anti aging

କମ୍‌ ବୟସରେ ଦେଖାଯାଉଛନ୍ତି କି ବୟସ୍କ…

0
ସୁନ୍ଦର ଦେଖାଯିବା ପାଇଁ ପ୍ରତ୍ୟେକ ଲୋକ କିଛି ନା କିଛି ଉପାୟ ଆପଣେଇଥାନ୍ତି। ପ୍ରତି ମଣିଷ ଚାହିଁଥାଏ କି ବୟସ ଗଡ଼ିବା ସହ ସେମାନଙ୍କ ତ୍ୱଚା ବି ସେମିତି ଅକର୍ଷଣୀୟ ରହୁ। କୌଣିସି ବ୍ୟୁଟି ପ୍ରଡକ୍ଟସ୍ ବ୍ୟବହାରି କରି ହେଉ ବା କିଛି ଲେଜର ଟ୍ରିଟ୍‌ମେଣ୍ଟ ଜରିଆରେ...

ଅଧିକ କସ୍ମେଟିକ୍ ବ୍ୟବହାର କରୁଛନ୍ତି କି? ହୋଇପାରେ କ୍ୟାନସର

0
ସୁନ୍ଦର ଦେଖାଯିବା ପାଇଁ ସାଧାରଣତଃ ଝିଅମାନେ ଅଧିକ କସ୍‌ମେଟିକର ବ୍ୟବହାର କରନ୍ତି। ଏଥିପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ସୌନ୍ଦର୍ଯ୍ୟକୁ ବଢ଼ାଉଥିବା ଏହି ପ୍ରସାଧନଗୁଡିକ କ୍ୟାନ୍‌ସର କାରକ ହୋଇପାରେ। କେବଳ କ୍ୟାନ୍‌ସର ହିଁ ନୁହେଁ, ଏହା ଅନ୍ୟାନ୍ୟ ବିଭିନ୍ନ...

ପ୍ରସବ ପରେ ମହିଳାମାନେ ନିଜର ଯତ୍ନ କିପରି ନେବେ?

0
https://youtu.be/cv-5QZ8_KQU ପ୍ରସବ ପରେ ମହିଳାମାନେ ନିଜର ଯତ୍ନ କିପରି ନେବେ? ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅଲକ୍‌ତା ଦାସଙ୍କ ପରାମର୍ଶ ଜାଣନ୍ତୁ। ପ୍ରସବ ପରେ ସ୍ୱାସ୍ଥ୍ୟ ସମସ୍ୟାପ୍ରସବ ପରେ ମା’ମାନେ କିପରି ନେବେ ନିଜର ଯତ୍ନ?ପ୍ରସବ ପରେ କ’ଣ ଖାଇବେ ନାହିଁ?ମା’ର କ୍ଷୀର ନ...

ନବଜାତ ଶିଶୁଙ୍କ ଟିକାକରଣ କାହିଁକି ଜରୁରୀ?

0
ଶିଶୁକୁ କେଉଁ ବୟସରେ କେଉଁ ଟିକା ଦିଆଯାଏ? ଟିକାକରଣର ଉପକାରିତାଗୁଡ଼ିକ କ'ଣ? ଏନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ଼ କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଅନେକ ସମୟରେ ମାରାତ୍ମକ ରୋଗ ଜୀବାଣୁ ସଂକ୍ରମଣ, ନବଜାତ ଶିଶୁମାନଙ୍କର ମୃତ୍ୟୁର କାରଣ ସାଜିଥାଏ। ଶିଶୁ ଜନ୍ମ ହେବା...
Young girl silhouette

ସ୍ୱାସ୍ଥ୍ୟ ପାଇଁ ସୂର୍ଯ୍ୟକିରଣ

0
ଆମର ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍ ଡିର ଆବଶ୍ୟକତା ପଡ଼ିଥାଏ। ଏହାର ଏକ ଉତ୍ସ ହେଲା ସୂର୍ଯ୍ୟ। ଯଦି ନିୟମିତ ଭାବେ ୧୫-୨୦ ମିନିଟ୍ ଧରି ନରମ ଖରାରେ ବସିବେ, ତା’ ହେଲେ ଅନେକ ଉପକାର ପାଇପାରିବେ। ଏକ ଗବେଷଣାରୁ ଜଣାପଡ଼ିଛି ଯେ ଭାରତରେ ପ୍ରାୟ ୬୦...

ୟୋ-ୟୋ ଡାଏଟ୍ ସିଣ୍ଡ୍ରୋମକୁ ଅଣଦେଖା କରନ୍ତୁ ନାହିଁ

0
ଅନେକ ସମୟରେ ଲୋକେ ଓଜନକୁ ନିୟନ୍ତ୍ରଣ କରିବା ଲାଗି ୱାର୍କଆଉଟ୍ କରିଥା’ନ୍ତି। ଡାଏଟ୍ ଉପରେ ଧ୍ୟାନ ଦେଇଥା’ନ୍ତି। କିଛି ଦିନ ଧରି ସେହି ରୁଟିନ୍‌କୁ ଫଲୋ ବି କରନ୍ତି। କିନ୍ତୁ ହଠାତ୍ ସେମାନଙ୍କର ଓଜନ ବଢ଼ିବାକୁ ଲାଗିଥାଏ। ଏହାର କାରଣ ୟୋ-ୟୋ ଡାଏଟ୍ ସିଣ୍ଡ୍ରୋମ୍ ହୋଇପାରେ। ୟୋ ୟୋ...
pellagra

ଜାଣନ୍ତୁ ‘ପେଲେଗ୍ରା’ ରୋଗ କ’ଣ ଓ ଏହାର ଲକ୍ଷଣ?

0
ପେଲେଗ୍ରା ହେଉଛି ଏକ ପୃଷ୍ଟିହୀନତା ରୋଗ, ଯାହାକି ଚର୍ମକୁ ବହୁତ କ୍ଷତି କରାଇଥାଏ। ବେଳେ ବେଳେ ଏହି ରୋଗ ଜୀର୍ଣ୍ଣ ପ୍ରକ୍ରିୟା ଓ ସ୍ନାୟୁରେ ମଧ୍ୟ ଆଘାତ ସୃଷ୍ଟି କରାଇଥାଏ। ଯେଉଁ ସ୍ଥାନର ଲୋକମାନେ ପନିପରିବା, ମାଂସ, ମାଛ ପରି ଶରୀର ବର୍ଦ୍ଧକ ବା ଶରୀର ରକ୍ଷାକାରୀ...
watery eyes

ଆଖିରୁ ପାଣି ଗଡ଼ୁଛି କି? ଜାଣନ୍ତୁ ଡାକ୍ତରଙ୍କ ଟିପ୍ସ

0
https://www.youtube.com/embed/e0JE42oOpg4 ଆସନ୍ତୁ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟସ୍ନାତ ରଥଙ୍କଠାରୁ ଆଖିରୁ ପାଣି ଗଡ଼ିବା ସମସ୍ୟା ଓ ଏହାର ଚିକିତ୍ସା ବିଷୟରେ ଅଧିକ ଜାଣିବା। ଆଖି ହେଉଛି ଆମ ଶରୀରର ଏକ ସମ୍ବେଦନଶୀଳ ଅଙ୍ଗ। ଆଖି ଭିତର ପୃଷ୍ଠକୁ ଆର୍ଦ୍ର ରଖିଥାଏ ଆମ ଆଖିର ଲୁହ। ଏହା ସହିତ ଆଖିରେ...
sleepless night

ରାତିରେ ଡେରି ପର୍ଯ୍ୟନ୍ତ ଅନିଦ୍ରା ରହୁଛନ୍ତି କି, ହୋଇପାରେ ଏହି ସମସ୍ୟା?

0
ବହୁ ଗବେଷକଙ୍କ ମତରେ ଏକ ସାଧାରଣ ମନୁଷ୍ୟ ପାଇଁ ଦୈନିକ ଅତିକମରେ ୭ ରୁ ୮ ଘଣ୍ଟାର ନିଦ ଜରୁରୀ ଅଟେ। ଏଥିରୁ ବିଚ୍ୟୁତି ନିଶ୍ଚିନ୍ତ ରୂପେ କ୍ଷତିକାରକ। ତେଣୁ ପ୍ରକୃତରେ ପର୍ଯାପ୍ତ ପରିମାଣର ନିଦର ଅଭାବରେ କି କି ଅସୁବିଧା ହୁଏ ଜାଣି ରଖନ୍ତୁ। ସାଧାରଣ ଭାବରେ...

କାହାକୁ ହୋଇପାରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ?

0
https://youtu.be/TaSdCXok57M ବ୍ଲାକ୍ ଫଙ୍ଗସ୍‌ କ’ଣ, ଓଡ଼ିଶାରେ ଚିହ୍ନଟ ହୋଇଥିବା ବ୍ଲାକ୍ ଫଙ୍ଗସ ରୋଗୀମାନଙ୍କ ଲକ୍ଷଣ କ’ଣ ରହିଛି, କେଉଁ ରୋଗୀମାନେ ଏହାର ଶିକାର ହେଉଛନ୍ତି, ସେ ସମ୍ପର୍କରେ କହିଛନ୍ତି ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ କୁମାର ପଣ୍ଡା। କୋଭିଡ୍‌ର ଦ୍ୱିତୀୟ ଲହର ସଂକ୍ରମଣ ଓଡ଼ିଶାବାସୀଙ୍କୁ ଭୟଭୀତ କରିଛି। ଏହାରି...
error: Content is protected !!