shy baby

ପିଲା ଅଧିକ ଲାଜୁଆ ହୋଇଥିଲେ କ’ଣ କରିବେ?

0
ଅଧିକାଂଶ ସମୟରେ ବାପା ମା’ ମାନେ ସେମାନଙ୍କ ପିଲା ଖୁବ୍ ଲାଜକୁଳା ବୋଲି କହୁଥିବାର ଆପଣମାନେ ଶୁଣିଥିବେ। ଏଭଳି ପିଲାମାନେ ବାହାରର ଲୋକଙ୍କର ସାମ୍ନା କରନ୍ତି ନାହିଁ, ଖୁବ୍ କମ୍ କଥା ହୋଇଥା’ନ୍ତି। ସ୍କୁଲରେ କମ୍ ସାଙ୍ଗସାଥୀଙ୍କ ସହ ମିଶନ୍ତି। ଶିକ୍ଷକ ପ୍ରଶ୍ନ ପଚାରିଲେ ଉତ୍ତର ଦେବାକୁ...
Schizophrenia

ସ୍କିଜୋଫ୍ରେନିଆ ରୋଗ କ’ଣ?

0
ସ୍କିଜୋଫ୍ରେନିଆ ହେଉଛି ଏକ ଗୁରୁତର ମାନସିକ ସମସ୍ୟା। ସ୍କିଜୋଫ୍ରେନିଆ ରୋଗ କ'ଣ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ସ୍ନାୟୁ ମାନସିକ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା। (Schizophrenia: Causes, Symptoms and Treatment in Odia) ସ୍କିଜୋଫ୍ରେନିଆ...

କରୋନା ଟେନ୍‌ସନ୍‌ – ମାନସିକ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ କିଶୋର କିଶୋରୀ?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନା ଭାଇରସ ପାଇଁ ପିଲାଙ୍କଠାରୁ ବୟସ୍କ ସମସ୍ତଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହୋଇଛି। ବିଶେଷ କରି କିଶୋର କିଶୋରୀମାନଙ୍କର ସ୍କୁଲ, କଲେଜ, କୋଚିଂ ବନ୍ଦ ରହିଛି। ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଥିବାରୁ ସାଙ୍ଗ ସାଥୀଙ୍କ ସହିତ ମିଳାମିଶା ମଧ୍ୟ ବନ୍ଦ...
mental stress_lockdown

ମାନସିକ ଚାପରୁ କେମିତି ପାଇବେ ମୁକ୍ତି?

0
ସ୍ୱାସ୍ଥ୍ୟପ୍ଲସ୍ କରୋନା ବ୍ୟୁରୋ ଅଧ୍ୟୟନରୁ ଜଣାପଡ଼ିଛି ଯେ, ମାନସିକ ଚାପ ବା ଷ୍ଟ୍ରେସ୍‌ ଯୋଗୁଁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଆଜିକାଲିର ଜୀବନଶୈଳୀ, କମର୍ମୟ ଜୀବନ ମଣିଷକୁ ସବୁବେଳେ ଚାପଗ୍ରସ୍ତ କରି ରଖିଥାଏ। ଚାପ ମେଦବହୁଳତା, ହୃଦରୋଗ, ଅଲଜାଇମର ରୋଗ, ମଧୁମେହ, ଉଦାସୀନତା, ଆସ୍ଥମା, ମୁଣ୍ଡବିନ୍ଧା, ଋତୁସ୍ରାବରେ ସମସ୍ୟା  ଓ...
sit infront of sunlight

ସୂର୍ଯ୍ୟକିରଣ: ମନ ଓ ଶରୀର ଉପରେ ଏହାର ପ୍ରଭାବ

0
ସୂର୍ଯ୍ୟଦେବଙ୍କୁ ସକଳ ଶକ୍ତିର ଆଧାର ବୋଲି କୁହାଯାଏ। ସେ ଉଦୟ ହେଲେ ଚଳଚଞ୍ଚଳ ହୋଇଉଠନ୍ତି ପ୍ରାଣୀଜଗତ। ସେ ଅସ୍ତମିତ ହେଲେ ବା ପୃଥିବୀ ତାଙ୍କଠାରୁ ଦୂରେଇ ଗଲେ ଧୀରେ ଧୀରେ ମନ୍ଥର ହୋଇଆସେ ଜୀବନଯାତ୍ରା ସହିତ ଜଡ଼ିତ ଅନେକଗୁଡ଼ିଏ କାର୍ଯ୍ୟଧାରା। ଦେଖାଯାଏ ମନ ଓ ଶରୀରରେ ପରିବର୍ତ୍ତନ।...
old age corona care

ଅଲ୍‌ଝାଇମର୍‌ ରୋଗୀଙ୍କ ଯତ୍ନ କେମିତି ନେବେ?

0
ଅଲଝାଇମର ରୋଗ ପ୍ରାୟ ୬୦ରୁ ୬୫ ବର୍ଷ ପରେ ଆରମ୍ଭ ହୋଇଥାଏ। ଏହାଯୋଗୁଁ ପ୍ରଥମେ ସ୍ମରଣ ଶକ୍ତି ଓ ଭାବନା ଶକ୍ତି ହ୍ରାସ ପାଇଥାଏ। ଏହି ରୋଗ ଜଟିଳ ରୂପ ଧାରଣ କଲେ, ରୋଗୀ ତା’ର ନିତିଦିନିଆ କାମ କରିବାକୁ ଭୁଲିଯାଏ। ଯେପରିକି, ଗାଧୋଇବା, ଖାଇବା ଆଦି...
girl cooking in kitchen

ଅତ୍ୟଧିକ ସମୟ ରୋଷେଇ ଘରେ କାଟୁଛନ୍ତି କି? ଜାଣି ରଖନ୍ତୁ

0
ସାଧାରଣତଃ ମହିଳାମାନେ ଦିନର ଅଧିକାଂଶ ସମୟ ରୋଷେଇ ଘରେ କଟାନ୍ତି। ଏମିତିକି ଦରକାର ପଡ଼ିଲେ ଦିନରେ ୩/୪ ଥର ସେମାନେ ରୋଷେଇ କରନ୍ତି। ତେବେ ଏହା କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ। ଅଧିକ ସମୟ ରୋଷେଇ ଘରେ ବିତାଉଥିବା ମହିଳା ଖୁବଶୀଘ୍ର ରୋଗଗ୍ରସ୍ତ ହୋଇଥାନ୍ତି। ନିକଟରେ କରାଯାଇଥିବା...

‘ଚିନ୍ତା’ – କେମିତି ପାଇବେ ମୁକ୍ତି?

0
କଥାରେ ଅଛି, ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି। ତେଣୁ, ଚିନ୍ତା ମୁକ୍ତ ରହନ୍ତୁ ଓ ସୁସ୍ଥ ରହନ୍ତୁ। ଚିନ୍ତା ବା ମାନସିକ ଚାପ ଅଧିକ ଦିନ ଧରି ଲାଗି ରହିଲେ ବ୍ୟକ୍ତି ଡିପ୍ରେସନ୍‌, ମାନସିକ ଉଦ୍‌ବେଗ, ପ୍ୟାନିକ ଡିସ୍‌ଅର୍ଡର, ସ୍କିଜୋଫ୍ରେନିଆ, ସାଇକୋସିସ୍‌ ଭଳି ମାନସିକ ରୋଗ...
mentaldisord

ଯୁବାବସ୍ଥାରେ ମାନସିକ ସ୍ୱାସ୍ଥ୍ୟ ଓ ପରିବର୍ତ୍ତନଶୀଳ ଦୁନିଆ

0
ଆପଣମାନେ ଦେଖିଥିବେ ରାସ୍ତାଘାଟରେ ଅନେକ ଲୋକ ବିନା କାରଣରେ ବୁଲୁଛନ୍ତି। ଛିଣ୍ଡାଲୁଗା ପିନ୍ଧନ୍ତି। ମୁଣ୍ଡବାଳ ଓ ନଖ ଇତ୍ୟାଦି ବଢ଼ିଯାଇଥାଏ। ଖାଇବାକୁ କାହାକୁ କଣ ମାଗନ୍ତି, ତାହା ସେମାନେ ମଧ୍ୟ ଜାଣିପାରନ୍ତି ନାହିଁ। ଯିଏ ଯାହା ଦିଏ, ବାଛ ବିଚାର ନକରି ସବୁ ଖାଇଦିଅନ୍ତି। ମନକୁ ମନ...
corona mental health 2

କୋଭିଡ୍‌ରୁ ସୁସ୍ଥ ହେବା ପରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ

0
କୋଭିଡ୍‌ ଜନିତ ଭୟ ସମସ୍ତଙ୍କର ମାନସିକ ଚାପକୁ ଅନେକ ପରିମାଣରେ ବଢ଼ାଇ ଦେଇଛି। ଏସବୁ କାରଣରୁ ଅବସାଦ, ଉଦ୍‌ବେଗ, ନିଦ୍ରାହୀନତା ଆଦି ମାନସିକ ଅସୁସ୍ଥତା ଦେଖାଦେଉଛି। ତେବେ କୋଭିଡ୍‌ରୁ ସୁସ୍ଥ ହେବା ପରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ କିଭଳି ନେବେ ଜାଣିରଖନ୍ତୁ। ମନ ସର୍ବଦା ଖୁସି ରଖନ୍ତୁ। କୌଣସି...
error: Content is protected !!