ଟେଷ୍ଟ ଡିସଅର୍ଡର କ’ଣ?

0
ଅନେକ ସମୟରେ ଲୋକଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ବି ଖରାପ ଲାଗେ। ଏହାଯୋଗୁ ଖାଦ୍ୟ ଖାଇବାକୁ ଆଗ୍ରହ ହୁଏନାହିଁ। ଏହାକୁ ଟେଷ୍ଟ ଡିସଅର୍ଡର ବୋଲି କୁହାଯାଏ। ଏପରି କାହିଁକି ହୁଏ ଆସନ୍ତୁ ଜାଣିବା। କ’ଣ ଖାଇବି କିଛି ବୁଝିପାରୁନି। ପାଟିକୁ କିଛି ଭଲ ଲାଗୁନି। ଲୋକମାନେ ଏଭଳି ଅଭିଯୋଗ କରୁଥିବାର...
facial in parlor

ପାର୍ଲର ଯିବା ସମୟରେ ରୁହନ୍ତୁ ସଚେତନ

0
ନିଜକୁ ସଜାଇବା ପାଇଁ ଆମେ ପାର୍ଲର ଯାଇଥାଉ। କିନ୍ତୁ କେବେହେଲେ ପାର୍ଲରର ପରିଚ୍ଛନ୍ନତା ସଂପର୍କରେ ଚିନ୍ତା କରିଛନ୍ତି କି? ଅପରିଚ୍ଛନ୍ନ ପାର୍ଲର ଗଲେ ଆପଣ ରୋଗରେ ପଡ଼ିବା ନିଶ୍ଚିତ। ଏ ସଂପର୍କରେ ଜାଣନ୍ତୁ। ଆମେ ସମସ୍ତେ ବଜେଟ ଅନୁସାରେ ପାର୍ଲର ବାଛିଥାଉ। କିନ୍ତୁ ଅଧିକାଂଶ ସମୟରେ ପାର୍ଲରର ପରିଚ୍ଛନ୍ନତା...
food for health

ଅଦା ଓ ଡାଲଚିନିକୁ ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ

0
ଏମିତି କେତେକ ଖାଦ୍ୟ ପଦାର୍ଥ ଅଛି ଯାହା ଆମ ଖାଦ୍ୟାଭ୍ୟାସର ମୁଖ୍ୟ ଅଂଶ ହୋଇ ନ ଥିଲେ ବି ଆମ ଶରୀର ପାଇଁ, ଶରୀରର ଆବଶ୍ୟକତା ପୂରଣ କରିବା ପାଇଁ ଅତ୍ୟନ୍ତ ଉପକାରୀ। ଏସବୁକୁ ନିତିଦିନିଆ ଖାଦ୍ୟରେ ସାମିଲ୍‌ କରିବା ଫଳରେ ଆପଣଙ୍କ ଶରୀର ସୁସ୍ଥ ରହେ।...
feeling hungry

ଆପଣଙ୍କୁ ଅଧିକ ଭୋକ ଲାଗେ କି? ଏହି ଉପାୟ ଆପଣଙ୍କୁ ଦେଇପାରେ ଆଶ୍ବସ୍ତି

0
ଖାଇବାର କିଛି ସମୟ ପରେ ପୁଣି ଭୋକ ଲାଗେ। ବାରମ୍ବାର ଭୋକ ଲାଗିବାର ଅଭ୍ୟାସ ଅନେକ ସମୟରେ ସମସ୍ୟାର କାରଣ ବି ପାଲଟିପାରେ। ପ୍ରକୃତରେ ଏହା ସମସ୍ୟାର କାରଣ। ଅଧିକ ଭୋକ ଲାଗିବା କୌଣସି ରୋଗର କାରଣ ହୋଇପାରେ। ଖାଦ୍ୟରେ ପ୍ରୋଟିନ୍‌ ଓ ଫାଇବର ମାତ୍ରା ଆବଶ୍ୟକ ମୁତାବକ...

କେଉଁ ଯନ୍ତ୍ରଣା ହେଲେ କେଉଁ ସେକ ଦେବେ?

0
ଶରୀରର ଭିନ୍ନ ଭିନ୍ନ ଅଙ୍ଗରେ ଯନ୍ତ୍ରଣା ହେବା ଏବଂ ଆଘାତ ଲାଗିଲେ ଗରମ ବା ଥଣ୍ଡା ସେକ ବହୁତ ଉପଯୋଗୀ ହୋଇଥାଏ। କେଉଁ ଅଙ୍ଗରେ ଯନ୍ତ୍ରଣା ହେଲେ କେଉଁ ସେକ ଦେବେ ତାହା ଜାଣନ୍ତୁ। ଆର୍ଥରାଇଟିସରୁ ଆରମ୍ଭ କରି ମାଂସପେଶୀ କ୍ରାମ୍ପ ହୋଇଯିବା ଏବଂ ଫୁଲିବା ଯାଏଁ ସେକ...
Woman cracking their knuckles

ଆଙ୍ଗୁଠି ଯନ୍ତ୍ରଣା ଦେଖାଦେଉଛି କି? ଆପଣାନ୍ତୁ ଏହି ବ୍ୟାୟାମ

0
ଆଙ୍ଗୁଠି ଯନ୍ତଣା ହେଲେ ଆଙ୍ଗୁଠିକୁ ଫୁଟାନ୍ତୁ ନାହିଁ। ଆଙ୍ଗୁଠି ଫୁଟାଇବା ଦ୍ୱାରା ଗଣ୍ଠିରେ ଥିବା ଏନାମେଲ ନଷ୍ଟ ହୋଇଥାଏ। ଆଙ୍ଗୁଠି ବିନ୍ଧା ବା ଯନ୍ତ୍ରଣା ବହୁ କାରଣରୁ ହୋଇଥାଏ। ସ୍ନାୟୁ ଭିତ୍ତିକ ସମସ୍ୟା, ରକ୍ତ ସନ୍ତୁଳନ ଠିକ୍‌ ନରହିଲେ, ଗଣ୍ଠିରେ ମାଡ଼ ହୋଇଯାଇଥିଲେ ଆଙ୍ଗୁଠି ବିନ୍ଧା ହୋଇଥାଏ। ଥଣ୍ଡା...
Muscles Cramps

ମାଂସପେଶୀ କ୍ରାମ୍ପସ୍ କାହିଁକି ହୁଏ?

0
ଏକ ବା ଏକାଧିକ ମାଂସପେଶୀ ଅଚାନକ ପରସ୍ପର ଉପରେ ଚଢ଼ିଗଲେ କ୍ରାମ୍ପସ୍ ହୋଇଥାଏ। କିଛି ସମୟ ପରେ ତାହା ଠିକ ହୋଇଯାଏ। ଏହାଦ୍ୱାରା ଶରୀରର କିଛି କ୍ଷତି ହୁଏନାହିଁ, କିନ୍ତୁ କିଛି ସମୟ ପାଇଁ ମାଂସପେଶୀ କାମ କରିପାରେନାହିଁ। ଏହାର ବିଭିନ୍ନ ପ୍ରକାର କାରଣ ରହିଛି। ରକ୍ତ ପ୍ରବାହ...
Professor Ayushman

ପିଲାଙ୍କୁ ଜଡ଼ିବୁଟି ସଂପର୍କରେ ସଚେତନ କରିବ ‘ପ୍ରଫେସର ଆୟୁଷ୍ମାନ’

0
ଛୋଟ ପିଲାଙ୍କ ପାଇଁ କମିକ୍ସ ସିରିଜ୍‌ର ଗୁରୁତ୍ୱ ସର୍ବାଧିକ। ଏହାକୁ ସେମାନେ ଆଗ୍ରହ ସହକାରେ ପଢ଼ିବା ସହ ଏହା ମାଧ୍ୟମରେ ବିଭିନ୍ନ ପ୍ରକାର ସୂଚନା ପାଇଥାନ୍ତି। ଛୋଟ ପିଲାଙ୍କର ଏଭଳି ଆଗ୍ରହକୁ ଦେଖି ସେମାନଙ୍କୁ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଏବଂ ଏହାର ଘରୋଇ ବ୍ୟବହାର ସଂପର୍କରେ...
influenza

ଇନଫ୍ଲୁଏଞ୍ଜା ରୋଗ କ’ଣ?

0
‘ଇନଫ୍ଲୁଏଞ୍ଜା’ ଶବ୍ଦ ସହିତ ଆମେ ସମସ୍ତେ ପରିଚିତ। ଏହା ହେଉଛି ଏକ ଗୁରୁତର ସଂକ୍ରାମକ ରୋଗ ଯାହା ଭୂତାଣୁ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥାଏ। ମୁଖ୍ୟତଃ ଶ୍ୱାସନଳୀ, ଗଳା ଓ ଫୁସଫୁସକୁ ଏହା ପ୍ରଭାବିତ କରିଥାଏ।   ସାଧାରଣ ଥଣ୍ଡାଠାରୁ ଏହା ଅଧିକ ବିପଜ୍ଜନକ। ସେହିପରି ଋତୁକାଳୀନ ଇନଫ୍ଲୁଏଞ୍ଜାରେ ଅଧିକ...
sleepless night

ରାତିରେ ଡେରି ପର୍ଯ୍ୟନ୍ତ ଅନିଦ୍ରା ରହୁଛନ୍ତି କି, ହୋଇପାରେ ଏହି ସମସ୍ୟା?

0
ବହୁ ଗବେଷକଙ୍କ ମତରେ ଏକ ସାଧାରଣ ମନୁଷ୍ୟ ପାଇଁ ଦୈନିକ ଅତିକମରେ ୭ ରୁ ୮ ଘଣ୍ଟାର ନିଦ ଜରୁରୀ ଅଟେ। ଏଥିରୁ ବିଚ୍ୟୁତି ନିଶ୍ଚିନ୍ତ ରୂପେ କ୍ଷତିକାରକ। ତେଣୁ ପ୍ରକୃତରେ ପର୍ଯାପ୍ତ ପରିମାଣର ନିଦର ଅଭାବରେ କି କି ଅସୁବିଧା ହୁଏ ଜାଣି ରଖନ୍ତୁ। ସାଧାରଣ ଭାବରେ...
error: Content is protected !!