how to help accident people

ଆଖି ଆଗରେ କୌଣସି ଦୁର୍ଘଟଣା ଘଟିଥିବାର ଦେଖିଲେ କ’ଣ କରିବେ?

0
ଦୁର୍ଘଟଣା ଆକସ୍ମିକ ଭାବରେ ଘଟିଥାଏ। ଦୁର୍ଘଟଣାରେ ପ୍ରଭାବିତ ବ୍ୟକ୍ତି ସାମାନ୍ୟରୁ ଗୁରୁତର ଆହତ ହୋଇପାରନ୍ତି। ସାଧାରଣ ମଣିଷ ଭାବରେ ଆମ୍ଭେମାନେ ଦୁର୍ଘଟଣାର ସମ୍ମୁଖୀନ ହେଲେ କାତର ହୋଇପଡ଼ୁ। କିନ୍ତୁ ଏହି ସମୟରେ ସାମାନ୍ୟ ଧୈର୍ଯ୍ୟର ସହ କାର୍ଯ୍ୟ କଲେ ଆମେ ବହୁ ମୂଲ୍ୟବାନ ଜୀବନ ରକ୍ଷା କରିପାରିବା। ଦୁର୍ଘଟଣାଗ୍ରସ୍ତଙ୍କ...
SPINAL TB

ଜାଣନ୍ତୁ ସ୍ପାଇନାଲ ଟିବି ସଂପର୍କରେ

0
ଆମ ମଧ୍ୟରୁ ଅନେକ ଲୋକ ପିଠି ଯନ୍ତ୍ରଣାକୁ ମାମୁଲି ବୋଲି ଭାବି ଅଣଦେଖା କରନ୍ତି। ପ୍ରକୃତରେ କିନ୍ତୁ ଏହା ଏକ ଗୁରୁତର ସମସ୍ୟା। କାରଣ ବହୁ ସମୟରେ ଏହା ସ୍ପାଇନାଲ ଟିବିର ରୂପ ନେଇଥାଏ।   ପିଠି ଯନ୍ତ୍ରଣା ହେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ। ଡାକ୍ତରମାନଙ୍କ...
Kete Nua Bata Audio series

‘କେତେ ନୂଆ ବାଟ’ ସିଜିନ୍‌ ୨ – ରବିବାର ଶୁଣନ୍ତୁ ଅଡିଓ ସିରିଜ୍‌ର ଚତୁର୍ଥ ଅଧ୍ୟାୟ

0
ସ୍ଵାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/NvyIJzJ7cAg ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ ସମୟରେ ଯୁବବର୍ଗର ମାନସିକ ସ୍ୱାସ୍ଥ୍ୟ ଓ ଭବିଷ୍ୟତ’ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ କୋଭିଡ୍‌ ପ୍ରଥମ ଲହରରୁ ବାହାରି...
dont put your phone under pillow

ମୋବାଇଲ୍‌କୁ ତକିଆ ତଳେ ରଖି ଶୁଅନ୍ତୁ ନାହିଁ, ହୋଇପାରେ ବିପଦ

0
କିଛି ଲୋକ ନିଜର ମୋବାଇଲକୁ ଏଭଳି ଭାବେ ନିଜ ସାଙ୍ଗରେ ରଖନ୍ତି ଯେପରିକି ମୋବାଇଲ ସେମାନଙ୍କଠାରୁ ବିଚ୍ଛିନ୍ନ ହୋଇଗଲେ ସେମାନଙ୍କର ଜୀବନ ବଦଳିଯିବ। ଯଦି ଆପଣଙ୍କୁ ମଧ୍ୟ ଏଭଳି ଅଭ୍ୟାସ ଅଛି ତା’ ହେଲେ ସାବଧାନ ହୋଇଯାଆନ୍ତୁ। କାରଣ ଏହାଯୋଗୁଁ ଆପଣ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା...
medicine care at home

ଜାଣନ୍ତୁ କେମିତି ଦାୟିତ୍ଵର ସହ ରଖିବେ ଔଷଧ ଏବଂ ଇନସୁଲିନ?

0
ଘରେ ଏବଂ ଯାତ୍ରା କରୁଥିବା ସମୟରେ ଔଷଧ ଏବଂ ଇନସୁଲିନକୁ କିଭଳି ରଖିବେ ତାହା ଜାଣନ୍ତୁ। ଘରେ ଥିବା ସମୟରେ ସବୁବେଳେ ଏକ ଉଚ୍ଚ ଥାକରେ ଔଷଧକୁ ରଖନ୍ତୁ। ସ୍ଥାନଟି ଥଣ୍ଡା ହୋଇଥିବାବେଳେ ତାହା ଯେପରି ଶୁଖିଲା ରହୁଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଔଷଧର ପ୍ୟାକେଟକୁ ଥାକରେ ସେଭଳି ପକାଇ...

ସ୍ୱାସ୍ଥ୍ୟ ସଚିବଙ୍କ ଅପିଲ୍ – ‘‘ସମସ୍ତେ କୋଭିଡ ନିୟମ ମାନନ୍ତୁ’’

0
ସ୍ୱାସ୍ଥ୍ୟପ୍ଲସ ବ୍ୟୁରୋ https://youtu.be/c753aIbJCmo କେତେ ନୂଆ ବାଟ’ର ସିଜିନ୍‌ ୨ରେ ଭାଗ ନେଇ କୋଭିଡ ଉପଯୋଗୀ ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ‘‘ଦ୍ୱିତୀୟ ଲହର ସଂକ୍ରମଣ ସାରାଦେଶରେ ମାଡ଼ି ଚାଲିଛି। ଓଡ଼ିଶାରେ ମଧ୍ୟ...

ସୁସ୍ଥ ରହିବା ପାଇଁ ନିୟମିତ ଖାଆନ୍ତୁ ଚିନାବାଦାମ

0
ଚିନାବାଦମକୁ ସାଧାରଣତଃ ଟାଇମ୍‌ପାସ୍‌ ଖାଦ୍ୟ ବୋଲି କୁହାଯାଏ। କୁଆଡେ ବୁଲିଗଲେ, ସିନେମା ଦେଖିଗଲେ, ବସ୍‌ ବା ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଲୋକମାନେ ସାଧାରଣତଃ ଚିନାବାଦମ୍‌ ଖାଇବାକୁ ପସନ୍ଦ କରିଥାନ୍ତି। ଚିନାବାଦାମ ଖାଇଲେ ଶରୀରକୁ ବେଶ୍‌ ଫାଇଦା ମିଳିଥାଏ। କାରଣ ଏଥିରେ ପ୍ରୋଟିନ୍‌ ସହ ଭିଟାମିନ୍‌ ଏ, ବି,...

ମହାମାରୀ ଓ କୋଭିଡ-୧୯ ସମ୍ପର୍କରେ ଏକ ଐତିହାସିକ ଦୃଷ୍ଟାନ୍ତ 

0
ପ୍ରଫେସର ଦିଗମ୍ବର ପାତ୍ର ଲେବାନନର ବେରୁତ୍‌ରେ ଥିବା ଆମେରିକୀୟ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗରେ ଅଧ୍ୟାପନା କରୁଥିବା ପ୍ରଫେସର ଦିଗମ୍ବର ପାତ୍ର ସାରା ଦୁନିଆ ଉପରେ କୋଭିଡ୍‌-୧୯ର ପ୍ରଭାବ ବିଷୟ ଆଲୋଚନା କରିବା ବେଳେ ଅତୀତର ବଡ଼ ବଡ଼ ମହାମାରୀ ସଂପର୍କରେ ଏକ ଚିତ୍ର ଉପସ୍ଥାପନ କରିଛନ୍ତି।   ମାନବ...
WORLD SIGHT DAY

ଆଖି ସମସ୍ୟା ଦେଖାଦେବା ପୂର୍ବରୁ କେମିତି ରହିବେ ସଜାଗ – କ’ଣ କହନ୍ତି ଡାକ୍ତର ସଂଘମିତ୍ରା ଦାଶ

0
ଆଜି ବିଶ୍ୱ ଦୃଷ୍ଟି ଦିବସ। ଆସନ୍ତୁ, ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲ୍ସ ବରିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ସଂଘମିତ୍ରା ଦାଶଙ୍କଠାରୁ ଶୁଣିବା ପିଲାଠୁ ବୁଢ଼ା ପର୍ଯ୍ୟନ୍ତ କେମିତି ନେବା ଆମ ଆଖିର ଯତ୍ନ। ପ୍ରତିବର୍ଷ ଅକ୍ଟୋବର (ଦ୍ୱିତୀୟ ଗୁରୁବାର)କୁ ବିଶ୍ୱ ଦୃଷ୍ଟି ଦିବସ ରୂପେ ପାଳନ କରାଯାଏ। ଚଳିତବର୍ଷର...
Kete Nua Bata

‘କେତେ ନୂଆ ବାଟ’ ସିଜିନ୍ ୨- ଆସନ୍ତାକାଲି ଶୁଣନ୍ତୁ ଅଡିଓ ସିରିଜର ପଞ୍ଚମ ଅଧ୍ୟାୟ

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/vC7UUsm0JBg ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ସମୟରେ ପିଲାଙ୍କ ସୁରକ୍ଷା’ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ କରୋନା ମହାମାରୀ ଘରେ ଘରେ ସମସ୍ୟା ସୃଷ୍ଟି କରିଛି।...
error: Content is protected !!