frozen shoulder

ଫ୍ରୋଜନ ସୋଲଡର ସମସ୍ୟା

0
ଫ୍ରୋଜନ ସୋଲଡର ବା କାନ୍ଧ ଯନ୍ତ୍ରଣା(କିମ୍ବା କାନ୍ଧ ଅଚଳ ହୋଇଯିବା) ହେଉଛି ଏପରି ଏକ ସମସ୍ୟା ଯାହାଦ୍ୱାରା କାନ୍ଧ ଚାରିପଟେ ଥିବା ସଂଯୋଗକାରୀ ଟିସ୍ୟୁ ଫୁଲିଯିବା ସହ ଶକ୍ତ ହୋଇଯାଏ । ଯାହାଫଳରେ କି ସ୍ୱାଭାବିକ ଭାବେ କାର୍ଯ୍ୟ କରିହୁଏ ନାହିଁ ଏବଂ ଯନ୍ତ୍ରଣା ଅନୁଭୁତ ହୁଏ...
diabetes patient

କେମିତି ନିଜକୁ ଫିଟ୍‌ ରଖିବେ ମଧୁମେହ ରୋଗୀ

0
ଡାଇବେଟିସ୍ ବା ମଧୁମେହ ବର୍ତ୍ତମାନ ସାଇଲେଣ୍ଟ କିଲର ପାଲଟିଛିା  ଆଜିକାଲି ଅନେକ ଲୋକ ମଧୁମେହ ରୋଗର ଶିକାର ହେଉଛନ୍ତିା ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶ ଲୋକଙ୍କୁ ଡାଇବେଟିସ୍ ହେଉଛିା କିନ୍ତୁ ମଧୁମେହ ରୋଗୀ ନିଜକୁ ଫିଟ୍ ରଖିବା ପାଇଁ କିଛିଟା ଦିଗ...
Hiccups

ହାକୁଟିରୁ ଜାଣନ୍ତୁ ରୋଗ ବିଷୟରେ

0
ସାଧାରଣତଃ ଖାଇବା ପରେ ହାକୁଟି ଆସିଥାଏ। ହାକୁଟି ହେବାକୁ ଅନେକ ଲୋକ ଖାଦ୍ୟ ଠିକ୍ ଭାବେ ହଜମ ହୋଇନଥିବାର ସଙ୍କେତ ଭାବେ ଗ୍ରହଣ କରିଥାନ୍ତି। କିନ୍ତୁ ବାରମ୍ବାର ହାକୁଟି ଦେଲେ ଏହା ବିଭିନ୍ନ ପ୍ରକାର ରୋଗ ବା ସମସ୍ୟାକୁ ସୂଚାଇଥାଏ। ଶରୀରରେ ଥିବା ବାୟୁ ଖାଦ୍ୟ ନଳୀ ମଧ୍ୟକୁ...
drinking water in Copper

ତମ୍ବା ପାତ୍ରରେ ପାଣି ପିଇବା ଅଭ୍ୟାସ କରନ୍ତୁ, ମିଳିବ ଏହିସବୁ ସୁବିଧା

0
ତମ୍ବା ପାତ୍ରରେ ରଖାଯାଉଥିବା ପାଣି ସଂମ୍ପୂର୍ଣ୍ଣ ଭାବେ ଶୁଦ୍ଧ ହୋଇଥାଏ। ଏହା ଡାଇରିଆ ଓ ଅନ୍ୟ ରୋଗ ସୃଷ୍ଟି କରୁଥିବା ଜୀବାଣୁକୁ ନଷ୍ଟ କରି ଦେଇଥାଏ। ଯଦି ଆପଣ ରାତି ସାରା କିମ୍ବା ୪-୫ ଘଣ୍ଟା ଧରି ପାଣିକୁ ତମ୍ବା ପାତ୍ରରେ ରଖନ୍ତି ତା’ ହେଲେ ସେଥିରେ ତମ୍ବାର...
care hospitals building

କେୟାର ହସ୍ପିଟାଲ ଆଣିଲା ନୂଆ ବ୍ୟବସ୍ଥା – ଏଣିକି ବିନା ଅସ୍ତ୍ରୋପଚାରରେ କମିବ ଓଜନ

0
କେୟାର ହସ୍ପିଟାଲ ରାଜ୍ୟରେ ପ୍ରଥମ ଥର ବିନା ଅସ୍ତ୍ରୋପଚାରରେ ଚିକିତ୍ସା ମାଧ୍ୟମରେ ଓଜନ ହ୍ରାସ କାର୍ଯ୍ୟକ୍ରମର ଶୁଭାରମ୍ଭ। ଏଣିକି ମେଦବହୁଳତା ରୋଗୀଙ୍କ ପାଇଁ ନୂଆ ସୁବିଧା। ଭୁବନେଶ୍ଵର କେୟାର ହସ୍ପିଟାଲ ଆଣିଛି ଏକ ନୂତନ ସୁବିଧା। ଏଣିକି ବିନା ଅସ୍ତ୍ରୋପଚାରରେ କମାଇପାରିବେ ଓଜନ। ଶନିବାର ଭୁବନେଶ୍ଵର କେୟାର ହସ୍ପିଟାଲ...
say no to alcohol

ମଦ ଛାଡ଼ିବା ପାଇଁ ଚିକିତ୍ସା

0
ଗୀତା ଦାସ ମଦ୍ୟପାନରୁ ମୁକ୍ତି ପାଇଁ ପୁଣି ଚିକିତ୍ସା ଦରକାର? ଆଜ୍ଞା ହଁ! ପଢ଼ନ୍ତୁ କ’ଣ କହୁଛନ୍ତି ପ୍ରଖ୍ୟାତ ଓଡ଼ିଆ ମନୋବୈଜ୍ଞାନିକ। ଅଧିକାଂଶ ରୋଗୀ ଶାରୀରିକ ରୋଗର ପ୍ରତିକାର ପାଇଁ ଡାକ୍ତରଙ୍କ ପାଖକୁ ଯାଆନ୍ତି। ରୋଗ ଦେଖି ଯଦି ଡାକ୍ତର ଭାବନ୍ତି ଯେ ମଦ ପିଉଥିବା ଲୋକଙ୍କର ଏସବୁ ରୋଗ ହୋଇପାରେ, ତାହାହେଲେ...
fast food

ଫାଷ୍ଟଫୁଡରେ କ’ଣ ଥାଏ, ଯାହା ଶରୀର ପାଇଁ କ୍ଷତିକାରକ

0
ଫାଷ୍ଟଫୁଡ୍ ଶରୀର ପାଇଁ ହାନିକାରକ। ଏହା ତ ଆପଣମାନେ ଜାଣିଥିବେ। କିନ୍ତୁ ଫାଷ୍ଟଫୁଡରେ ଥିବା କେଉଁ ଜିନିଷ ଶରୀର ପାଇଁ କ୍ଷତିକାରୀ ତାହା ଜାଣିରଖନ୍ତୁ। -ଫାଷ୍ଟଫୁଡରେ ଚଟପଟା ସ୍ୱାଦ ଯୋଗୁଁ କେବଳ ପିଲାମାନଙ୍କୁ ନୁହେଁ, ବଡ଼ମାନଙ୍କୁ ମଧ୍ୟ ତାହା ଭଲ ଲାଗେ । କିନ୍ତୁ ଆପଣ ଜାଣିଛନ୍ତି କି...
mint

ସୁସ୍ଥ ତ୍ୱଚା ପାଇଁ ପୁଦିନାର ପ୍ରୟୋଗ

0
ସ୍ୱାସ୍ଥ୍ୟ ପାଇଁ ପୁଦିନା କେତେ ଉପକାରୀ ତାହା ତ ସମସ୍ତେ ଜାଣନ୍ତି। ହେଲେ ତ୍ୱଚାକୁ ସୁସ୍ଥ ତଥା ସୁନ୍ଦର ରଖିବାରେ ମଧ୍ୟ ଏହାର ଅବଦାନ ରହିଛି। -ବ୍ୟାକ୍ଟେରିଆ ଯୋଗୁ ହିଁ ମୁହଁରେ ବ୍ରଣ ବାହାରିଥାଏ। ଏଭଳି ସ୍ଥଳରେ ନିୟମିତ ଭାବେ ପୁଦିନାକୁ ବାଟି ମୁହଁରେ ଲଗାନ୍ତୁ। କାରଣ ପୁଦିନାରେ...

ସାଂଘାତିକ ମାନସିକ ରୋଗ – ସ୍କିଜୋଫ୍ରେନିଆ (୪)

0
ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ   ପ୍ରତିଷେଧ ଓ ଚିକିତ୍ସା ପ୍ରତିଷେଧ ସ୍କିଜୋଫ୍ରେନିଆ କେତେକ ସ୍ଥଳରେ ବଂଶଗତ ବୋଲି ଆଗରୁ କୁହାଯାଇଛି। ତେଣୁ ସ୍କିଜୋଫ୍ରେନିଆ ରୋଗୀକୁ ବାହାହେବାକୁ ନ ଦେଲେ ଓ ଅସ୍ତ୍ରୋପଚାର ଦ୍ୱାରା ତା’ର ଜନନଶକ୍ତି ନଷ୍ଟ କରି ଦେଲେ ରୋଗ ନିର୍ମଳ ହେବ ବୋଲି ଭାବନା ସ୍ୱାଭାବିକ। କିନ୍ତୁ ଆମେ ଜାଣୁ ଯେ...
Schizophrenia

ସାଂଘାତିକ ମାନସିକ ରୋଗ – ସ୍କିଜୋଫ୍ରେନିଆ (୩)

0
ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ ସ୍କିଜୋଫ୍ରେନିଆର ଅନୁକୂଳ ଅବସ୍ଥା କୈଶୋରର ଶେଷ ଓ ଯୌବନର ପ୍ରାରମ୍ଭରେ ସ୍କିଜୋଫ୍ରେନିଆ ଆକ୍ରମଣ କରେ। ସ୍କିଜୋଫ୍ରେନିଆ ରୋଗୀଙ୍କ ଭିତରୁ ଦୁଇ ତୃତୀୟାଂଶ ଲୋକଙ୍କର ୧୫ ଓ ୩୦ ବର୍ଷ ବୟସ ଭିତରେ ରୋଗ ପ୍ରଥମେ ଦେଖାଦେଇଥାଏ। ୨୫ବର୍ଷ ବୟସରେ ସବୁଠାରୁ ସ୍କିଜୋଫ୍ରେନିଆ ହେବାର ବେଶୀ ସମ୍ଭାବନା ଏବଂ...
error: Content is protected !!