KNB Season Three Thumbnails

‘କେତେ ନୂଆ ବାଟ ସିଜିନ୍ ୨’ – ଆଜି ଶୁଣନ୍ତୁ ଅଡିଓ ସିରିଜର ତୃତୀୟ ଅଧ୍ୟାୟ ‘କୋଭିଡ୍ ସମୟରେ...

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/BV5R0LiDU8o ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ସମୟରେ ପିଲାଙ୍କ ସୁରକ୍ଷା ଲାଗି ଏକାଠି ହେବା’ରବିବାର ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ ଗତ ଦେଢ଼...

ତରଳ ଝାଡ଼ା ସମୟରେ ପିଲାଙ୍କୁ କେଉଁ ଭଳି ପାନୀୟ ଦେବେ?

0
ତରଳ ଝାଡ଼ା ହେଉଥିଲେ ଶିଶୁ ଓ ପିଲାଙ୍କୁ କେଉଁ ଭଳି ପାନୀୟ ଦେବା ଉଚିତ, ଜାଣିରଖନ୍ତୁ। ତୋରାଣୀଫଳରସପଇଡ ପାଣିପରିଷ୍କାର ପିଇବା ପାଣି।ପାଣି ପରିଷ୍କାର ନଥିଲେ ତାକୁ ଫୁଟାଇ, ଛାଣି ପରିଷ୍କାର କରି ପିଇବା ଦରକାର। ଜଳଶୂନ୍ୟତା ନହେବା ପାଇଁ ଶିଶୁ ଯେତେ ଥର ସମ୍ଭବ ମା’କ୍ଷୀର ଖାଇବା ଦରକାର। ଶିଶୁଙ୍କୁ ମା’କ୍ଷୀର (ମା’ ସାଧାରଣ ସମୟ ଅପେକ୍ଷା ଅଧିକ ଥର କ୍ଷୀର ଖୁଆଇବା ଦରକାର)।ଶିଶୁର ବାନ୍ତି ହେଉଥିଲେ ଦଶ ମିନିଟ ଅପେକ୍ଷା କରି ତା’ ପରେ ଧୀରେ ଧୀରେ ଅଳ୍ପ ଅଳ୍ପ କରି...

ପିଲାମାନଙ୍କୁ ସୁସ୍ଥ ରଖିବା ପାଇଁ ଦିଅନ୍ତୁ ଏହି ଖାଦ୍ୟ

0
ପଲ୍ଲବୀ ସାବତ ପିଲାଙ୍କ ଶାରୀରିକ ତଥା ମାନସିକ ଅଭିବୃଦ୍ଧି ପାଇଁ ପିଲାଙ୍କ ଖାଦ୍ୟ ତାଲିକାରେ ଏହିସବୁ ଖାଦ୍ୟ ସାମିଲ କରନ୍ତୁ। ନିୟମିତ ପିଲାଙ୍କୁ ଗୋଟେ ଚାମଚ ଘିଅ ଖାଇବାକୁ ଦିଅନ୍ତୁ। ଭାତରେ କିମ୍ବା ରୁଟିରେ ପିଲାଙ୍କୁ ଘିଅ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ପିଲାଙ୍କୁ ସଠିକ୍‌ ପରିମାଣର କ୍ୟାଲ୍‌ସିୟମ୍‌ ମିଳିବା ସହ...

ବୟସ ଅନୁଯାୟୀ ଶିଶୁର ବିକାଶରେ ସମସ୍ୟା ହେଲେ କ’ଣ କରିବେ?

0
https://www.youtube.com/embed/bcYoFGbgqzA ବୟସ ଅନୁଯାୟୀ ଶିଶୁର ଶାରୀରିକ ଓ ମାନସିକ ବିକାଶରେ ଅସୁବିଧା ହେବା ଏକ ସ୍ୱାସ୍ଥ୍ୟ ସମସ୍ୟା। କିଭଳି ଏହି ସମସ୍ୟାର ଚିକିତ୍ସା କରାଯିବ, ସେନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କଠାରୁ ଆସନ୍ତୁ ଜାଣିବା। ବୟସ ଅନୁଯାୟୀ ଶିଶୁର ବିକାଶ ହୋଇଥାଏ। ଯେପରିକି, ଦେଢ଼ ମାସ...

ପିଲାଙ୍କଠାରେ କୋଭିଡ୍‌ ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା

0
https://youtu.be/i_6RTaYjWJg କୋଭିଡ୍‌ ପରେ ପିଲାଙ୍କଠାରେ ପୋଷ୍ଟ କୋଭିଡ୍‌ ସିଣ୍ଡ୍ରୋମ୍‌ ଦେଖିବାକୁ ମିଳୁଛି, ଯାହାକୁ ଏମ୍ଆଇଏସ୍‌ସି କୁହାଯାଏ। ତେବେ ଏହା କ’ଣ? ପିଲାଙ୍କୁ ଏହା ହେଲେ କ’ଣସବୁ ଜଟିଳତା ଦେଖାଦିଏ? ଏନେଇ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ବର୍ତ୍ତମାନ ସମୟରେ...
child blood pressure

ପିଲାମାନଙ୍କୁ ଉଚ୍ଚ ରକ୍ତଚାପ ହୁଏ କି?

0
ଅଧିକାଂଶ ଲୋକ ଭାବନ୍ତି ଉଚ୍ଚ ରକ୍ତଚାପ ବା ହାଇପରଟେନ୍‌ସନ୍‌ ବୟସ୍କ ଲୋକଙ୍କୁ ପ୍ରଭାବିତ କରିଥାଏ। ଏହା ସତ। କିନ୍ତୁ ଆଜିକାଲି, ଉଚ୍ଚ ରକ୍ତଚାପ ସବୁ ବୟସର ଲୋକଙ୍କୁ ପ୍ରଭାବିତ କରିଥାଏ – ଛୋଟ ପିଲାମାନଙ୍କୁ ମଧ୍ୟ। କୁହାଯାଏ, ବୟସ ବଢ଼ିବା ସହ ଉଚ୍ଚରକ୍ତଚାପ ସମସ୍ୟା ବଢ଼ିଥାଏ। ହେଲେ ପିଲାମାନଙ୍କ...

ଜୁନ୍‌ ୩୦ରୁ ଶିଶୁମାନଙ୍କୁ ଦିଆଯିବ ‘ପିସିଭି’ ଟିକା

0
ଏବେ ଶିଶୁମାନଙ୍କ ନିୟମିତ ଟିକାକରଣରେ ସାମିଲ ହେବାକୁ ଯାଉଛି ନିମୋକୋକାଲ କଞ୍ଜୁଗେଟ୍‌ ଟିକା (ପିସିଭି)। ଜୁନ୍‌ ୩୦ରେ ଭର୍ଚୁଆଲ ମୋଡ୍‌ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହି ଟିକାର ଶୁଭାରମ୍ଭ କରିବେ। ଏନେଇ ମଙ୍ଗଳବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଭର୍ଚୁଆଲ...
Sambit Nanda on Mental Health of Children (ADHD)

ଛୋଟ ପିଲାଙ୍କ ଅସ୍ଥିର ମନ – ସମସ୍ୟା ନା ସାଧାରଣ ଅବସ୍ଥା?

0
https://www.youtube.com/watch?v=6LaW_YR0SDw ଛୋଟ ପିଲାଙ୍କଠାରେ ଅସ୍ଥିର ମନ କିମ୍ବା ଅତି ଚଞ୍ଚଳପଣ ଏକ ମାନସିକ ସମସ୍ୟା। ଏନେଇ ଜାଣନ୍ତୁ ବିଶିଷ୍ଟ ମନୋବିଜ୍ଞାନି ସମ୍ବିତ ନନ୍ଦଙ୍କ ପରାମର୍ଶ। ପିଲାର ଅସ୍ଥିର ମନ କାହିଁକି ହୋଇଥାଏ?ଅସ୍ଥିର ମନର ଲକ୍ଷଣମନର ଅସ୍ଥିରତା ପାଇଁ କ’ଣ ରହିଛି ପରୀକ୍ଷା?ମନର ଅସ୍ଥିରତା ପାଇଁ କ’ଣ ରହିଛି ଚିକିତ୍ସା ପଦ୍ଧତିପରିବାର ସଦସ୍ୟଙ୍କ କର୍ତ୍ତବ୍ୟ ଆଜିକାଲି ଛୋଟ ପିଲାଙ୍କଠାରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଛି। କେତେକ ପିଲାଙ୍କଠାରେ ଅସ୍ଥିର ମନ ଦେଖାଯାଏ। ସେମାନେ କୌଣସି ଗୋଟିଏ କାର୍ଯ୍ୟରେ ଧ୍ୟାନ ଦେଇପାରନ୍ତି...

ଆଜିଠୁ ଶିଶୁମାନଙ୍କୁ ‘ପିସିଭି’ ଟିକା

0
ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ଆଉ ଏକ ଟିକା ନିମୋକୋକାଲ କଞ୍ଜୁଗେଟ୍ ଭ୍ୟାକ୍ସିନ୍ (ପିସିଭି) ସାମିଲ କରାଯାଇଛି। ଏହି ଟିକା ଶିଶୁମାନଙ୍କୁ ନିମୋକୋକସ୍ ଜୀବାଣୁ ଜନିତ ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ସୁରକ୍ଷା ଦେବ। ଶିଶୁକୁ ଉପଯୁକ୍ତ ବ୍ୟବଧାନରେ ପିସିଭି ଟିକାର ତିନୋଟି ମାତ୍ରା ଦେବାକୁ ରାଜ୍ୟ ସରକାରଙ୍କ...

କେବେଯାଏଁ କରାଇବେ ଶିଶୁଙ୍କୁ ସ୍ତନ୍ୟପାନ?

0
ଶିଶୁଙ୍କୁ ସ୍ତନ୍ୟପାନ କରାଇବାର କିଛି ନିର୍ଦ୍ଦିଷ୍ଟ ସମୟ ସୀମା ନଥାଏ। କିନ୍ତୁ ବିଭିନ୍ନ କାରଣ ଯୋଗୁଁ ମା’ ମାନଙ୍କୁ ସ୍ତନ୍ୟପାନ କରାଇବା ବନ୍ଦ କରିବାକୁ ପଡ଼ିଥାଏ। ସ୍ତନ୍ୟପାନର ସମୟସୀମା କେତେ ରହିବା ଆବଶ୍ୟକ ଆସନ୍ତୁ ସେ ବିଷୟରେ ଜାଣିବା। ପିଲାଙ୍କୁ କେବେଯାଏଁ ସ୍ତନ୍ୟପାନ କରାଇବା ଆବଶ୍ୟକ ସାଧାରଣତଃ ତାକୁ...
error: Content is protected !!