଣିବେ କେମିତି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଅଛି କି ନାହିଁ? କରୋନା ସଙ୍କଟର ଏହି ସମୟ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ଲାଗି ବିଭିନ୍ନ ପ୍ରକାର ପରାମର୍ଶ ଦିଆଯାଉଛି। ରୋଗ ପ୍ରତିରୋଧକ ଶକ୍ତି ଠିକ୍ ଥିଲେ ବ୍ୟାକ୍ଟେରିଆ, ଭାଇରସ, ପରଜୀବୀ ଏବଂ ଅନ୍ୟ...
child care

ଶିଶୁକୁ ହଠାତ୍ ଜ୍ୱର ହେଲେ କ’ଣ କରିବେ?

0
ଘରେ ଶିଶୁଟିର ଯଦି ଶରୀର ଅସୁସ୍ଥ ହୋଇଯାଏ, ତେବେ ଘର ଲୋକ ଡାକ୍ତର ପାଖକୁ ନେଇଯା’ନ୍ତି। କିନ୍ତୁ ଶିଶୁଟିକୁ ବିଶେଷଜ୍ଞଙ୍କ ନିକଟକୁ ନେବା ପୂର୍ବରୁ କିଛିଟା ଘରୋଇ ଉପଚାର କରିବାକୁ ପଡ଼ିଥାଏ। ଶିଶୁକୁ ଯଦି ହଠାତ୍‌ ଅତି ଉଚ୍ଚ ଜ୍ୱର ହେଲା ତେବେ ତାକୁ ସାଙ୍ଗେ ସାଙ୍ଗେ ଟ୍ୟାପ...

ଭାତୁଡ଼ି ସମସ୍ୟାରୁ କେମିତି ପାଇବେ ମୁକ୍ତି?

0
https://www.youtube.com/embed/MlFTwO4WQLk ଭାତୁଡ଼ି ହୁଏ କାହିଁକି? ଏହାର ପ୍ରକାର, ଚିକିତ୍ସାକୁ ନେଇ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଦିପ୍ତୀ ରଞ୍ଜନୀ ବିଶୋଈ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଭାତୁଡ଼ି ସମସ୍ୟା କ’ଣ?ଭାତୁଡ଼ି ଯୋଗୁଁ କ’ଣ ଅସୁବିଧା ହୁଏ?ଭାତୁଡ଼ିର ବିଭିନ୍ନ ପ୍ରକାରକଳାଜାଈ, ଲାଲଜାଈ କ’ଣ?ଭାତୁଡ଼ିର ଚିକିତ୍ସା କେମିତି କରିବେ?ଭାତୁଡ଼ି ହେବାକୁ ରୋକିପାରିବା କି? ଭାତୁଡ଼ି ସମସ୍ୟା...

କାହିଁକି ହୁଏ ୟୁରିନ୍ ଇନ୍‌ଫେକ୍ସନ? ଜାଣନ୍ତୁ ଏହାର ଚିକିତ୍ସା

0
ଉଭୟ ପୁରୁଷ ଓ ମହିଳା ୟୁରିନ୍ ଇନ୍‌ଫେକ୍ସନର ଶିକାର ହୁଅନ୍ତି। ଠିକ୍ ସମୟରେ ଯଦି ଏହାର ଚିକିତ୍ସା କରାନଯାଏ, ତେବେ ପରିସ୍ଥିତି ଗୁରୁତର ହେବାର ସମ୍ଭାବନା ଥାଏ। ତେବେ କାହିଁକି ହୁଏ ୟୁରିନ୍ ଇନ୍‌ଫେକ୍ସନ? ଏହାର ଲକ୍ଷଣ ଓ ନିରାକରଣ ବିଷୟରେ ଡାକ୍ତର ବିଶ୍ୱଜିତ ନନ୍ଦ କ'ଣ...
facial in parlor

ପାର୍ଲର ଯିବା ସମୟରେ ରୁହନ୍ତୁ ସଚେତନ

0
ନିଜକୁ ସଜାଇବା ପାଇଁ ଆମେ ପାର୍ଲର ଯାଇଥାଉ। କିନ୍ତୁ କେବେହେଲେ ପାର୍ଲରର ପରିଚ୍ଛନ୍ନତା ସଂପର୍କରେ ଚିନ୍ତା କରିଛନ୍ତି କି? ଅପରିଚ୍ଛନ୍ନ ପାର୍ଲର ଗଲେ ଆପଣ ରୋଗରେ ପଡ଼ିବା ନିଶ୍ଚିତ। ଏ ସଂପର୍କରେ ଜାଣନ୍ତୁ। ଆମେ ସମସ୍ତେ ବଜେଟ ଅନୁସାରେ ପାର୍ଲର ବାଛିଥାଉ। କିନ୍ତୁ ଅଧିକାଂଶ ସମୟରେ ପାର୍ଲରର ପରିଚ୍ଛନ୍ନତା...

ଆଣ୍ଠୁ ଉପରେ ଅଧିକ ଚାପ ପଡ଼ିଲେ ହୋଇଥାଏ ଆଣ୍ଠୁଗଣ୍ଠି ଯନ୍ତ୍ରଣା

0
ଆଣ୍ଠୁଗଣ୍ଠି ଯନ୍ତ୍ରଣାର କାରଣ ଓ ଏହାର ଚିକିତ୍ସା ବିଷୟରେ ଜାଣନ୍ତୁ ଡାକ୍ତର ସ୍ମରଜିତ ପଟ୍ଟନାୟକଙ୍କ ପରାମର୍ଶ। ବୟସ ବଢ଼ିବା ସହ ଲୋକମାନଙ୍କଠାରେ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଦେଇଥାଏ। ଆଣ୍ଠୁ ଓ ଗଣ୍ଠିରେ ଯନ୍ତ୍ରଣା ହେବା ସହିତ ଠିଆ ହେଲେ ବା ଚାଲିଲେ ଜଲ୍‌ଦି ଥକ୍କା ଲାଗିଥାଏ। ଆଣ୍ଠୁଗଣ୍ଠି ଯନ୍ତ୍ରଣା ଅଧିକ ଦିନ...
error: Content is protected !!