ପେଟ ଯନ୍ତ୍ରଣାରୁ ଉପଶମ ଦେବ ଏହି ଘରୋଇ ଉପାୟ

0
ଅନେକ ସମୟରେ ଗ୍ୟାସ ବା ଅନ୍ୟାନ୍ୟ ସମସ୍ୟା ଯୋଗୁଁ ପେଟରେ ଯନ୍ତ୍ରଣା ହୋଇଥାଏ। ତାକୁ ଦୂର କରିବା ଲାଗି ବହୁ ଲୋକ ଔଷଧ ଖାଇଥାନ୍ତି ଯାହାକି ପରବର୍ତ୍ତୀ ସମୟରେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିଥାଏ। ଘରୋଇ ଉପାୟରେ ଆପଣ ସେଥିରୁ ଉପଶମ ପାଇପାରିବେ। ଜାଣନ୍ତୁ କେଉଁ ସବୁ ଘରୋଇ...
improper sleep

ନିଦ ଠିକସେ ହେଉନି କି?

0
ପରିବର୍ତ୍ତିତ ଜୀବନଶୈଳୀ ଓ ବ୍ୟସ୍ତତା ଯୋଗୁଁ ଯେତିକି ଆବଶ୍ୟକ ସେତିକି ପରିମାଣରେ ନିଦ୍ରାହୀନତା ସମ୍ଭବ ହୋଇପାରୁ ନାହିଁ। ଅଫିସରେ ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ କାମ ତ କେତେବେଳେ ମୋବାଇଲ୍ ଲୋକଙ୍କ ନିଦ ହଜାଇ ଦେଉଛିା –ଶୋଇବାର ସମୟ ସ୍ଥିର କରନ୍ତୁ। ବିଳମ୍ବିତ ରାତିରେ ଶୋଇଲେ ନିଦ ଭଲ...
throat pain

ଗଳା ସଂକ୍ରମଣରୁ କିପରି ପାଇବେ ରକ୍ଷା

0
ପାଣିପାଗ ବଦଳିବା ସହିତ ବ୍ୟାକ୍ଟେରିଆ ସଂକ୍ରମଣର ଶିକାର ହେଲେ ସର୍ବପ୍ରଥମେ ଗଳାରେ ସଂକ୍ରମଣ ହୋଇଥାଏ। ତେବେ ଏହାକୁ ଉପଚାର ପାଇବା ଘରୋଇ ଉପାୟ ଆପଣାନ୍ତୁ। ସଂକ୍ରମଣ ହୋଇ ଗଳା ଦରଜ ଲାଗୁଥିଲେ ସବୁଠୁ ଭଲ ଉପାୟ ହେଲା ଗରମ ପାଣିରେ ଲୁଣ ମିଶାଇ କୁଳି କରିବା। ଦିନକୁ ୨-୩...
cold water is bad for health

କୋଲ୍ଡ ଡ୍ରିଙ୍କ୍ସ ନୁହେଁ, ଥଣ୍ଡା ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

0
ଆପଣ ଜାଣିଛନ୍ତି, ପ୍ରଚଣ୍ଡ ଖରାରେ ଶରୀରକୁ ତାଜାପଣ ଦେବାକୁ ଆମେ ଯେଉଁ କୋଲ୍ଡ ଡ୍ରିଙ୍କ୍ସ ପିଅନ୍ତି ତାହା ଶରୀର ପାଇଁ କେତେ କ୍ଷତିକାରକ ? କୋଲ୍ଡ ଡ୍ରିଙ୍କ୍ସରୁ ହେଉଥିବା କ୍ଷତି ଗରମ ଫଳରେ ଆପଣଙ୍କର ପାଚନ ତନ୍ତ୍ର ଖୁବ୍ ପ୍ରଭାବିତ ହୁଏ। ଏମିତିରେ ଆପଣ ଯେତେବେଳେ ଖରାରେ ବାହାରେ ଥିବାବେଳେ...
stages of pregnancy

ଗର୍ଭର ବିଭିନ୍ନ ପର୍ଯ୍ୟାୟରେ ଶିଶୁର ବିକାଶ

0
ଡାକ୍ତର ସରୋଜିନୀ ଷଡ଼ଙ୍ଗୀ ଗର୍ଭାବସ୍ଥାର କେଉଁ ପର୍ଯ୍ୟାୟରେ ଗର୍ଭସ୍ଥ ଶିଶୁର କ‘ଣ ବିକାଶ ହୋଇଥାଏ ଜାଣନ୍ତୁ। ପ୍ରଥମ ୩ ମାସ ବା ଗର୍ଭାବସ୍ଥାର ପ୍ରଥମ ପର୍ଯ୍ୟାୟରେ ଶିଶୁର ବିକାଶ ୧. ଶିଶୁର ଲିଙ୍ଗ ସ୍ଥିରୀକୃତ ୨. ହୃତ୍‌ପିଣ୍ଡ ଏବଂ ରକ୍ତ ସଞ୍ଚାଳନା ସିଷ୍ଟମ୍‌ର ବିକାଶ ସଞ୍ଚାଳନ ୩. ଗର୍ଭଫୁଲର କାର୍ଯ୍ୟ ଆରମ୍ଭ ୪. ସ୍ନାୟୁର ବିକାଶ ୫. ବୃକକ୍‌ର କାର୍ଯ୍ୟ ଆରମ୍ଭ ଓ ଗର୍ଭସ୍ଥ ପାଣିଥଳୀରେ ଆମ୍ନିଓଟିକ୍ ଫ୍ଲୁଇଡ୍‌ର ସଂରକ୍ଷଣ। ୬. ଅଗ୍ନ୍ୟାଶୟରେ...
pregnancy

ତୃତୀୟ ତ୍ରୟମାସରେ ଗର୍ଭବତୀ ମାଆର ଶରୀରରେ ପରିବର୍ତ୍ତନ ଓ ଯତ୍ନ

0
ଡାକ୍ତର ସରୋଜିନୀ ଷଡ଼ଙ୍ଗୀ ଶେଷ ତ୍ରୟମାସ ଗର୍ଭବତୀ ମାଆ ଓ ଗର୍ଭସ୍ଥ ଶିଶୁ ଲାଗି ଅତି ଗୁରୁତ୍ୱପୂର୍ଣ୍ଣ ଆସନ୍ତୁ ଏହି ସମୟରେ ମା'ର ଶରୀରର ପରିବର୍ତ୍ତନ ବାବଦରେ ଜାଣିବା ଓ ନିରାପଦ ମାତୃତ୍ୱ ଲାଗି ପୂର୍ଣ୍ଣ ଯତ୍ନବାନ ହେବା। ସପ୍ତମ ମାସ ଏ ସମୟରେ ଶିଶୁ ଶୀଘ୍ର ଶୀଘ୍ର ବଢ଼ିଯାଉଥିବାରୁ ଓଜନ ମଧ୍ୟ ବଢ଼ିଯାଇଥାଏ। ଜରାୟୁ ବଢ଼ୁଥିବାରୁ ଶିଶୁର ଘୂର୍ଣ୍ଣନ ପିଞ୍ଜରାହାଡ଼ ପାଖରେ ଅନୁଭୂତ ହୋଇଥାଏ। ଶୋଇବା ସ୍ଥାନରୁ ହଠାତ୍ ଉଠି ଯାଆନ୍ତୁ ନାହିଁ। କାରଣ ବେଳେବେଳେ ମୁଣ୍ଡ ବୁଲାଇ ଦେଇଥାଏ। ବେଳେବେଳେ...
angry mood

କାହିଁକି ରାଗ କି ଚିଡ଼ଚିଡ଼ା ଲାଗିଥାଏ? କ’ଣ କରିବା ଦରକାର? 

0
ଆଜିକା ସମୟରେ ଅନେକ ଲୋକ କିଛି କାରଣ ନଥାଇ ଚିଡଚିଡ୍ ହୋଇଥାନ୍ତି। ଅନ୍ୟମାନଙ୍କ ଉପରେ ରାଗିଥାନ୍ତି। ତେବେ କେବେ ଭାବିଛନ୍ତି କାହିଁକି ଏମିତି ହେଉଛି, କେତେ ଦିନ ହେବ ଏମିତି ହେଉଛି, ଏହା ପଛରେ କାରଣ କଣ ହୋଇପାରେ? ଯଦି ନ ଭାବିଛନ୍ତି ତେବେ ସମୟ ମିଳିଲେ...
NATURAL DISASTERS

‘‘ପ୍ରାକୃତିକ ଦୁର୍ବିପାକ ପରେ ଲୋକଙ୍କ ମାନସିକତା ଉପରେ ପଡ଼ିଥାଏ ପ୍ରଭାବ’’

0
ପ୍ରାକୃତିକ ଦୁର୍ବିପାକ ପରେ ମାନସିକ ରୋଗ ହୁଏ କି? ଯଦି ହୁଏ ଚିକିତ୍ସାର ଆବଶ୍ୟକତା ଅଛି କି? ଏନେଇ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ରସେଲ ରାବଣା। ଦୀର୍ଘ ୨୦ ବର୍ଷ ପରେ ପୁଣି ଏକ ଭୟଙ୍କର ପ୍ରାକୃତିକ ଦୁର୍ବିପାକର...
alcohol consumption

ମଦ କାହିଁକି ଲୋକେ ପିଅନ୍ତି?

0
ଗୀତା ଦାସ ମଦ କାହିଁକି ଲୋକେ ପିଅନ୍ତି? ପଢ଼ନ୍ତୁ ଏ ବାବଦରେ କ’ଣ କହନ୍ତି ଡାକ୍ତର, ସମାଜବିଜ୍ଞାନୀ ଓ ମନ–ବିଶେଷଜ୍ଞ ମଦ ପିଇବାକୁ ଭଲ ଲାଗିବାର କାରଣ ବହୁ ଅଂଶରେ ଶାରୀରିକ। ମଦ୍ୟାସକ୍ତର କ୍ରେଭିଂ ବା ଅସମ୍ଭାଳ ଇଚ୍ଛା ମଧ୍ୟ ଶାରୀରିକ କାରଣରୁ ହିଁ ହୋଇଥାଏ। ସମାଜ ବିଜ୍ଞାନୀଙ୍କ ମତରେ: ସମାଜରେ ମଦ୍ୟପାନ ଓ ଆଧୁନିକତାର ଚିହ୍ନ ହେବାରୁ ଲୋକେ ମଦ ପିଇବାରେ ମନ ବଳାଉଛନ୍ତି। ବେକାରୀ, ଦାରିଦ୍ର୍ୟ, ଅସୁଖୀ ଜୀବନ, ବିପଥଗାମୀ ମନୋବୃତ୍ତି...

ସାଂଘାତିକ ମାନସିକ ରୋଗ – ସ୍କିଜୋଫ୍ରେନିଆ (୨)

0
ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ ଚାରି ପ୍ରକାର ସ୍କିଜୋଫ୍ରେନିଆ ଦେଖିବାକୁ ମିଳେ। ସେଗୁଡ଼ିକ (କ) ସରଳ ସ୍କିଜୋଫ୍ରେନିଆ (ଖ) ହେବେଫ୍ରେନିଆ (ଗ) କାଟାଟୋନିଆ (ଘ) ପାରାନୋଇଆ। (କ) ସରଳ ସ୍କିଜୋଫ୍ରେନିଆ (Simple Schizophrenia) ଏ ପ୍ରକାର ସ୍କିଜୋଫ୍ରେନିଆ ଚିହ୍ନିବା ସବୁଠାରୁ କଷ୍ଟ। କାରଣ ଏହାର ଏକମାତ୍ର ଲକ୍ଷଣ ହେଲା ଆବେଗ ଅନୁଭବ କରିବା ଶକ୍ତିର ହ୍ରାସ।...
error: Content is protected !!