ripe mango

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ ଆମ୍ବ

0
ସ୍ୱାଦ ଓ ସ୍ୱାସ୍ଥ୍ୟପ୍ରତି ଉପକାରିତା ଯୋଗୁଁ ଆମ୍ବକୁ ଫଳମାନଙ୍କର ରାଜା ବୋଲି କୁହାଯାଇଥାଏ। ଏହାକୁ ଉଭୟ କଞ୍ଚା ଓ ପାଚିଲା ଅବସ୍ଥାରେ ଖାଆନ୍ତି। ଏହା ପୌଷ୍ଟିକ ତତ୍ତ୍ୱରେ ଭରପୂର ହେବା ସହିତ ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିଥାଏ। ଆମ୍ବରେ ଫାଇବର, ଭିଟାମିନ୍ ଏ, ସି, ଫୋଲିକ ବି୯,...
nashpati

ଆସନ୍ତୁ ଜାଣିବା ନାସପାତିର ଉପକାରିତା

0
ନାସପାତିରେ ଫାଇବର ଭରପୁର ପରିମାଣରେ ରହିଥାଏ। ଏହାଛଡ଼ା କପର, ଭିଟାମିନ ସି, ଏବଂ କେର ମାତ୍ରା ବି ଖୁବ୍ ଅଧିକ ଥାଏ। ତେଣୁ ଏହା ଶରୀର ପାଇଁ ଔଷଧ ଭଳି କାମ କରେ। -ନାସପାତି ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ।...
rice

ଭାତ ଖାଇଲେ ଓଜନ ବଢ଼ିଥାଏ କି?

0
ଓଜନ କମାଇବା କଥା ଆସିଲେ ଲୋକେ ଭାତ ନ ଖାଇବାକୁ ପରାମର୍ଶ ଦେଇଥା’ନ୍ତି। କାରଣ ଅଧିକାଂଶ ଲୋକେ ଭାବନ୍ତି ଭାତ ଖାଇବା ଦ୍ୱାରା ଉଭୟ ଓଜନ ଓ ପେଟ ବଢ଼ିଥାଏ। ଏମିତି ବି ଲୋକ ଅଛନ୍ତି, ଯିଏ ଭାତ ଖାଇବାକୁ ଭଲ ପାଆନ୍ତି, ହେଲେ ଓଜନ କମ୍‌...
raw milk is bad for health

କାହିଁକି ପିଇବା କଥା ନୁହେଁ କଞ୍ଚା କ୍ଷୀର?

0
ଶରୀରକୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ କ୍ଷୀର। ନିୟମିତ କ୍ଷୀର ସେବନ କଲେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧ କରିଥାଏ। ହେଲେ ଆପଣ ଏକଥା ଜାଣିଛନ୍ତି କି? କଞ୍ଚା କ୍ଷୀର ପିଇବା...

ସୁସ୍ଥ ରହିବା ପାଇଁ ନିୟମିତ ଖାଆନ୍ତୁ ଚିନାବାଦାମ

0
ଚିନାବାଦମକୁ ସାଧାରଣତଃ ଟାଇମ୍‌ପାସ୍‌ ଖାଦ୍ୟ ବୋଲି କୁହାଯାଏ। କୁଆଡେ ବୁଲିଗଲେ, ସିନେମା ଦେଖିଗଲେ, ବସ୍‌ ବା ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଲୋକମାନେ ସାଧାରଣତଃ ଚିନାବାଦମ୍‌ ଖାଇବାକୁ ପସନ୍ଦ କରିଥାନ୍ତି। ଚିନାବାଦାମ ଖାଇଲେ ଶରୀରକୁ ବେଶ୍‌ ଫାଇଦା ମିଳିଥାଏ। କାରଣ ଏଥିରେ ପ୍ରୋଟିନ୍‌ ସହ ଭିଟାମିନ୍‌ ଏ, ବି,...

ଶୀତଦିନେ କାହିଁକି ଆବଶ୍ୟକ ପାଳଙ୍ଗ ଜୁସ୍?

0
ପାଳଙ୍ଗ ଶାଗରେ ରହିଛି ଅନେକ ଉପକାରିତା। ପାଳଙ୍ଗରେ ଥିବା ପୋଷକ ତତ୍ଵ ଯଥା ଭିଟାମିନ୍ ଏ, ସି, ଇ, କେ, ବି କମ୍ପ୍ଲେକ୍ସ ଏବଂ ମାଙ୍ଗାନିଜ୍, କେରାଟିନ୍, ଆଇରନ୍, ଆୟୋଡିନ୍, କ୍ୟାଲସିୟମ୍, ମାଗ୍ନେସିୟମ୍, ପୋଟାସିୟମ୍, ସୋଡିୟମ୍ ଆଦି ଶରୀରକୁ ରୋଗଠାରୁ ଦୂରେଇ ରଖେ। ହେଲେ ଶୀତ ଦିନରେ...
soup for wieght loss

ଓଜନ ହ୍ରାସ ପାଇଁ ପିଅନ୍ତୁ ଏହି ସୁପ୍

0
ସୁପ୍ ପିଇବାକୁ କାହାକୁ ଅବା ଭଲ ନ ଲାଗେ। କେତେକ ସୁପ୍ ପିଇବା ଫଳରେ ଓଜନ ମଧ୍ୟ ହ୍ରାସ ହୋଇଥାଏ। ଆସନ୍ତୁ ଜାଣିବା ସେହି ସୁପ୍ ବାବଦରେ। ଆଜିକାଲି ଲୋକମାନେ ନିଜର ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ମେଦବହୁଳତା ରୋଗରେ ଶିକାର ହେଉଛନ୍ତି। ବିଶେଷ କରି ନିଜର ଖାଇବା ପିଇବା...
weight loss

ଓଜନ ହ୍ରାସ କରାଏ ଜୀରା ପାଣି

0
ଖାଦ୍ୟର ସ୍ୱାଦ ବୃଦ୍ଧି କରିବା ପାଇଁ ଆମେ ସାଧାରଣତଃ ବିଭିନ୍ନ ଭାବେ ଜୀରା ବ୍ୟବହାର କରିଥାଉ। କେତେବେଳେ ଗୋଟାଜୀରା ବ୍ୟବହାର କରାଯାଏ ତ କେତେବେଳେ ଏହାକୁ ଗୁଣ୍ଡକରି ବ୍ୟବହାର କରାଯାଏ। ଓଜନ ହ୍ରାସ କରିବାରେ ମଧ୍ୟ ଜୀରା ସହାୟକ ହୋଇଥାଏ ଏକଥା ସାଧାରଣତଃ ଆମ ମଧ୍ୟରୁ ଅନେକ...

ଶରୀରରେ ଲୌହର ଅଭାବ ହେଲେ କେଉଁ ସମସ୍ୟା ହୁଏ?

0
ଶରୀରରେ ଲୌହର ଅଭାବ ହେଲେ ବିଭିନ୍ନ ସମସ୍ୟା ହୋଇଥାଏ। ଆନିମିଆ: ଶରୀରରେ ଲୌହର ଅଭାବ ହେଲେ ଲୋହିତ ରକ୍ତକଣିକାରେ ହିମୋଗ୍ଲୋବିନର ମାତ୍ରା କମିଯାଇଥାଏ। ଏହାଯୋଗୁଁ ବ୍ୟକ୍ତିଜଣକ ଆନିମିଆରେ ପୀଡ଼ିତ ହୋଇଥାନ୍ତି। ଫଳରେ ତାଙ୍କର ରୋଗ ପ୍ରତିରୋଧକ କ୍ଷମତା କମିଯାଏ, ଭୋକ ଲାଗେନାହିଁ ଏହି ସମସ୍ୟା ଦୀର୍ଘ ଦିନ ଧରି ଲାଗି...
egg for health

କେଶ ଓ ଚେହେରାରେ ଚମକ ଆଣେ ଅଣ୍ଡା

0
ଆମିଷ ମଧ୍ୟରୁ ଅଣ୍ଡା ହେଉଛି ସମସ୍ତଙ୍କର ପ୍ରିୟ। ଅତି କମ୍ ସମୟ ମଧ୍ୟରେ ଅଣ୍ଡାକୁ ନେଇ ନାନା ପ୍ରକାରର ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରିହୁଏ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଗୋଟିଏ ସପ୍ତାହରେ ଅତି କମ୍‌ରେ ୧୨ଟି ଅଣ୍ଡା ଖାଇଲେ ମଧୁମେହ ରୋଗୀଙ୍କଠାରେ ହାର୍ଟଆଟାକ୍ ହେବାର ଆଶଙ୍କା...
error: Content is protected !!