ମନକୁ ଶାନ୍ତ ରଖିବେ କେମିତି?

0
ଅଧିକ ପଢ଼ନ୍ତୁ: ମାନସିକ ସ୍ୱାସ୍ଥ୍ୟ କାହିଁକି ଗୁରୁତ୍ଵପୂର୍ଣ୍ଣ? ନିତିଦିନିଆ ଜୀବନରେ ଆମେ ଅନେକ ଲୋକଙ୍କ ସହ ମିଳାମିଶା କରିଥାଉ। ହେଲେ କିଏ କାହା ଜୀବନରେ କେତେ ଦୁଃଖୀ ଓ ଚାପଗ୍ରସ୍ତ, ତାହା ଆମେ ଅନୁମାନ କରିପାରିବା ନାହିଁ। କାରଣ ମାନସିକ ଚାପ ବାହାରକୁ ଦେଖାଯାଇନଥାଏ। ସାଧାରଣରେ ହସିପାରୁଥିବା ବ୍ୟକ୍ତି,...

ଲକ୍ଷଣରୁ ଅଟିଜିମ୍‌କୁ ଚିହ୍ନନ୍ତୁ

0
୨୦୦୮ରୁ ପ୍ରତିବର୍ଷ ଏପ୍ରିଲ ୨ରେ ବିଶ୍ୱ ଅଟିଜିମ୍‌ ସଚେତନତା ଦିବସ ଭାବରେ ପାଳନ କରାଯାଏ। ଏହି ସମସ୍ୟାର ଶିକାର ଥିବା ଶିଶୁଙ୍କ ସଂଖ୍ୟା କ୍ରମଶଃ ବଢ଼ୁଥିବାରୁ, ଏନେଇ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଭାରତରେ ଅଟିଜିମ୍‌ ରୋଗର ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ସଚେତନତାର...
Mental Health of Children

ମାନସିକ ସ୍ୱାସ୍ଥ୍ୟ କାହିଁକି ଗୁରୁତ୍ଵପୂର୍ଣ୍ଣ?

0
ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ମାନସିକ ଚାପରେ ପୀଡ଼ିତ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ, ୨୦୨୦ ସୁଦ୍ଧା ବିଶ୍ୱରେ ଦ୍ଵିତୀୟ ସର୍ବାଧିକ ରୋଗ ଭାବେ ମାନସିକ ଅବସାଦ ପରିଗଣିତ ହୋଇଛି। ତେଣୁ, ମାନସିକ ସ୍ଵାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମାନସିକ ସ୍ୱାସ୍ଥ୍ୟ ଓ ଶାରୀରିକ ସ୍ୱାସ୍ଥ୍ୟ ଉଭୟ ନିବିଡ଼ତାର ସହ...
depression

କେମିତି ଜାଣିବେ ଜଣେ ଡିପ୍ରେସନ୍‌ରେ ଅଛି କି ନାହିଁ?

0
ମାନସିକ ଅବସାଦ ବା ଡିପ୍ରେସନ୍‌ ଏବେ ସାଧାରଣ ସମସ୍ୟା ଭାବେ ପରିଗଣିତ ହେଲାଣି। ଆମ ଆଖାପାଖରେ କିଏ ନା କିଏ ମାନସିକ ଅବସାଦର ଶିକାର ହେଉଛନ୍ତି ଏବଂ ତାହା ଜଣାପଡ଼ିନଥାଏ। ଧୀରେ ଧୀରେ ବ୍ୟକ୍ତି ଡିପ୍ରେସନ୍‌ର ଶେଷ ପର୍ଯ୍ୟାୟକୁ ଯାଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଏ। ତେଣୁ...

ଅଧିକ ସଫାସୁତରା ହେବା ଏକ ପ୍ରକାର ମାନସିକ ରୋଗ

0
ଅବ୍‌ସେସିଭ୍‌ କମ୍ପଲ୍‌ସିଭ୍‌ ଡିସ୍‌ଅର୍ଡର (ଓସିଡି) ଏଭଳି ଏକ ମାନସିକ ସମସ୍ୟା ଯାହାଫଳରେ ବ୍ୟକ୍ତି ଗୋଟିଏ କାମକୁ ବାରମ୍ବାର କରିବାକୁ ବାଧ୍ୟ ହୋଇଥାଏ। ବାରମ୍ବାର ଘରସଫା କରିବା, ଘରର ସୁରକ୍ଷା, ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଇତ୍ୟାଦି ସଂପର୍କରେ ଚିନ୍ତା କରିବା ଏକ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଏହି ଅଭ୍ୟାସ...
mental health

ମାନସିକ ରୋଗକୁ କେମିତି ଚିହ୍ନିବେ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

0
https://www.youtube.com/watch?v=VuZeZzweCHU ମାନସିକ ରୋଗକୁ ଚିହ୍ନିବେ କେମିତି? ରୋଗକୁ ଜାଣିଲେ ସିନା ଏହାର ଚିକିତ୍ସା କରିବେ। ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଜୟପ୍ରକାଶ ରେସଲ ରାବଣଙ୍କଠାରୁ ଏବିଷୟରେ ଆସନ୍ତୁ ଜାଣିବା ମାନସିକ ରୋଗର କାରଣମାନସିକ ରୋଗକୁ ଚିହ୍ନିବା କେମିତି?ସ୍କିଜୋଫ୍ରେନିଆ ରୋଗ କ’ଣ?ଦୁଃଖରେ ଅତ୍ୟଧିକ ଭାଙ୍ଗି ପଡ଼ିଲେ ମାନସିକ ରୋଗ ହୋଇପାରେ ମନୁଷ୍ୟର...
Suvendu Narayan Mishra_ Suicide Prevention

ଆତ୍ମହତ୍ୟାକୁ କେମିତି ରୋକାଯାଇ ପାରିବ?

0
https://www.youtube.com/watch?v=QQ4ClU_viBg&t=76s ଆତ୍ମହତ୍ୟାର ଲକ୍ଷଣ ସବୁ କ’ଣ? ଆସନ୍ତୁ ଜାଣିବା ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ଏନେଇ କ’ଣ କହୁଛନ୍ତି। ଆତ୍ମହତ୍ୟା ପୂର୍ବର ସମ୍ଭାବ୍ୟ ଲକ୍ଷଣକେଉଁ ବୟସରେ ଆତ୍ମହତ୍ୟା ଅଧିକ ହେଉଛି?ଆତ୍ମହତ୍ୟା ପ୍ରବଣତାକୁ କେମିତି ରୋକିବା?ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସନ୍ତୁଳତ ଦରକାର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସାରା ବିଶ୍ୱରେ ପ୍ରତି ୪୦ ସେକେଣ୍ଡରେ କେହି ନା କେହି ଆତ୍ମହତ୍ୟା କରୁଛନ୍ତି। ସାଧାରଣତଃ...

ଛୋଟ ଛୋଟ କଥାରେ ଚିଡ଼ଚିଡ଼ ଲାଗୁଛି କି?

0
ବର୍ତ୍ତମାନ ସମୟରେ ଅନେକ ଲୋକ କିଛି କାରଣ ନଥାଇ ବିରକ୍ତି ଭାବ ପ୍ରକାଶ କରିଥାଆନ୍ତି। ଅନ୍ୟମାନଙ୍କ ଉପରେ ରାଗିଥା’ନ୍ତି। ତେବେ କେବେ ଭାବିଛନ୍ତି କାହିଁକି ଏମିତି ହେଉଛି, କେତେ ଦିନ ହେବ ଏମିତି ହେଉଛି, ଏହା ପଛରେ କାରଣ କ’ଣ ହୋଇପାରେ? ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ...
eating disorder_amrit

ଇଟିଂ ଡିସଅର୍ଡର କ’ଣ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

0
https://www.youtube.com/watch?v=H9k9fgMAEyA ଇଟିଂ ଡିସଅର୍ଡର ହେବାର କାରଣ କ’ଣ? ଏହାର ନିରାକରଣ ଏବଂ ଚିକିତ୍ସାକୁ ନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତ ପାଟ୍ଟଜୋଶୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଇଟିଂ ଡିସଅର୍ଡର କେତେ ପ୍ରକାର?ଇଟିଂ ଡିସ୍‌ଅର୍ଡରର କାରଣକେଉଁ ବୟସରେ ଇଟିଂ ଡିସ୍‌ଅର୍ଡର ଅଧିକ ଦେଖାଯାଏ?ଇଟିଂ ଡିସ୍‌ଅର୍ଡରର ଜଟିଳତାପରୀକ୍ଷା କରି...
love marriage

ପ୍ରେମ କରି ବିବାହ କରିବା ସତ୍ତ୍ୱେ କାହିଁକି ହୁଏ ଝଗଡ଼ା ?

0
https://youtu.be/IbUvMKJnixY ପ୍ରେମ କାହିଁକି ହୁଏ? ପ୍ରେମ ବିବାହ ସତ୍ତ୍ୱେ କାହିଁକି ହୁଏ ଝଗଡ଼ା? ଏନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ପ୍ରେମ କ’ଣ?ପ୍ରେମ ବିବାହ ସତ୍ତ୍ୱେ ଝଗଡ଼ା କାହିଁକି ହୁଏ?ପ୍ରେମ ସବୁଦିନ ରହିବ କେମିତି? ପ୍ରେମ ହେଲେ ଜଣେ ଶହେ ଜଣଙ୍କ...
error: Content is protected !!