breathing

ଜାଣି ରଖନ୍ତୁ, ପ୍ରଶ୍ୱାସ ନେବାର ସଠିକ ଉପାୟ

0
ଆପଣ ଜାଣିଛନ୍ତି କି ପ୍ରଶ୍ୱାସ ନେବାର ମଧ୍ୟ ଉପଯୁକ୍ତ ଉପାୟ ରହିଛି। ଠିକ୍ ଭାବେ ପ୍ରଶ୍ୱାସ ନେଲେ ଏହା ଆପଣଙ୍କର ସ୍ୱାସ୍ଥ୍ୟ ଏପରିକି ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ।   ଯେପର୍ଯ୍ୟନ୍ତ ଶ୍ୱାସକ୍ରିୟା ଚାଲୁଛି ସେ ପର୍ଯ୍ୟନ୍ତ ଆପଣ ଜୀବିତ ଅଛନ୍ତି। ଏହା ବନ୍ଦ ହେଲେ ଜୀବନ ଶେଷ। ଏପରିସ୍ଥଳେ...
old age

ବୃଦ୍ଧାବସ୍ଥାରେ କିପରି ନେବେ ବାପା ମା’ଙ୍କର ଯତ୍ନ?

0
ବୟସ ବଢ଼ିବା ସହିତ ସମସ୍ତଙ୍କର ମାନସିକତାରେ ପରିବର୍ତ୍ତନ ହୋଇଥାଏ। ବୟସ ସହିତ ତାଳଦେଇ ମନର ଉତ୍ସାବ ବି କମିଯାଏ। ଏପରିସ୍ଥଳେ ବୃଦ୍ଧାବସ୍ଥାରେ ବାପା, ମା ଯେପରି ଫିଟ୍ ରହିବେ ସେଥିପାଇଁ ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ ହୁଏ। ଏହି ସମୟରେ କିଭଳି ସେମାନଙ୍କର ଯତ୍ନ ନେବେ ଜାଣନ୍ତୁ। ଫିଜିସିଆନଙ୍କ ସହ...
health_pee color

ପରିସ୍ରାରୁ ଜାଣନ୍ତୁ ସ୍ୱାସ୍ଥ୍ୟ ସମସ୍ୟା

0
ଆପଣ ଲକ୍ଷ୍ୟ କରିଥିବେ ଯେକୌଣସି ରୋଗ ପାଇଁ ଆମେ ଡାକ୍ତରଙ୍କ ପାଖକୁ ଗଲେ ପ୍ରଥମେ ପରିସ୍ରା ପରୀକ୍ଷା କରାଯାଏ। କାରଣ ପରିସ୍ରାରୁ ଅନେକ ରୋଗର ସୂଚନା ମିଳିଥାଏ। ପରିସ୍ରାର ରଙ୍ଗରେ ପରିବର୍ତ୍ତନ ହେଲେ ଶରୀରରେ କିଛି ସମସ୍ୟା ହୋଇଥିବା କଥା ଚିନ୍ତା କରାଯାଏ। ହଳଦିଆ: ସାଧାରଣତଃ ପେଟ ଗରମ...
KNB Video Episode Poster_11th june

‘କେତେ ନୂଆ ବାଟ ସିଜିନ୍ ୨’ – ଆସନ୍ତାକାଲି ଦେଖନ୍ତୁ ଭିଡିଓ ସିରିଜର ଦ୍ଵିତୀୟ ଅଧ୍ୟାୟ ‘କୋଭିଡ୍ ସମୟରେ...

0
ସ୍ୱାସ୍ଥ୍ୟ ପ୍ଲସ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ସମୟରେ ପିଲାଙ୍କ ଯତ୍ନ’ଶନିବାର ଦିନ ୧୨.୩୦ଟାରେ ଦେଖନ୍ତୁ ଡିଡି ଓଡ଼ିଆରେ କୋଭିଡ୍-୧୯ ମହାମାରୀର ଦ୍ଵିତୀୟ ଲହରୀ ସବୁ ବୟସର ବ୍ୟକ୍ତି ବିଶେଷଙ୍କୁ ପ୍ରଭାବିତ କରିଛି। ତେବେ...

କୋଷ୍ଠକାଠିନ୍ୟରୁ ମୁକ୍ତି ପାଇଁ କେତେକ ଜରୁରୀ ଟିପ୍ସ

0
ପେଟ ଭଲ ଭାବରେ ସଫା ନ ହେବାକୁ କୋଷ୍ଠକାଠିନ୍ୟ କୁହାଯାଏ। କୋଷ୍ଠକାଠିନ୍ୟ ନାନାଦି ରୋଗର କାରଣ। ତେଣୁ, ଏଥିରୁ ମୁକ୍ତି ପାଇବା ପାଇଁ କେତେକ ଜରୁରୀ ଟିପ୍ସ ବିଷୟରେ ଜାଣିରଖନ୍ତୁ। ଖାଦ୍ୟ ଖାଇବାର ଗୋଟେ ଘଣ୍ଟା ପରେ ଗୋଟେ ଗ୍ଲାସ୍‌ କିମ୍ବା ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅ। ସକାଳ ଜଳଖିଆରେ...
tulsi leaf

ଖାଲି ପେଟରେ ତୁଳସୀପତ୍ର ଖାଇଲେ ମିଳିଥାଏ ଅନେକ ଫାଏଦା

0
ଖାଲି ପେଟରେ ତୁଳସୀ ପତ୍ର ଖାଇଲେ ଥଣ୍ଡା ଜ୍ୱର, କାଶ ଭଳି ସମସ୍ୟା ଦୂର ହେବା ସହିତ ପାଚନ ଭଲ ହୋଇଥାଏ। -ତୁଳସୀରେ ପ୍ରଚୁର ପରିମାଣର ରୋଗ ପ୍ରତିରୋଧକ ଶକ୍ତି ଥାଏ। ତେଣୁ ପ୍ରତିଦିନ ଖାଲି ପେଟରେ ୩ଟି ଲେଖାଏଁ ତୁଳସୀ ପତ୍ର ଖାଇଲେ ରୋଗ ପ୍ରତିରୋଧକ ଶକ୍ତି...
healthy morning

ସୁସ୍ଥ ଜୀବନ ପାଇଁ ସୁସ୍ଥ ଅଭ୍ୟାସ ଜରୁରୀ

0
ସୁସ୍ଥ ଜୀବନଶୈଳୀ କରିବା କୌଣସି ମୁସ୍‌କିଲ୍‌ର କାମ ନାହିଁ କେବଳ କିଛି ସୁସ୍ଥ ଅଭ୍ୟାସର ଧ୍ୟାନ ରଖିବା ଉଚିତ। ନୂତନ ବର୍ଷର ସୁଯୋଗରେ ଲକ୍ଷ ଲକ୍ଷ ଲୋକ ନିଜ ନିଜର କ୍ୟାରିୟର, ଶିକ୍ଷା, ଚାକିରିର ପ୍ରମୋଶନ୍‌ ଏବଂ କିଛି ନୂତନ ଶିକ୍ଷା ଓ ବ୍ୟବହାରରେ ସକାରାତ୍ମକ ପରିବର୍ତ୍ତନ ଆଣିବା...

ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଜାଣିବେ କିପରି?

0
ଆପଣ ଜାଣିବେ କେମିତି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଅଛି କି ନାହିଁ? କରୋନା ସଙ୍କଟର ଏହି ସମୟ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ଲାଗି ବିଭିନ୍ନ ପ୍ରକାର ପରାମର୍ଶ ଦିଆଯାଉଛି। ରୋଗ ପ୍ରତିରୋଧକ ଶକ୍ତି ଠିକ୍ ଥିଲେ ବ୍ୟାକ୍ଟେରିଆ, ଭାଇରସ, ପରଜୀବୀ ଏବଂ ଅନ୍ୟ...
swasthya.plus

‘ସ୍ୱାସ୍ଥ୍ୟ ଡଟ୍ ପ୍ଲସ୍’- ଓଡ଼ିଶାର ପ୍ରଥମ ସ୍ୱାସ୍ଥ୍ୟ ପୋର୍ଟାଲ୍

1
ଆଜିର ଅତ୍ୟାଧୁନିକ ତଥା ବ୍ୟସ୍ତବହୁଳ ଜୀବନ ଭିତରେ ଆମ ପାଇଁ ସବୁଠାରୁ ବଡ଼ ଖବର ହୋଇଛି ନିଜର ସ୍ୱାସ୍ଥ୍ୟ ଠିକ୍ ରଖିବା। ସେହିପରି ବିଭିନ୍ନ ରୋଗର ସଂକ୍ରମଣରୁ ନିଜକୁ ମୁକ୍ତ ରଖିବା ଏବଂ ଆବଶ୍ୟକ ସମୟରେ ଉଚିତ୍ ସ୍ୱାସ୍ଥ୍ୟ ସେବା ପାଇପାରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବିଷୟକୁ...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପିଅନ୍ତୁ କାଢ଼ା – କେମିତି କରିବେ ପ୍ରସ୍ତୁତ?

0
କରୋନାର ଦ୍ଵିତୀୟ ଲହରି ପୂର୍ବ ଅପେକ୍ଷା ବେଶୀ ଭୟାନକ ହେଲାଣି। ଏଥରୁ ରକ୍ଷା ପାଇବାକୁ ହେଲେ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପଡ଼ିବ। ଏଥିପାଇଁ ଆପଣ ଘରେ କାଢ଼ା ପ୍ରସ୍ତୁତ କରି ପିଇପାରିବେ। ଏହା ସାମାନ୍ୟ ଥଣ୍ଡା, ଜ୍ଵର, କାଶ ଏବଂ ଗଳାଦରଜରୁ ରକ୍ଷା କରିବା...
error: Content is protected !!