women having problem

୩୦ ବର୍ଷ ପରେ ମହିଳାଙ୍କଠାରେ ଦେଖାଦିଏ ଅନେକ ସ୍ୱାସ୍ଥ୍ୟ ସମସ୍ୟା, କେମିତି କରିବେ ସମାଧାନ

0
୩୦ ବର୍ଷ ପରେ ମହିଳାମାନେ ସାଧାରଣତଃ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେବେ ସାମାନ୍ୟ ଧ୍ୟାନ ଦେଲେ ମହିଳାମାନେ ଏଥିରୁ ରକ୍ଷା ପାଇପାରିବେ। ଆଜିକାଲି ମହିଳାମାନେ ଘର ସମ୍ଭାଳିବା ସହିତ ଅଫିସରେ କାର୍ଯ୍ୟ କରୁଥିବାରୁ ଅନେକ ସମୟରେ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି। ଯାହାଦ୍ୱାରା କି...
pregnancy_pickle

ଗର୍ଭାବସ୍ଥାରେ କାହିଁକି ଖଟା ଖାଇବାକୁ ଇଛା ହୁଏ?

0
ଗର୍ଭାବସ୍ଥାରେ ଗର୍ଭବତୀ ମା’କୁ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ମନ ହୁଏ। ଲେମ୍ବୁ, ଆଚାର, ତେନ୍ତୁଳି, କଞ୍ଚା ଆମ୍ବ ଭଳି ଖଟ୍ଟାଜାତୀୟ ଜିନିଷ ଖାଇବାକୁ ବହୁତ ଇଚ୍ଛା କରନ୍ତି ମହିଳାମାନେ। ଏହାର କାରଣ ହେଲା ଗର୍ଭାବସ୍ଥାରେ ଶରୀରରେ ହର୍ମୋନରେ ପରିବର୍ତ୍ତନ ହୋଇଥାଏ। ଶରୀରରେ ସୋଡିୟମ୍ ମାତ୍ରା କମ୍...
food reheat is bad

ଖାଦ୍ୟକୁ ବାରମ୍ବାର ଗରମ କରି ଖାଉଛନ୍ତି କି? ତେବେ ହୋଇଯାନ୍ତୁ ସାବଧାନ

0
ଯଦି ଆପଣ ଖାଦ୍ୟପଦାର୍ଥକୁ ବାରମ୍ବାର ଗରମ କରି ଖାଉଛନ୍ତି ତେବେ ସାବଧାନ ହୋଇଯାନ୍ତୁ, ନଚେତ୍ ଶରୀର ପାଇଁ ଏହା ଘାତକ ସାବ୍ୟସ୍ତ ହୋଇପାରେ। କେଉଁ ଖାଦ୍ୟ ସବୁ ଗରମ କରି ଖାଇବା ଅନୁଚିତ ଆସନ୍ତୁ ଜାଣିବା… ସବୁଜ ପନିପରିବା ଓ ଶାଗ ନାଇଟ୍ରେଟ୍ ଅଧିକ ଥିବା ସବୁଜ ପନିପରିବା କିମ୍ବା ସାଗ...

ବର୍ଷା ଦିନେ କିପରି ନେବେ କେଶର ଯତ୍ନ?

0
ବର୍ତ୍ତମାନ କେଶ ଝଡ଼ିବା ସମସ୍ତଙ୍କ ଚିନ୍ତାର କାରଣ ସାଜିଛି। ମୁଖ୍ୟତଃ ବର୍ଷା ଦିନେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖାଦିଏ। ଯଦି ଆପଣଙ୍କର ଦିନକୁ ୨୦୦ରୁ ଅଧିକ କେଶ ଝଡ଼ିଥାଏ ତେବେ ଆପଣ ଚନ୍ଦାପଣର ଶିକାର ହୋଇଥା’ନ୍ତିା ବହୁ ମାତ୍ରାରେ କେଶ ଝଡ଼ିବାର କାରଣ ଏବଂ କିପରି ଏହାର...

ପୁରୁଷମାନେ ବ୍ରଣ ସମସ୍ୟାରୁ କେମିତି ପାଇବେ ମୁକ୍ତି?

0
ଆଜିର ଦିନରେ ମୁହଁରେ ବ୍ରଣ ହେବା ସମସ୍ତଙ୍କ ଗୋଟିଏ ମୁଖ୍ୟ ସମସ୍ୟା ହୋଇ ଠିଆ ହେଲାଣି। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବକମାନଙ୍କ ମୁହଁରେ ବ୍ରଣ ହେବା କାରଣରୁ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମୁଖ୍ୟତଃ ପୁରୁଷମାନଙ୍କ ମୁହଁରେ ଅଧିକ ମାତ୍ରାରେ ବ୍ରଣ ଦେଖାଦେଇଥାଏ। ବର୍ତ୍ତମାନ ସମୟରେ...
leptospirosis

ବର୍ଷାଦିନେ ବଢ଼ିଯାଏ ଲେପ୍ଟୋସ୍ପାଇରୋସିସର ବିପଦ, ଆସନ୍ତୁ ଜାଣିବା ସେ ବିଷୟରେ

0
ଲେପ୍ଟୋସ୍ପାଇରୋସିସ୍ ହେଉଛି ଏପରି ଏକ ରୋଗ ଯାହା ବର୍ଷାଦିନେ ବଢିଯାଇଥାଏ। ଭାରତରେ ୨୦୧୩ରେ ପ୍ରଥମେ ଏହି ରୋଗ ଦେଖାଯାଇଥିଲା। ତା’ ପରଠାରୁ ଏହାଦ୍ୱାରା ପ୍ରତିବର୍ଷ ପ୍ରାୟ ୫ ହଜାର ଲୋକ ପ୍ରଭାବିତ ହେଉଛନ୍ତି। ଏହି ରୋଗରେ ପୀଡ଼ିତ ପ୍ରାୟ ୧୦-୧୫ ପ୍ରତିଶତ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। ପଶୁପକ୍ଷୀଙ୍କ...
fruit juice for heath

ସ୍ୱାସ୍ଥ୍ୟ ପାଇଁ କ’ଣ ଉପକାରୀ? ଫଳ ନା ଫଳରସ

0
ଆଜିକାଲି ଲୋକମାନେ ମୃଦୁପାନୀୟ ତୁଳନାରେ ବଜାରରେ ପ୍ୟାକେଟ୍‌ରେ ମିଳୁଥିବା ଫଳରସ ପିଇବାକୁ ଅଧିକ ପସନ୍ଦ କରୁଛନ୍ତି। ମୃଦୁପାନୀୟର କୁପ୍ରଭାବ ବିଷୟରେ ଲୋକମାନେ ସଚେତନ ହେଉଥିବା କଥା ଏଥିରୁ ସୁସ୍ପଷ୍ଟ, ଯାହା ଦ୍ୱାରା ସେମାନେ କେତେକ ଜୀବନଶୈଳୀ ସମ୍ବନ୍ଧିତ ରୋଗରୁ ନିଜକୁ ଦୂରେଇ ରଖିପାରିବେ। ତେବେ, ବଜାରରେ ଟେଟ୍ରା...
Silent Stroke news

ସାଇଲେଣ୍ଟ ଷ୍ଟ୍ରୋକ୍ କ’ଣ?

0
ସାଧାରଣତଃ କୌଣସି ବ୍ୟକ୍ତିଙ୍କ ନିକଟରେ ଷ୍ଟ୍ରୋକର ଲକ୍ଷଣ ଦେଖାଗଲେ ପରିବାର ଲୋକ ତାଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଥାନ୍ତି। କିନ୍ତୁ ସାଇଲେଣ୍ଟ ଷ୍ଟ୍ରୋକରେ ଏପରି ହୋଇନଥାଏ। ଏହି ସମୟରେ ସେପରି କିଛି ବଡ଼ ଧରଣର ଲକ୍ଷଣ ଦେଖାଯାଉଥିବାରୁ ଏହା ଅଧିକ ଘାତକ ହୋଇଥାଏ। ସାଇଲେଣ୍ଟ ଷ୍ଟ୍ରୋକ୍ ମସ୍ତିଷ୍କର ଏକ...

ଫିଟନେସକୁ ନେଇ ଲୋକମାନେ କରୁଥିବା ଭୁଲ୍

0
ଆଜିକାଲି ବହୁ ଲୋକ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେଲେଣି। ତଥାପି ମଧ୍ୟ ଫିଟନେସକୁ ନେଇ ବହୁତ ଭୁଲ୍ କରୁଛନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ ମଧୁମେହ ହେବା ଭୟରେ ଲୋକମାନେ ଆଜିକାଲି ଚିନି ଖାଇବା କମାଇଦେଉଛନ୍ତି। କିନ୍ତୁ ଲୁଣ କମାଉନାହାନ୍ତି। ପ୍ୟାକେଟରେ ଥିବା ଚିପ୍ସ, ପାମ୍ପଡ ଖାଇବା ଛାଡୁନାହାନ୍ତି।...
tamato

ସୁସ୍ଥ ରହିବା ପାଇଁ ଖାଆନ୍ତୁ ଟମାଟୋ

0
ଖାଦ୍ୟରେ ଟମାଟୋର ବ୍ୟବହାର ସକାଳ ଜଳଖିଆରୁ ଆରମ୍ଭ କରି ରାତ୍ରିଭୋଜନ ପର୍ଯ୍ୟନ୍ତ ହୋଇଥାଏ। ତେବେ ଏହା କେବଳ ତରକାରୀକୁ ସ୍ୱାଦିଷ୍ଟ କରେନାହିଁ, ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱରେ ଏହା ଭରପୁର। ଏଥିରେ ପ୍ରଚୁର ପରିମାଣର କ୍ୟାଲୋରୀ, ଫାଇବର, ଲାଇକୋପିନ, ସୋଡ଼ିୟମ, ଫସଫରସ, ଫୋଲେଟ ଇତ୍ୟାଦି ତତ୍ତ୍ୱ ରହିଥାଏ। ହୃଦୟକୁ...
error: Content is protected !!