ଶିଶୁ କୋଭିଡ୍ ପଜିଟିଭ୍ ହେଲେ କ’ଣ କରିବେ?

0
https://youtu.be/9fQGf7aY8tc ବର୍ତ୍ତମାନ ସାରା ଦେଶ କରୋନାର ଦ୍ୱିତୀୟ ଲହରୀରେ ପ୍ରଭାବିତ। ପୂର୍ବ ଅପେକ୍ଷା ଏଥର ଭୂତାଣୁ ଅଧିକ ସଂକ୍ରାମକ ହୋଇପଡ଼ିଛି। ତେବେ ଏଭଳି ପରିସ୍ଥିତିରେ ଶିଶୁମାନଙ୍କୁ କିଭଳି ସୁରକ୍ଷିତ ରଖିବା? ଏନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। କରୋନାର ପ୍ରଥମ ଲହର ବୟସ୍କ ବ୍ୟକ୍ତିଙ୍କୁ ଅଧିକ...

ଆପଣଙ୍କ ପିଲା ମୋବାଇଲ ଦେଖିବାକୁ ପସନ୍ଦ କରୁଛି କି? ହୋଇପାରେ ଏହି ସମସ୍ୟା

0
ଅନେକ ସମୟରେ ଅଭିଭାବକମାନେ ଛୋଟ ପିଲାଙ୍କ ହାତରେ ମୋବାଇଲ୍‌ ଧରାଦେଇଥାନ୍ତି। ପିଲା ଯଦି କାନ୍ଦୁଛି ଶାନ୍ତ କରିବା ଲାଗି ଫୋନ୍‌, ପିଲା ଯଦି ଖାଉନି ତେବେ ମୋବାଇଲ ଦେଖାଇ ଖୁଆଇବା, ଏପରି କି ଯଦି ବାପା ମା’ଙ୍କ କୌଣସି କାମ ଅଛି ଆଉ ପିଲା ଅଝଟ କରୁଛି...

ଜୁନ୍‌ ୩୦ରୁ ଶିଶୁମାନଙ୍କୁ ଦିଆଯିବ ‘ପିସିଭି’ ଟିକା

0
ଏବେ ଶିଶୁମାନଙ୍କ ନିୟମିତ ଟିକାକରଣରେ ସାମିଲ ହେବାକୁ ଯାଉଛି ନିମୋକୋକାଲ କଞ୍ଜୁଗେଟ୍‌ ଟିକା (ପିସିଭି)। ଜୁନ୍‌ ୩୦ରେ ଭର୍ଚୁଆଲ ମୋଡ୍‌ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହି ଟିକାର ଶୁଭାରମ୍ଭ କରିବେ। ଏନେଇ ମଙ୍ଗଳବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଭର୍ଚୁଆଲ...
child blood pressure

ପିଲାମାନଙ୍କୁ ଉଚ୍ଚ ରକ୍ତଚାପ ହୁଏ କି?

0
ଅଧିକାଂଶ ଲୋକ ଭାବନ୍ତି ଉଚ୍ଚ ରକ୍ତଚାପ ବା ହାଇପରଟେନ୍‌ସନ୍‌ ବୟସ୍କ ଲୋକଙ୍କୁ ପ୍ରଭାବିତ କରିଥାଏ। ଏହା ସତ। କିନ୍ତୁ ଆଜିକାଲି, ଉଚ୍ଚ ରକ୍ତଚାପ ସବୁ ବୟସର ଲୋକଙ୍କୁ ପ୍ରଭାବିତ କରିଥାଏ – ଛୋଟ ପିଲାମାନଙ୍କୁ ମଧ୍ୟ। କୁହାଯାଏ, ବୟସ ବଢ଼ିବା ସହ ଉଚ୍ଚରକ୍ତଚାପ ସମସ୍ୟା ବଢ଼ିଥାଏ। ହେଲେ ପିଲାମାନଙ୍କ...
Sambit Nanda on Mental Health of Children (ADHD)

ଛୋଟ ପିଲାଙ୍କ ଅସ୍ଥିର ମନ – ସମସ୍ୟା ନା ସାଧାରଣ ଅବସ୍ଥା?

0
https://www.youtube.com/watch?v=6LaW_YR0SDw ଛୋଟ ପିଲାଙ୍କଠାରେ ଅସ୍ଥିର ମନ କିମ୍ବା ଅତି ଚଞ୍ଚଳପଣ ଏକ ମାନସିକ ସମସ୍ୟା। ଏନେଇ ଜାଣନ୍ତୁ ବିଶିଷ୍ଟ ମନୋବିଜ୍ଞାନି ସମ୍ବିତ ନନ୍ଦଙ୍କ ପରାମର୍ଶ। ପିଲାର ଅସ୍ଥିର ମନ କାହିଁକି ହୋଇଥାଏ?ଅସ୍ଥିର ମନର ଲକ୍ଷଣମନର ଅସ୍ଥିରତା ପାଇଁ କ’ଣ ରହିଛି ପରୀକ୍ଷା?ମନର ଅସ୍ଥିରତା ପାଇଁ କ’ଣ ରହିଛି ଚିକିତ୍ସା ପଦ୍ଧତିପରିବାର ସଦସ୍ୟଙ୍କ କର୍ତ୍ତବ୍ୟ ଆଜିକାଲି ଛୋଟ ପିଲାଙ୍କଠାରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଛି। କେତେକ ପିଲାଙ୍କଠାରେ ଅସ୍ଥିର ମନ ଦେଖାଯାଏ। ସେମାନେ କୌଣସି ଗୋଟିଏ କାର୍ଯ୍ୟରେ ଧ୍ୟାନ ଦେଇପାରନ୍ତି...
KNB Season Three Thumbnails

‘କେତେ ନୂଆ ବାଟ ସିଜିନ୍ ୨’ – ଆଜି ଶୁଣନ୍ତୁ ଅଡିଓ ସିରିଜର ତୃତୀୟ ଅଧ୍ୟାୟ ‘କୋଭିଡ୍ ସମୟରେ...

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/BV5R0LiDU8o ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ସମୟରେ ପିଲାଙ୍କ ସୁରକ୍ଷା ଲାଗି ଏକାଠି ହେବା’ରବିବାର ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ ଗତ ଦେଢ଼...

ଛୋଟ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି କେମିତି ବଢ଼ିବ?

0
https://youtu.be/_QFwcmlHx6s କେମିତି ବଢ଼ାଇବେ ଛୋଟ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି? ଏନେଇ ପୁଷ୍ଟିକର ବିଶେଷଜ୍ଞ ଡାକ୍ତର ମଧୁସ୍ମିତା ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି କେମିତି ବଢ଼ିବ?କ’ଣ ଖାଇବେ ନାହିଁ?କୋଭିଡ୍ ସମୟରେ ପିଲାଙ୍କର ମାନସିକ ସ୍ଵାସ୍ଥ୍ୟବାପା ମା’ଙ୍କ କର୍ତ୍ତବ୍ୟ କୋଭିଡ୍‌ର ଦ୍ୱିତୀୟ ଲହର ଦିନକୁ ଦିନ...

କେବେଯାଏଁ କରାଇବେ ଶିଶୁଙ୍କୁ ସ୍ତନ୍ୟପାନ?

0
ଶିଶୁଙ୍କୁ ସ୍ତନ୍ୟପାନ କରାଇବାର କିଛି ନିର୍ଦ୍ଦିଷ୍ଟ ସମୟ ସୀମା ନଥାଏ। କିନ୍ତୁ ବିଭିନ୍ନ କାରଣ ଯୋଗୁଁ ମା’ ମାନଙ୍କୁ ସ୍ତନ୍ୟପାନ କରାଇବା ବନ୍ଦ କରିବାକୁ ପଡ଼ିଥାଏ। ସ୍ତନ୍ୟପାନର ସମୟସୀମା କେତେ ରହିବା ଆବଶ୍ୟକ ଆସନ୍ତୁ ସେ ବିଷୟରେ ଜାଣିବା। ପିଲାଙ୍କୁ କେବେଯାଏଁ ସ୍ତନ୍ୟପାନ କରାଇବା ଆବଶ୍ୟକ ସାଧାରଣତଃ ତାକୁ...

ତରଳ ଝାଡ଼ା ସମୟରେ ପିଲାଙ୍କୁ କେଉଁ ଭଳି ପାନୀୟ ଦେବେ?

0
ତରଳ ଝାଡ଼ା ହେଉଥିଲେ ଶିଶୁ ଓ ପିଲାଙ୍କୁ କେଉଁ ଭଳି ପାନୀୟ ଦେବା ଉଚିତ, ଜାଣିରଖନ୍ତୁ। ତୋରାଣୀଫଳରସପଇଡ ପାଣିପରିଷ୍କାର ପିଇବା ପାଣି।ପାଣି ପରିଷ୍କାର ନଥିଲେ ତାକୁ ଫୁଟାଇ, ଛାଣି ପରିଷ୍କାର କରି ପିଇବା ଦରକାର। ଜଳଶୂନ୍ୟତା ନହେବା ପାଇଁ ଶିଶୁ ଯେତେ ଥର ସମ୍ଭବ ମା’କ୍ଷୀର ଖାଇବା ଦରକାର। ଶିଶୁଙ୍କୁ ମା’କ୍ଷୀର (ମା’ ସାଧାରଣ ସମୟ ଅପେକ୍ଷା ଅଧିକ ଥର କ୍ଷୀର ଖୁଆଇବା ଦରକାର)।ଶିଶୁର ବାନ୍ତି ହେଉଥିଲେ ଦଶ ମିନିଟ ଅପେକ୍ଷା କରି ତା’ ପରେ ଧୀରେ ଧୀରେ ଅଳ୍ପ ଅଳ୍ପ କରି...
child safety in covid

କୋଭିଡ୍‌ ଆକ୍ରାନ୍ତ ଶିଶୁଙ୍କର କେମିତି ନେବେ ଯତ୍ନ?

0
ଅଧିକ ପଢ଼ନ୍ତୁ: କରୋନା ଦ୍ୱିତୀୟ ଲହରୀରେ ଅଧିକ ଆକ୍ରାନ୍ତ ଶିଶୁ – ଜାଣନ୍ତୁ ଛୋଟ ପିଲାଙ୍କୁ କେମିତି ରଖିବେ ସୁରକ୍ଷିତ? କରୋନାର ଦ୍ୱିତୀୟ ଲହରିର ପ୍ରଭାବ ଦିନକୁ ଦିନ ବଢ଼ୁଥିବା ବେଳେ ଏଥିରେ ଅଧିକରୁ ଅଧିକ ଶିଶୁ ସଂକ୍ରମିତ ହେଉଥିବା ଖବର ସାମ୍ନାକୁ ଆସୁଛି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ...
error: Content is protected !!