oral cancer

ମୁଖ ଗହ୍ୱର କର୍କଟ କ’ଣ? ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ

0
ପାଟି ଭିତରେ ଯେଉଁ କର୍କଟ ହୁଏ ତାହାକୁ ମୁଖ ଗହ୍ୱର କର୍କଟ ବା ଓରାଲ୍ କେଭିଟି କ୍ୟାନସର କୁହାଯାଏ। ଏହା କେମିତି ହୁଏ, ଏହାର ଲକ୍ଷଣ ଓ ଚିକିତ୍ସା.. ଜାଣନ୍ତୁ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସରୋଜ କୁମାର ଦାସ କ'ଣ କହୁଛନ୍ତି। ସମଗ୍ର ଦେଶ ତଥା ରାଜ୍ୟରେ...

କ୍ୟାନସର ସମ୍ବନ୍ଧୀୟ ସଚେତନତା ହେଉଛି କ୍ୟାନସର ବିରୋଧୀ ସଂଗ୍ରାମର ପ୍ରଥମ ପାହାଚ

0
ପ୍ରତିବର୍ଷ ଫେବ୍ରୁଆରି ୪ ତାରିଖରେ ବିଶ୍ୱ କ୍ୟାନସର ଦିବସ ପାଳନ କରାଯାଏ। କ୍ୟାନସର ବିଷୟରେ ଲୋକମାନଙ୍କୁ ସଚେତନ ତଥା ଶିକ୍ଷିତ କରିବା ଉଦ୍ଦେଶ୍ୟରେ ଏହାକୁ ପାଳନ କରାଯାଉଛି। ଏହି ଅବସରରେ ସମଗ୍ର ବିଶ୍ୱରେ ଲୋକମାନଙ୍କୁ କ୍ୟାନସର ବିରୋଧରେ ସଂଗ୍ରାମ କରିବା ପାଇଁ ବିଭିନ୍ନ ଉତ୍ସବ, ସେମିନାର୍‌, ଜନସୂଚନା ...
walking

ସଜାଗ ରୁହନ୍ତୁ, କର୍କଟ ରୋଗରୁ ରକ୍ଷା ପାଆନ୍ତୁ

0
କୌଣସି ରୋଗରେ ଆକ୍ରାନ୍ତ ହୋଇ ପରେ ତାର ଚିକିତ୍ସା କରିବା ଅପେକ୍ଷା ସଜାଗ ରହିଲେ ଆପଣ ଏକ ସୁସ୍ଥ ଜୀବନ ବଞ୍ଚିପାରିବେ। କର୍କଟ ରୋଗ କ୍ଷେତ୍ରରେ ମଧ୍ୟ ଏହା ପ୍ରଯୁଜ୍ୟ। ଏଥିପାଇଁ ଡାଏଟ ଉପରେ ଧ୍ୟାନ ଦେବା ସହିତ ନିୟମିତ ଭାବେ ସ୍କ୍ରିନିଂ କରାନ୍ତୁ। ତମାଖୁ ଜାତୀୟ ଉତ୍ପାଦ...

ଭାରତୀୟ ମହିଳାଙ୍କଠାରେ ବଢ଼ିବାରେ ଲାଗିଛି ସ୍ତନ କର୍କଟ, ଜାଣନ୍ତୁ ଏହାର କାରଣ ଓ ପ୍ରତିକାର

0
ସ୍ତନ କର୍କଟ ପାଇଁ ସ୍କ୍ରିନିଂ ଗୁରୁତ୍ୱପୂର୍ଣ୍ଣ। ଠିକ୍‌ ସମୟରେ ଏହାକୁ ଜାଣି ଚିକିତ୍ସା ନକଲେ ଏହା ଜୀବନ ନେଇଥାଏ। ବର୍ତ୍ତମାନ ସମୟରେ ସ୍ତନ କର୍କଟ କାୟା ବିସ୍ତାର କରୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ସନ୍ତାନ ଜନ୍ମ ନ କରିବା, ଅଧିକ ବୟସରେ ସନ୍ତାନ ଜନ୍ମ କରିବା, ସ୍ତନ୍ୟପାନ...

ବ୍ଲଡ୍‌ କ୍ୟାନସର କାହିଁକି ହୁଏ? ଜାଣନ୍ତୁ, ଏହାର ଲକ୍ଷଣ ଓ ନିରାକରଣ

0
ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରାୟ ୪୧% କର୍କଟ ରୋଗୀ ଅଛନ୍ତି। ସେଥିମଧ୍ୟରୁ ଅଧିକାଂଶ ଲୋକ ରକ୍ତ କର୍କଟ ବା ବ୍ଲଡ୍‌ କ୍ୟାନସରରେ ପୀଡ଼ିତ। ଏହି ପରିସଂଖ୍ୟାନ ରକ୍ତ କର୍କଟ ରୋଗର ଭୟାବହ ସ୍ଥିତିକୁ ବର୍ଣ୍ଣନା କରୁଛି। ରକ୍ତ କର୍କଟ ରୋଗ ବୃଦ୍ଧି ପାଇବାର...
cancer

କ୍ୟାନସରର ପ୍ରାଥମିକ ଲକ୍ଷଣ କ’ଣ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ସଞ୍ଜୀବ କୁମାର ମିଶ୍ର

0
ଡାକ୍ତର ସଞ୍ଜୀବ କୁମାର ମିଶ୍ର କର୍କଟ ହେଉଛି ଏକ ମାରାତ୍ମକ ରୋଗ। ରୋଗୀ ଆମ ପାଖକୁ ଆସିଲେ ପ୍ରଥମେ ଗୋଟେ ପ୍ରଶ୍ନ ପଚାରନ୍ତି ଯେ, ଏହାକୁ ଆମେ ପ୍ରାଥମିକ ଅବସ୍ଥାରୁ କେମିତି ଜାଣିପାରିବା। ଆମର ତ ଆଡଭାନ୍ସ ଷ୍ଟେଜ୍ ହୋଇଯାଇଛି, ପ୍ରାଥମିକ ଅବସ୍ଥାରୁ ଏହାର ଲକ୍ଷଣ ଆମେ କେମିତି...
medicine

ମେଡିସିନ୍ କିଣିବା ବେଳେ ଧ୍ୟାନ ଦିଅନ୍ତୁ

0
କୌଣସି ବ୍ୟକ୍ତିର କିଛି ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଲେ, ସେମାନେ ଡାକ୍ତରଙ୍କ ପାଖକୁ ନଯାଇ କେବଳ ମେଡିସିନ୍ ଷ୍ଟୋରରୁ ବଟିକା ଆଣି ଖାଇଦେଇଥା’ନ୍ତି। କେତେକ କ୍ଷେତ୍ରରେ ସିଧାସଳଖ ମେଡିସିନ୍‌ ଷ୍ଟୋରରୁ କିଣିଥିବା ମେଡିସିନ୍‌ ରୋଗ ଭଲ କରି ଦେଉଥିବା ବେଳେ କେତେକ ସ୍ଥାନରେ ଏହା ଦେହକୁ ଆହୁରି ଅଧିକ...
Dr Sanjib Kumar Mishra, Oncology, Utkal Hospital

କ୍ୟାନସର ରୋଗର କାରଣଗୁଡ଼ିକ କ’ଣ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ସଞ୍ଜୀବ କୁମାର ମିଶ୍ର

0
ଡାକ୍ତର ସଞ୍ଜୀବ କୁମାର ମିଶ୍ର କର୍କଟ ରୋଗର କାରଣ ଖୋଜିଲେ ଆମେ ଏହାକୁ ସାଧାରଣତଃ ୨-୩ଟି ଭାଗରେ ବିଭକ୍ତ କରିବା। ପ୍ରଥମତଃ ଆମ ପରିବେଶ କାରଣରୁ ଏହା ହୋଇଥାଏ। ଦୂଷିତ ଖାଦ୍ୟ ଖାଇବା, ତମାଖୁ ଜାତୀୟ ଉତ୍ପାଦ କିମ୍ବା ମଦ୍ୟପାନ କରିବା ଦ୍ୱାରା ଏହା ହୋଇଥାଏ। ଅଥବା କାର୍ସିନୋଜେନ୍...
Dr Sanjib Kumar Mishra, Oncology, Utkal Hospital

କ୍ୟାନସର କ’ଣ ଓ ଏହା କେତେ ପ୍ରକାରର? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ସଞ୍ଜୀବ କୁମାର ମିଶ୍ର

0
ଡାକ୍ତର ସଞ୍ଜୀବ କୁମାର ମିଶ୍ର କ୍ୟାନସର ହେଉଛି ଏକ ମାରାତ୍ମକ ରୋଗ। ଏହି ରୋଗର ନାଁକୁ ଯେପରି କ୍ୟାନସର ବା କର୍କଟ କହୁଛନ୍ତି ଏହା ସେହିଭଳି କଙ୍କଡ଼ା ପରି ଚାରିଆଡ଼କୁ ମାଡ଼ି ଚାଲେ। ଯେତେବେଳେ କ୍ୟାନ୍ସର କେତେ ପ୍ରକାର ବୋଲି ପଚାରିବେ ସେତେବେଳେ ଆମେ ଦେଖିବୁ ସାଧାରଣତଃ ବିଭିନ୍ନ...
cancer cells

କ୍ୟାନସରର କେତୋଟି ଷ୍ଟେଜ୍‌ ରହିଛି? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ସଞ୍ଜୀବ କୁମାର ମିଶ୍ର

0
ଡାକ୍ତର ସଞ୍ଜୀବ କୁମାର ମିଶ୍ର କ୍ୟାନସର ବା କର୍କଟ ରୋଗର କୌଣସି ଷ୍ଟେଜ୍‌ ବା ଷ୍ଟେଜ୍ ନଥାଏ। କେଉଁ ଷ୍ଟେଜରେ ଥିଲେ କିଭଳି ଚିକିତ୍ସା କରାଯାଇପାରିବ ତାହାକୁ ନେଇ ଆମେ ଏହାକୁ ବିଭିନ୍ନ ଷ୍ଟେଜ୍ରେ ଅନ୍ତର୍ଭୁକ୍ତ କରିଥାଉ। ରୋଗର ଗମ୍ଭୀରତାକୁ ନେଇ ସାଧାରଣ ଭାବେ ଆମେ କର୍କଟକୁ ୪ଟି...
error: Content is protected !!