diabetes health care

ଡାଇବେଟିସ୍‌ ରୋଗୀ ଆପଣାନ୍ତୁ ଏମିତି କିଛି ଟିପ୍ସ

0
ଡାଇବେଟିସର ଚିକିତ୍ସା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ, ନିର୍ଦ୍ଦିଷ୍ଟ ଆହାର ଅନୁସରଣ ଓ ନିୟମିତ ଔଷଧ ସେବନ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ପାଇଁ କେତେକ ଦିଗ ପ୍ରତି ଧ୍ୟାନ ଦେବା ଉଚିତ।   ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏକ ନିତିଦିନଆ ରୁଟିନ୍‌ ପ୍ରସ୍ତୁତ କରିବା ଖୁବ୍‌...

ମା’କୁ ଦେଖିଲେ ପିଲା କାହିଁକି ଖୁସି ହୁଏ?

0
ଗୀତା ଦାସ ପ୍ରଥମେ ପିଲା ମା’ଠାରୁ କ୍ଷୀର ଖାଇ ଭୋକ ଶୋଷରୁ ରକ୍ଷା ପାଇ ତୃପ୍ତ ହୁଏ। ଓଦା ମଇଳା ହୋଇ ପଡ଼ିଥିଲେ ମା’ ସଫା କରି ଶୁଖିଲା ବିଛଣାରେ ଶୁଆଇ ଦେଲେ ପିଲାକୁ ଆରାମ ଲାଗେ। ମାଆ ଏହିପରି ଭାବରେ ତୃପ୍ତିଦାୟିନୀ ଓ ଶାନ୍ତିଦାୟିନୀ ହୋଇଥିବାରୁ ମାଆକୁ...
long nails

ଲମ୍ବା ନଖ ରଖୁଥିଲେ ସତର୍କ ହୁଅନ୍ତୁ

0
ଝିଅମାନେ ସାଧାରଣତଃ ଲମ୍ବା ନଖ ରଖିବାକୁ ଖୁବ୍ ଭଲ ପାଆନ୍ତି। ନଖକୁ ସୁନ୍ଦର ରଖିବା ଲାଗି ସେମାନେ ମ୍ୟାନିକିଓର ଭଳି ପଦ୍ଧତି ବି ଅବଲମ୍ବନ କରନ୍ତି। ଏକଥା ନୁହେଁ ଯେ ଲମ୍ବା ନଖ ରଖିବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ଝିଅମାନେ ଜାଣନ୍ତି ନାହିଁ, ତେବେ ଏହି...
healthy morning

ଶୀତଦିନେ ଓଜନ ବଢ଼ିବାର କାରଣ

0
ଆମେ ଯେତେବେଳେ ଦିନରେ ଚଳପ୍ରଚଳ ହେଉ ସୂର୍ଯ୍ୟାଲୋକରେ ଥିବା ନୀଳ ଆଲୋକ ଆମ ଆଖି ଦେଇ ଶରୀରରେ ପ୍ରବେଶ କରିଥାଏ। ଫଳରେ ଏହା ମଣିଷର ଚର୍ମତଳେ ଥିବା ଫ୍ୟାଟ୍ ସେଲ୍ ଉପରେ ପ୍ରଭାବ ପକାଇଥାଏ। ଏହି ଫ୍ୟାଟ୍ ସେଲ ବା ମେଦରେ ଥିବା ଲିପିଡ଼୍ ବୁନ୍ଦାର ଆକାର...
muscle pain

ମାଂସପେଶୀ ଯନ୍ତ୍ରଣା ଗୁରୁତର ରୋଗର ସଙ୍କେତ ହୋଇପାରେ

0
ଅନେକ ସ୍ଥଳରେ ଲୋକମାନଙ୍କର ପିଠିର ତଳଅଂଶ, ଅଣ୍ଟା, କାନ୍ଧ ନିକଟରେ ଥିବା ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ। ଏହାକୁ କିନ୍ତୁ ସାଧାରଣତଃ ଲୋକମାନେ ଗୁରୁତର ବୋଲି ଗ୍ରହଣ କରନ୍ତି ନାହିଁ। ଅତ୍ୟଧିକ ପରିଶ୍ରମ, ମାଂସପେଶୀ ଉପରେ ଅଧିକ ଚାପ କିମ୍ବା ଅନୁଚିତ ଉପଯୋଗ ଯୋଗୁ ଏହି ସମସ୍ୟା ହୋଇଥାଏ।...
Alcohol

ମଦ ପିଇଲେ ଶରୀର ଓ ମନରେ କି ପରିବର୍ତ୍ତନ ଆସେ?

0
ଗୀତା ଦାସ ଆଧୁନିକ ଜୀବନରେ ମଦର ବ୍ୟବହାର ଓ ଅପବ୍ୟବହାର ପ୍ରସଙ୍ଗରେ ମନୋବିଜ୍ଞାନୀଙ୍କ ପରାମର୍ଶ ମଦର ଗୁଣ ଦୁଇ ପ୍ରକାର। ଅଳ୍ପ ମଦ ପିଇଲେ ମସ୍ତିଷ୍କର ସ୍ନାୟୁକୋଷ ଉଦ୍ଦୀପିତ ହେଉଥିବାରୁ ପିଇଲା ବେଳକୁ ଉତ୍‌ଫୁଲ୍ଲ ଲାଗେ, ଦେହରେ ନୂଆ ବଳ ଆସିଲା ପରି ଲାଗେ। ମନରେ ଆମୋଦିତ ଭାବ ଦେଖାଦେବାରୁ...
swine flu

କେମିତି ଏଡ଼ାଇ ପାରିବେ ସ୍ଵାଇନ୍ ଫ୍ଲ୍ୟୁର ଆଶଙ୍କା?

0
ଘୁଷୁରି ପାଖରୁ ହିଁ ଏହି ଇନଫଲୁଏନ୍‌ଜା ଭାଇରସ୍ ମଣିଷ ଦେହକୁ ବ୍ୟାପିଛି। ୨୦୦୯ ଅପ୍ରିଲ୍ ମାସରେ ଆବିଷ୍କୃତ ଏହି ଭାଇରସ୍ ମଣିଷ, ଘୁଷୁରି ଏବଂ ପକ୍ଷୀର ଇନଫଲୁଏନ୍‌ଜା ଭାଇରସର ମିଶ୍ରଣରେ ସୃଷ୍ଟି ହୋଇଥିବାରୁ ଏହାକୁ ଭାଇରସ୍ ଟାଇପ୍ ଏ ବା ଏଚ୍୧ଏନ୍୧ ବୋଲି କୁହାଯାଉଛି। ଏହି ରୋଗ...
gaining weight after workout

କାହିଁକି ୱାର୍କଆଉଟ୍ ପରେ ବି କମୁନି ଓଜନ? 

0
ଅନେକ ଲୋକ ଜିମରେ ୱାର୍କଆଉଟ୍ ପରେ ମଧ୍ୟ ଓଜନ କମୁ ନଥିବାର ଅଭିଯୋଗ କରିଥାନ୍ତି। ପ୍ରକୃତରେ ସେମାନେ ଏପରି କିଛି ଭୁଲ୍ କରନ୍ତି ଯାହାଦ୍ୱାରା ଓଜନ କମିନଥାଏ। ଯଦି ଆପଣ ପ୍ରତିଦିନ ଗୋଟିଏ ପ୍ରକାର ୱାର୍କଆଉଟ୍ କରିବେ ତା’ ହେଲେ କିଛି ସୁଫଳ ମିଳିବ ନାହିଁ। ତା’...
eyebrow threading

ଆଇବ୍ରୋ ସେପ୍‌ କରିବା ପରେ ତ୍ୱଚା ନାଲି ପଡ଼ୁଛି କି? ଆପଣାନ୍ତୁ ଏହି ଟିପ୍ସ

1
ଆଇବ୍ରୋ ମୁହଁର ଏକ ଆକର୍ଷଣୀୟ ଭାଗ। ଏହାକୁ ଠିକ୍ ଭାବେ ସେପ୍ ଦେଲେ ମୁଖ ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଏ। ଏଥିପାଇଁ ଥ୍ରେଡିଙ୍ଗ, ପ୍ଲକିଙ୍ଗ୍, ଓ୍ଵାକ୍ସିଂ ଏବଂ ମାଇକ୍ରୋବ୍ଲଗିଙ୍ଗ୍ କରାଯାଏ। କେତେ ଜଣଙ୍କର ଥ୍ରେଡିଙ୍ଗ୍ କରିବା ପରେ ତ୍ଵଚା ନାଲି ପଡ଼ିଯାଏ, କଟିଯାଏ, ଜଳିବା ଭଳି ବିଭିନ୍ନ ପ୍ରକାର...
knee pain

ଆଣ୍ଠୁଗଣ୍ଠି ବ୍ୟଥା ଦୂର କରିବ କଫି

0
ସାଧାରଣତଃ ଓଜନ ବୃଦ୍ଧି ବା ଆଣ୍ଠୁରେ ମାଡ଼ ହେବା ଯୋଗୁଁ ଆଣ୍ଠୁଗଣ୍ଠି ବ୍ୟଥା ଭଳି ସମସ୍ୟା ଦେଖାଦେଇଥାଏ। ଏମିତିରେ ଆଣ୍ଠୁରେ ଆଣ୍ଟି ଇନ୍ ଫ୍ଲାମେଟୋରି ତତ୍ୱର ଅଭାବ ହୋଇଯାଏ। ଏଥିପାଇଁ ଆମେ ସାଧାରଣତଃ ପେନ୍ କିଲର୍ ବଟିକା ଖାଇଥାଉ, ଯାହା ପରବର୍ତ୍ତୀ ସମୟରେ ଅନେକ ପାର୍ଶ୍ୱପ୍ରତିକ୍ରିୟା କରିଥାଏ।...
error: Content is protected !!