Professor Ayushman

ପିଲାଙ୍କୁ ଜଡ଼ିବୁଟି ସଂପର୍କରେ ସଚେତନ କରିବ ‘ପ୍ରଫେସର ଆୟୁଷ୍ମାନ’

0
ଛୋଟ ପିଲାଙ୍କ ପାଇଁ କମିକ୍ସ ସିରିଜ୍‌ର ଗୁରୁତ୍ୱ ସର୍ବାଧିକ। ଏହାକୁ ସେମାନେ ଆଗ୍ରହ ସହକାରେ ପଢ଼ିବା ସହ ଏହା ମାଧ୍ୟମରେ ବିଭିନ୍ନ ପ୍ରକାର ସୂଚନା ପାଇଥାନ୍ତି। ଛୋଟ ପିଲାଙ୍କର ଏଭଳି ଆଗ୍ରହକୁ ଦେଖି ସେମାନଙ୍କୁ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଏବଂ ଏହାର ଘରୋଇ ବ୍ୟବହାର ସଂପର୍କରେ...
new born baby in corona pandemic

ମା’କୁ କରୋନା ହୋଇଥିଲେ ନବଜାତ ଶିଶୁ ଉପରେ ପ୍ରଭାବ ପଡ଼ିବ କି?

0
ବିଭିନ୍ନ ବୟସ ବା ବର୍ଗର ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହୋଇପାରେ। କିନ୍ତୁ, କରୋନା ସଂକ୍ରମିତ ମା’ଠାରୁ ନବଜାତ ଶିଶୁକୁ କରୋନା ସଂକ୍ରମିତ ହୁଏ କି ନାହିଁ ସେଭଳି କୌଣସି ପ୍ରମାଣ ମିଳିନାହିଁ। ତେବେ, ଆସନ୍ତୁ ଜାଣିବା ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଜାତା କର...
child

ଶିଶୁଙ୍କୁ ଡାଇରିଆରୁ କିପରି ରଖିବେ ସୁରକ୍ଷିତ?

0
ଗୋଟିଏ ଦିନରେ ଦୁଇରୁ ତିନି ଥର କିମ୍ବା ତା’ଠାରୁ ଅଧିକ ଥର ପତଳା ଝାଡ଼ା ହେଲେ ଶିଶୁ ଡାଇରିଆର ଶିକାର ହୋଇଥା’ନ୍ତି। ଡାଇରିଆ ହେଲେ ଶିଶୁଙ୍କ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଦେଇଥାଏ। ଯଦି ଠିକ୍‌ ସମୟରେ ଏହାର ଉପଚାର ନ କରାଯାଏ, ତେବେ ପରିସ୍ଥିତି ଜଟିଳ...
mothers milk for baby

ଶିଶୁ ପାଇଁ ମା’ କ୍ଷୀର – ଶ୍ରେଷ୍ଠ ଉପହାର

0
ନବଜାତ ଶିଶୁ ପାଇଁ ମାଆର ଶ୍ରେଷ୍ଠ ଉପହାର ହୋଇଥାଏ ସ୍ତନ୍ୟପାନ କରାଇବା। ଏହା ଶିଶୁକୁ କେବଳ ଘାତକ ରୋଗରୁ ସୁରକ୍ଷା ଦିଏନାହିଁ, କୋମଳ ଶିଶୁକୁ ମାତୃ ଗର୍ଭର ସୁରକ୍ଷାଚକ୍ରରୁ ବାହ୍ୟ ପରିବେଶରେ ସୁସ୍ଥ ଭାବରେ ବଞ୍ଚି ରହିବା ପାଇଁ ସମସ୍ତ ଉପାଦାନ ଯୋଗାଇ ଦେଇଥାଏ। ଶିଶୁ ଜନ୍ମ ହେବା...
child_study

ଆପଣଙ୍କ ପିଲାର ପାଠପଢ଼ାରେ ମନ ଲାଗୁନି କି?

0
ପିଲାଙ୍କର ପାଠପଢ଼ା ପ୍ରତି କିପରି ଆଗ୍ରହ ବଢ଼ାଇବେ, ଜାଣି ରଖନ୍ତୁ। ସବୁ ଅଭିଭାବକଙ୍କର ସ୍ୱପ୍ନ ଥାଏ ଯେ ସେମାନଙ୍କର ପିଲା ଭଲ ପାଠ ପଢ଼ି ଭଲ ମଣିଷ ହେବ। ହେଲେ ଆଜିକାଲି ଅଧିକରୁ ଅଧିକ ପିଲା ପାଠପଢ଼ାରେ କମ୍ ଡିଜିଟାଲ ଦୁନିଆରେ ଅଧିକ ମନ ଲଗାଉଛନ୍ତି। ତେଣୁ ଅଭିଭାବକ...

ଗର୍ଭାବସ୍ଥାରେ ପାଦ ଫୁଲିଲେ କ’ଣ କରିବେ?

0
ସାଧାରଣତଃ ଗର୍ଭାବସ୍ଥାରେ ଝରୁଥିବା ହରମୋନ୍‌ ଦେହରେ ଜଳୀୟଅଂଶ ଧରି ରଖିବାର କ୍ଷମତା ଥାଏ। ତେଣୁ, ଜଳୀୟଅଂଶ ବଢ଼ିଯାଇ ଗୋଡ଼ ଫୁଲିଥାଏ। ଏହାସହ ଗର୍ଭାଶୟର ଚାପ ଯୋଗୁଁ ଗୋଡ଼ ଫୁଲେ। ଏହା ୪୦ରୁ ୫୦ ପ୍ରତିଶତ ଗର୍ଭବତୀ ମହିଳାଙ୍କଠାରେ ଦେଖାଦିଏ। ତେବେ, ଏହାକୁ ଏଡ଼ାଇବେ କିପରି? ବସିଲା ବେଳେ ଗୋଡ଼କୁ...
breastfeeding

କିଭଳି ଶିଶୁକୁ ସଠିକ ସ୍ତନ୍ୟପାନ କରାଇବେ?

0
ଜନ୍ମର ଏକ ଘଣ୍ଟା ମଧ୍ୟରେ ଶିଶୁକୁ ସ୍ତନ୍ୟପାନ କରାଇବା ଜରୁରୀ। କେବଳ ସେତିକି ନୁହେଁ ଶିଶୁ କିପରି ସଠିକ ଭାବେ ସ୍ତନ୍ୟପାନ କରିବ ସେ ଦିଗରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଜନ୍ମ ପରେ ଶିଶୁକୁ ସ୍ତନ୍ୟପାନ କରେଇବା ଜରୁରୀ। କିନ୍ତୁ ସଠିକ ଭାବେ ସ୍ତନ୍ୟପାନ ନ କରାଇବା...
iq level of your child

ପିଲାଙ୍କର ଆଇକ୍ୟୁ ସ୍ତର ବଢାଇବେ କିପରି?

0
ସବୁ ବାପା ମା’ଙ୍କର ଇଚ୍ଛା ଥାଏ ଯେ ସେମାନଙ୍କର ପିଲା ସ୍ମାର୍ଟ ହେବ। ତେବେ ସ୍ମାର୍ଟ ହେବା ପାଇଁ ପିଲାର ଆଇକ୍ୟୁ ଅର୍ଥାତ୍ ବୁଦ୍ଧିମତ୍ତା, କଳ୍ପନାଶକ୍ତି, ସୃଜନଶୀଳତା ବଢ଼ିବା ଜରୁରୀ। ଅଧିକାଂଶ ବାପା ମା’ କିନ୍ତୁ ପିଲାଙ୍କର ବୁଦ୍ଧିମତ୍ତାକୁ କିପରି ବୃଦ୍ଧି କରିବେ ତାହା ଜାଣିନଥାନ୍ତି। ଆସନ୍ତୁ...

ନବଜାତ ଶିଶୁର ସମ୍ପୂର୍ଣ୍ଣ ଯତ୍ନ କେମିତି ନେବେ?

0
https://www.youtube.com/embed/MtidPW8ouP8 କେମିତି ନେବେ ନବଜାତ ଶିଶୁର ସମ୍ପୂର୍ଣ୍ଣ ଯତ୍ନ? ଆସନ୍ତୁ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କଠାରୁ ଏବିଷୟରେ ଜାଣିବା ସବିଶେଷ ତଥ୍ୟ। ଶିଶୁ ମା’ ପେଟରେ ଥିବା ଦିନଠାରୁ ତା’ର ଯତ୍ନ ଆରମ୍ଭ ହୋଇଥାଏ। ତେଣୁ ଶିଶୁ ଜନ୍ମ ହେବା ଯାଏଁ ମା’ର ଅଧିକ ଯତ୍ନ ନେବା...

ବର୍ଷା ଋତୁରେ ପିଲାଙ୍କ ଯତ୍ନ କିପରି ନେବେ?

0
ବର୍ଷା ଋତୁରେ ଓ କରୋନା ମହାମାରୀ ସମୟରେ କିପରି ନେବା ପିଲାଙ୍କ ଯତ୍ନ? ଜାଣନ୍ତୁ ଡାକ୍ତର ନିର୍ମଳ ମହାକୁଡ଼ଙ୍କ ପରାମର୍ଶ। ରାଜ୍ୟରେ ଆରମ୍ଭ ହୋଇଯାଇଛି ପ୍ରାକ୍‌ ମୌସୁମୀ ବର୍ଷା। ସେପଟେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ବର୍ଷାଦିନେ ବିଭିନ୍ନ ପ୍ରକାର ସଂକ୍ରମଣ ଜନିତ ରୋଗ ହୋଇଥାଏ। ବିଶେଷ...
error: Content is protected !!