gym

ୱାର୍କଆଉଟର ସଠିକ ନିୟମ

0
ଶରୀରକୁ ଫିଟ୍ ରଖିବା ପାଇଁ ଆଜିକାଲି ଲୋକମାନେ ଜିମ୍ ଯାଉଛନ୍ତି। ତେବେ ଜିମ୍ ଯିବା ସମୟରେ କିଛି ନିରାପତ୍ତା ନିୟମକୁ ପାଳନ କରିବା ଆବଶ୍ୟକ। ଏହାଦ୍ୱାରା ବ୍ୟାୟାମ ସମୟରେ ହେଉଥିବା ସମସ୍ୟାରୁ ଆପଣ ରକ୍ଷା ପାଇପାରିବେ। ଜିମରେ ବ୍ୟାୟାମ ସମୟରେ କିଭଳି ସମସ୍ୟା ହୁଏ, ସେଥିରୁ କିଭଳି...
ligament injury

ଲିଗାମେଣ୍ଟ ଇଞ୍ଜୁରୀ କ’ଣ ଜାଣନ୍ତୁ, ଆଣ୍ଠୁ ଭାଙ୍ଗିବା ପରେ ବି ସମ୍ଭବ ହୋଇପାରେ ଚିକିତ୍ସା

0
ଗୋଟିଏ ସମୟ ଥିଲା ଯେତେବେଳେ କେତେକ ଖେଳାଳିଙ୍କର ଖେଳ କ୍ୟାରିୟରର ଅନ୍ତ ମଇଦାନରେ ହିଁ ହୋଇଯାଉଥିଲା। ଆଣ୍ଠୁରେ ଗୁରୁତର ଆଘାତ ଲାଗିବା ଫଳରେ କ୍ୟାରିୟରର ଅନ୍ତ ହୋଇଯାଉଥିଲା। କିନ୍ତୁ ଏବେ ଆଉ ସେ ସମୟ ନାହିଁ। ଲିଗାମେଣ୍ଟ-ଏସିଏଲ୍‌ ଛିଡ଼ିବା ପରେ ବି ଚିକିତ୍ସା କରାଇ ଖେଳାଳି ପୁଣି...

ଫୁସ୍‌ଫସ୍‌ ବ୍ୟତୀତ ଶରୀରର ଅନ୍ୟ ଅଙ୍ଗରେ ବି ହୋଇପାରେ ଟିବି

0
ମାଇକୋବ୍ୟାକ୍ଟେରିୟମ ଟ୍ୟୁବରକ୍ଲୋସିସ ନାମକ ଏକପ୍ରକାର ଜୀବାଣୁ ଯୋଗୁ ଟିବି ରୋଗ ହୋଇଥାଏ। ଏହା ଦୁଇ ପ୍ରକାରର। ପ୍ରଥମଟି ହେଲା ପଲମନାରୀ ଟିବି (ଫୁସଫୁସ ଏହାଯୋଗୁ ସଂକ୍ରମିତ ହୋଇଥାଏ)। ଦ୍ୱିତୀୟଟି ହେଲା ଏକ୍ସଟ୍ରା ପଲମନାରୀ ଟିବି (ଫୁସଫୁସ ବ୍ୟତୀତ ଶରୀରର ଅନ୍ୟ ଅଙ୍ଗ ଏହାଯୋଗୁ ପ୍ରଭାବିତ ହୋଇଥାଏ)। ପଲମନାରୀ...
mother and baby

ପ୍ରସବ ପରେ ମହିଳାଙ୍କୁ ହୋଇଥାଏ ପୋଷ୍ଟପାର୍ଟମ ଡିପ୍ରେସନ୍

0
ସନ୍ତାନ ଜନ୍ମ ପରେ ମହିଳାମାନେ ବିଭିନ୍ନ ପ୍ରକାର ମାନସିକ ସମସ୍ୟାର ସାମ୍ନା କରିଥାନ୍ତି। ସେଥିମଧ୍ୟରୁ ପୋଷ୍ଟପାର୍ଟମ ଡିପ୍ରେସନ୍ (ପ୍ରସବୋତ୍ତର ଅବସାଦ) ଅନ୍ୟତମ। ସନ୍ତାନ ଜନ୍ମ ପରେ ଶରୀରରେ ହରମୋନର ପରିବର୍ତ୍ତନ ଯୋଗୁଁ ଏପରି ସମସ୍ୟା ହୋଇଥାଏ। -ସନ୍ତାନ ଜନ୍ମ ପରେ ଅଧିକାଂଶ ସମୟରେ ମହିଳାମାନେ ଆଉ କିଛି କାମ...
women having problem

୩୦ ବର୍ଷ ପରେ ମହିଳାଙ୍କଠାରେ ଦେଖାଦିଏ ଅନେକ ସ୍ୱାସ୍ଥ୍ୟ ସମସ୍ୟା, କେମିତି କରିବେ ସମାଧାନ

0
୩୦ ବର୍ଷ ପରେ ମହିଳାମାନେ ସାଧାରଣତଃ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେବେ ସାମାନ୍ୟ ଧ୍ୟାନ ଦେଲେ ମହିଳାମାନେ ଏଥିରୁ ରକ୍ଷା ପାଇପାରିବେ। ଆଜିକାଲି ମହିଳାମାନେ ଘର ସମ୍ଭାଳିବା ସହିତ ଅଫିସରେ କାର୍ଯ୍ୟ କରୁଥିବାରୁ ଅନେକ ସମୟରେ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି। ଯାହାଦ୍ୱାରା କି...
pregnancy_pickle

ଗର୍ଭାବସ୍ଥାରେ କାହିଁକି ଖଟା ଖାଇବାକୁ ଇଛା ହୁଏ?

0
ଗର୍ଭାବସ୍ଥାରେ ଗର୍ଭବତୀ ମା’କୁ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ମନ ହୁଏ। ଲେମ୍ବୁ, ଆଚାର, ତେନ୍ତୁଳି, କଞ୍ଚା ଆମ୍ବ ଭଳି ଖଟ୍ଟାଜାତୀୟ ଜିନିଷ ଖାଇବାକୁ ବହୁତ ଇଚ୍ଛା କରନ୍ତି ମହିଳାମାନେ। ଏହାର କାରଣ ହେଲା ଗର୍ଭାବସ୍ଥାରେ ଶରୀରରେ ହର୍ମୋନରେ ପରିବର୍ତ୍ତନ ହୋଇଥାଏ। ଶରୀରରେ ସୋଡିୟମ୍ ମାତ୍ରା କମ୍...
food reheat is bad

ଖାଦ୍ୟକୁ ବାରମ୍ବାର ଗରମ କରି ଖାଉଛନ୍ତି କି? ତେବେ ହୋଇଯାନ୍ତୁ ସାବଧାନ

0
ଯଦି ଆପଣ ଖାଦ୍ୟପଦାର୍ଥକୁ ବାରମ୍ବାର ଗରମ କରି ଖାଉଛନ୍ତି ତେବେ ସାବଧାନ ହୋଇଯାନ୍ତୁ, ନଚେତ୍ ଶରୀର ପାଇଁ ଏହା ଘାତକ ସାବ୍ୟସ୍ତ ହୋଇପାରେ। କେଉଁ ଖାଦ୍ୟ ସବୁ ଗରମ କରି ଖାଇବା ଅନୁଚିତ ଆସନ୍ତୁ ଜାଣିବା… ସବୁଜ ପନିପରିବା ଓ ଶାଗ ନାଇଟ୍ରେଟ୍ ଅଧିକ ଥିବା ସବୁଜ ପନିପରିବା କିମ୍ବା ସାଗ...

ବର୍ଷା ଦିନେ କିପରି ନେବେ କେଶର ଯତ୍ନ?

0
ବର୍ତ୍ତମାନ କେଶ ଝଡ଼ିବା ସମସ୍ତଙ୍କ ଚିନ୍ତାର କାରଣ ସାଜିଛି। ମୁଖ୍ୟତଃ ବର୍ଷା ଦିନେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖାଦିଏ। ଯଦି ଆପଣଙ୍କର ଦିନକୁ ୨୦୦ରୁ ଅଧିକ କେଶ ଝଡ଼ିଥାଏ ତେବେ ଆପଣ ଚନ୍ଦାପଣର ଶିକାର ହୋଇଥା’ନ୍ତିା ବହୁ ମାତ୍ରାରେ କେଶ ଝଡ଼ିବାର କାରଣ ଏବଂ କିପରି ଏହାର...

ପୁରୁଷମାନେ ବ୍ରଣ ସମସ୍ୟାରୁ କେମିତି ପାଇବେ ମୁକ୍ତି?

0
ଆଜିର ଦିନରେ ମୁହଁରେ ବ୍ରଣ ହେବା ସମସ୍ତଙ୍କ ଗୋଟିଏ ମୁଖ୍ୟ ସମସ୍ୟା ହୋଇ ଠିଆ ହେଲାଣି। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବକମାନଙ୍କ ମୁହଁରେ ବ୍ରଣ ହେବା କାରଣରୁ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମୁଖ୍ୟତଃ ପୁରୁଷମାନଙ୍କ ମୁହଁରେ ଅଧିକ ମାତ୍ରାରେ ବ୍ରଣ ଦେଖାଦେଇଥାଏ। ବର୍ତ୍ତମାନ ସମୟରେ...
leptospirosis

ବର୍ଷାଦିନେ ବଢ଼ିଯାଏ ଲେପ୍ଟୋସ୍ପାଇରୋସିସର ବିପଦ, ଆସନ୍ତୁ ଜାଣିବା ସେ ବିଷୟରେ

0
ଲେପ୍ଟୋସ୍ପାଇରୋସିସ୍ ହେଉଛି ଏପରି ଏକ ରୋଗ ଯାହା ବର୍ଷାଦିନେ ବଢିଯାଇଥାଏ। ଭାରତରେ ୨୦୧୩ରେ ପ୍ରଥମେ ଏହି ରୋଗ ଦେଖାଯାଇଥିଲା। ତା’ ପରଠାରୁ ଏହାଦ୍ୱାରା ପ୍ରତିବର୍ଷ ପ୍ରାୟ ୫ ହଜାର ଲୋକ ପ୍ରଭାବିତ ହେଉଛନ୍ତି। ଏହି ରୋଗରେ ପୀଡ଼ିତ ପ୍ରାୟ ୧୦-୧୫ ପ୍ରତିଶତ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। ପଶୁପକ୍ଷୀଙ୍କ...
error: Content is protected !!