weight lose image

ଜିମ ନ ଯାଇ କମାନ୍ତୁ ନିଜ ଶରୀରର ଓଜନ

0
ଓଜନ କମେଇବା ପାଇଁ ଜିମ ଯିବା ଏକମାତ୍ର ବିକଳ୍ପ ନୁହେଁ। ଏହା ବ୍ୟତୀତ ଆପଣ ଅନ୍ୟ ଉପାୟ ମାଧ୍ୟମରେ ମଧ୍ୟ ଓଜନ ହ୍ରାସ କରିପାରିବେ। ସୁସ୍ଥ ରହିବା ପାଇଁ ସଠିକ ଓଜନ ରହିବା ନିହାତି ଜରୁରୀ। ଆଜିକାଲି ଅନେକ କାରଣ ଯୋଗୁଁ ମେଦ ବହୁଳତା ଦେଖା ଦେଉଛି। ଏସବୁରୁ...

ଆୟୋଡିନ୍‌ ଲୁଣର ବ୍ୟବହାର କିପରି କରିବେ?

0
ଆମ ଶରୀର ପାଇଁ ଆୟୋଡିନର ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଥାଇରଏଡ୍ ହରମୋନର ପ୍ରସ୍ତୁତି ପାଇଁ ଆୟୋଡିନର ଭୂମିକା ଖୁବ୍ ବେଶୀ।  ସର୍ବଦା ଲୁଣକୁ ପ୍ଲାଷ୍ଟିକ, କାଚ, କାଠ ଓ ମାଟି ପାତ୍ରରେ ଘୋଡାଇ ରଖିବା ଉଚିତ୍।ଏହାକୁ ଅଧିକ ଦିନ ନରଖି ଯଥାଶୀଘ୍ର ବ୍ୟବହାର କରନ୍ତୁ।ଲୁଣକୁ ସିଧାସଳଖ ସୂର୍ଯ୍ୟକିରଣରେ...

ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା – ଦିନକରେ ୧୭୪୧ ପଜିଟିଭ୍ ଚିହ୍ନଟ

0
ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଦିନକରେ ଦୁଇ ହଜାରକୁ ମୁହାଁଇଲାଣି ସଂକ୍ରମିତଙ୍କ ସଂଖ୍ୟା। ଆଜି ରାଜ୍ୟରୁ ୧୭୪୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦୧୫ଜଣ ଥିବାବେଳେ, ୭୨୬ ସ୍ଥାନୀୟ ସଂକ୍ରମିତ। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ପଇଡ଼ ପାଣି

0
ଭାରତରେ ପଇଡ଼, ପଇଡ଼ ପାଣି, ନଡ଼ିଆ ବେଶୀ ଲୋକପ୍ରିୟ। ଏଥିରେ ପ୍ରାକୃତିକ ଚିନି ଓ ଇଲେକ୍ଟ୍ରୋଲାଇଟ୍‌ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ପଇଡ଼ ପାଣିରେ ବିଭିନ୍ନ ପ୍ରକାର ଭିଟାମିନ୍ ଏବଂ ମିନେରାଲ୍ସ ଥାଏ, ଯାହା ଶରୀରରେ ଥିବା ଇଲେକ୍ଟ୍ରୋଲାଇଟ୍‌ର ଆବଶ୍ୟକତାକୁ ପୂରଣ କରେ। ଏହା ଶରୀରରେ...

ଡେଙ୍ଗୁରୁ କେମିତି ରହିବେ ସତର୍କ?

0
https://youtu.be/7uVz2mW-XoA ଡେଙ୍ଗୁ ହେଉଛି ଭୂତାଣୁଜନିତ ରୋଗ ଯାହା ଏଡିସ୍ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ତେବେ ଡେଙ୍ଗୁ ରୋଗର ଲକ୍ଷଣ କ’ଣ? ଡେଙ୍ଗୁ ହେଲେ କ’ଣ କ’ଣ ଜଟିଳତା ଦେଖାଦିଏ? ଏନେଇ ଭେଷଜ ବିଶେଷଜ୍ଞ ଡାକ୍ତର ସମୀର ରଞ୍ଜନ ଜେନା କ’ଣ କହୁଛନ୍ତି, ଜାଣନ୍ତୁ। ଡେଙ୍ଗୁ ଜ୍ୱର ହେବାର କାରଣଡେଙ୍ଗୁ...

ଗର୍ଭାବସ୍ଥାରେ ଅତିଗଳିଗ୍ରନ୍ଥି

0
ଅଧିକ ପଢ଼ନ୍ତୁ: ଥାଇରଏଡ୍ କ୍ୟାନ୍ସରର ଲକ୍ଷଣ ସମ୍ପର୍କରେ ଜାଣନ୍ତୁ ଗଳାରେ ହେଉଥିବା ଜଡ଼ପିଣ୍ଡର ନାମ ଗଳଗ୍ରନ୍ଥି ବା ଗଳଗଣ୍ଡ। ଥାଇରଏଡ୍‌ ନାମକ ଏକ ଗ୍ରନ୍ଥିର ଅସାଧାରଣ ବୁଦ୍ଧ ଯୋଗୁଁ ଏହା ହୋଇଥାଏ। ଅତି ଗଳଗ୍ରନ୍ଥି ହେଉଛି ଏପରି ଏକ ଅବସ୍ଥା ଯେଉଁ ଅବସ୍ଥାରେ କି ଥାଇରଏଡ୍‌ ଅତ୍ୟଧିକ ପରିମାଣର...
dental care

ଦାନ୍ତରେ କ୍ଲିପ ଲଗାଇବା କେତେ ସୁରକ୍ଷିତ? ଜାଣନ୍ତୁ

0
ଆଜିକାଲି ବଙ୍କା ଦାନ୍ତକୁ ସିଧା କରିବା ପାଇଁ ଦାନ୍ତ କ୍ଲିପ ବା ବ୍ରେସେସ ଲଗାଯାଉଛି। ମାତ୍ର ତାହା କେତେ ନିରାପଦ ଆସନ୍ତୁ ଜାଣିବା। ମୁହଁକୁ ଆକର୍ଷଣୀୟ କରିବାରେ ଦାନ୍ତର ବେଶ ଭୂମିକା ରହିଛି। ସେଥିପାଇଁ ଅଧିକାଂଶ ଝିଅ ନିଜ ବଙ୍କା ଦାନ୍ତକୁ ନେଇ ଚିନ୍ତିତ ହୋଇପଡ଼ନ୍ତି। ଦାନ୍ତ ସିଧା...

ଭୁର୍ସୁଙ୍ଗ ପତ୍ରର ଔଷଧୀୟ ଗୁଣ

0
ଭୁର୍ସୁଙ୍ଗ ଖାଦ୍ୟରେ ସୁଗନ୍ଧ ବଢ଼ାଇବା ସହ ଖାଦ୍ୟର ସ୍ୱାଦ ବଢ଼ାଇଥାଏ। ହେଲେ ଭୁର୍ସୁଙ୍ଗ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଆସନ୍ତୁ ଜାଣିବା ଦୈନନ୍ଦିନ ଜୀବନରେ ଭୁର୍ସୁଙ୍ଗ ପତ୍ର ବ୍ୟବହାର କରି କିପରି ସୁସ୍ଥ ରହିବେ। କେଶ ସମସ୍ୟା ଦୂର କରେ: ଭୁର୍ସୁଙ୍ଗ ପତ୍ରରେ ଥିବା ଆଣ୍ଟି ଅକ୍ସିଡାଣ୍ଟ...
dry fruit

ୱାର୍କଆଉଟ ସହ ଖାଆନ୍ତୁ ଏହି ୫ଟି ଡ୍ରାଏ ଫ୍ରୁଟ, ଫ୍ୟାଟରୁ ରହିବେ ଫିଟ

0
ଡ୍ରାଏ ଫ୍ରୁଟ ଖାଇବା ଫଳରେ ଶରୀର ଏବଂ ମସ୍ତିଷ୍କ ସୁସ୍ଥ ରହିଥାଏ। ତେବେ ଜାଣନ୍ତୁ କେତେକ ଡ୍ରାଏ ଫ୍ରୁଟର ଉପକାରିତା ବାବଦରେ। ଅଧିକ ପଢ଼ନ୍ତୁ: ଆଖିକୁ ସୁସ୍ଥ ରଖିଥାଏ ଏହି ୭ଟି ଖାଦ୍ୟ ଆମେ ଦିନର ଯେ କୌଣସି ସମୟରେ ଡ୍ରାଏ ଫ୍ରୁଟ ଖାଇଥାଉ। ଡ୍ରାଏ ଫୁଡସ ଖାଇବା ଦ୍ୱାରା...
mental health during corona

କରୋନା ମହାମାରୀ ଭଳି ଅନିଶ୍ଚିତ ସମୟରେ ପାରିବାରିକ ଓ ମାନସିକ ସମସ୍ୟା ଥିବା ଲୋକେ ନିଜକୁ କିପରି ପରିଚାଳନା...

0
ଗୀତା ଦାସ ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି। (ପ୍ରସ୍ତୁତି: ସ୍ଵାସ୍ଥ୍ୟ ପ୍ଲସ୍‌) ଯେଉଁମାନଙ୍କର ପାରିବାରିକ...
error: Content is protected !!