KNB Video Episode Poster_11th june

‘କେତେ ନୂଆ ବାଟ ସିଜିନ୍ ୨’ – ଆଜି ଦିନ ୧୨ଟା ୩୦ରେ ଡିଡି ଓଡ଼ିଆରେ ଦେଖନ୍ତୁ ଭିଡିଓ...

0
ସ୍ୱାସ୍ଥ୍ୟ ପ୍ଲସ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନ ଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ସମୟରେ ପିଲାଙ୍କ ଯତ୍ନ’ଶନିବାର ଦିନ ୧୨.୩୦ଟାରେ ଦେଖନ୍ତୁ ଡିଡି ଓଡ଼ିଆରେ କୋଭିଡ୍-୧୯ ମହାମାରୀର ଦ୍ଵିତୀୟ ଲହରୀ ସବୁ ବୟସର...
KNB Video Episode Poster_11th june

‘କେତେ ନୂଆ ବାଟ ସିଜିନ୍ ୨’ – ଆସନ୍ତାକାଲି ଦେଖନ୍ତୁ ଭିଡିଓ ସିରିଜର ଦ୍ଵିତୀୟ ଅଧ୍ୟାୟ ‘କୋଭିଡ୍ ସମୟରେ...

0
ସ୍ୱାସ୍ଥ୍ୟ ପ୍ଲସ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ସମୟରେ ପିଲାଙ୍କ ଯତ୍ନ’ଶନିବାର ଦିନ ୧୨.୩୦ଟାରେ ଦେଖନ୍ତୁ ଡିଡି ଓଡ଼ିଆରେ କୋଭିଡ୍-୧୯ ମହାମାରୀର ଦ୍ଵିତୀୟ ଲହରୀ ସବୁ ବୟସର ବ୍ୟକ୍ତି ବିଶେଷଙ୍କୁ ପ୍ରଭାବିତ କରିଛି। ତେବେ...

କୋଭିଡ୍‌ ଲଢ଼େଇର ସମ୍ମୁଖ ଯୋଦ୍ଧା କିନ୍ନର ପ୍ରିନସେସ୍‌ – ଟିକାକରଣ କେନ୍ଦ୍ରରେ ଲୋକଙ୍କୁ ଯୋଗାଉଛନ୍ତି ସେବା

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/0PdpI418UrU  ରାଉରକେଲା ସହରର ଏକମାତ୍ର କିନ୍ନର ଭାବେ କୋଭିଡ୍‌ ଲଢ଼େଇରେ ସାମିଲ ହୋଇଛନ୍ତି ପ୍ରିନସେସ୍‌। କୋଭିଡ୍‌ ମହାମାରୀ ପାଇଁ ସବୁଠି ହା ହା କାର ପରିସ୍ଥିତି। ଏହି ଅଦୃଶ୍ୟ ଭୂତାଣୁ ଡରରେ ପାଖ ମାଡ଼ୁ ନାହାଁନ୍ତି ସାହି ପଡ଼ିଶା, ବନ୍ଧୁ ବାନ୍ଧବ। ସଂକ୍ରମଣ ଡର ଆଗରେ ସମ୍ପର୍କ ତୁଚ୍ଛ...

ଘରେ ରହି ବ୍ୟାୟାମ କରନ୍ତୁ, ନିଜକୁ ଫିଟ୍ ରଖନ୍ତୁ – ହକି ଖେଳାଳି ଅମିତ ରୋହିଦାଶ

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/yoM1RXk6m8M କେତେ ନୂଆ ବାଟ ମିଡିଆ କ୍ୟାମ୍ପେନରେ ଯୋଗ ଦେଇ ଭାରତୀୟ ହକି ଖେଳାଳି ଅମିତ ରୋହିଦାଶ କୋଭିଡ୍‌ରୁ କିପରି ସୁରକ୍ଷିତ ରହିବା ଏବଂ ଏହି ସମୟରେ ନିଜକୁ କିଭଳି ପ୍ରସ୍ତୁତ କରିବା ସେନେଇ ନିଜ ବାର୍ତ୍ତା ଦେଇଛନ୍ତି। ଆସନ୍ତୁ ଜାଣିବା ସେ କ’ଣ କହୁଛନ୍ତି। ‘‘କୋଭିଡ୍‌ ମହାମାରୀ...

‘‘କୋଭିଡ୍ ନିୟମ ପାଳନ୍ତୁ, ସୁରକ୍ଷିତ ରହନ୍ତୁ’’

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/tXI96t-30oE ‘‘କରୋନା ମହାମାରୀ ପାଇଁ ଆମେ ସମସ୍ତେ ଘରେ ରହିଛୁ। ଭାଇ ଭଉଣୀମାନଙ୍କ ସହ ସମୟ ବିତାଉଛୁ। ଘରୁ ବାହାରକୁ ଯିବା ବେଳେ ମାସ୍କ ବ୍ୟବହାର କରୁଛୁ ଏବଂ ଘରକୁ ଆସିଲେ ୨୦ ସେକେଣ୍ଡ ଯାଏଁ ହ୍ୟାଣ୍ଡୱାସ୍‌ରେ ହାତ ଧୋଉଛୁ। ଆମ ସାହି ପଡ଼ିଶା ଏବଂ ଗାଁରେ...
KNB Season Two Thumbnails_2nd episode

‘କେତେ ନୂଆ ବାଟ ସିଜିନ୍ ୨’ – ଆସନ୍ତାକାଲି ଶୁଣନ୍ତୁ ଅଡିଓ ସିରିଜର ଦ୍ଵିତୀୟ ଅଧ୍ୟାୟ ‘ଓଡ଼ିଶାରେ ଆଦିବାସୀଙ୍କ...

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/e7bPQfzycFY ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘ଓଡ଼ିଶାରେ ଆଦିବାସୀଙ୍କ ଉପରେ କୋଭିଡର ପ୍ରଭାବ’ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ କୋଭିଡ୍-୧୯ ମହାମାରୀ ଜନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି। ଗାଁଠୁ ନେଇ ସହର ପର୍ଯ୍ୟନ୍ତ...
KNB Season Two Thumbnails_2nd episode

‘କେତେ ନୂଆ ବାଟ ସିଜିନ୍ ୨’ – ରବିବାର ଶୁଣନ୍ତୁ ଅଡିଓ ସିରିଜର ଦ୍ଵିତୀୟ ଅଧ୍ୟାୟ ‘ଓଡ଼ିଶାରେ ଆଦିବାସୀଙ୍କ...

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/e7bPQfzycFY ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘ଓଡ଼ିଶାରେ ଆଦିବାସୀଙ୍କ ଉପରେ କୋଭିଡର ପ୍ରଭାବ’ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ କୋଭିଡ୍-୧୯ ମହାମାରୀ ଜନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି। ଗାଁଠୁ ନେଇ ସହର ପର୍ଯ୍ୟନ୍ତ...
kete nua bata_covid warrior sharmishta sutar

ଜୀବନକୁ ପାଣି ଛଡ଼ାଇ ଦେଢ଼ ବର୍ଷ ହେଲା ରୋଗୀ ସେବାରେ ଲାଗିଛନ୍ତି ଶର୍ମିଷ୍ଠା

0
ରୋଗୀ ସେବାରେ ଦିନ ରାତି ଏକ କରିଛନ୍ତି ଭୁବନେଶ୍ୱର କିମ୍‌ସ ହସ୍ପିଟାଲର ଜଣେ ଷ୍ଟାପ ନର୍ସ ଶର୍ମିଷ୍ଠା ସୂତାର। ‘କେତେ ନୂଆ ବାଟ’ ଅଭିଯାନରେ ସାମିଲ ହୋଇ ସେ ନିଜର ଅନୁଭୂତି କହିଛନ୍ତି। ଦେଢ଼ ବର୍ଷ ହେଲା ମହାମାରୀ କରୋନାରେ ଛଟପଟ ହେଉଛନ୍ତି ଲୋକେ। ଏହି ସଙ୍କଟ ସମୟରେ...

ସମ୍ଭାବ୍ୟ ବାତ୍ୟା ୟାଶ୍‌ – କ’ଣ କରିବେ, ଜାଣନ୍ତୁ

0
ପଲ୍ଲବୀ ସାବତ ବାତ୍ୟା ସମୟରେ କିପରି ନିଜକୁ, ନିଜ ପରିବାରକୁ ଓ ନିଜ ଘରକୁ ସୁରକ୍ଷିତ ରଖିବେ, ଜାଣନ୍ତୁ। ବାତ୍ୟା ପୂର୍ବରୁ ଘରର ସମସ୍ତ ଝରକାଗୁଡ଼ିକ ବନ୍ଦ କରିଦିଅନ୍ତୁ। ଏକ ସୁତୁଲି ସାହାଯ୍ୟରେ ଝରକାର ହ୍ୟାଣ୍ଡେଲ ଗ୍ରିଲ୍‌ ସହିତ ବାନ୍ଧି ଦିଅନ୍ତୁ। ଝରକାରେ ଯଦି କଣା ଥାଏ, ତେବେ ଏକ...

ବାତ୍ୟା ବେଳେ ନିଜକୁ ସୁରକ୍ଷିତ ରଖିବେ କିପରି?

0
ବାତ୍ୟା ପୂର୍ବରୁ, ବାତ୍ୟା ବେଳେ ଓ ବାତ୍ୟା ପରେ କ’ଣ କରିବେ ଓ କିପରି ନିଜକୁ ସୁରକ୍ଷିତ ରଖିବେ। ସାଧାରଣତଃ ପ୍ରାକୃତିକ ବିପର୍ଯ୍ୟୟ ତଥା ବାତ୍ୟା ସମୟରେ ଲୋକ ଭୟଭୀତ ହୋଇ ଯାଆନ୍ତି। ଆତଙ୍କିତ, ଅଧୈର୍ଯ୍ୟ ହୋଇପଡ଼ନ୍ତି। ଏମିତି ହେବା ଦ୍ୱାରା ଆପଣ ଅଧିକ କ୍ଷତି ସହିପାରନ୍ତି। ତେବେ...
error: Content is protected !!