baby

ଶିଶୁମାନଙ୍କୁ କାହିଁକି ହୁଏ ବାନ୍ତି? ଜାଣନ୍ତୁ ଏହାର ଚିକିତ୍ସା

0
ଛୋଟ ବେଳେ ଛୁଆମାନେ ବାନ୍ତି କରିବା ସାଧାରଣ କଥା। କିନ୍ତୁ ଅଧିକ ବାନ୍ତି ହେତୁ ପିଲାମାନେ ଅଧିକ ଦୁର୍ବଳ ହୋଇପଡ଼ନ୍ତି। ସାଧାରଣତଃ ଶିଶୁମାନେ ଖାଇସାରିବା ପରେ ତାଙ୍କର ବାନ୍ତି ହୋଇଥାଏ। ଏହାକୁ କିଛି ଲୋକ ସାଧାରଣ ଭାବରେ ନେଇଯାଆନ୍ତି। ହେଲେ ପିଲା କ୍ଷୀର ବା ପରିପକ୍ୱ ଖାଦ୍ୟ ଖାଇସାରିବା...

ଗର୍ଭାବସ୍ଥାରେ ସକାଳୁ ମୁଣ୍ଡ ବୁଲାଉଥିଲେ ଆପଣାନ୍ତୁ ଏହି ଉପାୟ

0
ଗର୍ଭାବସ୍ଥା ସମୟରେ ମହିଳାଙ୍କ ମୁଣ୍ଡ ବୁଲାଇବା ଏବଂ ବାନ୍ତି ଲାଗିବା ସାମାନ୍ୟ ଲକ୍ଷଣ। ଅନେକଙ୍କୁ ପ୍ରଥମ ତିନି ମାସ ଯାଏଁ ଏହି ସମସ୍ୟା ହୋଇଥାଏ। ବିଶେଷ କରି ସକାଳୁ ଏହି ଲକ୍ଷଣ ଅଧିକ ଦେଖାଯାଏ। ହରମୋନ୍ ପରିବର୍ତ୍ତନ, ଥକ୍କା ପଣ ଏହାର ମୁଖ୍ୟ କାରଣ। ଏଭଳିକ୍ଷେତ୍ରରେ କିଛି...

କିଶୋରୀ କନ୍ୟାର ପ୍ରସବ ପରେ ସତର୍କତା

0
ଯୁକ୍ତରାଷ୍ଟ୍ର ଆମେରିକା ଭଳି ଭାରତବର୍ଷରେ ମଧ୍ୟ ଅବାଞ୍ଛିତ ଗର୍ଭଧାରଣ ପାଇଁ ବର୍ଷକୁ ହାରାହାରି ୧.୫ ନିୟୁତ ଗର୍ଭପାତ ହୋଇଥାଏ। ତେଣୁ ଅଳ୍ପ ବୟସରେ ଗର୍ଭଧାରଣର ସାମାଜିକ ଓ ଶାରୀରିକ ସମସ୍ୟା ବିଷୟରେ ଜନସାଧାରଣ ଅବଗତ ହେବା ଜରୁରୀ ଏବଂ ଏହାକୁ କିପରି କମାଯାଇ ପାରିବ ସେଥିପାଇଁ ବ୍ୟବସ୍ଥାମାନ...
child

କିପରି ଛଡ଼ାଇବେ ପିଲାଙ୍କ ପାଟିରେ ଆଙ୍ଗୁଠି ପୁରାଇବା ଅଭ୍ୟାସ? ଜାଣନ୍ତୁ

0
ସାଧାରଣତଃ ଛୋଟ ବେଳେ ପିଲାମାନେ ଆଙ୍ଗୁଠି ପାଟିରେ ପୁରାଇଥାଆନ୍ତି। କିନ୍ତୁ ୫ ବର୍ଷ ପରେ ଏପରି କରିବା ଠିକ ନୁହେଁ। ଆସନ୍ତୁ ଜାଣିବା ପିଲାଙ୍କଠାରୁ କିପରି ଦୂରେଇବା ଏହି ଅଭ୍ୟାସ। ପିଲାମାନେ ଛୋଟବେଳେ ଆଙ୍ଗୁଠି ପାଟିରେ ପୁରାଇବାର ଦେଖିବାକୁ ମିଳିଥାଏ। ପାଖାପାଖି ୩ ବର୍ଷ ଯାଏଁ ଆଙ୍ଗୁଠି ପୁରାଇବା...
breastfeeding

କିଭଳି ଶିଶୁକୁ ସଠିକ ସ୍ତନ୍ୟପାନ କରାଇବେ?

0
ଜନ୍ମର ଏକ ଘଣ୍ଟା ମଧ୍ୟରେ ଶିଶୁକୁ ସ୍ତନ୍ୟପାନ କରାଇବା ଜରୁରୀ। କେବଳ ସେତିକି ନୁହେଁ ଶିଶୁ କିପରି ସଠିକ ଭାବେ ସ୍ତନ୍ୟପାନ କରିବ ସେ ଦିଗରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଜନ୍ମ ପରେ ଶିଶୁକୁ ସ୍ତନ୍ୟପାନ କରେଇବା ଜରୁରୀ। କିନ୍ତୁ ସଠିକ ଭାବେ ସ୍ତନ୍ୟପାନ ନ କରାଇବା...
mother and baby

ପ୍ରସବ ପରେ ମହିଳାଙ୍କୁ ହୋଇଥାଏ ପୋଷ୍ଟପାର୍ଟମ ଡିପ୍ରେସନ୍

0
ସନ୍ତାନ ଜନ୍ମ ପରେ ମହିଳାମାନେ ବିଭିନ୍ନ ପ୍ରକାର ମାନସିକ ସମସ୍ୟାର ସାମ୍ନା କରିଥାନ୍ତି। ସେଥିମଧ୍ୟରୁ ପୋଷ୍ଟପାର୍ଟମ ଡିପ୍ରେସନ୍ (ପ୍ରସବୋତ୍ତର ଅବସାଦ) ଅନ୍ୟତମ। ସନ୍ତାନ ଜନ୍ମ ପରେ ଶରୀରରେ ହରମୋନର ପରିବର୍ତ୍ତନ ଯୋଗୁଁ ଏପରି ସମସ୍ୟା ହୋଇଥାଏ। -ସନ୍ତାନ ଜନ୍ମ ପରେ ଅଧିକାଂଶ ସମୟରେ ମହିଳାମାନେ ଆଉ କିଛି କାମ...
how to take care of twins

ଯାଆଁଳା ପିଲାଙ୍କ ଯତ୍ନ ନେବେ କିପରି?

0
ଗୋଟିଏ ପିଲାର ଠିକ୍ ଭାବେ ପାଳନ ପୋଷଣ କରିବା ବହୁତ ବଡ଼ କାମ। ଏପରିସ୍ଥଳେ ଘରେ ଯାଆଁଳା ପିଲା ଜନ୍ମ ନେଲେ ଖୁସି ଦୁଇଗୁଣା ହେବା ସହ ଦାୟିତ୍ୱ ବି ଦୁଇଗୁଣ ହୋଇଯାଏ। ଏକାସାଙ୍ଗରେ ଦୁଇଜଣଙ୍କର ଯତ୍ନନେବାଠାରୁ ଆରମ୍ଭ କରି ସେମାନଙ୍କର ପାଳନ ପୋଷଣ କରିବା ପରି...
child care

ପିଲାଙ୍କୁ ଫିଟ୍‌ ରଖିବେ କେମିତି?

0
ଛୋଟ ବେଳେ ମେଦ ବହୁଳତା ଯୋଗୁଁ ପିଲାମାନଙ୍କ ନିକଟରେ ଅନେକ ସମସ୍ୟା ଦେଖା ଦେଇଥାଏ। ତେଣୁ ପିଲାଙ୍କୁ ସୁସ୍ଥ ଏବଂ ଫିଟ୍ ରଖିବେ କିପରି ଜାଣି ରଖନ୍ତୁ ସେ ବାବଦରେ। ...
Pregnancy at 40

ବୟସ୍କା ନାରୀର ଗର୍ଭଧାରଣଜନିତ ଜଟିଳତା

0
ଡାକ୍ତର ସରୋଜିନୀ ଷଡଙ୍ଗୀ ଅଧିକ ବୟସରେ ଗର୍ଭଧାରଣ କଲେ ମାଆ ଓ ଶିଶୁ ଉଭୟଙ୍କ ପାଇଁ ଜଟିଳତାର ଆଶଙ୍କା ରହିଛି। ୧) ବନ୍ଧ୍ୟା ଦୋଷ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଗର୍ଭଧାରଣ କରିବା ଶକ୍ତି କମିଯାଏ, କାରଣ ବୟସ୍କା ମହିଳାମାନଙ୍କର ଡିମ୍ବକୋଷରୁ ଡିମ୍ବ ନିର୍ଗତ ହେବା କମିଯାଏ। ୨) ଗର୍ଭନଷ୍ଟ ବା ଗର୍ଭପାତ ବୟସ୍କା ମହିଳାମାନଙ୍କର ଡିମ୍ବରେ ଜନ୍ମଗତ ବିକଳାଙ୍ଗତା ‘କ୍ରୋମୋଜୋମାଲ୍ ଆନୋମାଲି’ ଥିବାରୁ ବେଶୀ ଗର୍ଭନଷ୍ଟ ହୋଇଥାଏ। ଏମାନଙ୍କର ଜରାୟୁ ଝିଲ୍ଲୀ ବିକଶିତ ହୋଇନଥିବାରୁ ମଧ୍ୟ...

କୋଭିଡ୍‌ ସମୟରେ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ

0
https://www.youtube.com/embed/pttBGQAZc-4 କରୋନା ଭଳି ମହାମାରୀ ପରିସ୍ଥିତିରେ ଛୋଟ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟକୁ କିଭଳି ସୁସ୍ଥ ରଖିବା। ଏନେଇ ଜାଣନ୍ତୁ, ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଜୟପ୍ରକାଶ ରସେଲ ରାବଣଙ୍କ ପରାମର୍ଶ। ମାନସିକ ସ୍ୱାସ୍ଥ୍ୟ ଉପରେ କରୋନା ମହାମାରୀର ପ୍ରଭାବଶିଶୁମାନଙ୍କ ଉପରେ କରୋନା ମହାମାରୀର ପ୍ରଭାବସ୍କୁଲ ଯାଉଥିବା ପିଲାଙ୍କ ମାନସିକ...
error: Content is protected !!