Dr Sanjib Kumar Mishra, Oncology, Utkal Hospital

କ୍ୟାନସର ରୋଗର କାରଣଗୁଡ଼ିକ କ’ଣ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ସଞ୍ଜୀବ କୁମାର ମିଶ୍ର

0
ଡାକ୍ତର ସଞ୍ଜୀବ କୁମାର ମିଶ୍ର କର୍କଟ ରୋଗର କାରଣ ଖୋଜିଲେ ଆମେ ଏହାକୁ ସାଧାରଣତଃ ୨-୩ଟି ଭାଗରେ ବିଭକ୍ତ କରିବା। ପ୍ରଥମତଃ ଆମ ପରିବେଶ କାରଣରୁ ଏହା ହୋଇଥାଏ। ଦୂଷିତ ଖାଦ୍ୟ ଖାଇବା, ତମାଖୁ ଜାତୀୟ ଉତ୍ପାଦ କିମ୍ବା ମଦ୍ୟପାନ କରିବା ଦ୍ୱାରା ଏହା ହୋଇଥାଏ। ଅଥବା କାର୍ସିନୋଜେନ୍...
medicine

ମେଡିସିନ୍ କିଣିବା ବେଳେ ଧ୍ୟାନ ଦିଅନ୍ତୁ

0
କୌଣସି ବ୍ୟକ୍ତିର କିଛି ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଲେ, ସେମାନେ ଡାକ୍ତରଙ୍କ ପାଖକୁ ନଯାଇ କେବଳ ମେଡିସିନ୍ ଷ୍ଟୋରରୁ ବଟିକା ଆଣି ଖାଇଦେଇଥା’ନ୍ତି। କେତେକ କ୍ଷେତ୍ରରେ ସିଧାସଳଖ ମେଡିସିନ୍‌ ଷ୍ଟୋରରୁ କିଣିଥିବା ମେଡିସିନ୍‌ ରୋଗ ଭଲ କରି ଦେଉଥିବା ବେଳେ କେତେକ ସ୍ଥାନରେ ଏହା ଦେହକୁ ଆହୁରି ଅଧିକ...
cancer

କ୍ୟାନସରର ପ୍ରାଥମିକ ଲକ୍ଷଣ କ’ଣ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ସଞ୍ଜୀବ କୁମାର ମିଶ୍ର

0
ଡାକ୍ତର ସଞ୍ଜୀବ କୁମାର ମିଶ୍ର କର୍କଟ ହେଉଛି ଏକ ମାରାତ୍ମକ ରୋଗ। ରୋଗୀ ଆମ ପାଖକୁ ଆସିଲେ ପ୍ରଥମେ ଗୋଟେ ପ୍ରଶ୍ନ ପଚାରନ୍ତି ଯେ, ଏହାକୁ ଆମେ ପ୍ରାଥମିକ ଅବସ୍ଥାରୁ କେମିତି ଜାଣିପାରିବା। ଆମର ତ ଆଡଭାନ୍ସ ଷ୍ଟେଜ୍ ହୋଇଯାଇଛି, ପ୍ରାଥମିକ ଅବସ୍ଥାରୁ ଏହାର ଲକ୍ଷଣ ଆମେ କେମିତି...

ବ୍ଲଡ୍‌ କ୍ୟାନସର କାହିଁକି ହୁଏ? ଜାଣନ୍ତୁ, ଏହାର ଲକ୍ଷଣ ଓ ନିରାକରଣ

0
ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରାୟ ୪୧% କର୍କଟ ରୋଗୀ ଅଛନ୍ତି। ସେଥିମଧ୍ୟରୁ ଅଧିକାଂଶ ଲୋକ ରକ୍ତ କର୍କଟ ବା ବ୍ଲଡ୍‌ କ୍ୟାନସରରେ ପୀଡ଼ିତ। ଏହି ପରିସଂଖ୍ୟାନ ରକ୍ତ କର୍କଟ ରୋଗର ଭୟାବହ ସ୍ଥିତିକୁ ବର୍ଣ୍ଣନା କରୁଛି। ରକ୍ତ କର୍କଟ ରୋଗ ବୃଦ୍ଧି ପାଇବାର...

ଭାରତୀୟ ମହିଳାଙ୍କଠାରେ ବଢ଼ିବାରେ ଲାଗିଛି ସ୍ତନ କର୍କଟ, ଜାଣନ୍ତୁ ଏହାର କାରଣ ଓ ପ୍ରତିକାର

0
ସ୍ତନ କର୍କଟ ପାଇଁ ସ୍କ୍ରିନିଂ ଗୁରୁତ୍ୱପୂର୍ଣ୍ଣ। ଠିକ୍‌ ସମୟରେ ଏହାକୁ ଜାଣି ଚିକିତ୍ସା ନକଲେ ଏହା ଜୀବନ ନେଇଥାଏ। ବର୍ତ୍ତମାନ ସମୟରେ ସ୍ତନ କର୍କଟ କାୟା ବିସ୍ତାର କରୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ସନ୍ତାନ ଜନ୍ମ ନ କରିବା, ଅଧିକ ବୟସରେ ସନ୍ତାନ ଜନ୍ମ କରିବା, ସ୍ତନ୍ୟପାନ...
walking

ସଜାଗ ରୁହନ୍ତୁ, କର୍କଟ ରୋଗରୁ ରକ୍ଷା ପାଆନ୍ତୁ

0
କୌଣସି ରୋଗରେ ଆକ୍ରାନ୍ତ ହୋଇ ପରେ ତାର ଚିକିତ୍ସା କରିବା ଅପେକ୍ଷା ସଜାଗ ରହିଲେ ଆପଣ ଏକ ସୁସ୍ଥ ଜୀବନ ବଞ୍ଚିପାରିବେ। କର୍କଟ ରୋଗ କ୍ଷେତ୍ରରେ ମଧ୍ୟ ଏହା ପ୍ରଯୁଜ୍ୟ। ଏଥିପାଇଁ ଡାଏଟ ଉପରେ ଧ୍ୟାନ ଦେବା ସହିତ ନିୟମିତ ଭାବେ ସ୍କ୍ରିନିଂ କରାନ୍ତୁ। ତମାଖୁ ଜାତୀୟ ଉତ୍ପାଦ...

କ୍ୟାନସର ସମ୍ବନ୍ଧୀୟ ସଚେତନତା ହେଉଛି କ୍ୟାନସର ବିରୋଧୀ ସଂଗ୍ରାମର ପ୍ରଥମ ପାହାଚ

0
ପ୍ରତିବର୍ଷ ଫେବ୍ରୁଆରି ୪ ତାରିଖରେ ବିଶ୍ୱ କ୍ୟାନସର ଦିବସ ପାଳନ କରାଯାଏ। କ୍ୟାନସର ବିଷୟରେ ଲୋକମାନଙ୍କୁ ସଚେତନ ତଥା ଶିକ୍ଷିତ କରିବା ଉଦ୍ଦେଶ୍ୟରେ ଏହାକୁ ପାଳନ କରାଯାଉଛି। ଏହି ଅବସରରେ ସମଗ୍ର ବିଶ୍ୱରେ ଲୋକମାନଙ୍କୁ କ୍ୟାନସର ବିରୋଧରେ ସଂଗ୍ରାମ କରିବା ପାଇଁ ବିଭିନ୍ନ ଉତ୍ସବ, ସେମିନାର୍‌, ଜନସୂଚନା ...
oral cancer

ମୁଖ ଗହ୍ୱର କର୍କଟ କ’ଣ? ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ

0
ପାଟି ଭିତରେ ଯେଉଁ କର୍କଟ ହୁଏ ତାହାକୁ ମୁଖ ଗହ୍ୱର କର୍କଟ ବା ଓରାଲ୍ କେଭିଟି କ୍ୟାନସର କୁହାଯାଏ। ଏହା କେମିତି ହୁଏ, ଏହାର ଲକ୍ଷଣ ଓ ଚିକିତ୍ସା.. ଜାଣନ୍ତୁ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସରୋଜ କୁମାର ଦାସ କ'ଣ କହୁଛନ୍ତି। ସମଗ୍ର ଦେଶ ତଥା ରାଜ୍ୟରେ...
cancer

କ୍ୟାନସର କାହିଁକି ହୁଏ?

0
୯୫% କର୍କଟ ରୋଗର ମୁଖ୍ୟ କାରଣ ହେଉଛି ପରିବେଶ।  ଆମ ଶରୀର ବିଭିନ୍ନ ପ୍ରକାର କୋଷିକା ଦ୍ୱାରା ଗଠିତ ହୋଇଛି। ଶରୀରର ଆବଶ୍ୟକତା ଅନୁସାରେ ସେହି କୋଷିକାଗୁଡ଼ିକ ବିଭାଜିତ ଏବଂ ବୃଦ୍ଧି ହୋଇଥାଏ। କିନ୍ତୁ ସମୟ ସମୟରେ କୌଣସି ଆବଶ୍ୟକତା ବିନା କିଛି ଅଙ୍ଗର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ...
MyCyclothon

ମାୟୋପିଆ ସଚେତନତା ପାଇଁ ଜାନୁଆରି ୧୯ରେ ମାଇଁସାଇକ୍ଲୋଥନ୍

0
ପିଲାଙ୍କ ଭିତରେ ବଢ଼ୁଥିବା ସମୀପ ଦୃଷ୍ଟିଦୋଷ ବା ମାୟୋପିଆ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ‘ମାଇଁସାଇକ୍ଲୋଥନ୍’ କାର୍ଯ୍ୟକ୍ରମ ଲାଗି କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଚଳିତ ମାସ ୧୯ ତାରିଖ ସକାଳେ କଳିଙ୍ଗ ଷ୍ଟାଡିୟମ୍‌ରୁ ଏହା ଆରମ୍ଭ ହେବ। ମାଇଁସାଇକ୍ଲୋଥନ୍ ପ୍ରସ୍ତୁତି...
error: Content is protected !!