snake bite and primary treatment

ସାପ କାମୁଡ଼ିଲେ କେମିତି କରିବେ ପ୍ରାଥମିକ ଚିକିତ୍ସା

0
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ପ୍ରକାଶ କରାଯାଇଛି ଯେ ପ୍ରତି ବର୍ଷ ସାରା ବିଶ୍ୱରେ ପ୍ରାୟ ୫ ନିୟୁତ ବ୍ୟକ୍ତି ସାପ କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି। ପ୍ରାୟ ୨.୪ ନିୟୁତ ବିଷାକ୍ତ ସାପ କାମୁଡ଼ା ଘଟଣା ପ୍ରତିବର୍ଷ ଘଟିଥାଏ ଏବଂ ସେମାନଙ୍କ ମଧ୍ୟରୁ ୯୪,୦୦୦ - ୧,...
blood purify food

ରକ୍ତକୁ ଶୁଦ୍ଧ କରିବ ଏହି ଖାଦ୍ୟ

0
ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନ, ହରମୋନ୍, ଫ୍ୟାଟ୍ ଏବଂ ଶର୍କରା ପହଞ୍ଚାଇବାଠାରୁ ଆରମ୍ଭ କରି ରୋଗ ପ୍ରତିରୋଧକ କ୍ଷମତାକୁ ନିୟନ୍ତ୍ରିତ କରିବା ଯାଏ ରକ୍ତ ଆମର ଶରୀରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ। ତେଣୁ ଶରୀର ଠିକ୍ ଭାବେ କାମ କରିବା ଲାଗି ରକ୍ତ ଶୁଦ୍ଧ ହେବା...
baby-overfeeding

ପିଲାଙ୍କୁ ଜବରଦସ୍ତି ଖୁଆନ୍ତୁ ନାହିଁ, ହୋଇପାରେ ଓଭରଫିଡିଂ

0
ପିଲା କିପରି ଭଲରେ ଖାଇବ ସେ ନେଇ ସବୁ ମା’ ଚିନ୍ତା କରନ୍ତି। ଏହି ଚିନ୍ତାଯୋଗୁ ସେମାନେ ଜବରଦସ୍ତ ପିଲାକୁ ଅଧିକ ଖୁଆଇଥାନ୍ତିି। କିନ୍ତୁ ପ୍ରକୃତରେ ଏପରି କରିବା ଠିକ୍ ନୁହେଁ। ଛୋଟ ପିଲାମାନଙ୍କର ପେଟ ଅଳ୍ପରେ ପୂରି ଯାଇଥାଏ। ତେଣୁ ସେମାନେ ଅଧିକ ଖାଇପାରନ୍ତି ନାହିଁ। ତେବେ...

ପିରିୟଡ ବା ଋତୁଚକ୍ର ବିଷୟରେ ଜାଣନ୍ତୁ

0
ଋତୁଚକ୍ର – ନାରୀମାନଙ୍କ ଶରୀରରେ ପ୍ରତି ମାସରେ ଘଟୁଥିବା ଏକ ପ୍ରାକୃତିକ ଘଟଣା। ଏହା ନାରୀମାନେ ପ୍ରଜନନକ୍ଷମ ହେବା ଦର୍ଶାଇଥାଏ। ଭାରତୀୟ ନାରୀଙ୍କ ଜୀବନର ପ୍ରାୟ ୩୮ ବର୍ଷ ପ୍ରଜନନକ୍ଷମ ହୋଇଥିବା ବେଳେ ଏହି ସମୟରେ ସେ ହାରାହାରି ୪୫୬ ଥର ଋତୁଚକ୍ରର ସାମନା କରିଥାଏ। ନିଜ...
dog bite

କୁକୁର କାମୁଡ଼ିଲେ କେମିତି କରିବେ ପ୍ରାଥମିକ ଉପଚାର?

0
  ସାରା ପୃଥିବୀରେ ବର୍ଷକୁ ପ୍ରାୟ ୧୦ ନିୟୁତ ବ୍ୟକ୍ତି କୁକୁର କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି। ଛୋଟ ପିଲାଙ୍କ କ୍ଷେତ୍ରରେ କୁକୁର କାମୁଡ଼ାର ଆଶଙ୍କା ଅଧିକ ରହିଥାଏ। ବୟସ୍କମାନଙ୍କ ତୁଳନାରେ ପିଲାମାନଙ୍କ କ୍ଷେତ୍ରରେ କୁକୁର କାମୁଡ଼ିବା କାରଣରୁ ମୁଣ୍ଡରେ ଓ ବେକରେ ଆଘାତର ଆଶଙ୍କା ଅଧିକ ରହିଥାଏ। ଫଳରେ...
suicide cause

କିଶୋର ଅବସ୍ଥାରେ ଆତ୍ମହତ୍ୟାର କାରଣ କ’ଣ ହୋଇଥାଏ?

0
୧୫- ୧୯ ବର୍ଷ ବୟସ ମଧ୍ୟରେ ମୃତ୍ୟୁର ତୃତୀୟ ମୁଖ୍ୟ କାରଣ ହେଉଛି ଆତ୍ମହତ୍ୟା। କିଶୋର ଅବସ୍ଥା ହେଉଛି ଶାରୀରିକ ଓ ମାନସିକ ବିକାଶର ଏକ ଜଟିଳ ପର୍ଯ୍ୟାୟ। ଶାରୀରିକ ଗଠନରେ ପରିବର୍ତ୍ତନ, ଯୌନାଙ୍ଗ ବିକଶିତ ହେବା, ବିଭିନ୍ନ ହର୍ମୋନ୍ ସ୍ତରରେ ପରିବର୍ତ୍ତନ ଯୋଗୁଁ ଆବେଗଗତ ପରିବର୍ତ୍ତନ ମଧ୍ୟ...
stone in body

ଷ୍ଟୋନ୍ ସମସ୍ୟା କ’ଣ, ଆସନ୍ତୁ ଜାଣିବା

0
ଆମ ଦେଶରେ ଏବେ ୪୦-୬୦ ପ୍ରତିଶତ ଲୋକ ଷ୍ଟୋନ୍ ସମସ୍ୟା ଦ୍ୱାରା ପୀଡ଼ିତ। ସେମାନଙ୍କ ମଧ୍ୟରୁ କିଛି ଏପରି ଅଛନ୍ତି ଯେଉଁମାନେ କି ଖାଇବା ପିଇବା ଉପରେ ଧ୍ୟାନ ଦିଅନ୍ତି ନାହିଁ, ଫଳରେ ଏହି ସମସ୍ୟା ବୃଦ୍ଧି ପାଏ। ଷ୍ଟୋନ୍ ସମସ୍ୟା କ’ଣ ଆମର ପରିସ୍ରାରେ କିଛି ମିନେରାଲ୍ସ ଓ...
Medical Tourism in India

ଜାଣନ୍ତୁ ମେଡିକାଲ ଟୁରିଜିମ୍ କଣ?

0
ଆଜିକାଲି ମେଡିକାଲ ଟୁରିଜିମ୍ ଅର୍ଥାତ୍ ଚିକିତ୍ସା ପର୍ଯ୍ୟଟନ ଖୁବ୍ ପ୍ରସାର ଲାଭ କରୁଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭ୍ରମଣ ସାଙ୍ଗକୁ ଶାରିରୀକ ଆରାମ। ଖୁବ୍ ଭଲ ସୁବିଧା, କମ୍ ଖର୍ଚ୍ଚ କାରଣରୁ ବିଦେଶର ବହୁ ଲୋକ ଭାରତକୁ ଏଥିପାଇଁ ବାଛୁଛନ୍ତି। ଏକ ଆକଳନ ଅନୁସାରେ ବିଦେଶରେ...

ମାଙ୍କଡ଼ କାମୁଡ଼ିଲେ କଣ କରିବେ?

0
ଅଧିକାଂଶ ମାଙ୍କଡ଼ କାମୁଡ଼ା ମନ୍ଦିର, ଉଦ୍ୟାନ, ଦର୍ଶନୀୟ ସ୍ଥାନରେ ଘଟିଥାଏ, କେମିତି ସାବଧାନ ରହି ଏଥିରୁ ରକ୍ଷା ପାଇବେ ଜାଣନ୍ତୁ। ଭାରତରେ କୁକୁର କାମୁଡ଼ିବା ଆଘାତ ପରେ ଦ୍ୱିତୀୟ ପଶୁମାନଙ୍କ କାମୁଡ଼ିବାଜନିତ ଆଘାତର କାରଣ ହେଉଛି ମାଙ୍କଡ଼ କାମୁଡ଼ିବା। ଆଉ ସବୁଠାରୁ ଅଧିକ ମାଙ୍କଡ଼ କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି...
mother-baby

ଶିଶୁକୁ ସ୍ତନ୍ୟପାନ କେବେଯାଏଁ କରାଇବେ

0
ପିଲାମାନଙ୍କୁ ସ୍ତନ୍ୟପାନ କରାଇବାର କିଛି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ। କିନ୍ତୁ ବିଭିନ୍ନ କାରଣ ଯୋଗୁ ମା’ ମାନଙ୍କୁ ସ୍ତନ୍ୟପାନ କରାଇବା ବନ୍ଦ କରିବାକୁ ପଡ଼ିଥାଏ। ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଜରୁରୀ ସ୍ତନ୍ୟପାନର ସମୟସୀମା କେତେ ରହିବା ଆବଶ୍ୟକ ଆସନ୍ତୁ ସେ ବିଷୟରେ ଜାଣିବା। ପିଲାଙ୍କୁ କେବେଯାଏଁ ସ୍ତନ୍ୟପାନ...
error: Content is protected !!