ପାଟିରେ କର୍କଟ କାହିଁକି ହୁଏ?

0
https://www.youtube.com/embed/OTgn2pXvssU କାହିଁକି ବଢୁଛି ମୁଖ ଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା? ପାଟିରେ କର୍କଟ ହେବା କେତେ ମାରାତ୍ମକ? ଏନେଇ ବିଶଷ୍ଟ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ଲୋଚନ ସ୍ୱାଇଁଙ୍କଠାରୁ ଅଧିକ ଜାଣନ୍ତୁ। କାହିଁକି ହୁଏ ପାଟିରେ କ୍ୟାନ୍‌ସର?ପାଟିରେ କ୍ୟାନ୍‌ସର ହେବାର ଲକ୍ଷଣପାଟିରେ କ୍ୟାନ୍‌ସର ହେଲେ କେମିତି ଚିହ୍ନିବେ?ଓରାଲ କ୍ୟାନ୍‌ସରର ଚିକିତ୍ସାଓରାଲ...

କାହିଁକି କରାଯାଏ ରୁଟ୍‌ କେନାଲ?

0
https://youtu.be/G_w1T-r-ufs ରୁଟ୍‌ କେନାଲ କେତେବେଳେ ଦରକାର ପଡ଼େ? କେମିତି ହୁଏ ରୁଟ୍‌ କେନାଲ? ଏନେଇ ବିଶିଷ୍ଟ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ରୋସଞ୍ଜୟ ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ରୁଟ୍ କେନାଲ କ'ଣ?କେତେବେଳେ ଦରକାର ପଡ଼େ ରୁଟ୍ କେନାଲ?ରୁଟ୍ କେନାଲ କାହିଁକି କରିବେ?କେମିତି ହୁଏ ରୁଟ୍ କେନାଲ?ଡାକ୍ତରଙ୍କ ପାଖକୁ କେତେଥର...

ଦାନ୍ତ ପୋକ ଖାଇଲେ କେମିତି କରିବେ ଚିକିତ୍ସା?

0
https://youtu.be/Cba4GF2LrZo ଦାନ୍ତରେ କ୍ୟାଭିଟି ହେଲେ କେମିତି କରିବେ ଚିକିତ୍ସା? ଏନେଇ ବିଶିଷ୍ଟ ଓରାଲ ଏବଂ ମ୍ୟାକ୍ସିଲୋଫେସିଆଲ ସର୍ଜନ ଡାକ୍ତର ପ୍ରିତିଶ ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ପୋକଡ଼ା ଦାନ୍ତ ବା ଦାନ୍ତରେ କ୍ୟାଭିଟି କ’ଣ?ଦାନ୍ତ ପୋକ ଖାଇବାର କାରଣପିଲାଙ୍କର କ୍ୟାଭିଟି ହେବାର କାରଣ କ’ଣ?ଦାନ୍ତରେ କ୍ୟାଭିଟି ହେଲେ କ’ଣ...

ଦାନ୍ତ ଜନିତ ସମସ୍ୟାକୁ ନେଇ ମନକୁ ଆସୁଥିବା ପ୍ରଶ୍ନ ଓ ଡାକ୍ତରଙ୍କ ଉତ୍ତର

0
https://youtu.be/m1tft5tL7Jo ଦାନ୍ତକୁ ନେଇ ଅନେକଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ରହିଛି, ଯେପରିକି ଦାନ୍ତକୁ ମାଡ଼ି ମାଡ଼ି ଘଷିଲେ ଦାନ୍ତ ସଫା ହୁଏ, ଦାନ୍ତ ହଳଦିଆ ପଡ଼ିଯିବା ଖରାପ। ଏସମସ୍ତ ବିଷୟରେ ଆଲୋଚନା କରିଛନ୍ତି ଓରାଲ ଓ ମାକ୍ସିଲୋଫେସିଆଲ ସର୍ଜନ ଡାକ୍ତର ପ୍ରିତିଶ୍‌ ପଟ୍ଟନାୟକ। ଆସନ୍ତୁ ଜାଣିବା ଦାନ୍ତକୁ ଅଧିକ...
error: Content is protected !!