ତ୍ୱଚାରୁ କଳା ଦାଗ କେମିତି ଯିବ?

0
https://youtu.be/-SKL8dvnsCk ମୁହଁରୁ ବ୍ରଣର ଦାଗ, କଳା ଦାଗ, ମେଲାଜ୍‌ମା ଭଳି ସମସ୍ୟା ଯିବ କେମିତି? ଏନେଇ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଦିପ୍ତୀରଞ୍ଜନୀ ବିଶୋଈ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଶରୀରରେ ମେଲାନିନ୍‌ର ମାତ୍ରା ଅଧିକ ଥିଲେ ତ୍ୱଚାର ରଙ୍ଗ ଅଧିକ ରହେ ଓ ମେଲାନିନ୍‌ର ମାତ୍ରା କମ୍‌...

କେଶ ଝଡ଼ିବା ଓ ଚନ୍ଦାପଣ – କିପରି ପାଇବେ ମୁକ୍ତି?

0
https://youtu.be/tgqXYWdR2nE କେଶ ଝଡ଼ିବା ଓ ଚନ୍ଦାପଣ ବର୍ତ୍ତମାନ ସମୟରେ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ତେବେ କେଶ ଝଡ଼ିବା ଏବଂ ଚନ୍ଦାପଣର କାରଣ କ’ଣ? ଏନେଇ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟାର୍ଥ ପ୍ରକାଶଙ୍କ ପରାମର୍ଶ, ଜାଣନ୍ତୁ। କେଶ ଝଡ଼ିବା ଏବଂ ଚନ୍ଦାପଣ ମଧ୍ୟରେ ଫରକକେଶ ଝଡ଼ିବାର ଚିକିତ୍ସାଚନ୍ଦାପଣର...

ଖରାଦିନେ ତ୍ୱଚାର ଯତ୍ନ କିପରି ନେବେ? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://youtu.be/dG7CVGtLEg0 ଖରାଦିନେ କିପରି ନେବେ ତ୍ୱଚାର ଯତ୍ନ? ମାସ୍କ ଓ ସାନିଟାଇଜର ବ୍ୟବହାର ଯୋଗୁଁ ହେଉଥିବା ସମସ୍ୟାରୁ କିପରି ପାଇବେ ମୁକ୍ତି? ଏନେଇ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟାର୍ଥ ପ୍ରକାଶ କ’ଣ କହୁଛନ୍ତି, ଜାଣନ୍ତୁ। ଖରାଦିନେ ତ୍ୱଚା ସମସ୍ୟାର ଚିକିତ୍ସାତ୍ୱଚାର କିପରି ନେବେ ଯତ୍ନ?ମାସ୍କ ଓ ସାନିଟାଇଜର...

ଆଖି ତଳ କଳା ଦାଗ ପଡ଼ୁଛି କି?

0
ଆଖି ତଳେ କଳା ଦାଗ ପଡ଼ିଲେ ମୁହଁର ସୌନ୍ଦର୍ଯ୍ୟ ନଷ୍ଟ କରିଦେଇଥାଏ। ତେଣୁ ଏହି କଳା ଦାଗରୁ ମୁକ୍ତି ପାଇବା ପାଇଁ କ’ଣ କରିବେ ଜାଣନ୍ତୁ। ମୁହଁର ସୁନ୍ଦରତା ପାଇଁ ଆଖିର ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏକ ସୁନ୍ଦର ଆଖି ଅନ୍ୟକୁ ଆକୃଷ୍ଟ କରିଥାଏ। କିନ୍ତୁ ଆଖି...

ତ୍ଵଚାକୁ ସଫା କରିବା ପାଇଁ ବ୍ୟବହାର କରନ୍ତୁ ଘରୋଇ ଫେସ୍‌ଓ୍ଵାସ୍‌

0
ମୁହଁକୁ ଉଜ୍ୱଳ ଓ ଚମକଦାର କରିବା ପାଇଁ ମହିଳାମାନେ ନାନାଦି କ୍ରିମ୍‌, ଫେସ୍‌ଓ୍ୱାସ୍‌ ବ୍ୟବହାର କରିଥାଆନ୍ତି। ହେଲେ କେମିକାଲଯୁକ୍ତ ଏହି ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଉଜ୍ୱଳତା ଆସିଥାଏ, କିନ୍ତୁ କିଛି କ୍ଷଣକ ପାଇଁ। ଏହାପରେ ତ୍ୱଚାଜନିତ ବିଭିନ୍ନ ସମସ୍ୟା ଉପୁଜିଥାଏ। ଆପଣ କିଛି ଘରୋଇ...

କର୍ମଜୀବୀ ମହିଳା କେମିତି ନେବେ ନିଜ ତ୍ୱଚାର ଯତ୍ନ?

0
ସୁନ୍ଦର ଓ କୋମଳ ତ୍ୱଚା ପ୍ରତ୍ୟେକ ମହିଳାଙ୍କର ଇଛା। ଏଥିପାଇଁ ମହିଳାମାନେ ନାନା ଉପାୟ ଆପଣେଇ ଥାଆନ୍ତି। ହେଲେ ଆଜିକାଲି ଅଧିକାଂଶ ମହିଳା ନିଜ ବୃତ୍ତିଗତ ଜୀବନରେ ଏତେ ବ୍ୟସ୍ତ ଯେ, ସେମାନେ ନିଜ ତ୍ୱଚାର ସଠିକ୍‌ ଯତ୍ନ ନେଇପାରୁ ନାହାନ୍ତି। ଆସନ୍ତୁ, ଜାଣିବା କର୍ମଜୀବୀ ମହିଳା...
face

ମୁହଁରେ ପଡ଼ିବନି କୁଞ୍ଚନ – କିଣନ୍ତୁ ‘ମାମାଆର୍ଥ’ର ଏହି ୪ଟି ପ୍ରଡକ୍ଟ

0
ବୟସ ଛାପ, କୁଞ୍ଚିତ ଚର୍ମ, ବ୍ରଣ, କଳାଦାଗକୁ ନେଇ ଚିନ୍ତିତ କି? କିଣନ୍ତୁ ‘ମାମାଆର୍ଥ’ର ଏହି ୪ଟି ପ୍ରଡକ୍ଟ। ମାମାଆର୍ଥ ରେଟିନୋଲ ସିରମ୍‌ ପ୍ରଦୂଷଣ, ମାନସିକ ଚାପ ଓ ବିଭିନ୍ନ କାରଣ ଯୋଗୁଁ ମୁହଁରେ ବ୍ରଣ, କଳାଦାଗ ଓ ଅସମୟରେ ବୟସ ଛାପ, ଚର୍ମ କୁଞ୍ଚନ ପଡ଼ିଯାଏ। ସମୟ ଥାଉ...
tulsi leaves

ମୁହଁର ସୌନ୍ଦର୍ଯ୍ୟ ବଢ଼ାଏ ତୁଳସୀ ପତ୍ର

0
ଶରୀର ସହିତ ମୁହଁର ସୌନ୍ଦର୍ଯ୍ୟ ପାଇଁ ତୁଳସୀ ପତ୍ର ଔଷଧ ରୂପେ କାମ କରେ। ତୁଳସୀ ପତ୍ରକୁ ଇଂରାଜୀରେ ବାସିଲ ଲିଫ କୁହାଯାଏ। କାହିଁ କେଉଁ କାଳରୁ ତୁଳସୀ ପତ୍ରକୁ ବହୁଳ ବ୍ୟବହାର କରାଯାଉଛି। କେବଳ ସେତିକି ନୁହେଁ ବିଭିନ୍ନ ରୋଗର ଔଷଧ ଭାବେ ମଧ୍ୟ ଏହାକୁ ବ୍ୟବହାର...
hair care

ଜାଣନ୍ତୁ, ଖରାଦିନେ କେମିତି ନେବେ ନିଜ କେଶର ଯତ୍ନ

0
ଖରାଦିନେ ଅତ୍ୟଧିକ ଝାଳ ବାହାରିବା ଯୋଗୁଁ କେଶ ଝଡ଼ିବା, ରୁପି ହେବା, କେଶ ଶୁଷ୍କ ହେବା ଭଳି ସମସ୍ୟା ଦେଖାଦିଏ। ତେବେ ଏହି ସମସ୍ୟାରୁ ବର୍ତ୍ତିବା ପାଇଁ କ’ଣ କରିବା ଦରକାର?  କେଶକୁ ଭଲରେ ଧୁଅନ୍ତୁ  ଗରମଦିନେ ଅତ୍ୟଧିକ ଝାଳ ବାହାରିବା ଯୋଗୁଁ କେଶ ଅଠାଳିଆ ଲାଗିଥାଏ। ପ୍ରବଳ ଖରା...

ହୋଲି ଖେଳିବା ପୂର୍ବରୁ ଆପଣାନ୍ତୁ ଏହି ଟିପ୍ସ

0
ବର୍ଷକୁ ଥରେ ଆସେ ହୋଲି ପର୍ବ। ଆମ ଦେଶବାସୀଙ୍କ ପାଇଁ ଏହା ଏକ ହର୍ଷଉଲ୍ଲାସର ଦିବସ। ହେଲେ ସଠିକ ଭାବରେ ଏହି ପର୍ବ ପାଳନ ନ କଲେ ଏହା ବେଳେ ବେଳେ ଡାକିଆଣିଥାଏ ଅନେକ ଅସୁବିଧା ଓ ବିପଦ। ଏହି ଭଳି ଏକ ଦିଗ ହେଲା ହୋଲିର...
error: Content is protected !!