ମହିଳାଙ୍କୁ କାହିଁକି ହୁଏ ଫାଇବ୍ରଏଡ୍‌?

0
https://www.youtube.com/embed/LtUhMRtRyJ0 ଫାଇବ୍ରଏଡ୍ କାହିଁକି ହୁଏ? ଏହାକୁ ଚିହ୍ନିବେ କେମିତି? ଏନେଇ ସ୍ତ୍ରୀ ରୋଗ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଫାଇବ୍ରଏଡ୍ କ’ଣ?ଫାଇବ୍ରଏଡ୍ କେତେ ପ୍ରକାରରଫାଇବ୍ରଏଡର ଲକ୍ଷଣ କ’ଣ?ମହିଳାଙ୍କୁ କାହିଁକି ହୁଏ ଫାଇବ୍ରଏଡ୍?ଫାଇବ୍ରଏଡକୁ କେମିତି ଚିହ୍ନିବେ?ଚିକିତ୍ସାରେ ବିଳମ୍ବ ହେଲେ କ’ଣ ସମସ୍ୟା ହେବ?ଫାଇବ୍ରଏଡର...

କିଶୋରୀ କନ୍ୟାର ପ୍ରସବ ପରେ ସତର୍କତା

0
ଯୁକ୍ତରାଷ୍ଟ୍ର ଆମେରିକା ଭଳି ଭାରତବର୍ଷରେ ମଧ୍ୟ ଅବାଞ୍ଛିତ ଗର୍ଭଧାରଣ ପାଇଁ ବର୍ଷକୁ ହାରାହାରି ୧.୫ ନିୟୁତ ଗର୍ଭପାତ ହୋଇଥାଏ। ତେଣୁ ଅଳ୍ପ ବୟସରେ ଗର୍ଭଧାରଣର ସାମାଜିକ ଓ ଶାରୀରିକ ସମସ୍ୟା ବିଷୟରେ ଜନସାଧାରଣ ଅବଗତ ହେବା ଜରୁରୀ ଏବଂ ଏହାକୁ କିପରି କମାଯାଇ ପାରିବ ସେଥିପାଇଁ ବ୍ୟବସ୍ଥାମାନ...

ବନ୍ଧ୍ୟାଦୋଷର କାରଣ କ’ଣ?

0
https://youtu.be/95SPH_slFL4 କାହିଁକି ହୁଏ ବନ୍ଧ୍ୟାଦୋଷ? କେମିତି ଏହାର ଚିକିତ୍ସା କରାଯାଏ? ଏନେଇ ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜିଏସ୍‌ଏସ୍‌ ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ମହିଳା ବନ୍ଧ୍ୟାଦୋଷର କାରଣପୁରୁଷ ବନ୍ଧ୍ୟାଦୋଷର କାରଣକେମିତି ଜାଣିବେ ବନ୍ଧ୍ୟାଦୋଷ?ବନ୍ଧ୍ୟାଦୋଷର ଚିକିତ୍ସାଡାକ୍ତରଙ୍କ ଟିପ୍ସ ମାତୃତ୍ୱ ଲାଭ ହେଉଛି ପ୍ରତ୍ୟେକ ମହିଳାଙ୍କ ସ୍ୱପ୍ନ।...

ମହିଳାଙ୍କ ଫିଟନେସ୍ ପାଇଁ ୬ଟି ସୁପରଫୁଡ୍

0
ସ୍ନିଗ୍ଧାରାଣି ଷଡ଼ଙ୍ଗୀ ଏହି ଛଅଟି ସୁପରଫୁଡ୍‌ ମହିଳାମାନଙ୍କୁ ଫିଟ୍‌ ରଖିବାରେ ସାହାଯ୍ୟ କରିଥାଏ। ଅଧିକ ପଢ଼ନ୍ତୁ: ନିୟମିତ ଫାଷ୍ଟଫୁଡ୍‌ ଖାଉଛନ୍ତି କି? ଶରୀର ପାଇଁ ଏକ ସନ୍ତୁଳିତ ଆହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ମହିଳାମାନଙ୍କୁ ଋତୁସ୍ରାବ, ଗର୍ଭଧାରଣ ଏବଂ ରଜନିଷ୍କୃତି (ମେନୋପଜ) ସ୍ଥାୟୀ ଭାବେ ଋତୁସ୍ରାବ ବନ୍ଦ ହେବା ପରି ସମସ୍ୟା...