heart attack

ଶରୀରରେ ପୋଟାସିୟମର ଅଭାବ ହେଲେ ହୋଇପାରେ ହୃଦଘାତ

0
ନିୟମିତ ଭାବେ ଖାଦ୍ୟରେ ପୋଟାସିୟମକୁ ସାମିଲ କରିବା ଦ୍ୱାରା ରକ୍ତଚାପ ଏବଂ ହୃଦଘାତ ହେବାର ଆଶଙ୍କା କମିଯାଏ। ଏହା ଅଷ୍ଟିଓପୋରୋସିସ୍ ଏବଂ କିଡ୍ନି ଷ୍ଟୋନ୍ ହେବାର ଆଶଙ୍କାକୁ ବି କମାଇଥାଏ। ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇଲେ ଆପଣ ପୋଟାସିୟମ ପାଇପାରିବେ। ତରଭୁଜ: ଖରାଦିନ ମିଳୁଥିବା ଏହି ଫଳ...
food that prevent blood pressure

ଉଚ୍ଚ ରକ୍ତଚାପରୁ ରକ୍ଷା କରିବ ଏହି ଖାଦ୍ୟ

0
ଉଚ୍ଚ ରକ୍ତଚାପ ଦୂର ପାଇଁ ସବୁଜ ପନିପରିବା ଖାଇବା ନିହାତି ଆବଶ୍ୟକ। ବିଶେଷକରି ବନ୍ଧାକୋବି, ପାଳଙ୍ଗ ଶାଗ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଖୁବ୍ ସହାୟତା କରିଥାଏ। ପୋଟାସିୟମରେ ଭରପୁର ଏହି ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ସୋଡିୟମର ମାତ୍ରା କମିଥାଏ। ଯାହାଫଳରେ କି ରକ୍ତଚାପ ନିୟନ୍ତ୍ରିତ ହୁଏ।ସର ରହିତ...
fish fry

ମାଛ ଶରୀର ପାଇଁ କେତେ ଉପକାରୀ?

0
ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ଏଥିରେ ମିନେରାଲ୍ସ ଭିଟାମିନ୍ସ ଓ ବହୁ ଉପକାର ପୌଷ୍ଟିକ ତତ୍ତ୍ୱ ରହିଥାଏ। ଯାହା ବହୁ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ଶୀତ ଦିନରେ ଏହାକୁ ଖାଇବା ଦ୍ୱାରା ଭାଇରାଲ ଇନଫେକ୍ସନରୁ ରକ୍ଷା ପାଇହେବ। କାହିଁକି ଖାଇବେ ମାଛ: ଏମିତିରେ...
Psoriasis

ସୋରିଆସିସ୍ ରୋଗର ଲକ୍ଷଣ ଓ ଉପଚାର

0
ସୋରିଆସିସ୍ ହେଉଛି ଏପରି ଏକ ଚର୍ମରୋଗ ଯାହାକି ସହଜରେ ଆରୋଗ୍ୟ ହୋଇନଥାଏ। ଏହା ହେଲେ ଚର୍ମ କୁଣ୍ଡେଇ ହେବା ସହିତ ଛାଲି ଛାଡ଼ିଥାଏ। ଏଥିପାଇଁ ଅନେକ କ୍ଷେତ୍ରରେ ଲୋକମାନେ ହୀନମନ୍ୟତାର ମଧ୍ୟ ଶିକାର ହୋଇଥାନ୍ତି।   ୧୫-୩୫ ବର୍ଷ ମଧ୍ୟରେ ଲୋକଙ୍କୁ ଏହା ହେବାର ଆଶଙ୍କା ଅଧିକ ରହିଥାଏ। ପ୍ରଥମତଃ...
banana leaf_stay healthy

କଦଳୀ ପତ୍ରରେ ଖାଆନ୍ତୁ, ସୁସ୍ଥ ରୁହନ୍ତୁ

0
ଆପଣ ଯଦି ସୁସ୍ଥ ରହିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ କଦଳୀ ପତ୍ରରେ ଭୋଜନ କରନ୍ତୁ।   ଫାଇବର, କାଚ, କଂସା, ସିଲ୍‌ଭର୍‌ ଓ ଷ୍ଟିଲ ଆଦି ପ୍ଲେଟ୍‌ରେ ଖାଦ୍ୟ ଖାଇବା ଅପେକ୍ଷା କଦଳୀ ପତ୍ରରେ ଖାଇଲେ ଅଧିକ ଆନନ୍ଦ ମିଳିଥାଏ। କଦଳୀ ପତ୍ରରେ ଖାଇବା ଦ୍ୱାରା କେବଳ ଶାନ୍ତି...
egg and chicken

ଅଣ୍ଡାଠାରୁ ଚିକେନ୍ ଅଧିକ ଉପଯୋଗୀ

0
ଅଧିକ ମାଂସପେଶୀ ପାଇଁ ଶରୀରରେ ଅଧିକ ପ୍ରୋଟିନ୍ ବା ପୁଷ୍ଟିସାରର ଆବଶ୍ୟକତା ରହିଛି। କୋଷ, ତ୍ଵଚା ଏବଂ ଶରୀରର ବିକାଶ ପାଇଁ ଏହା ନିତ୍ୟାନ୍ତ ଜରୁରୀ। ତେଣୁ ଦୈନିକ ବ୍ୟାୟାମ୍ କରୁଥିବା ବ୍ୟକ୍ତିଙ୍କୁ ଅଧିକ ପ୍ରୋଟିନ୍ ଖାଦ୍ୟ ଖାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି। ଅଣ୍ଡା, ମାଂସ, ଦୁଗ୍ଧଜାତୀୟ ଖାଦ୍ୟ...

ଯୁବପିଢ଼ିଙ୍କ ଲାଇଫଷ୍ଟାଇଲ୍ ରୋଗ

0
ଜୀବନଶୈଳୀରେ ଜଟିଳତା ଯୋଗୁ ଆଜିକାଲି ଯୁବପିଢ଼ିଙ୍କୁ ଏପରି ରୋଗ ଆକ୍ରାନ୍ତ କରୁଛି ଯାହାକି ପୂର୍ବରୁ ପ୍ରୌଢ଼ାବସ୍ଥାରେ ହେଉଥିଲା। ଏହାର କାରଣ ଏବଂ ଏଥିରୁ କିଭଳି ରକ୍ଷା ପାଇବେ ଜାଣନ୍ତୁ।   ଓବେସିଟି: ଏହା ଆଧୁନିକ ଜୀବନଶୈଳୀ ସହ ଜଡ଼ିତ ଏପରି ଏକ ସମସ୍ୟା ଯାହାଯୋଗୁ ଅଧିକାଂଶ ଯୁବଗୋଷ୍ଠୀ ଏବେ ବ୍ୟସ୍ତବିବ୍ରତ।...
food to improve brain functioning

ମସ୍ତିଷ୍କର କାର୍ଯ୍ୟକ୍ଷମତା ବୃଦ୍ଧି କରିବ ଏହି ଖାଦ୍ୟ

0
ବାଦାମ,ପିସ୍ତା, ଅଳସୀ, ଅଖରୋଟ, ସୂର୍ଯ୍ୟମୁଖ୍ୟୀର ମଞ୍ଜି ଖାଇବା ଦ୍ୱାରା ମସ୍ତିଷ୍କର କାର୍ଯ୍ୟକ୍ଷମତା ବୃଦ୍ଧି ହୋଇଥାଏ। ଏସବୁଥିରେ ଓମେଗା ୩ ଫ୍ୟାଟି ଏସିଡ୍, ଭିଟାମିନ୍ ଇ ଏବଂ ବିଭିନ୍ନ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। -ନିୟମିତ ଭାବେ ବିଟ୍ ଖାଇଲେ ମଧ୍ୟ ମସ୍ତିଷ୍କର କାର୍ଯ୍ୟକ୍ଷମତା ବୃଦ୍ଧି ପାଏ। ଏଥିରେ ନାଇଟ୍ରେଟ୍ ନାମକ...
black pepper for health

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ ଗୋଲମରିଚ

0
ଅଧିକାଂଶ ସମୟରେ ରୋଷେଇରେ ବ୍ୟବହୃତ ହେଉଥିବା ଗୋଲମରିଚର ବହୁ ଔଷଧୀୟ ଗୁଣ ରହିଛି। ତେଣୁ ନିୟମିତ ଭାବେ ଏହାକୁ ଖାଇଲେ ଆପଣ ଉପକାର ପାଇପାରିବେ। -ଆୟୁର୍ବେଦ ଅନୁସାରେ ସକାଳୁ ଖାଲି ପେଟରେ ଉଷୁମ ପାଣି ଓ ଗୋଲମରିଚ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ବିକାର ଦୂର ହୋଇଥାଏ। ରୋଗ...
dont be lazy stay fit

ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ଜୀବନଶୈଳୀ

0
ସୁସ୍ଥ ଶରୀରରେ ହିଁ ସୁସ୍ଥ ମନ ବାସ କରିଥାଏ। ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଲୋକମାନେ କିନ୍ତୁ ଏହାକୁ ଗୁରୁତ୍ୱ ଦେବାକୁ ଭୁଲିଯାଉଛନ୍ତି। ତେବେ ଅଭ୍ୟାସକୁ ସାମାନ୍ୟ ପରିବର୍ତ୍ତନ କଲେ ଆପଣ ସୁଫଳ ପାଇପାରିବେ। -ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଅନ୍ତୁ। ତମ୍ବାରେ ବ୍ୟାକ୍ଟେରିଆ ନାଶକ ଗୁଣ ଥାଏ...
error: Content is protected !!