baby-overfeeding

ପିଲାଙ୍କୁ ଜବରଦସ୍ତି ଖୁଆନ୍ତୁ ନାହିଁ, ହୋଇପାରେ ଓଭରଫିଡିଂ

0
ପିଲା କିପରି ଭଲରେ ଖାଇବ ସେ ନେଇ ସବୁ ମା’ ଚିନ୍ତା କରନ୍ତି। ଏହି ଚିନ୍ତାଯୋଗୁ ସେମାନେ ଜବରଦସ୍ତ ପିଲାକୁ ଅଧିକ ଖୁଆଇଥାନ୍ତିି। କିନ୍ତୁ ପ୍ରକୃତରେ ଏପରି କରିବା ଠିକ୍ ନୁହେଁ। ଛୋଟ ପିଲାମାନଙ୍କର ପେଟ ଅଳ୍ପରେ ପୂରି ଯାଇଥାଏ। ତେଣୁ ସେମାନେ ଅଧିକ ଖାଇପାରନ୍ତି ନାହିଁ। ତେବେ...
Heart Attack

ହାର୍ଟ ଫେଲ୍ୟୁଅର୍ କ’ଣ?

0
ହାର୍ଟ ଫେଲ୍ୟୁଅର ଏବେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଡାକ୍ତରମାନଙ୍କ ଅନୁସାରେ ୫୦-୫୯ ବର୍ଷ ମଧ୍ୟରେ ପ୍ରାୟ ୧ ପ୍ରତିଶତ ଲୋକ ହାର୍ଟ ଫେଲ୍ୟୁଅରର ଶିକାର ହୋଇଥାନ୍ତି। ବୟସ୍କ ଲୋକଙ୍କ କ୍ଷେତ୍ରରେ ଏହାର ଆଶଙ୍କା ବୃଦ୍ଧିପାଇଥାଏ। ୮୦ ବର୍ଷରୁ ଉଦ୍ଧ୍ୱର୍ ବୟସ ମଧ୍ୟରେ...

ପିରିୟଡ ବା ଋତୁଚକ୍ର ବିଷୟରେ ଜାଣନ୍ତୁ

0
ଋତୁଚକ୍ର – ନାରୀମାନଙ୍କ ଶରୀରରେ ପ୍ରତି ମାସରେ ଘଟୁଥିବା ଏକ ପ୍ରାକୃତିକ ଘଟଣା। ଏହା ନାରୀମାନେ ପ୍ରଜନନକ୍ଷମ ହେବା ଦର୍ଶାଇଥାଏ। ଭାରତୀୟ ନାରୀଙ୍କ ଜୀବନର ପ୍ରାୟ ୩୮ ବର୍ଷ ପ୍ରଜନନକ୍ଷମ ହୋଇଥିବା ବେଳେ ଏହି ସମୟରେ ସେ ହାରାହାରି ୪୫୬ ଥର ଋତୁଚକ୍ରର ସାମନା କରିଥାଏ। ନିଜ...
cucumber juice

କାକୁଡ଼ି ଖାଇବାର ଉପକାରିତା

0
ସ୍ୱାଦରେ ମଧୁର ହୋଇଥିବା କାକୁଡ଼ିରେ ଭିଟାମିନ୍, ମିନେରାଲ୍ସ, ପୋଟାସିୟମ ଏବଂ ଫସଫରସ୍ ପ୍ରଚୁର ମାତ୍ରାରେ ରହିଥାଏ। ଏହା ଓଜନ କମ୍ କରିବାରେ ମଧ୍ୟ ସହାୟକ ହୁଏ। କାକୁଡ଼ିରେ ୨୫ ପ୍ରତିଶତ ପାଣି ଥିବାରୁ ଏହା କେବଳ ଯେ ଭୋକ ପ୍ରଶମିତ କରେ ତା’ ନୁହେଁ, ମେଟାବୋଲିଜିମ୍ ପ୍ରକ୍ରିୟାକୁ...
dog bite

କୁକୁର କାମୁଡ଼ିଲେ କେମିତି କରିବେ ପ୍ରାଥମିକ ଉପଚାର?

0
  ସାରା ପୃଥିବୀରେ ବର୍ଷକୁ ପ୍ରାୟ ୧୦ ନିୟୁତ ବ୍ୟକ୍ତି କୁକୁର କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି। ଛୋଟ ପିଲାଙ୍କ କ୍ଷେତ୍ରରେ କୁକୁର କାମୁଡ଼ାର ଆଶଙ୍କା ଅଧିକ ରହିଥାଏ। ବୟସ୍କମାନଙ୍କ ତୁଳନାରେ ପିଲାମାନଙ୍କ କ୍ଷେତ୍ରରେ କୁକୁର କାମୁଡ଼ିବା କାରଣରୁ ମୁଣ୍ଡରେ ଓ ବେକରେ ଆଘାତର ଆଶଙ୍କା ଅଧିକ ରହିଥାଏ। ଫଳରେ...
suicide cause

କିଶୋର ଅବସ୍ଥାରେ ଆତ୍ମହତ୍ୟାର କାରଣ କ’ଣ ହୋଇଥାଏ?

0
୧୫- ୧୯ ବର୍ଷ ବୟସ ମଧ୍ୟରେ ମୃତ୍ୟୁର ତୃତୀୟ ମୁଖ୍ୟ କାରଣ ହେଉଛି ଆତ୍ମହତ୍ୟା। କିଶୋର ଅବସ୍ଥା ହେଉଛି ଶାରୀରିକ ଓ ମାନସିକ ବିକାଶର ଏକ ଜଟିଳ ପର୍ଯ୍ୟାୟ। ଶାରୀରିକ ଗଠନରେ ପରିବର୍ତ୍ତନ, ଯୌନାଙ୍ଗ ବିକଶିତ ହେବା, ବିଭିନ୍ନ ହର୍ମୋନ୍ ସ୍ତରରେ ପରିବର୍ତ୍ତନ ଯୋଗୁଁ ଆବେଗଗତ ପରିବର୍ତ୍ତନ ମଧ୍ୟ...
stone in body

ଷ୍ଟୋନ୍ ସମସ୍ୟା କ’ଣ, ଆସନ୍ତୁ ଜାଣିବା

0
ଆମ ଦେଶରେ ଏବେ ୪୦-୬୦ ପ୍ରତିଶତ ଲୋକ ଷ୍ଟୋନ୍ ସମସ୍ୟା ଦ୍ୱାରା ପୀଡ଼ିତ। ସେମାନଙ୍କ ମଧ୍ୟରୁ କିଛି ଏପରି ଅଛନ୍ତି ଯେଉଁମାନେ କି ଖାଇବା ପିଇବା ଉପରେ ଧ୍ୟାନ ଦିଅନ୍ତି ନାହିଁ, ଫଳରେ ଏହି ସମସ୍ୟା ବୃଦ୍ଧି ପାଏ। ଷ୍ଟୋନ୍ ସମସ୍ୟା କ’ଣ ଆମର ପରିସ୍ରାରେ କିଛି ମିନେରାଲ୍ସ ଓ...
operation

ମିଶନ ସ୍ମାଇଲ୍ ଜରିଆରେ ଗ୍ରହଣ ଖଣ୍ଡିଆ ଶିଶୁଙ୍କର ହେବ ମାଗଣା ଚିକିତ୍ସା

0
 ଶିଶୁମାନଙ୍କର ଓଠ ଏବଂ ପାଟିର ଉପରଭାଗରେ (ତାଳୁ) ଗ୍ରହଣ ଖଣ୍ଡିଆର ଚିକିତ୍ସା ପାଇଁ ଏକ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଏବଂ ସମ୍ ହସ୍ପିଟାଲଠାରେ “ଫ୍ୟୁଚର୍ ଅଫ୍ ସ୍ମାଇଲ୍ସ ମିଶନ୍” ମାଧ୍ୟମରେ...
Medical Tourism in India

ଜାଣନ୍ତୁ ମେଡିକାଲ ଟୁରିଜିମ୍ କଣ?

0
ଆଜିକାଲି ମେଡିକାଲ ଟୁରିଜିମ୍ ଅର୍ଥାତ୍ ଚିକିତ୍ସା ପର୍ଯ୍ୟଟନ ଖୁବ୍ ପ୍ରସାର ଲାଭ କରୁଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭ୍ରମଣ ସାଙ୍ଗକୁ ଶାରିରୀକ ଆରାମ। ଖୁବ୍ ଭଲ ସୁବିଧା, କମ୍ ଖର୍ଚ୍ଚ କାରଣରୁ ବିଦେଶର ବହୁ ଲୋକ ଭାରତକୁ ଏଥିପାଇଁ ବାଛୁଛନ୍ତି। ଏକ ଆକଳନ ଅନୁସାରେ ବିଦେଶରେ...
egg for health

ପ୍ରତିଦିନ ଅଣ୍ଡା ଖାଆନ୍ତୁ, ପେଟର ଚର୍ବି କମାନ୍ତୁ

0
ଆଜିର ଆଧୁନିକ ଜୀବନଶୈଳୀ ଭିତରେ ପେଟ ଚର୍ବି ବଢିବା ସମସ୍ୟା ଏକ ସାଧାରଣ ଘଟଣା ହୋଇଗଲାଣି। ପେଟରେ ଅତ୍ୟାଧିକ ଚର୍ବି କାରଣରୁ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଶରୀର ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ଥାଏ। ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଆମେ ସକାଳ ଖାଇବା ପ୍ରାୟତଃ ଭୁଲିଯାଉ। ଯାହା...
error: Content is protected !!