care hospital

ଭୁବନେଶ୍ୱର କେୟାର ହସ୍ପିଟାଲରେ ଏଣିକି ହୋଇପାରିବ ‘ହୃଦ୍‌ ଓ ଫୁସ୍‌ଫୁସ୍‌’ ପ୍ରତିରୋପଣ

0
କେୟାର ହସ୍ପିଟାଲ, ଭୁବନେଶ୍ୱର ପକ୍ଷରୁ ‘ହୃଦ୍‌ ଓ ଫୁସ୍‌ଫୁସ୍‌’ ପ୍ରତିରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏହାକୁ ଖ୍ୟାତିସମ୍ପନ୍ନ ହୃଦ୍‌ ଓ ଫୁସ୍‌ଫୁସ୍‌ ପ୍ରତିରୋପଣ ବିଶେଷଜ୍ଞ ଡାକ୍ତର କେ ଆର୍‌ ବାଲକ୍ରିଷ୍ଣନ ଶୁଭାରମ୍ଭ କରିଥିଲେ। ମେଡିକାଲ ଡାଇରେକ୍ଟର ମହେନ୍ଦ୍ର ପ୍ରସାଦ ତ୍ରିପାଠୀ, କେୟାର ହସ୍ପିଟାଲ ଭୁବନେଶ୍ୱରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ...

ପିଲାଙ୍କ ମାନସିକ ଚାପ କମାନ୍ତୁ

0
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ କେବଳ ବଡ଼ ଲୋକମାନେ ମାନସିକ ଭାବେ ବିଷାଦଗ୍ରସ୍ତ ହେଉଛନ୍ତି ତା’ ନୁହେଁ, ଛୋଟ ପିଲାମାନେ ମଧ୍ୟ ଖୁବ୍ ଚାପଗ୍ରସ୍ତ ହୋଇଯାଉଛନ୍ତି। ଛୋଟ ଦିନରୁ ସେଥିପ୍ରତି ଦୃଷ୍ଟି ନ ରଖିଲେ ତାହା ପରେ ମାନସିକ ଅବସାଦର ରୂପ ନେଇଥାଏ। -ପିଲାଙ୍କ ସହ ସବୁ ସମୟରେ କଥା...
say no to alcohol

କେମିତି ଛାଡ଼ିବେ ମଦ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ଗୀତା ଦାସ

0
ଗୀତା ଦାସ ‘‘ମୁଁ ମଦ ଛାଡ଼ିପାରିବି ନାହିଁ’’- ଏକଥା ଧରି ନେଇଥିବା ଲୋକଙ୍କୁ କ’ଣ ପରାମର୍ଶ ଦେଉଛନ୍ତି ବିଶିଷ୍ଟ ଓଡ଼ିଆ ମନୋବିଜ୍ଞାନୀ, ପଢ଼ନ୍ତୁ: ୧- ମଦ ନ ପିଇ ରହିବାର ଇଚ୍ଛାକୁ ଦୃଢ଼ କରିବା। ୨- ଯେଉଁ ଅବସ୍ଥାରେ ମଦ ପିଇବାର ଆଶଙ୍କା ରହିଛି ସେ ଅବସ୍ଥା ବିଷୟରେ ସଚେତନ ରହି କେମିତି ସେପରି ଅବସ୍ଥାରେ...
Mosquitoes dengue

କେମିତି ପାଇବେ ଡେଙ୍ଗୁରୁ ରକ୍ଷା?

0
ସାଧାରଣତଃ ଥରେ ଡେଙ୍ଗୁ ହେଲେ ସେହି ସ୍ୱତନ୍ତ୍ର ଭାଇରସ ପାଇଁ ପ୍ରତିରୋଧକ କ୍ଷମତା ସୃଷ୍ଟି ହୋଇଯାଏ। କିନ୍ତୁ ସଚେତନ ନ ହେଲେ ଏହା ପୁଣି ବି ହୋଇଥାଏ। ଏପରିସ୍ଥଳେ ଡେଙ୍ଗୁରୁ ରକ୍ଷା ପାଇବା କିପରି ତାହା ଆସନ୍ତୁ ଜାଣିବା। ବର୍ଷାଦିନେ ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ରୋଗ ହୋଇଥାଏ।...

ଯୁବପିଢ଼ିଙ୍କ ଲାଇଫଷ୍ଟାଇଲ୍ ରୋଗ

0
ଜୀବନଶୈଳୀରେ ଜଟିଳତା ଯୋଗୁ ଆଜିକାଲି ଯୁବପିଢ଼ିଙ୍କୁ ଏପରି ରୋଗ ଆକ୍ରାନ୍ତ କରୁଛି ଯାହାକି ପୂର୍ବରୁ ପ୍ରୌଢ଼ାବସ୍ଥାରେ ହେଉଥିଲା। ଏହାର କାରଣ ଏବଂ ଏଥିରୁ କିଭଳି ରକ୍ଷା ପାଇବେ ଜାଣନ୍ତୁ।   ଓବେସିଟି: ଏହା ଆଧୁନିକ ଜୀବନଶୈଳୀ ସହ ଜଡ଼ିତ ଏପରି ଏକ ସମସ୍ୟା ଯାହାଯୋଗୁ ଅଧିକାଂଶ ଯୁବଗୋଷ୍ଠୀ ଏବେ ବ୍ୟସ୍ତବିବ୍ରତ।...
SPINAL TB

ଜାଣନ୍ତୁ ସ୍ପାଇନାଲ ଟିବି ସଂପର୍କରେ

0
ଆମ ମଧ୍ୟରୁ ଅନେକ ଲୋକ ପିଠି ଯନ୍ତ୍ରଣାକୁ ମାମୁଲି ବୋଲି ଭାବି ଅଣଦେଖା କରନ୍ତି। ପ୍ରକୃତରେ କିନ୍ତୁ ଏହା ଏକ ଗୁରୁତର ସମସ୍ୟା। କାରଣ ବହୁ ସମୟରେ ଏହା ସ୍ପାଇନାଲ ଟିବିର ରୂପ ନେଇଥାଏ।   ପିଠି ଯନ୍ତ୍ରଣା ହେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ। ଡାକ୍ତରମାନଙ୍କ...
dont be lazy stay fit

ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ଜୀବନଶୈଳୀ

0
ସୁସ୍ଥ ଶରୀରରେ ହିଁ ସୁସ୍ଥ ମନ ବାସ କରିଥାଏ। ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଲୋକମାନେ କିନ୍ତୁ ଏହାକୁ ଗୁରୁତ୍ୱ ଦେବାକୁ ଭୁଲିଯାଉଛନ୍ତି। ତେବେ ଅଭ୍ୟାସକୁ ସାମାନ୍ୟ ପରିବର୍ତ୍ତନ କଲେ ଆପଣ ସୁଫଳ ପାଇପାରିବେ। -ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଅନ୍ତୁ। ତମ୍ବାରେ ବ୍ୟାକ୍ଟେରିଆ ନାଶକ ଗୁଣ ଥାଏ...
mental problem

ମାନସିକ ସମସ୍ୟା: ଅବସେସିଭ କମ୍ପଲସିଭ ଡିସଅର୍ଡର (ଓସିଡି)

0
ଅବସେସିଭ କମ୍ପଲସିଭ ଡିସଅର୍ଡର (ଓସିଡି) ଏଭଳି ମନୋବୈଜ୍ଞାନିକ ସମସ୍ୟା ଯାହାଦ୍ୱାରା ଏଥିରେ ପୀଡ଼ିତ ବ୍ୟକ୍ତି ମନରେ ସବୁବେଳେ ଗୋଟିଏ କଥା ଆସେ କିମ୍ବା ସେ ଗୋଟିଏ କାମକୁ ବାରମ୍ବାର କରିବାକୁ ବାଧ୍ୟ ହୋଇଥାଏ। ଏଭଳି କାହିଁକି ହୁଏ, ଏହାର କାରଣ କ’ଣ ଜାଣନ୍ତୁ। ବାରମ୍ବାର ଘରସଫା କରିବା, ଘରର...
Professor Ayushman

ପିଲାଙ୍କୁ ଜଡ଼ିବୁଟି ସଂପର୍କରେ ସଚେତନ କରିବ ‘ପ୍ରଫେସର ଆୟୁଷ୍ମାନ’

0
ଛୋଟ ପିଲାଙ୍କ ପାଇଁ କମିକ୍ସ ସିରିଜ୍‌ର ଗୁରୁତ୍ୱ ସର୍ବାଧିକ। ଏହାକୁ ସେମାନେ ଆଗ୍ରହ ସହକାରେ ପଢ଼ିବା ସହ ଏହା ମାଧ୍ୟମରେ ବିଭିନ୍ନ ପ୍ରକାର ସୂଚନା ପାଇଥାନ୍ତି। ଛୋଟ ପିଲାଙ୍କର ଏଭଳି ଆଗ୍ରହକୁ ଦେଖି ସେମାନଙ୍କୁ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଏବଂ ଏହାର ଘରୋଇ ବ୍ୟବହାର ସଂପର୍କରେ...
energy for exercise

ବ୍ୟାୟାମ ପାଇଁ ଜରୁରୀ ୭ଟି ଖାଦ୍ୟ

0
ସୁସ୍ଥ ରହିବା ପାଇଁ ହେଲେ ପ୍ରତିଦିନ ବ୍ୟାୟାମ ସହିତ ଡାଏଟ୍ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। କାରଣ ଓଜନ କମ୍ କରିବା ଲାଗି ଏ ଦୁଇଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏପରିସ୍ଥଳେ ବ୍ୟାୟାମ ପାଇଁ ଆବଶ୍ୟକୀୟ ଖାଦ୍ୟ ସଂପର୍କରେ ଜାଣନ୍ତୁ। ବିଶେଷଜ୍ଞମାନଙ୍କ ଅନୁସାରେ ଓଜନ ହ୍ରାସ କରିବା ପାଇଁ...
error: Content is protected !!