type 2 diabetes

ପ୍ରିଡାଇବେଟିସକୁ ହାଲକା ଭାବେ ନିଅନ୍ତୁ ନାହିଁ, ଏହା ଟାଇପ୍-୨ ଡାଇବେଟିସର ରୂପ ନେଇପାରେ

0
ଆପଣ କେବେ ବର୍ଡରଲାଇନ ଡାଇବେଟିସ୍ ବା ପ୍ରିଡାଇବେଟିସ୍ କଥା ଶୁଣିଛନ୍ତି କି? ଏହା ଏପରି ଏକ ଅବସ୍ଥା ଯେଉଁ ସମୟରେ ରକ୍ତ ସୁଗାରର ମାତ୍ରା ସାମାନ୍ୟ ସ୍ତରରୁ ଅଧିକ ହୋଇଥାଏ କିନ୍ତୁ ମଧୁମେହ ଶ୍ରେଣୀଭୁକ୍ତ ହୋଇନଥାଏ। କିନ୍ତୁ ଏହି ପ୍ରିଡାଇବେଟିସ୍ ଅବସ୍ଥାକୁ ଆପଣ ନଜରଅନ୍ଦାଜ କରିଦେବେ ତା’...
WORLD SIGHT DAY

ଆଖି ସମସ୍ୟା ଦେଖାଦେବା ପୂର୍ବରୁ କେମିତି ରହିବେ ସଜାଗ – କ’ଣ କହନ୍ତି ଡାକ୍ତର ସଂଘମିତ୍ରା ଦାଶ

0
ଆଜି ବିଶ୍ୱ ଦୃଷ୍ଟି ଦିବସ। ଆସନ୍ତୁ, ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲ୍ସ ବରିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ସଂଘମିତ୍ରା ଦାଶଙ୍କଠାରୁ ଶୁଣିବା ପିଲାଠୁ ବୁଢ଼ା ପର୍ଯ୍ୟନ୍ତ କେମିତି ନେବା ଆମ ଆଖିର ଯତ୍ନ। ପ୍ରତିବର୍ଷ ଅକ୍ଟୋବର (ଦ୍ୱିତୀୟ ଗୁରୁବାର)କୁ ବିଶ୍ୱ ଦୃଷ୍ଟି ଦିବସ ରୂପେ ପାଳନ କରାଯାଏ। ଚଳିତବର୍ଷର...
crime is a psychological problem

ଅପରାଧ କରିବା ଏକ ମାନସିକ ତ୍ରୁଟି

0
ଡକ୍ଟର ଗୀତା ଦାସ ଆଜିକାଲି ଅପରାଧୀଙ୍କୁ ଡାକ୍ତରୀ ପରୀକ୍ଷା କରି ଦେଖାଯାଉଛି ଯେ, ସେମାନଙ୍କ ମଧ୍ୟରୁ କେତେକଙ୍କଠାରେ ଶାରୀରିକ ଓ ମାନସିକ ତ୍ରୁଟି ରହିଛି। ଆଇନର ଦୃଷ୍ଟିକୋଣରୁ ଦେଖିଲେ ଅପରାଧୀ ବ୍ୟକ୍ତିଙ୍କୁ ବଦମାସ ବୋଲି କୁହାଯିବ। କାରଣ ଏମାନେ ବାହାରୁ ସୁସ୍ଥ ଓ ସ୍ୱାଭାବିକ ଲୋକ ପରି ଜଣାଯାଆନ୍ତି। (ଯିଏ ପାଗଳ ହେଇଥିବାରୁ ଅପରାଧ କରେ ତା’ର ଶାସ୍ତି ଭିନ୍ନ) ଆଜିକାଲି କିନ୍ତୁ ଅପରାଧୀମାନଙ୍କୁ ଡାକ୍ତରୀ ପରୀକ୍ଷା କରି ଦେଖାଯାଇଛି ଯେ ସେମାନଙ୍କ...
eye care

କେମିତି ରଖିବେ ନିଜ ଆଖିକୁ ସମ୍ପୂର୍ଣ୍ଣ ସୁରକ୍ଷିତ? ଜାଣନ୍ତୁ କ’ଣ କହୁଛନ୍ତି ଚକ୍ଷୁରୋଗ ବିଶେଷଜ୍ଞ ଶ୍ରୀକାନ୍ତ କୁମାର ସାହୁ  

0
ଆଖି ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାର ଯତ୍ନ ନେବା ନିହାତି ଆବଶ୍ୟକ। ଆମେ ଯଦି ଆମ ଆଖିର ସଠିକ୍‌ ଭାବେ ଯତ୍ନ ନେବା, ତେବେ ଆଗାମୀ ଦିନରେ ସୃଷ୍ଟି ହେବାକୁ ଥିବା ସମସ୍ୟାକୁ ଏଡ଼ାଇ ପାରିବା। ଆସନ୍ତୁ, ଭୁବନେଶ୍ୱରସ୍ଥିତ ଏଲ୍. ଭି. ପ୍ରସାଦ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନର ଚକ୍ଷୁ ରୋଗ...
facial in parlor

ପାର୍ଲର ଯିବା ସମୟରେ ରୁହନ୍ତୁ ସଚେତନ

0
ନିଜକୁ ସଜାଇବା ପାଇଁ ଆମେ ପାର୍ଲର ଯାଇଥାଉ। କିନ୍ତୁ କେବେହେଲେ ପାର୍ଲରର ପରିଚ୍ଛନ୍ନତା ସଂପର୍କରେ ଚିନ୍ତା କରିଛନ୍ତି କି? ଅପରିଚ୍ଛନ୍ନ ପାର୍ଲର ଗଲେ ଆପଣ ରୋଗରେ ପଡ଼ିବା ନିଶ୍ଚିତ। ଏ ସଂପର୍କରେ ଜାଣନ୍ତୁ। ଆମେ ସମସ୍ତେ ବଜେଟ ଅନୁସାରେ ପାର୍ଲର ବାଛିଥାଉ। କିନ୍ତୁ ଅଧିକାଂଶ ସମୟରେ ପାର୍ଲରର ପରିଚ୍ଛନ୍ନତା...
healthy breakfast

ସ୍ୱାସ୍ଥ୍ୟକର ଜଳଖିଆ ଖାଆନ୍ତୁ, ଓଜନ କମାନ୍ତୁ

0
ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ ଅଧିକାଂଶ ଲୋକ ଜଳଖିଆ ମଧ୍ୟ କରୁନାହାନ୍ତି। ଏଥିପାଇଁ କାରଣ ଯାହାବି ହେଉ ପ୍ରକୃତରେ ଏହା ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଏ। ଏପରିକି ଡାଏଟିଂ କରୁଥିଲେ ଏଥିଯୋଗୁ ଓଜନ କମେନାହିଁ। ଏପରିସ୍ଥଳେ ସ୍ୱାସ୍ଥ୍ୟକର ଜଳଖିଆ ଖାଇ କିପରି ଓଜନ କମାଇବେ ଜାଣନ୍ତୁ। ଦହି:...
air pollution

ବାୟୁ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଖାଆନ୍ତୁ ଏହିସବୁ ଖାଦ୍ୟ

0
ଆଜିକାଲି ବାୟୁ ପ୍ରଦୂଷଣ ଯୋଗୁଁ ଲୋକମାନେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରୁଛନ୍ତି। ତେବେ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇଲେ ଆପଣ ସେଥିରୁ ରକ୍ଷା ପାଇପାରିବେ। ହଳଦୀ: ହଳଦୀରେ ପ୍ରଚୁର ପରିମାଣର ରୋଗ ପ୍ରତିରୋଧକ ଶକ୍ତି ଥାଏ। ଯାହାକି ବାୟୁ ପ୍ରଦୂଷଣ ଦ୍ୱାରା ବ୍ୟାପୁଥିବା ସଂକ୍ରାମକ ରୋଗରୁ ରକ୍ଷା...
public transport

ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର ପରେ ବି ଆପଣଙ୍କୁ ହେବନି ସଂକ୍ରାମକ ରୋଗ: ଆପଣାନ୍ତୁ ଏହି ଉପାୟ

0
ଭାରତରେ ଏବେ ମଧ୍ୟ ଅଧିକାଂଶ ଲୋକ ଅଫିସ୍ ବା ଘର କାମ କରିବା ଲାଗି ସର୍ବସାଧାରଣ ଯାନବାହନ ବ୍ୟବସ୍ଥା ଯେପରିକି ବସ୍, ଟ୍ରେନ୍ ଉପରେ ନିର୍ଭର କରିଥାନ୍ତି। ଏହା ଟ୍ରାଫିକ୍ ଦୃଷ୍ଟିକୋଣରୁ ଠିକ୍ ହୋଇଥିବାବେଳେ ଖର୍ଚ୍ଚ ବି କମ୍ ହୋଇଥାଏ। ତେବେ ବର୍ଷାଦିନରେ ଏହାକୁ ବ୍ୟବହାର କରିବା...
diwali_safety tips

ଦୀପାବଳିରେ ଅଘଟଣ ଏଡ଼ାଇବାକୁ ଆପଣାନ୍ତୁ ଏହି ଟିପ୍ସ

0
ଆଲୋକର ପର୍ବ ଦୀପାବଳି। ଆନନ୍ଦ ଓ ଉଲ୍ଲାସର ପର୍ବ ଦୀପାବଳି। ପିଲା ଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ଦିନଟିକୁ ଉତ୍ସୁକତାର ସହିତ ଅପେକ୍ଷା କରି ରହିଥାନ୍ତି। ଦୀପାବଳିକୁ ବାଣ ଅମାବାସ୍ୟା ବୋଲି ମଧ୍ୟ କୁହାଯାଏ। କାରଣ ଏହି ଅବସରରେ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ସବୁ...
ligament injury

ଲିଗାମେଣ୍ଟ ଇଞ୍ଜୁରୀ କ’ଣ ଜାଣନ୍ତୁ, ଆଣ୍ଠୁ ଭାଙ୍ଗିବା ପରେ ବି ସମ୍ଭବ ହୋଇପାରେ ଚିକିତ୍ସା

0
ଗୋଟିଏ ସମୟ ଥିଲା ଯେତେବେଳେ କେତେକ ଖେଳାଳିଙ୍କର ଖେଳ କ୍ୟାରିୟରର ଅନ୍ତ ମଇଦାନରେ ହିଁ ହୋଇଯାଉଥିଲା। ଆଣ୍ଠୁରେ ଗୁରୁତର ଆଘାତ ଲାଗିବା ଫଳରେ କ୍ୟାରିୟରର ଅନ୍ତ ହୋଇଯାଉଥିଲା। କିନ୍ତୁ ଏବେ ଆଉ ସେ ସମୟ ନାହିଁ। ଲିଗାମେଣ୍ଟ-ଏସିଏଲ୍‌ ଛିଡ଼ିବା ପରେ ବି ଚିକିତ୍ସା କରାଇ ଖେଳାଳି ପୁଣି...
error: Content is protected !!