‘୧୯୨୯’କୁ କଲେ ମିଳିବ କରୋନା ସମ୍ବନ୍ଧୀୟ ସୂଚନା

0
ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ରାଜଧାନୀ ଭୁବନେଶ୍ଵରରୁ ପ୍ରତିଦିନ ଶତାଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏଥିପାଇଁ ବିଏମ୍‌ସି ପକ୍ଷରୁ ରାଜଧାନୀବାସୀଙ୍କ ପାଇଁ ହେଲ୍‌ପଲାଇନ୍ ନମ୍ବର କାର୍ଯ୍ୟକ୍ଷମ କରାଯାଇଛି। ଏହି ହେଲ୍‌ପଲାଇନ୍ ନମ୍ବରଟି ହେଉଛି ‘୧୯୨୯’। ଏହି ନମ୍ଵରଟି ନିଶୁଳ୍କ ଅଟେ,...

ଘରେ କେହି କୋଭିଡ୍ ସଂକ୍ରମିତ ହେଲେ କେମିତି ନେବେ ଯତ୍ନ? – ଜାଣନ୍ତୁ WHOର ପରାମର୍ଶ

0
ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଯଦି ପରିବାରରେ କେହି କରୋନାରେ ପୀଡ଼ିତ ହୁଅନ୍ତି ତା’ହେଲେ କ’ଣ କରିବେ? କେମିତି ତାଙ୍କର ଯତ୍ନ ନେବେ? ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପରାମର୍ଶ ଜାଣନ୍ତୁ। ସଂକ୍ରମିତଙ୍କୁ ଅଲଗା ରୁମ୍‌ରେ ରଖନ୍ତୁ ପରିବାରରେ କାହାକୁ କୋଭିଡ୍‌ର ସାମାନ୍ୟ ଲକ୍ଷଣ ଦେଖାଦେଲେ ବା କୋଭିଡ୍‌...

ଜ୍ୱର ଓ ଆଇସୋଲେସନ୍‌ ପାଇଁ ହସ୍ପିଟାଲରେ ଖୋଲିବ ସ୍ୱତନ୍ତ୍ର ୱାର୍ଡ

0
ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ ହସ୍ପିଟାଲ ଆସୁଥିବା ସମସ୍ତ ବ୍ୟକ୍ତିଙ୍କର ହେବ ଥର୍ମାଲ ସ୍କ୍ରିନିଂ। ପ୍ରତ୍ୟେକ ହସ୍ପିଟାଲରେ ଅଲଗା ଜ୍ୱର ଓ ଆଇସୋଲେସନ ୱାର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ...

ରାଜ୍ୟରେ ଦିନକରେ ୪୮୫୧ନୂଆ ପଜିଟିଭ୍ ଚିହ୍ନଟ

0
ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ ରାଜ୍ୟରେ ମଧ୍ୟ ସଂକ୍ରମଣର ହାର ବଢ଼ିବାରେ ଲାଗିଛି। କିଛିଦିନ ହେବ ରାଜ୍ୟରୁ ଦୈନିକ ୪ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଦିନକରେ ୪୮୫୧ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ...
covid19 vaccine

ଭୁବନେଶ୍ୱରରେ କେଉଁଠି ରହିଛି ଟିକାକରଣ କେନ୍ଦ୍ର?

0
ସାରା ରାଜ୍ୟରେ ଭୟଙ୍କର ରୂପ ନେଉଛି ମହାମାରୀ କରୋନା। ଏହାର କାୟା ବିସ୍ତାର ହେଉଥିବା ବେଳେ ଏବେ ଏକ ମାତ୍ର ସାହାରା ହେଉଛି କୋଭିଡ୍ ଭ୍ୟାକ୍ସିନ୍ ବା କୋଭିଡ୍‌ ଟିକା। ଆସନ୍ତା ମେ’ ମାସରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିମାନେ କରୋନା ଟିକା ନେଇପାରିବେ ବୋଲି ଘୋଷଣା କରାଯାଇଛି।...

ଭୁବନେଶ୍ୱରରେ କେଉଁଠି କରିପାରିବେ କୋଭିଡ୍‌ ଟେଷ୍ଟ?

0
ସାଂଘାତିକ ହେବାରେ ଲାଗିଛି କରୋନା ମହାମାରୀ। ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ପଜିଟିଭ୍‌ ସଂଖ୍ୟା। ସାଧାରଣ ଜ୍ୱର, ଥଣ୍ଡା, କାଶ କିମ୍ବା କୋଭିଡ୍‌ର ଅନ୍ୟ କୌଣସି ଲକ୍ଷଣ ଜଣାପଡ଼ିଲେ କୋଭିଡ୍‌ ପରୀକ୍ଷା କରାଇନିଅନ୍ତୁ। ଆପଣଙ୍କ ଶରୀରରେ କରୋନା ଭୂତାଣୁ ଅଛି କି ନାହିଁ ଜାଣିବା ପାଇଁ ହେଲେ RT-PCR ଏବଂ...

ବ୍ରହ୍ମପୁରରେ ଆରମ୍ଭ ହେଲା ଡୋର୍‌ ଟୁ ଡୋର ସ୍କ୍ରିନିଂ

0
କରୋନା ସଂକ୍ରମଣକୁ ରୋକିବା ପାଇଁ ଏବଂ ଚିହ୍ନଟ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଡୋର୍‌ ଟୁ ଡୋର ସ୍କ୍ରିନିଂ। ବୁଧବାରଠାରୁ ଗଞ୍ଜାମର ପ୍ରତି ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ। ପ୍ରତି ଲୋକଙ୍କର ସ୍ୱାସ୍ଥାବସ୍ଥା ପରୀକ୍ଷା କରାଯାଉଛି। କାହାକୁ ଥଣ୍ଡା, କାଶ,...

କୋଭିଡ୍‌ ଦ୍ଵିତୀୟ ଷ୍ଟ୍ରେନ୍‌ଠାରୁ ନିଜକୁ ସୁରକ୍ଷିତ ରଖିବେ କିପରି?

0
ଅଧିକ ପଢ଼ନ୍ତୁ: କୋଭିଡ୍‌ ବେଳେ ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ ଦିନକୁ ଦିନ କୋଭିଡ୍‌ର ସଂକ୍ରମଣ ଓ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁକାବିଲା କରିବା ପାଇଁ ଡାକ୍ତର, ବିଭିନ୍ନ ସ୍ୱାସ୍ଥ୍ୟ ସଂଗଠନ, ବିଶେଷଜ୍ଞମାନେ ନିଜ ତରଫରୁ ଚେଷ୍ଟା ଜାରି ରଖିଛନ୍ତି। ଲୋକମାନେ ଶରୀରର ରୋଗପ୍ରତିରୋଧକ ଶକ୍ତି...

COVID Resources for Odisha: Helplines, Hospital Beds, Oxygen, Other Resources

0
This is an evolving guide on resources in Odisha to deal with the COVID-19 pandemic, verified and curated by Swasthya Plus Odia and a team of volunteers. Want to add something or report an...

କୋଭିଡ୍‌ ରୋଗୀଙ୍କ ପାଇଁ ବ୍ରିଦିଙ୍ଗ ଏକ୍ସରସାଇଜ୍‌

0
ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବା ପାଇଁ ପ୍ରଶ୍ୱାସ ନେବା (Breath In) ଓ ନିଶ୍ୱାସ ଛାଡ଼ିବା (Breath Out) ବ୍ୟାୟାମ। ସାଧାରଣତଃ କରୋନା ଭୂତାଣୁ ଫୁସ୍‌ଫୁସ୍‌କୁ ପ୍ରଭାବିତ କରିଥାଏ, ଯାହା ଫଳରେ କଫ ଫୁସ୍‌ଫୁସ୍‌ରେ ଭରିଯାଏ। ଫଳରେ ପ୍ରଶ୍ଵାସ ନେବାରେ ଅସୁବିଧା ଉପୁଜିଥାଏ। ତେଣୁ କୋଭିଡ୍‌ ସଂକ୍ରମିତମାନେ ଜାଣିବା ଦରକାର କି...
error: Content is protected !!