Silent Stroke news

ସାଇଲେଣ୍ଟ ଷ୍ଟ୍ରୋକ୍ କ’ଣ?

0
ସାଧାରଣତଃ କୌଣସି ବ୍ୟକ୍ତିଙ୍କ ନିକଟରେ ଷ୍ଟ୍ରୋକର ଲକ୍ଷଣ ଦେଖାଗଲେ ପରିବାର ଲୋକ ତାଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଥାନ୍ତି। କିନ୍ତୁ ସାଇଲେଣ୍ଟ ଷ୍ଟ୍ରୋକରେ ଏପରି ହୋଇନଥାଏ। ଏହି ସମୟରେ ସେପରି କିଛି ବଡ଼ ଧରଣର ଲକ୍ଷଣ ଦେଖାଯାଉଥିବାରୁ ଏହା ଅଧିକ ଘାତକ ହୋଇଥାଏ। ସାଇଲେଣ୍ଟ ଷ୍ଟ୍ରୋକ୍ ମସ୍ତିଷ୍କର ଏକ...

ଫିଟନେସକୁ ନେଇ ଲୋକମାନେ କରୁଥିବା ଭୁଲ୍

0
ଆଜିକାଲି ବହୁ ଲୋକ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେଲେଣି। ତଥାପି ମଧ୍ୟ ଫିଟନେସକୁ ନେଇ ବହୁତ ଭୁଲ୍ କରୁଛନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ ମଧୁମେହ ହେବା ଭୟରେ ଲୋକମାନେ ଆଜିକାଲି ଚିନି ଖାଇବା କମାଇଦେଉଛନ୍ତି। କିନ୍ତୁ ଲୁଣ କମାଉନାହାନ୍ତି। ପ୍ୟାକେଟରେ ଥିବା ଚିପ୍ସ, ପାମ୍ପଡ ଖାଇବା ଛାଡୁନାହାନ୍ତି।...
parents child argument

ପିଲାଙ୍କ ମଧ୍ୟରେ ଝଗଡ଼ା ହେଲେ କିପରି କରିବେ ସମାଧାନ?

0
ପିଲାମାନେ ଝଗଡ଼ା କରୁଥିଲେ ବାପା ମା’ କ’ଣ କରିବା ଦରକାର? କେତେବେଳେ ଚୁପ ରହିବା ଆବଶ୍ୟକ? କେତେବେଳେ ସେମାନଙ୍କର ଝଗଡ଼ାର ସମାଧାନ ପାଇଁ ଉଦ୍ୟମ କରିବା ଦରକାର, ଆସନ୍ତୁ ଜାଣିବା ସେ ବିଷୟରେ ପାଖାପାଖି ବୟସର ପିଲାମାନେ ପରସ୍ପର ସହ ଝଗଡ଼ା କରିବା ସ୍ୱାଭାବିକ କଥା। କିଛି ସମୟ...
crime is a psychological problem

ଅପରାଧ କରିବା ଏକ ମାନସିକ ତ୍ରୁଟି

0
ଡକ୍ଟର ଗୀତା ଦାସ ଆଜିକାଲି ଅପରାଧୀଙ୍କୁ ଡାକ୍ତରୀ ପରୀକ୍ଷା କରି ଦେଖାଯାଉଛି ଯେ, ସେମାନଙ୍କ ମଧ୍ୟରୁ କେତେକଙ୍କଠାରେ ଶାରୀରିକ ଓ ମାନସିକ ତ୍ରୁଟି ରହିଛି। ଆଇନର ଦୃଷ୍ଟିକୋଣରୁ ଦେଖିଲେ ଅପରାଧୀ ବ୍ୟକ୍ତିଙ୍କୁ ବଦମାସ ବୋଲି କୁହାଯିବ। କାରଣ ଏମାନେ ବାହାରୁ ସୁସ୍ଥ ଓ ସ୍ୱାଭାବିକ ଲୋକ ପରି ଜଣାଯାଆନ୍ତି। (ଯିଏ ପାଗଳ ହେଇଥିବାରୁ ଅପରାଧ କରେ ତା’ର ଶାସ୍ତି ଭିନ୍ନ) ଆଜିକାଲି କିନ୍ତୁ ଅପରାଧୀମାନଙ୍କୁ ଡାକ୍ତରୀ ପରୀକ୍ଷା କରି ଦେଖାଯାଇଛି ଯେ ସେମାନଙ୍କ...
sleepless night

ରାତିରେ ଡେରି ପର୍ଯ୍ୟନ୍ତ ଅନିଦ୍ରା ରହୁଛନ୍ତି କି, ହୋଇପାରେ ଏହି ସମସ୍ୟା?

0
ବହୁ ଗବେଷକଙ୍କ ମତରେ ଏକ ସାଧାରଣ ମନୁଷ୍ୟ ପାଇଁ ଦୈନିକ ଅତିକମରେ ୭ ରୁ ୮ ଘଣ୍ଟାର ନିଦ ଜରୁରୀ ଅଟେ। ଏଥିରୁ ବିଚ୍ୟୁତି ନିଶ୍ଚିନ୍ତ ରୂପେ କ୍ଷତିକାରକ। ତେଣୁ ପ୍ରକୃତରେ ପର୍ଯାପ୍ତ ପରିମାଣର ନିଦର ଅଭାବରେ କି କି ଅସୁବିଧା ହୁଏ ଜାଣି ରଖନ୍ତୁ। ସାଧାରଣ ଭାବରେ...
mental problem

ମାନସିକ ସମସ୍ୟା: ଅବସେସିଭ କମ୍ପଲସିଭ ଡିସଅର୍ଡର (ଓସିଡି)

0
ଅବସେସିଭ କମ୍ପଲସିଭ ଡିସଅର୍ଡର (ଓସିଡି) ଏଭଳି ମନୋବୈଜ୍ଞାନିକ ସମସ୍ୟା ଯାହାଦ୍ୱାରା ଏଥିରେ ପୀଡ଼ିତ ବ୍ୟକ୍ତି ମନରେ ସବୁବେଳେ ଗୋଟିଏ କଥା ଆସେ କିମ୍ବା ସେ ଗୋଟିଏ କାମକୁ ବାରମ୍ବାର କରିବାକୁ ବାଧ୍ୟ ହୋଇଥାଏ। ଏଭଳି କାହିଁକି ହୁଏ, ଏହାର କାରଣ କ’ଣ ଜାଣନ୍ତୁ। ବାରମ୍ବାର ଘରସଫା କରିବା, ଘରର...
say no to alcohol

କେମିତି ଛାଡ଼ିବେ ମଦ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ଗୀତା ଦାସ

0
ଗୀତା ଦାସ ‘‘ମୁଁ ମଦ ଛାଡ଼ିପାରିବି ନାହିଁ’’- ଏକଥା ଧରି ନେଇଥିବା ଲୋକଙ୍କୁ କ’ଣ ପରାମର୍ଶ ଦେଉଛନ୍ତି ବିଶିଷ୍ଟ ଓଡ଼ିଆ ମନୋବିଜ୍ଞାନୀ, ପଢ଼ନ୍ତୁ: ୧- ମଦ ନ ପିଇ ରହିବାର ଇଚ୍ଛାକୁ ଦୃଢ଼ କରିବା। ୨- ଯେଉଁ ଅବସ୍ଥାରେ ମଦ ପିଇବାର ଆଶଙ୍କା ରହିଛି ସେ ଅବସ୍ଥା ବିଷୟରେ ସଚେତନ ରହି କେମିତି ସେପରି ଅବସ୍ଥାରେ...
Brain tumor symptoms

ବ୍ରେନ ଟ୍ୟୁମରର ଲକ୍ଷଣ

0
ଅଚାନକ ପ୍ରବଳ ମୁଣ୍ଡ ବିନ୍ଧିବା, ରୋଗୀ ବେହୋସ ହୋଇଯିବା, ତ୍ୱଚାର ରଙ୍ଗ ପରିବର୍ତ୍ତନ ଇତ୍ୟାଦିକୁ ଅଣଦେଖା କରନ୍ତୁ ନାହିଁ। ଏହା ବ୍ରେନ ଟ୍ୟୁମରର ଲକ୍ଷଣ ହୋଇପାରେ। ତୁରନ୍ତ ଏହାର ଚିକିତ୍ସା କଲେ ଆରୋଗ୍ୟ ସମ୍ଭବପର। ମୁଣ୍ଡବିନ୍ଧା: ବ୍ରେନ ଟ୍ୟୁମର ହେଲେ କିଛି କ୍ଷେତ୍ରରେ ରୋଗୀର ମୁଣ୍ଡ ଅଚାନକ ପ୍ରବଳ...

ପିଲାଙ୍କ ମାନସିକ ଚାପ କମାନ୍ତୁ

0
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ କେବଳ ବଡ଼ ଲୋକମାନେ ମାନସିକ ଭାବେ ବିଷାଦଗ୍ରସ୍ତ ହେଉଛନ୍ତି ତା’ ନୁହେଁ, ଛୋଟ ପିଲାମାନେ ମଧ୍ୟ ଖୁବ୍ ଚାପଗ୍ରସ୍ତ ହୋଇଯାଉଛନ୍ତି। ଛୋଟ ଦିନରୁ ସେଥିପ୍ରତି ଦୃଷ୍ଟି ନ ରଖିଲେ ତାହା ପରେ ମାନସିକ ଅବସାଦର ରୂପ ନେଇଥାଏ। -ପିଲାଙ୍କ ସହ ସବୁ ସମୟରେ କଥା...

ଜେନେରାଲାଇଜଡ ଆଙ୍ଗଜାଇଟି ଡିସଅର୍ଡର ଏକ ମାନସିକ ସମସ୍ୟା

0
ସାରା ପୃଥିବୀର ସବୁ ଲୋକ କିଛି ନା କିଛି କଥାକୁ ନେଇ ଚିନ୍ତିତ ରହନ୍ତି। ଏପରି ଚିନ୍ତା ସ୍ୱାଭାବିକ। ଏହା ଆମ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଯଦି ଏହି ଚିନ୍ତା ଯୋଗୁ କୌଣସି ଲୋକ ନିଜର ଦୈନନ୍ଦିନ କାମ କରିବାରେ ଅସମର୍ଥ ହୁଅନ୍ତି ତା’...
error: Content is protected !!