ଭୁବନେଶ୍ୱରର ୪ କୋଭିଡ୍‌ ହସ୍ପିଟାଲ ପାଇଁ ହେଲ୍‌ପଲାଇନ୍‌ ନମ୍ବର ଜାରି

0
କୋଭିଡ୍‌ର ଦ୍ରୁତ ସଂକ୍ରମଣକୁ ଦେଖି ବିଏମ୍‌ସି ପକ୍ଷରୁ ଭୁବନେଶ୍ୱରର ୪ଟି କୋଭିଡ୍‌ ହସ୍ପିଟାଲ ପାଇଁ ହେଲ୍‌ପ ଲାଇନ ନମ୍ବର ଜାରି କରାଯାଇଛି। ଏହି ନମ୍ବର ମାଧ୍ୟମରେ ସେଠାରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟ ତାଙ୍କ ସମ୍ପର୍କରେ ପଚାରି ବୁଝିପାରିବେ। କୋଭିଡ୍‌ ହସ୍ପିଟାଲ ଓ ହେଲ୍‌ପ ଲାଇନ ନମ୍ବର ସମ୍...
corona

ରାଜ୍ୟରେ ଦିନକରେ ୬ ହଜାର ଟପିଲା ସଂକ୍ରମଣ, ୭ ମୃତ

0
ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ସର୍ବାଧିକ ୬୧୬୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୫୭୫ଜଣ ହୋଇଥିବାବେଳେ, ୨୫୮୯ଜଣ...

କୋଭିଡ୍‌ ରୋଗୀଙ୍କ ପାଇଁ ବ୍ରିଦିଙ୍ଗ ଏକ୍ସରସାଇଜ୍‌

0
ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବା ପାଇଁ ପ୍ରଶ୍ୱାସ ନେବା (Breath In) ଓ ନିଶ୍ୱାସ ଛାଡ଼ିବା (Breath Out) ବ୍ୟାୟାମ। ସାଧାରଣତଃ କରୋନା ଭୂତାଣୁ ଫୁସ୍‌ଫୁସ୍‌କୁ ପ୍ରଭାବିତ କରିଥାଏ, ଯାହା ଫଳରେ କଫ ଫୁସ୍‌ଫୁସ୍‌ରେ ଭରିଯାଏ। ଫଳରେ ପ୍ରଶ୍ଵାସ ନେବାରେ ଅସୁବିଧା ଉପୁଜିଥାଏ। ତେଣୁ କୋଭିଡ୍‌ ସଂକ୍ରମିତମାନେ ଜାଣିବା ଦରକାର କି...

COVID Resources for Odisha: Helplines, Hospital Beds, Oxygen, Other Resources

0
This is an evolving guide on resources in Odisha to deal with the COVID-19 pandemic, verified and curated by Swasthya Plus Odia and a team of volunteers. Want to add something or report an...

କୋଭିଡ୍‌ ଦ୍ଵିତୀୟ ଷ୍ଟ୍ରେନ୍‌ଠାରୁ ନିଜକୁ ସୁରକ୍ଷିତ ରଖିବେ କିପରି?

0
ଅଧିକ ପଢ଼ନ୍ତୁ: କୋଭିଡ୍‌ ବେଳେ ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ ଦିନକୁ ଦିନ କୋଭିଡ୍‌ର ସଂକ୍ରମଣ ଓ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁକାବିଲା କରିବା ପାଇଁ ଡାକ୍ତର, ବିଭିନ୍ନ ସ୍ୱାସ୍ଥ୍ୟ ସଂଗଠନ, ବିଶେଷଜ୍ଞମାନେ ନିଜ ତରଫରୁ ଚେଷ୍ଟା ଜାରି ରଖିଛନ୍ତି। ଲୋକମାନେ ଶରୀରର ରୋଗପ୍ରତିରୋଧକ ଶକ୍ତି...

ବ୍ରହ୍ମପୁରରେ ଆରମ୍ଭ ହେଲା ଡୋର୍‌ ଟୁ ଡୋର ସ୍କ୍ରିନିଂ

0
କରୋନା ସଂକ୍ରମଣକୁ ରୋକିବା ପାଇଁ ଏବଂ ଚିହ୍ନଟ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଡୋର୍‌ ଟୁ ଡୋର ସ୍କ୍ରିନିଂ। ବୁଧବାରଠାରୁ ଗଞ୍ଜାମର ପ୍ରତି ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ। ପ୍ରତି ଲୋକଙ୍କର ସ୍ୱାସ୍ଥାବସ୍ଥା ପରୀକ୍ଷା କରାଯାଉଛି। କାହାକୁ ଥଣ୍ଡା, କାଶ,...

ଭୁବନେଶ୍ୱରରେ କେଉଁଠି କରିପାରିବେ କୋଭିଡ୍‌ ଟେଷ୍ଟ?

0
ସାଂଘାତିକ ହେବାରେ ଲାଗିଛି କରୋନା ମହାମାରୀ। ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ପଜିଟିଭ୍‌ ସଂଖ୍ୟା। ସାଧାରଣ ଜ୍ୱର, ଥଣ୍ଡା, କାଶ କିମ୍ବା କୋଭିଡ୍‌ର ଅନ୍ୟ କୌଣସି ଲକ୍ଷଣ ଜଣାପଡ଼ିଲେ କୋଭିଡ୍‌ ପରୀକ୍ଷା କରାଇନିଅନ୍ତୁ। ଆପଣଙ୍କ ଶରୀରରେ କରୋନା ଭୂତାଣୁ ଅଛି କି ନାହିଁ ଜାଣିବା ପାଇଁ ହେଲେ RT-PCR ଏବଂ...
covid19 vaccine

ଭୁବନେଶ୍ୱରରେ କେଉଁଠି ରହିଛି ଟିକାକରଣ କେନ୍ଦ୍ର?

0
ସାରା ରାଜ୍ୟରେ ଭୟଙ୍କର ରୂପ ନେଉଛି ମହାମାରୀ କରୋନା। ଏହାର କାୟା ବିସ୍ତାର ହେଉଥିବା ବେଳେ ଏବେ ଏକ ମାତ୍ର ସାହାରା ହେଉଛି କୋଭିଡ୍ ଭ୍ୟାକ୍ସିନ୍ ବା କୋଭିଡ୍‌ ଟିକା। ଆସନ୍ତା ମେ’ ମାସରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିମାନେ କରୋନା ଟିକା ନେଇପାରିବେ ବୋଲି ଘୋଷଣା କରାଯାଇଛି।...

ରାଜ୍ୟରେ ଦିନକରେ ୪୮୫୧ନୂଆ ପଜିଟିଭ୍ ଚିହ୍ନଟ

0
ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ ରାଜ୍ୟରେ ମଧ୍ୟ ସଂକ୍ରମଣର ହାର ବଢ଼ିବାରେ ଲାଗିଛି। କିଛିଦିନ ହେବ ରାଜ୍ୟରୁ ଦୈନିକ ୪ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଦିନକରେ ୪୮୫୧ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ...

ଜ୍ୱର ଓ ଆଇସୋଲେସନ୍‌ ପାଇଁ ହସ୍ପିଟାଲରେ ଖୋଲିବ ସ୍ୱତନ୍ତ୍ର ୱାର୍ଡ

0
ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ ହସ୍ପିଟାଲ ଆସୁଥିବା ସମସ୍ତ ବ୍ୟକ୍ତିଙ୍କର ହେବ ଥର୍ମାଲ ସ୍କ୍ରିନିଂ। ପ୍ରତ୍ୟେକ ହସ୍ପିଟାଲରେ ଅଲଗା ଜ୍ୱର ଓ ଆଇସୋଲେସନ ୱାର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ...
error: Content is protected !!