କାହିଁକି ହୁଏ ମୁଣ୍ଡ ଏବଂ ଗଳା କର୍କଟ?

0
https://www.youtube.com/embed/vObxeHRpZZQ ହେଡ୍‌ ଆଣ୍ଡ ନେକ୍‌ କ୍ୟାନ୍‌ସର କ’ଣ ? ଏନେଇ ଜାଣନ୍ତୁ, ବିଶିଷ୍ଟ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୀବ କୁମାର ମିଶ୍ର କ’ଣ କହୁଛନ୍ତି? କ୍ୟାନସର ବା କର୍କଟ ରୋଗ ଶରୀରର ପ୍ରାୟ ସବୁ ଅଙ୍ଗ ପ୍ରତ୍ୟଙ୍ଗରେ ହୋଇପାରେ। ମୁଣ୍ଡ ଏବଂ ଗଳା ମଧ୍ୟରେ ଥିବା ଅଙ୍ଗ ଯଥା ପାଟି, ଗଳା, ବେକ ଆଦିର ଯେକୌଣସି ସ୍ଥାନରେ କ୍ୟାନସର ହେଲେ ତାହା...

କର୍କଟକୁ ନେଇ ଆପଣଙ୍କର ପ୍ରଶ୍ନ – ଜାଣନ୍ତୁ, ଡାକ୍ତରଙ୍କ ଉତ୍ତର

0
କ୍ୟାନ୍‌ସର ବା କର୍କଟ ରୋଗ ସମଗ୍ର ଦେଶରେ ଏକ ଉତ୍କଟ ରୂପ ଧାରଣ କରିଛି। ହେଲେ କର୍କଟ ରୋଗ କାହିଁକି ବଢ଼ୁଛି ଓ କାହିଁକି ଲୋକେ ପ୍ରାଥମିକ ପର୍ଯ୍ୟାୟରୁ ଜାଣିପାରୁ ନାହାନ୍ତି, ଏନେଇ ବିସ୍ତୃତ ଭାବେ କହିଛନ୍ତି କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜିବ କୁମାର ମିଶ୍ର। କାହିଁକି...

ସ୍ତନ କର୍କଟକୁ ଚିହ୍ନିବା ପାଇଁ ମାମୋଗ୍ରାଫ୍ରି?

0
https://youtu.be/gexp-yZE0YM ସାଧାରଣତଃ ସ୍ତନ କର୍କଟକୁ ଚିହ୍ନିବା ପାଇଁ ମାମୋଗ୍ରାମ୍‌ର ଆବଶ୍ୟକତା ପଡ଼ିଥାଏ। ତେବେ କେତେବେଳେ ଦରକାର ପଡ଼େ ମାମୋଗ୍ରାଫି? ଏହାଦ୍ୱାରା ଲାଭ କ’ଣ ମିଳିଥାଏ? ଏନେଇ ବିଶିଷ୍ଟ ରେଡିଏସନ୍‌ ଅଙ୍କୋଲୋଜିଷ୍ଟ ଡାକ୍ତର ସୁମନ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ମାମୋଗ୍ରାମ୍‌ କ’ଣ?କେତେବେଳେ କରିବେ ମାମୋଗ୍ରାଫି?ସ୍ତନ କର୍କଟର ଲକ୍ଷଣ ଥିଲେ...

କର୍କଟକୁ ରୋକିବେ କିପରି?

0
https://www.youtube.com/embed/MLTNBAc8zpE କର୍କଟକୁ କେମିତି ରୋକିବେ? ଏନେଇ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଚିର ରଞ୍ଜନ ଖାଡ଼ଙ୍ଗାଙ୍କଠାରୁ ଅଧିକ ଜାଣନ୍ତୁ। କର୍କଟ କାହିଁକି ହେଉଛି?କର୍କଟକୁ ରୋକିବେ କେମିତି?କର୍କଟର ଲକ୍ଷଣ କ’ଣ?କର୍କଟର ଚିକିତ୍ସା ଆଧୁନିକ ସମାଜରେ ମୃତ୍ୟୁର ଅନ୍ୟତମ ଶବ୍ଦ କର୍କଟ ରୋଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।  ଆମ ଶରୀର...

ପାଟିରେ କର୍କଟ କାହିଁକି ହୁଏ?

0
https://www.youtube.com/embed/OTgn2pXvssU କାହିଁକି ବଢୁଛି ମୁଖ ଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା? ପାଟିରେ କର୍କଟ ହେବା କେତେ ମାରାତ୍ମକ? ଏନେଇ ବିଶଷ୍ଟ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ଲୋଚନ ସ୍ୱାଇଁଙ୍କଠାରୁ ଅଧିକ ଜାଣନ୍ତୁ। କାହିଁକି ହୁଏ ପାଟିରେ କ୍ୟାନ୍‌ସର?ପାଟିରେ କ୍ୟାନ୍‌ସର ହେବାର ଲକ୍ଷଣପାଟିରେ କ୍ୟାନ୍‌ସର ହେଲେ କେମିତି ଚିହ୍ନିବେ?ଓରାଲ କ୍ୟାନ୍‌ସରର ଚିକିତ୍ସାଓରାଲ...

କର୍କଟକୁ କେମିତି ରୋକିବେ?

0
କର୍କଟ ହେଉଛି ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ। ୩୦ରୁ ୫୦ ପ୍ରତିଶତ କର୍କଟଜନିତ ମୃତ୍ୟୁକୁ ପ୍ରତିରୋଧ କରିହେବ। କର୍କଟ ରୋଗର ଶୀଘ୍ର ନିରୁପଣ କରିପାରିଲେ ଏଥିରୁ ସୁସ୍ଥ ହେବାର ସମ୍ଭାବନା ଅଧିକ। ତେବେ କର୍କଟକୁ ରୋକିବେ କେମିତି? ତମାଖୁ ସେବନ ଓ ଧୂମପାନରୁ ନିବୃତ୍ତ ରହନ୍ତୁ। ଓଜନ ନିୟନ୍ତ୍ରଣରେ ରଖନ୍ତୁ। ଖାଦ୍ୟରେ...

ବାପାଙ୍କୁ ହୋଇଥିଲା କ୍ୟାନସର, ଗବେଷଣା କରି ଓଡ଼ିଆ ଝିଅ ବାହାର କଲା କ୍ୟାନସର ଚିକିତ୍ସା ଲାଗି ନୂଆ ବାଟ

0
https://youtu.be/W8WfEpwJGR4 ଓଡ଼ିଶାଲାଇଭ୍ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ଚତୁର୍ଥ ଅଧ୍ୟାୟରେ ଦେଖନ୍ତୁ ବାଲେଶ୍ୱର ସୋରର ଝିଅ ତଥା ବାୟୋଟେକ୍ ଷ୍ଟାର୍ଟଅପ୍ କମ୍ପାନି ‘ସାଇଜେନିକା’ର ପ୍ରତିଷ୍ଠାତା ନୁସରତ୍ ସଂଘମିତ୍ରାଙ୍କ କାହାଣୀ   କ୍ୟାନସର ଚିକିତ୍ସାର ଏକ ପୁରୁଣା ପଦ୍ଧତି ହେଉଛି କେମୋଥେରାପି। କିନ୍ତୁ ଏହି କେମୋଥେରାପିର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ରୋଗୀମାନେ ବହୁ ଯନ୍ତ୍ରଣା ଓ...

ସ୍ତନ କର୍କଟକୁ ନିଜେ କେମିତି ଚିହ୍ନିବେ?

0
ପ୍ରାରମ୍ଭିକ ଅବସ୍ଥାରୁ ସ୍ତନ କର୍କଟ ଚିହ୍ନଟ ହେଲେ, ଭଲ ହେବାର ସମ୍ଭାବନା ଅଧିକ। ମଣିଷ ଶରୀର କେତେଗୁଡ଼ିଏ କୋଷରେ ତିଆରି ହୋଇଛି। ଏଥିମଧ୍ୟରୁ କିଛି କୋଷ ନିୟମିତ ବିଭାଜିତ ହୁଏ ଓ କିଛି କୋଷ ନିୟମିତ ମରିଥା’ନ୍ତି। ଯଦି ଶରୀରରେ କୋଷ ଅନିୟନ୍ତ୍ରିତ ଭାବେ ବଢ଼ିଚାଲନ୍ତି, ତେବେ ଏହା...

ଜରାୟୁଗ୍ରୀବା କର୍କଟକୁ ନେଇ କିଛି ତଥ୍ୟ

0
ଡାକ୍ତର ସୁଭାଶିଷ ମିଶ୍ର ଗର୍ଭାଶୟର ମୁଖ ଭାଗ, ଯାହାକୁ ସର୍ଭିକ୍ସ କୁହାଯାଏ, ସେଠାରେ କର୍କଟ ହେଲେ ତାହାକୁ ସର୍ଭାଇକାଲ କ୍ୟାନ୍‌ସର ବୋଲି କୁହାଯାଏ। ହ୍ୟୁମାନ ପାପିଲୋମା ଭାଇରସ୍‌ ସଂକ୍ରମଣ ଯୋଗୁଁ ଏହି କର୍କଟ ହୋଇଥାଏ। ମହିଳାମାନଙ୍କଠାରେ ଦ୍ୱିତୀୟ ସର୍ବାଧିକ କର୍କଟ ରୋଗ ହେଉଛି ସର୍ଭାଇକାଲ କ୍ୟାନ୍ସର।  ଜରାୟୁଗ୍ରୀବା କର୍କଟ ଅନ୍ୟ...

ବଂଶଗତ କାରଣ ଯୋଗୁଁ ହୋଇପାରେ ସ୍ତନ କର୍କଟ

0
https://www.youtube.com/embed/fI6Wf3Y6s74 ବର୍ତ୍ତମାନ ସ୍ତନ କର୍କଟ ଏକ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ତେବେ ସ୍ତନ କର୍କଟର କାରଣ କ’ଣ? ଏହାର ଚିକିତ୍ସାକୁ ନେଇ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଦୀପକ କୁମାର ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (BREAST CANCER: CAUSES, SYMPTOMS &...
error: Content is protected !!