pregency

କିଶୋରୀ କନ୍ୟାର ଗର୍ଭଧାରଣର ନିରାକରଣ

0
ଡାକ୍ତର ସରୋଜିନୀ ଷଡ଼ଙ୍ଗୀ ଅଳ୍ପ ବୟସରେ ଗର୍ଭଧାରଣ ଜଣେ ନାରୀ ପାଇଁ ନାହିଁ ନଥିବା ଶାରୀରିକ, ସାମାଜିକ ତଥା ମାନସିକ ସମସ୍ୟା ସୃଷ୍ଟି କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକା ଭଳି ଭାରତବର୍ଷରେ ମଧ୍ୟ ଅବାଞ୍ଛିତ ଗର୍ଭଧାରଣ ପାଇଁ ବର୍ଷକୁ ହାରାହାରି ୧.୫ ନିୟୁତ ଗର୍ଭପାତ ହୋଇଥାଏ। ତେଣୁ ଅଳ୍ପ ବୟସରେ ଗର୍ଭଧାରଣର ସାମାଜିକ ଓ ଶାରୀରିକ ସମସ୍ୟା ବିଷୟରେ ଜନସାଧାରଣ ଅବଗତ ହେବା ଜରୁରୀ ଏବଂ ଏହାକୁ କିପରି କମାଯାଇ ପାରିବ ସେଥିପାଇଁ...
stages of pregnancy

ଗର୍ଭର ବିଭିନ୍ନ ପର୍ଯ୍ୟାୟରେ ଶିଶୁର ବିକାଶ

0
ଡାକ୍ତର ସରୋଜିନୀ ଷଡ଼ଙ୍ଗୀ ଗର୍ଭାବସ୍ଥାର କେଉଁ ପର୍ଯ୍ୟାୟରେ ଗର୍ଭସ୍ଥ ଶିଶୁର କ‘ଣ ବିକାଶ ହୋଇଥାଏ ଜାଣନ୍ତୁ। ପ୍ରଥମ ୩ ମାସ ବା ଗର୍ଭାବସ୍ଥାର ପ୍ରଥମ ପର୍ଯ୍ୟାୟରେ ଶିଶୁର ବିକାଶ ୧. ଶିଶୁର ଲିଙ୍ଗ ସ୍ଥିରୀକୃତ ୨. ହୃତ୍‌ପିଣ୍ଡ ଏବଂ ରକ୍ତ ସଞ୍ଚାଳନା ସିଷ୍ଟମ୍‌ର ବିକାଶ ସଞ୍ଚାଳନ ୩. ଗର୍ଭଫୁଲର କାର୍ଯ୍ୟ ଆରମ୍ଭ ୪. ସ୍ନାୟୁର ବିକାଶ ୫. ବୃକକ୍‌ର କାର୍ଯ୍ୟ ଆରମ୍ଭ ଓ ଗର୍ଭସ୍ଥ ପାଣିଥଳୀରେ ଆମ୍ନିଓଟିକ୍ ଫ୍ଲୁଇଡ୍‌ର ସଂରକ୍ଷଣ। ୬. ଅଗ୍ନ୍ୟାଶୟରେ...
pregnancy

ତୃତୀୟ ତ୍ରୟମାସରେ ଗର୍ଭବତୀ ମାଆର ଶରୀରରେ ପରିବର୍ତ୍ତନ ଓ ଯତ୍ନ

0
ଡାକ୍ତର ସରୋଜିନୀ ଷଡ଼ଙ୍ଗୀ ଶେଷ ତ୍ରୟମାସ ଗର୍ଭବତୀ ମାଆ ଓ ଗର୍ଭସ୍ଥ ଶିଶୁ ଲାଗି ଅତି ଗୁରୁତ୍ୱପୂର୍ଣ୍ଣ ଆସନ୍ତୁ ଏହି ସମୟରେ ମା'ର ଶରୀରର ପରିବର୍ତ୍ତନ ବାବଦରେ ଜାଣିବା ଓ ନିରାପଦ ମାତୃତ୍ୱ ଲାଗି ପୂର୍ଣ୍ଣ ଯତ୍ନବାନ ହେବା। ସପ୍ତମ ମାସ ଏ ସମୟରେ ଶିଶୁ ଶୀଘ୍ର ଶୀଘ୍ର ବଢ଼ିଯାଉଥିବାରୁ ଓଜନ ମଧ୍ୟ ବଢ଼ିଯାଇଥାଏ। ଜରାୟୁ ବଢ଼ୁଥିବାରୁ ଶିଶୁର ଘୂର୍ଣ୍ଣନ ପିଞ୍ଜରାହାଡ଼ ପାଖରେ ଅନୁଭୂତ ହୋଇଥାଏ। ଶୋଇବା ସ୍ଥାନରୁ ହଠାତ୍ ଉଠି ଯାଆନ୍ତୁ ନାହିଁ। କାରଣ ବେଳେବେଳେ ମୁଣ୍ଡ ବୁଲାଇ ଦେଇଥାଏ। ବେଳେବେଳେ...
pregnancy check up

ଗର୍ଭଧାରଣ ପୂର୍ବରୁ ପରାମର୍ଶ

0
ଡାକ୍ତର ସରୋଜିନୀ ଷଡ଼ଙ୍ଗୀ ନିରାପଦ ମାତୃତ୍ଵ ଓ ସୁସ୍ଥ ଶିଶୁର ଜନ୍ମ ଲାଗି ଜଣେ ମାଆକୁ ଗର୍ଭଧାରଣ ପୂର୍ବରୁ ହିଁ ପ୍ରସ୍ତୁତ ହେବାକୁ ପଡ଼ିଥାଏ। ଗୋଟିଏ ସୁନ୍ଦର ଘର ତିଆରି କରିବାକୁ ହେଲେ ତା’ର ସୁଚିନ୍ତିତ ନକ୍ସାଟିଏ ଆଗରୁ ପ୍ରସ୍ତୁତ କରିବାକୁ ପଡ଼ିଥାଏ। କିନ୍ତୁ ଯେଉଁ ଘରଟି ତରବରିଆ ଭାବରେ ହୋଇଥାଏ ତାହାର...
mothers milk for baby

ଶିଶୁ ପାଇଁ ମା’ କ୍ଷୀର – ଶ୍ରେଷ୍ଠ ଉପହାର

0
ନବଜାତ ଶିଶୁ ପାଇଁ ମାଆର ଶ୍ରେଷ୍ଠ ଉପହାର ହୋଇଥାଏ ସ୍ତନ୍ୟପାନ କରାଇବା। ଏହା ଶିଶୁକୁ କେବଳ ଘାତକ ରୋଗରୁ ସୁରକ୍ଷା ଦିଏନାହିଁ, କୋମଳ ଶିଶୁକୁ ମାତୃ ଗର୍ଭର ସୁରକ୍ଷାଚକ୍ରରୁ ବାହ୍ୟ ପରିବେଶରେ ସୁସ୍ଥ ଭାବରେ ବଞ୍ଚି ରହିବା ପାଇଁ ସମସ୍ତ ଉପାଦାନ ଯୋଗାଇ ଦେଇଥାଏ। ଶିଶୁ ଜନ୍ମ ହେବା...
shy baby

ପିଲା ଅଧିକ ଲାଜୁଆ ହୋଇଥିଲେ କ’ଣ କରିବେ?

0
ଅଧିକାଂଶ ସମୟରେ ବାପା ମା’ ମାନେ ସେମାନଙ୍କ ପିଲା ଖୁବ୍ ଲାଜକୁଳା ବୋଲି କହୁଥିବାର ଆପଣମାନେ ଶୁଣିଥିବେ। ଏଭଳି ପିଲାମାନେ ବାହାରର ଲୋକଙ୍କର ସାମ୍ନା କରନ୍ତି ନାହିଁ, ଖୁବ୍ କମ୍ କଥା ହୋଇଥା’ନ୍ତି। ସ୍କୁଲରେ କମ୍ ସାଙ୍ଗସାଥୀଙ୍କ ସହ ମିଶନ୍ତି। ଶିକ୍ଷକ ପ୍ରଶ୍ନ ପଚାରିଲେ ଉତ୍ତର ଦେବାକୁ...
twins

କିଭଳି ନେବେ ଯାଁଳା ପିଲାଙ୍କ ଯତ୍ନ

0
ଗୋଟିଏ ପିଲାର ଠିକ୍ ଭାବେ ପାଳନ ପୋଷଣ କରିବା ବହୁତ ବଡ଼ କାମ। ଏପରିସ୍ଥଳେ ଘରେ ଯାଁଳା ପିଲା ଜନ୍ମ ନେଲେ ଖୁସି ଦୁଇଗୁଣା ହେବା ସହ ଦାୟିତ୍ୱ ବି ଦୁଇଗୁଣ ହୋଇଯାଏ। ଏକାସାଙ୍ଗରେ ଦୁଇଜଣଙ୍କର ଯତ୍ନନେବାଠାରୁ ଆରମ୍ଭ କରି ସେମାନଙ୍କର ପାଳନ ପୋଷଣ କରିବା ପରି...
child cancer

ଅଧିକ ସଫାସୁତରା ରହୁଥିବା ପିଲାଙ୍କୁ ହୋଇପାରେ କର୍କଟ!

0
ପିଲାମାନେ ଯେପରି ରୋଗରେ ନ ପଡ଼ିବେ ସେଥିଲାଗି ବାପା ମା’ ମାନେ ଅନେକ ଯତ୍ନ କରିଥାନ୍ତି। ପିଲାର ପରିଷ୍କାର ପରିଚ୍ଛନ୍ନତା ପ୍ରତି ସେମାନେ ଧ୍ୟାନ ଦିଅନ୍ତି। ପ୍ରକୃତରେ କିନ୍ତୁ ଅଧିକ ସଫାସୁତରା ରହୁଥିବା ପିଲାଙ୍କୁ କର୍କଟ ହେବାର ଆଶଙ୍କା ଥାଏ। ନିକଟରେ କରାଯାଇଥିବା ଏକ ଗବେଷଣାରୁ ଏହା...
fear of decidophobia

କିଶୋର ଅବସ୍ଥାର ବଡ଼ ଶତ୍ରୁ ବିଷୟରେ ଜାଣନ୍ତୁ

0
କିଶୋର ଅବସ୍ଥାର ଛଅଟି ବଡ଼ ସମସ୍ୟା ଦୁର୍ଘଟଣା, ନିଶାଦ୍ରବ୍ୟ ସେବନ, ହିଂସା, ଆତ୍ମହତ୍ୟା, ଅବାଞ୍ଛିତ ଗର୍ଭଧାରଣ, ମେଦବହୁଳତାରୁ ସୁରକ୍ଷିତ ରହିବା ପାଇଁ ସେସବୁ କ’ଣ ପ୍ରଥମେ ଜାଣିବା ଦରକାର। ପିଲାମାନଙ୍କ ପାଇଁ ବାପା, ମାଆ ବ୍ୟସ୍ତ ହେବା ସାଧାରଣ କଥା। କିନ୍ତୁ କିଶୋର ଅବସ୍ଥାରେ ପିଲାମାନେ ସ୍ୱାଧୀନ ହୋଇଥାନ୍ତି...
mother-baby

ଶିଶୁକୁ ସ୍ତନ୍ୟପାନ କେବେଯାଏଁ କରାଇବେ

0
ପିଲାମାନଙ୍କୁ ସ୍ତନ୍ୟପାନ କରାଇବାର କିଛି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ। କିନ୍ତୁ ବିଭିନ୍ନ କାରଣ ଯୋଗୁ ମା’ ମାନଙ୍କୁ ସ୍ତନ୍ୟପାନ କରାଇବା ବନ୍ଦ କରିବାକୁ ପଡ଼ିଥାଏ। ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଜରୁରୀ ସ୍ତନ୍ୟପାନର ସମୟସୀମା କେତେ ରହିବା ଆବଶ୍ୟକ ଆସନ୍ତୁ ସେ ବିଷୟରେ ଜାଣିବା। ପିଲାଙ୍କୁ କେବେଯାଏଁ ସ୍ତନ୍ୟପାନ...
error: Content is protected !!