ମୋଟାପଣ କମାଇବା ଲାଗି ଖାଆନ୍ତୁ ଅମୃତଭଣ୍ଡା

0
ଅମୃତଭଣ୍ଡାରେ ଖୁବ୍ କମ୍ ପରିମାଣର କ୍ୟାଲୋରୀ ରହିଥାଏ। ନିୟମିତ ଭାବେ ତାକୁ ଖାଇଲେ ମୋଟାପଣ କମିଥାଏ। ତେଣୁ ସକାଳ ଜଳଖିଆରେ ଫାଷ୍ଟଫୁଡ୍ ନଖାଇ ଅମୃତଭଣ୍ଡା ଖାଇବା ଅଭ୍ୟାସ କରନ୍ତୁ। -ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଓ ଫାଇବର ଶରୀରରେ କୋଲୋଷ୍ଟେରୋଲ୍ର ସ୍ତରକୁ କମ୍ କରିଥାଏ ଏବଂ ରକ୍ତ ଜମାଟ...
food before work out

ବ୍ୟାୟାମ କରିବା ପୂର୍ବରୁ ଖାଆନ୍ତୁ ଏହି ଖାଦ୍ୟ

0
ଆମ ମଧ୍ୟରୁ ଅଧିକାଂଶ ଲୋକ ଏହା ମନେ କରନ୍ତି ଯେ ଖାଲି ପେଟରେ ବ୍ୟାୟାମ କରିବା ଉଚିତ୍। ପ୍ରକୃତରେ କିନ୍ତୁ ଖାଲିପେଟରେ ବ୍ୟାୟାମକୁ ଡାକ୍ତରମାନେ ମଧ୍ୟ ମନା କରୁଛନ୍ତି। ବ୍ୟାୟାମ କରିବା ପୂର୍ବରୁ ଅଳ୍ପ କିଛି ଖାଇନେଲେ ଆପଣଙ୍କୁ ଶକ୍ତି ମିଳିବ। କଦଳୀ: କଦଳୀ ହେଉଛି ଏପରି ଏକ...

କେମିତି ଜାଣିବେ ଆପଣ କିଣିବାକୁ ଯାଉଥିବା ଫଳ-ପରିବା ସତେଜ ଅଛି କି ନାହିଁ?

0
ସାଧାରଣତଃ ଆମେ ଫଳ ଓ ପନିପରିବା କିଣିବା ସମୟରେ ଦ୍ୱିଧାରେ ପଡ଼ିଥାଉ। ଅଧିକାଂଶ ଲୋକଙ୍କୁ ସତେଜ୍ ଫଳ, ପରିବା କିଣି ଆସି ନ ଥାଏ। ଫଳ କିଣିବା ବେଳେ ଜଣାପଡ଼ି ନଥାଏ ଯେ ସେ ଫଳ ସତେଜ ନା ବାସି। ଲୋକେ ନ ଜାଣି ପାରି ବାସି...
onion for healthy life

ପିଆଜ ଖାଆନ୍ତୁ, ସୁସ୍ଥ ରୁହନ୍ତୁ

0
ଖାଇବା ସହ ସାଲାଡ୍ ଭାବେ ଖାଉଥିବା କଞ୍ଚା ପିଆଜ ଆମ ସ୍ଵାସ୍ଥ୍ୟ ପାଇଁ ବହୁ ଉପାଦେୟ। ସାଲାଡ୍ ହେଉ ଅବା ଚାଟ୍‌ ଖାଦ୍ୟର ସ୍ଵାଦ ବଢ଼ାଇବା ସହ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥାଏ ପିଆଜ। ପିଆଜରେ ୧.୨% ପ୍ରୋଟିନ୍, ୧୧.୬% କାର୍ବୋହାଇଡ୍ରେଟ୍, କ୍ୟାଲସିୟମ୍, ଆଇରନ୍, ଭିଟାମିନ୍ ଏ,...
curd for health

ଦହି ଖାଆନ୍ତୁ – ମାନସିକ ଚାପରୁ ଲାଘବ ମିଳିବ

0
ଆଜିକାଲିର ବ୍ୟସ୍ତବହୁଳ ଜୀବନ ଶୈଳୀ, ବ୍ୟସ୍ତତା ଅନେକ ସମୟରେ ଲୋକମାନଙ୍କର ମାନସିକ ଚାପକୁ ବୃଦ୍ଧି କରୁଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହାଦ୍ୱାରା ମାନସିକ ଅବସାଦ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଏପରିସ୍ଥଳେ ନିଜ ଖାଦ୍ୟ ପେୟ ପ୍ରତି ଧ୍ୟାନ ଦେବା ଜରୁରି ହୋଇଥାଏ। ମାନସିକ ଚାପ କମିବା ପାଇଁ...
milk and honey for health

କ୍ଷୀର ସହ ମହୁ ମିଶାଇ ପିଅନ୍ତୁ, ହେବ ଏହି ଫାଇଦା

0
କ୍ଷୀର ଓ ମହୁର ବିଭିନ୍ନ ପ୍ରକାର ଉପକାରିତା ସଂପର୍କରେ ଆପଣମାନେ ଜାଣିଥିବେ। ତେବେ ଉଭୟକୁ ମିଶାଇ ପିଇବାର ଫାଇଦା ଜାଣନ୍ତୁ। କ୍ଷୀରରେ ଅଧଚାମଚ ମହୁ ମିଶାଇ ପିଇଲେ ହଜମକ୍ରିୟା ଭଲ ଭାବେ ହୋଇଥାଏ। ମହୁ ଆମ ଶରୀରରେ ଉପକାରୀ ବ୍ୟାକ୍ଟେରିଆର ବୃଦ୍ଧିରେ ସହାୟକ ହୋଇଥାଏ। ଅବଶ୍ୟ ଆୟୁର୍ବେଦ ଅନୁସାରେ...
honey

ମହୁ ଖାଉଥିଲେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ?

0
ମହୁରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ଯେଉଁଥିପାଇଁ ଏହାକୁ ଖାଇବା ଦ୍ୱାରା ଶରୀରରେ ଶକ୍ତି ବୃଦ୍ଧି ହୋଇଥାଏ। ତେବେ ମହୁ ଖାଇବା ବେଳେ କିଛି କଥା ପ୍ରତି ଦୃଷ୍ଟି ଦିଅନ୍ତୁ, ନହେଲେ ସ୍ୱାସ୍ଥ୍ୟ ସମସ୍ୟା ହେବ। – ଗରମ ଖାଦ୍ୟ ସହ ମହୁ ଖାଆନ୍ତୁ ନାହିଁ। ନହେଲେ...
black pepper

ଗୋଲମରିଚ ଖାଇଲେ କ’ଣ ଉପକାର ମିଳେ?

0
  ଅଧିକାଂଶ ସମୟରେ ରୋଷେଇରେ ବ୍ୟବହୃତ ହେଉଥିବା ଗୋଲମରିଚର ବହୁ ଔଷଧୀୟ ଗୁଣ ରହିଛି। ତେଣୁ ନିୟମିତ ଭାବେ ଏହାକୁ ଖାଇଲେ ଆପଣ ଉପକାର ପାଇପାରିବେ। ତେବେ ଆସନ୍ତୁ ଜାଣିବା ଗୋଲମରିଚ ଦେହ ପାଇଁ କେତେ ଉପକାରୀ। ଆୟୁର୍ବେଦ ଅନୁସାରେ ସକାଳୁ ଖାଲି ପେଟରେ ଉଷୁମ ପାଣି ଓ ଗୋଲମରିଚ...
papaya leaves

ଅମୃତଭଣ୍ଡା ପତ୍ରର ଔଷଧୀୟ ଗୁଣ

0
ଅମୃତଭଣ୍ଡା ଶରୀର ପାଇଁ ହିତକାରକ ଏକଥା ତ ସମସ୍ତେ ଜାଣନ୍ତି। ହେଲେ ଅମୃତଭଣ୍ଡା ଗଛର ପତ୍ର ମଧ୍ୟ ଶରୀର ପାଇଁ ଉପକାରୀ। ବିଶେଷକରି ଡେଙ୍ଗୁ ହୋଇଥିଲେ ଅମୃତଭଣ୍ଡା ପତ୍ରକୁ ବ୍ୟବହାର କଲେ ସୁଫଳ ମିଳିଥାଏ। -ଅମୃତଭଣ୍ଡା ପତ୍ରକୁ ସିଧାସଳଖ ଖାଇହେବ ନାହିଁ। ତେଣୁ ଏହାର ୫-୧୦ଟି ପତ୍ରକୁ ନିଅନ୍ତୁ।...

ସୁନ୍ଦର ହେବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ବନ୍ଧାକୋବି ଜୁସ୍

0
ପାଟିକୁ ସ୍ଵାଦ ଲାଗୁନଥିଲେ ବି ଦେହକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ବନ୍ଧାକୋବି ଜୁସ୍‌। ଆକର୍ଷଣୀୟ ଲୁକ୍ ଠାରୁ ଆରମ୍ଭ କରି କ୍ୟାନସର ଭଳି ରୋଗ ଦୂର କରିବାରେ ସହାୟକ ହୋଇଥାଏ ଏହି ଜୁସ୍‌। ବନ୍ଧାକୋବିକୁ ତରକାରୀ,ସାଲାଡ ଆଦିରେ ବ୍ୟବହାର କରାଯାଏ। ହେଲେ,ଏହାର ବହୁବିଧ ରୋଗନାଶକାରୀ କ୍ଷମତା ବି...
error: Content is protected !!