tea for health

ଚା’ ସହ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ, ହୋଇପାରେ ଅନେକ ସମସ୍ୟା

0
ଚା’ ପିଇବା ଅନେକଙ୍କ ନିତିଦିନିଆ ଅଭ୍ୟାସ। କିନ୍ତୁ ଚା’ ପିଇବା ସମୟରେ କିମ୍ବା ପିଇ ସାରିବା ପରେ କିଛି ଖାଦ୍ୟ ଖାଇବା ଫଳରେ ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ। ଚା’ ପିଇବା ବହୁ ଲୋକଙ୍କ ନିତିଦିନିଆ ଅଭ୍ୟାସ। ମାତ୍ର ବହୁ ଲୋକେ ଚା’ ପିଇବା ସମୟରେ ଏପରି କିଛି...

ଲଞ୍ଚ୍‌ ହେଲା ପ୍ରଥମ ‘ଓଡ଼ିଆ ଡିଜିଟାଲ ସ୍ଵାସ୍ଥ୍ୟ ମାଗାଜିନ୍’

0
ଏହି ଓଡ଼ିଆ ଡିଜିଟାଲ ‘ସ୍ୱାସ୍ଥ୍ୟ ମାଗାଜିନ୍‌’ର ଫ୍ରି ହ୍ୱାଟ୍‌ସାପ୍‌ ସବ୍‌ସ୍କ୍ରିପ୍‌ସନ୍‌ ପାଇଁ ଏହି ଲିଙ୍କ୍‌ (https://bit.ly/SubscribeToSwasthyaPlusOdia)ରେ କ୍ଲିକ୍‌ କରନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍‌ ଓଡ଼ିଆ’ ଲଞ୍ଚ୍‌ କଲା ‘ଓଡ଼ିଆ ଡିଜିଟାଲ ସ୍ଵାସ୍ଥ୍ୟ ମାଗାଜିନ୍‌’ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେବ ଏହି ଡିଜିଟାଲ ମାଗାଜିନ୍‌୧୧ ହଜାରରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚୁଛି...
KNB Season Two Thumbnails_2nd episode

‘କେତେ ନୂଆ ବାଟ ସିଜିନ୍ ୨’ – ଆଜି ଶୁଣନ୍ତୁ ଅଡିଓ ସିରିଜର ଦ୍ଵିତୀୟ ଅଧ୍ୟାୟ ‘ଓଡ଼ିଶାରେ ଆଦିବାସୀଙ୍କ...

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/e7bPQfzycFY ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘ଓଡ଼ିଶାରେ ଆଦିବାସୀଙ୍କ ଉପରେ କୋଭିଡର ପ୍ରଭାବ’ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ କୋଭିଡ୍-୧୯ ମହାମାରୀ ଜନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି। ଗାଁଠୁ ନେଇ ସହର ପର୍ଯ୍ୟନ୍ତ...
fat in adult age

ଆମ ଶରୀରରେ ଚର୍ବି ଜମା ହେବାର କାରଣ କ’ଣ?

0
ବିଭିନ୍ନ କାରଣରୁ ଆମ ଶରୀରରେ ଚର୍ବି ଜମା ହୋଇଥାଏ। ପରେ ତାହା ଆମକୁ ରୋଗାଗ୍ରସ୍ତ କରିଥାଏ। ଆସନ୍ତୁ ଜାଣିବା ସେ ସଂପର୍କରେ... ଅତ୍ୟଧିକ ଚାପ: କାର୍ଯ୍ୟବ୍ୟସ୍ତତା, ଘରୋଇ ସମସ୍ୟା ଇତ୍ୟାଦି ଯୋଗୁଁ ବହୁତ ସମୟରେ ଲୋକମାନେ ମାନସିକ ଭାବେ ଚାପଗ୍ରସ୍ତ ରହିଥା’ନ୍ତି। ଏହାଯୋଗୁଁ ଶରୀରରେ କୋର୍ଟିସୋଲ ନାମକ ଏକ...

ମିଠା ନୁହେଁ ବରଂ ଏହି ସବୁ କାରଣ ପାଇଁ ହୋଇଥାଏ ଡାଏବେଟିସ

0
ଅଧିକ ମିଠା ଖାଇବା ଯୋଗୁଁ ଡାଏବେଟିସ ହୋଇଥାଏ। ଏପରି ଅନେକ ଲୋକଙ୍କ ଧାରଣା ରହିଛି। କିନ୍ତୁ ଏହା ଭୁଲ କଥା। ମିଠା ନୁହେଁ ବରଂ ଏହି ସବୁ କାରଣ ଯୋଗୁଁ ଡାଏବେଟିସ ହୋଇଥାଏ। ଡାଏବେଟିସ ଏକ ରୋଗ ନୁହେଁ। କିନ୍ତୁ ଥରେ ଆକ୍ରାନ୍ତ କରିବା ମାତ୍ରକେ ଶରୀରର ରୋଗ...

ପିଲାମାନଙ୍କ ରାଗକୁ କିପରି କରିବେ ନିୟନ୍ତ୍ରଣ?

0
ବେଳେ ବେଳେ ଛୋଟଛୁଆମାନେ ଟିକେ ଟିକେ କଥାରେ ଚିଡ଼ି ଯାଆନ୍ତି। ସେହି ସମୟରେ ସେମାନଙ୍କ ରାଗକୁ କିପରି ନିୟନ୍ତ୍ରଣ କରିବେ ଆସନ୍ତୁ ଜାଣିବା। ଅଧିକାଂଶ ସମୟରେ ଛୋଟପିଲାମାନେ କୌଣସି କାରଣ ପାଇଁ ଅଧିକ କ୍ରୋଧିତ ହୋଇଯାଆନ୍ତି। ବାରମ୍ବାର ପଚାରିବା ସତ୍ତ୍ଵେ ମଧ୍ୟ ଉତ୍ତର ଦିଅନ୍ତି ନାହିଁ। ଅଧିକ ରାଗ...
kete nua bata episode 5

ଆଜି ସକାଳ ସାଢ଼େ ୧୦ଟାରେ ଆକାଶବାଣୀରେ ଶୁଣନ୍ତୁ ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ର ପଞ୍ଚମ ଅଧ୍ୟାୟ

0
ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରଣ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ରେ ଏକ ସମୟରେ ପ୍ରସାରଣ ଏଥରର ପ୍ରସଙ୍ଗ କୋଭିଡ୍ ସମୟରେ ପିଲାମାନଙ୍କ...

ସ୍ତନ୍ୟପାନ କରାଉଥିବା ମହିଳା ନେଇପାରିବେ କୋଭିଡ୍‌ ଟିକା

0
ସ୍ତନ୍ୟପାନ କରାଉଥିବା ମହିଳା ନେଇପାରିବେ ଟିକାକରୋନାରୁ ସୁସ୍ଥ ହେବାର ୩ ମାସ ପରେ ନେଇପାରିବେ ଟିକାଟିକା ନେବାର ୧୪ ଦିନ ପରେ କରିପାରିବେ ରକ୍ତଦାନରକ୍ତଦାନ ପୂର୍ବରୁ ଆର୍‌ଟି-ପିସିଆର୍ ରିପୋର୍ଟ ନେଗେଟିଭ୍ ଆବଶ୍ୟକ କୋଭିଡ୍‌ରେ ସଂକ୍ରମିତ ହୋଇଥିଲେ ସୁସ୍ଥ ହେବାର ତିନି ମାସ ପରେ ଜଣେ ବ୍ୟକ୍ତି ଟିକା ନେଇପାରିବେ।...
home alone

ସେଲଫ୍ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ କ’ଣ ଓ ଏହା କାହାକୁ କରିବାକୁ ହେବ?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ସାମାଜିକ ଦୂରତାର ଏକ ଜରୁରୀ ଅବସ୍ଥା ହେଉଛି ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ। ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ ହେଉଛି ନିଜକୁ ଅନ୍ୟମାନଙ୍କ ସହ ସଂସର୍ଗ ବା ମିଳାମିଶାରୁ ଦୂରେଇ ରଖିବା। ଅର୍ଥାତ୍‌ ପରିବାର ବା ନିଜ ସୋସାଇଟିର ଅନ୍ୟ କୌଣସି ସଦସ୍ୟଙ୍କ ସହ...
cancer

କ୍ୟାନସର କାହିଁକି ହୁଏ?

0
୯୫% କର୍କଟ ରୋଗର ମୁଖ୍ୟ କାରଣ ହେଉଛି ପରିବେଶ।  ଆମ ଶରୀର ବିଭିନ୍ନ ପ୍ରକାର କୋଷିକା ଦ୍ୱାରା ଗଠିତ ହୋଇଛି। ଶରୀରର ଆବଶ୍ୟକତା ଅନୁସାରେ ସେହି କୋଷିକାଗୁଡ଼ିକ ବିଭାଜିତ ଏବଂ ବୃଦ୍ଧି ହୋଇଥାଏ। କିନ୍ତୁ ସମୟ ସମୟରେ କୌଣସି ଆବଶ୍ୟକତା ବିନା କିଛି ଅଙ୍ଗର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ...
error: Content is protected !!