viral fever

ଟାଇଫଏଡ୍ ଜ୍ୱରର ଲକ୍ଷଣ କ’ଣ?

0
ଦୂଷିତ ଜଳ ଏବଂ ଖାଦ୍ୟ ଦ୍ଵାରା ଟାଇଫଏଡ ହୋଇଥାଏ। ବିଶେଷ କରି ବର୍ଷାଦିନେ ଏହି ରୋଗ ଅଧିକ ହେଉଥିବାର ଦେଖାଯାଏ। (Typhoid: symptoms, Treatment and Preventions in Odia) ଟାଇଫଏଡ ଜ୍ୱର ଏକ ଜଳ ବାହିତ ରୋଗ। ଟାଇଫଏଡ ରୋଗୀ ମଳରେ ଥିବା ସାଲମୋନେଲା ଟାଇଫି ବ୍ୟାକ୍ଟେରିଆ...
kidney symptoms_dr Biswajit Nanda

ଡାକ୍ତରଙ୍କ ମୁହଁରୁ ଶୁଣନ୍ତୁ: କିଡ୍‌ନି ରୋଗ ହୁଏ କାହିଁକି?

0
https://www.youtube.com/embed/wP0M8_eGNX8 କିଡ୍‌ନି ରୋଗର କାରଣ ଓ ଏହାର ଲକ୍ଷଣ ସଂପର୍କରେ ଜଣାଶୁଣା ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ୍‌ ନନ୍ଦଙ୍କ ପରାମର୍ଶ। (KIDNEY FAILURE – CAUSES AND SYMPTOMS IN ODIA)       କିଡ୍‌ନି ଖରାପ ହେବାର କାରଣଗୁଡ଼ିକ କ’ଣ?     କୌଣସି ଔଷଧର କୁପ୍ରଭାବରୁ କିଡ୍‌ନି ଖରାପ ହୋଇପାରେ କି?     କିଡ୍‌ନି ରୋଗର ଲକ୍ଷଣଗୁଡ଼ିକ କ’ଣ? ଆମ ଶରୀରରେ ଦୁଇଟି କିଡ୍‌ନି ରହିଛି। ରକ୍ତରେ ଥିବା ବର୍ଜ୍ୟ ବସ୍ତୁକୁ ଛାଣି ଶରୀରରୁ ନିଷ୍କାସନ କରିବା ହେଉଛି କିଡ୍‌ନିର ମୁଖ୍ୟ କାମ। ଉଦାହରଣ ସ୍ୱରୂପ, ଆମେ ଆମ ଘରକୁ ସଫା ନକଲେ ଏହା ଅପରିଷ୍କାର ହୋଇପଡ଼େ, ଦୁର୍ଗନ୍ଧ ହୁଏ। ସେମିତି ଆମ ଶରୀରରେ ଯଦି...
stomach pain

ପେଟ ଯନ୍ତ୍ରଣାକୁ ହାଲକା ଭାବେ ନିଅନ୍ତୁ ନାହିଁ, କର୍କଟ ହୋଇପାରେ

0
  ଅଧିକାଂଶ ସମୟରେ ପେଟରେ ଯନ୍ତ୍ରଣା ହେଲେ ଲୋକମାନେ ତାକୁ ହାଲକା ଭାବେ ନେଇଥାନ୍ତି। ଗ୍ୟାସ୍ କିମ୍ବା ଅନ୍ୟ କୌଣସି ସଂକ୍ରମଣ ଯୋଗୁଁ ଏପରି ହୋଇଥାଇପାରେ ବୋଲି ଭାବିଥାନ୍ତି। ତେଣୁ ମେଡିସିନ୍ ଷ୍ଟୋରରୁ ମେଡିସିନ୍ ଆଣି ଖାଇଥାନ୍ତି। ପରିସ୍ଥିତି ଅତି ଖରାପ ହେଲେ ଯାଇ ସେମାନେ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି।...

ଖାଲି ପେଟରେ ଖାଆନ୍ତୁ ତୁଳସୀ ପତ୍ର

0
ଖାଲି ପେଟରେ ତୁଳସୀ ପତ୍ର ଖାଇଲେ ଥଣ୍ଡା ଜ୍ୱର, କାଶ ଭଳି ସମସ୍ୟା ଦୂର ହେବା ସହିତ ପାଚନ ଭଲ ହୋଇଥାଏ। -ତୁଳସୀରେ ପ୍ରଚୁର ପରିମାଣର ରୋଗ ପ୍ରତିରୋଧକ ଶକ୍ତି ଥାଏ। ତେଣୁ ପ୍ରତିଦିନ ଖାଲି ପେଟରେ ୩ଟି ଲେଖାଏଁ ତୁଳସୀ ପତ୍ର ଖାଇଲେ ରୋଗ ପ୍ରତିରୋଧକ ଶକ୍ତି...
milk pic

କ୍ଷୀର ଥଣ୍ଡା ନା ଗରମ ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ!

0
କ୍ଷୀର ଗରମ ନା ଥଣ୍ଡା ପିଇବା ଭଲ, ତାହା ଅନେକଙ୍କ ମନରେ ପ୍ରଶ୍ନ ଥାଏ। କିଛି ଲୋକ ଏମିତି ବି ଭାବନ୍ତି ଯେ କ୍ଷୀର କେତେବେଳେ ପିଇବା ଦରକାର। କ୍ଷୀର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏଥିରେ କ୍ୟାଲସିୟମ, ପୋଟାସିୟମ ଏବଂ ଭିଟାମିନ୍ ଡିର ମାତ୍ରା ପ୍ରଚୁର...

ସୁସ୍ଥ ଶରୀର ଲାଗି ସୁସ୍ଥ ମନର ଆବଶ୍ୟକତା କେତେ?

0
ସୁସ୍ଥ ଶରୀରରେ ହିଁ ସୁସ୍ଥ ମନ ବାସ କରିଥାଏ। ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଲୋକମାନେ କିନ୍ତୁ ଏହାକୁ ଗୁରୁତ୍ୱ ଦେବାକୁ ଭୁଲିଯାଉଛନ୍ତି। ତେବେ ଅଭ୍ୟାସକୁ ସାମାନ୍ୟ ପରିବର୍ତ୍ତନ କଲେ ଆପଣ ସୁଫଳ ପାଇପାରିବେ। ତମ୍ବା ପାତ୍ରରେ ପାଣି ପିଅନ୍ତୁ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଅନ୍ତୁ। ତମ୍ବାରେ ବ୍ୟାକ୍ଟେରିଆ...
angry mood

କାହିଁକି ଛୋଟ ଛୋଟ କଥାରେ ମନକୁ ରାଗ ଆସିଥାଏ? ଜାଣନ୍ତୁ ଏହାର କାରଣ 

0
ଆଜିକା ସମୟରେ ଅନେକ ଲୋକ କିଛି କାରଣ ନଥାଇ ଚିଡଚିଡ୍ ହୋଇଥାନ୍ତି। ଅନ୍ୟମାନଙ୍କ ଉପରେ ରାଗିଥାନ୍ତି। ତେବେ କେବେ ଭାବିଛନ୍ତି କାହିଁକି ଏମିତି ହେଉଛି, କେତେ ଦିନ ହେବ ଏମିତି ହେଉଛି, ଏହା ପଛରେ କାରଣ କଣ ହୋଇପାରେ? ଯଦି ନ ଭାବିଛନ୍ତି ତେବେ ସମୟ ମିଳିଲେ...
sunstroke image

ଗରମ ଦିନରେ ସନ୍ ଷ୍ଟ୍ରୋକରୁ ବର୍ତ୍ତିବେ କିପରି?

0
ଏବେ ଭାରତର ପ୍ରାୟ ସବୁ ସ୍ଥାନରେ ହାରାହାରି ତାପମାତ୍ରା ୪୦ ଡିଗ୍ରୀ ପର୍ଯ୍ୟନ୍ତ ରହିଛି। ଏପରି କ୍ଷେତ୍ରରେ ସନ୍ ଷ୍ଟ୍ରୋକ ହେବାର ଆଶଙ୍କା ବି ଅଧିକ ରହିଛି। ସେଥିରୁ ବର୍ତ୍ତିବା ଲାଗି ଆପଣାନ୍ତୁ ଏହି ଟିପ୍ସ। -ଗରମ ଦିନରେ ଖାଲି ଦେହରେ ବୁଲିବା, ଖାଲି ପାଦରେ ଚାଲିବା, ଘରୁ...
Alcohol

ମଦ ପିଇବାର ଲାଳସାକୁ କେମିତି ନିୟନ୍ତ୍ରଣ କରିହେବ?

0
ଗୀତା ଦାସ ମଦ ଅଭ୍ୟାସରେ ପଡ଼ିଲେ ଶେଷରେ ଲାଳସାରେ ପରିଣତ ହୋଇଯାଏ। କେମିତି ଏହାକୁ ନିୟନ୍ତ୍ରଣ କରିହେବ? ପୂର୍ବରୁ ଆମେ ଜାଣୁ ଯେ ମଦ୍ୟପାୟୀର ମଦ ପିଇବା ଲାଳସାର ପ୍ରଧାନ କାରଣ ହେଲା ଶାରୀରିକ। ରକ୍ତରେ ଶର୍କରାର ପରିମାଣ ସମାନ ଅବସ୍ଥାରେ ନ ରହିଲେ ତା’ର ମଦ ପିଇବାର ଇଚ୍ଛା ବହୁତ ବଢ଼ିଯାଏ। ସେଥିଲାଗି ଉପଯୁକ୍ତ...
glowing skin

ଖରାଦିନେ ତ୍ୱଚାର ଉଜ୍ଜ୍ୱଳତା ପାଇଁ ଆପଣାନ୍ତୁ କିଛି ସହଜ ଉପାୟ?

0
ସୁନ୍ଦରତା ତଥା ତ୍ୱଚାର ଔଜଲ୍ଲ୍ୟତା ବଜାୟ ରଖିବା ପାଇଁ ଅନେକ ମହିଳା ବିଭିନ୍ନ ପ୍ରକାର କସ୍ମେଟିକ୍ ଉତ୍ପାଦ ବ୍ୟବହାର କରିଥାନ୍ତି । ଯାହାକି ସେମାନଙ୍କର ତ୍ୱଚାକୁ ଭଲ କରିବା ପରିବର୍ତ୍ତେ ଖରାପ କରିଥାଏ। କସ୍ମେଟିକ୍ ସାମଗ୍ରୀ ବ୍ୟବହାର ବଦଳରେ ଆପଣ କିଛି ପ୍ରାକୃତିକ ଉପାୟ ବି ଗ୍ରହଣ...
error: Content is protected !!