କାନରେ ତେଲ ପକାଉଛନ୍ତି କି? ଜାଣିରଖନ୍ତୁ
https://www.youtube.com/embed/g9qLYbuxFAU
ଆସନ୍ତୁ ବିଶିଷ୍ଟ ଇଏନଟି ସ୍ପେଶାଲିଷ୍ଟ୍ ଡାକ୍ତର ରବିନ୍ଦ୍ର କୁମାର ଖଟୁଆଙ୍କଠାରୁ କାନର ବିଭିନ୍ନ ସମସ୍ୟା, ଏହାର କାରଣ ଓ ଚିକିତ୍ସା ବିଷୟରେ ଜାଣିବା।
ଶୀତ ଦିନ ଆସିଲେ ଅଳ୍ପ ବହୁତେ ସମସ୍ତଙ୍କଠାରେ କାନ ବିନ୍ଧିବା ଭଳି ସମସ୍ୟା ଦେଖଦେଇଥାଏ। ହେଲେ ଆପଣଙ୍କୁ ଜାଣିବା ଦରକାର କି, କାନ ବିନ୍ଧିବା...