ଗଣ୍ଠିବାତ ରୋଗ କାହିଁକି ହୁଏ? ଏହାର ନିରାକରଣ ସମ୍ପର୍କରେ ଜାଣନ୍ତୁ

0
https://www.youtube.com/embed/bZfAV7L7pgc କେମିତି କରିବେ ଆଣ୍ଠୁଗଣ୍ଠି ବାତ ରୋଗର ଚିକିତ୍ସା? ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପରେଶ ଚନ୍ଦ୍ର ଦେ’ଙ୍କଠାରୁ ଆଣ୍ଠୁଗଣ୍ଠି ବାତ ରୋଗର ଚିକିତ୍ସା, ସଫଳ ଆଣ୍ଠୁ ପ୍ରତିରୋପଣ ବିଷୟରେ ଆସନ୍ତୁ ଜାଣିବା। ଆଣ୍ଠୁଗଣ୍ଠି ବାତ ରୋଗ କ’ଣ?ଆଣ୍ଠୁଗଣ୍ଠି ବାତ ରୋଗ କାହିଁକି ହୁଏ?ଗଣ୍ଠିବାତ ରୋଗର ପ୍ରକାରଗଣ୍ଠିବାତ ରୋଗକୁ ଚିହ୍ନିବେ...

ଆର୍ଥ୍ରାଇଟିସ୍ ରୋଗୀ କ’ଣ ଖାଇବେ?

0
https://www.youtube.com/embed/xFZJX9KH4Fc ଆର୍ଥ୍ରାଇଟିସ୍ ରୋଗୀ ସୁସ୍ଥ ରହିବା ପାଇଁ କ'ଣ ଖାଇବା ଦରକାର? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଆର୍ଥ୍ରାଇଟିସ୍ ରୋଗୀ କ'ଣ ଖାଇବା ଉଚିତ ଏବଂ କ'ଣ ଖାଇବା ଉଚିତ ନୁହେଁ, ସେନେଇ ଆମ ସମାଜରେ ବିଭିନ୍ନ ଭ୍ରାନ୍ତ ଧାରଣା...

ଗଣ୍ଠି ଫୁଲିଯିବା, ଗଣ୍ଠି ବଙ୍କା ହୋଇଯିବା ହେଉଛି ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ର ଲକ୍ଷଣ

0
https://youtu.be/wNUSGt66oAY ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ କ’ଣ ଏହା କାହିଁକି ହୁଏ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରଙ୍କଠାରୁ ଆସନ୍ତୁ ଜାଣିବା । ରୁମାଟଏଡ୍ ଆର୍ଥ୍ରାଇଟିସର ଲକ୍ଷଣରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ର କାରଣ କ’ଣ?ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ କେଉଁ କେଉଁ ଅଙ୍ଗକୁ ପ୍ରଭାବିତ କରିପାରେ?ରୁମାଟଏଡ୍ ଆର୍ଥ୍ରାଇଟିସର ପରୀକ୍ଷାରୁମାଟଏଡ୍...

କେତେବେଳେ ଦରକାର ଗଣ୍ଠି ପ୍ରତିରୋପଣ?

0
https://www.youtube.com/embed/M3_gzVH3fpM କାହାକୁ ଓ କେଉଁ ପରିସ୍ଥିତିରେ ଗଣ୍ଠି ପ୍ରତିରୋପଣ ଦରକାର ହୁଏ? ଏନେଇ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପରେଶ ଚନ୍ଦ୍ର ଦେ’ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଆଣ୍ଠୁଗଣ୍ଠି ପ୍ରତିରୋପଣ କାହିଁକି କରାଯାଏ?କାହିଁକି ଜଣେ ଆଣ୍ଠୁ ପ୍ରତିରୋପଣ କରିବେ?ଆଣ୍ଠୁ ପ୍ରତିରୋପଣ ପାଇଁ ୫ଟି ସଙ୍କେତସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତିରୋପଣ କ’ଣ?ଗଣ୍ଠି...
Dr Jyoti Ranjan Parida on Treatment of Arthritis

କେମିତି କରିବେ ଆର୍ଥ୍ରାଇଟିସ୍ ଚିକିତ୍ସା? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://www.youtube.com/watch?v=GHFJMdbcCng&t=3s ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗର ଚିକିତ୍ସା ସମ୍ଭବ। ଆସନ୍ତୁ ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କଠାରୁ ଆର୍ଥ୍ରାଇଟିସ୍ ରୋଗ ବିଷୟରେ ଅଧିକ ଜାଣିବା। ଗଣ୍ଠିବାତ ରୋଗର ପ୍ରକାରଭେଦକେଉଁ ବୟସରେ ହୁଏ ଗଣ୍ଠିବାତ ରୋଗ?ଗଣ୍ଡିବାତ ରୋଗର ଚିକିତ୍ସାଗଣ୍ଠିବାତ ରୋଗୀ କ’ଣ ଖାଇବେ ନାହିଁ ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ...
error: Content is protected !!