ଡାଇବେଟିସର ଚିକିତ୍ସା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ, ନିର୍ଦ୍ଦିଷ୍ଟ ଆହାର ଅନୁସରଣ ଓ ନିୟମିତ ଔଷଧ ସେବନ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ପାଇଁ କେତେକ ଦିଗ ପ୍ରତି ଧ୍ୟାନ ଦେବା ଉଚିତ। senior citizen and social life exercise

 

  • ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏକ ନିତିଦିନଆ ରୁଟିନ୍‌ ପ୍ରସ୍ତୁତ କରିବା ଖୁବ୍‌ ଜରୁରୀ।
  • ସକାଳେ ଶୀଘ୍ର ଉଠିବା ଜରୁରୀ।
  • ବ୍ୟାୟାମ ପାଇଁ ସମୟ ବାହାର କରିବା ଉଚିତ।
  • ଆଳସ୍ୟପୂର୍ଣ୍ଣ ଜୀବନଶୈଳୀ ବଦଳରେ ସକ୍ରିୟ ଜୀବନ ଶୈଳୀ ରଖିବା ଉଚିତ।
  • ସାଇକେଲିଂ, ବ୍ୟାୟାମ, ପହଁରିବା ଏଥିମଧ୍ୟରୁ ଯେ କୌଣସି ଅଭ୍ୟାସ ପ୍ରତିଦିନ ୩୦ରୁ ୪୦ ମିନିଟ୍‌ କରିବା କଥା।
  • ଡାଇବେଟିସ୍‌ ଓ ହୃଦରୋଗର ଔଷଧ କେବେ ବି ବନ୍ଦ ହୁଏ ନାହିଁ । ଏଥିପାଇଁ ରୋଗୀ କେବେ ବି ଔଷଧ ବନ୍ଦ କରନ୍ତୁ ନାହିଁ। ଏହି ଔଷଧର କିଡନୀ ଓ ଲିଭର ଉପରେ କୌଣସି ପ୍ରଭାବ ନ ଥାଏ।
  • ୪୦ ବର୍ଷ ବୟସ ପରେ ନିୟମିତ ରକ୍ତ ଶର୍କରା ଯାଂଚ, ଲିପିଡ୍‌ ପ୍ରୋଫାଇଲ୍‌ ଯାଂଚ, କିଡନୀ ଫଙ୍କସନ୍‌ ଟେଷ୍ଟ, ଲିଭର ଫଙ୍କସନ୍‌ ଟେଷ୍ଟ, ଟିଏମ୍‌ଟି ଯାଂଚ, ରେଟିନା ଯାଂଚ ଆଦି କରାଇବା ଜରୁରୀ।