ମୁହଁରେ ବ୍ରଣ ହେଉଛି କି? ଜାଣନ୍ତୁ ଡାକ୍ତରଙ୍କ ଟିପ୍ସ

0
https://www.youtube.com/embed/qf1YXY_IWuU ମୁହଁରୁ ବ୍ରଣ କେମିତି ଯିବ? ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଏନେଇ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ବ୍ରଣ ଏକ ସାଧାରଣ ଚର୍ମ ରୋଗ। ଏହା ଉଭୟ ମହିଳା ଓ ପୁରୁଷଙ୍କଠାରେ ହୋଇଥାଏ। ସାଧାରଣତଃ ମୁହଁରେ ବ୍ରଣକୁ ନେଇ ଯୁବପିଢ଼ିମାନେ ସବୁବେଳେ ଚିନ୍ତାରେ...
soap in face

ତ୍ୱଚାକୁ ନେଇ କରନ୍ତୁ ନାହିଁ ଏହି ଭୁଲ

0
ସମସ୍ତେ ନିଜ ସୁନ୍ଦରତାକୁ ନେଇ ବେଶ୍‌ ସଚେତନ ଥାଆନ୍ତି। କିନ୍ତୁ କିଛି ସାମାନ୍ୟ ଭୁଲ ଆମ ସୁନ୍ଦରତାକୁ ନଷ୍ଟ କରିଦେଇଥାଏ। ବର୍ତ୍ତମାନ ସମୟରେ ଉଜ୍ୱଳ ଓ ଚମକଦାର ତ୍ୱଚା କିଏ ବା ନ ଚାହେଁ। ଏଥିପାଇଁ ମହିଳା ହୁଅନ୍ତୁ ବା ପୁରୁଷ ନିଜ ମୁହଁରେ ଅନେକ କ୍ରିମ ଏବଂ...
soap in face

ଖରାଦିନେ ଘରୋଇ ଉପାୟରେ ନିଅନ୍ତୁ ତ୍ୱଚାର ଯତ୍ନ

0
ତ୍ୱଚାରେ ଚମକ ବଜାୟ ରଖିବା ପାଇଁ ଅଧିକାଂଶ ମହିଳା ନାନା ପ୍ରକାର କସମେଟିକ୍ ଉତ୍ପାଦ ବ୍ୟବହାର କରିଥାଆନ୍ତି, ଯାହାକି ସେମାନଙ୍କର ତ୍ୱଚାକୁ ଭଲ କରିବା ପରିବର୍ତ୍ତେ ଖରାପ କରିଥାଏ। କେବଳ ଘରୋଇ ଉପାୟରେ ବି ତ୍ୱଚାରେ ଚମକ ଆଣିପାରିବେ। ଖରାଦିନେ ତ୍ଵଚା ତେଲିଆ ହେବା ସହ ମୁହଁରେ ବ୍ରଣ...

ତ୍ୱଚାରୁ ଟ୍ୟାନ୍‌ ଦୂର କରିବେ କିପରି?

0
ସାଧାରଣତଃ ଖରାଦିନେ ଖରା ସଂସ୍ପର୍ଶରେ ଆସିବା ଯୋଗୁଁ ତ୍ଵଚାରେ ସନବର୍ଣ୍ଣ, ସନଟ୍ୟାନ୍ ଭଳି ସମସ୍ୟା ହୋଇଥାଏ। ତେଣୁ ଖରାଦିନେ କିପରି ନେବେ ତ୍ୱଚାର ଯତ୍ନ? ଜାଣନ୍ତୁ ଯେଉଁମାନଙ୍କର ତେଲିଆ ତ୍ୱଚା ସେମାନଙ୍କର ଖରାଦିନରେ ମୁହଁରୁ ପ୍ରବଳ ତେଲ ବାହାରିଥାଏ। ଏପରିସ୍ଥଳେ ପାଖରେ ସବୁବେଳେ ଏକ ରୁମାଲ ରଖନ୍ତୁ। ତ୍ୱଚା ତେଲିଆ ଲାଗିଲେ...
Hair Fall

ପ୍ରସବ ପରେ ଅଧିକ କେଶ ଝଡ଼ୁଛି କି?

0
ପ୍ରସବ ପରେ କେମିତି ନେବେ କେଶର ଯତ୍ନ? ପ୍ରସବ ପରେ ମହିଳାମାନଙ୍କୁ ଶରୀର ସହ କେଶ ଓ ତ୍ୱଚାକୁ ନେଇ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ହାଇପାଓ୍ୱାର ମେଡିସିନ୍ ଖାଇବା ଯୋଗୁଁ ପ୍ରସବ ପରେ ହର୍ମୋନରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆସେ। ଶରୀରରୁ ମିନେରାଲ୍ସ କମିଯାଏ। ଏହି କାରଣରୁ କେଶ...

ନଖକୁ କିପରି ରଖିବେ ସୁସ୍ଥ?

0
ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ହାତ ଓ ହାତ ନଖକୁ ପରିଷ୍କାର ପରିଚ୍ଛନ ରଖିବା ସମସ୍ତଙ୍କ ପାଇଁ ଜରୁରୀ। କାରଣ ନଖ ବାଟ ଦେଇ ସିଧାସଳଖ ଆମ ଶରୀରକୁ ବିଭିନ୍ନ ପ୍ରକାର ଜୀବାଣୁ ଯାଇଥା’ନ୍ତି।  ନଖକୁ ପ୍ରାକୃତିକ ଭାବେ ସୁସ୍ଥ ରଖିବା ଓ ଭଲ ରଖିବା ପାଇଁ କେବଳ ମାନିକିଓର...
error: Content is protected !!