KNB Season Two Thumbnails_2nd episode

‘କେତେ ନୂଆ ବାଟ ସିଜିନ୍ ୨’ – ରବିବାର ଶୁଣନ୍ତୁ ଅଡିଓ ସିରିଜର ଦ୍ଵିତୀୟ ଅଧ୍ୟାୟ ‘ଓଡ଼ିଶାରେ ଆଦିବାସୀଙ୍କ...

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/e7bPQfzycFY ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘ଓଡ଼ିଶାରେ ଆଦିବାସୀଙ୍କ ଉପରେ କୋଭିଡର ପ୍ରଭାବ’ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ କୋଭିଡ୍-୧୯ ମହାମାରୀ ଜନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି। ଗାଁଠୁ ନେଇ ସହର ପର୍ଯ୍ୟନ୍ତ...
kete nua bata_covid warrior sharmishta sutar

ଜୀବନକୁ ପାଣି ଛଡ଼ାଇ ଦେଢ଼ ବର୍ଷ ହେଲା ରୋଗୀ ସେବାରେ ଲାଗିଛନ୍ତି ଶର୍ମିଷ୍ଠା

0
ରୋଗୀ ସେବାରେ ଦିନ ରାତି ଏକ କରିଛନ୍ତି ଭୁବନେଶ୍ୱର କିମ୍‌ସ ହସ୍ପିଟାଲର ଜଣେ ଷ୍ଟାପ ନର୍ସ ଶର୍ମିଷ୍ଠା ସୂତାର। ‘କେତେ ନୂଆ ବାଟ’ ଅଭିଯାନରେ ସାମିଲ ହୋଇ ସେ ନିଜର ଅନୁଭୂତି କହିଛନ୍ତି। ଦେଢ଼ ବର୍ଷ ହେଲା ମହାମାରୀ କରୋନାରେ ଛଟପଟ ହେଉଛନ୍ତି ଲୋକେ। ଏହି ସଙ୍କଟ ସମୟରେ...

ଋତୁସ୍ରାବକୁ ନେଇ ସଙ୍କୋଚ ନୁହେଁ ଆଲୋଚନା କରନ୍ତୁ – ଶିପ୍ରା ସକ୍ସେନା

0
https://youtu.be/QZ4Xhsih1e4 କେତେ ନୂଆ ବାଟ ଅଭିଯାନରେ ସାମିଲ ହୋଇ ଋତୁସ୍ରାବ ପରିଚ୍ଛନତା ବିଷୟରେ ସଚେତନତାର ବାର୍ତ୍ତା ଦେଇଛନ୍ତି ୟୁନିସେଫ୍‌ ଓଡ଼ିଶାର ଓ୍ଵାସ୍‌ ସ୍ପେଶିଆଲିଷ୍ଟ ଶିପ୍ରା ସକ୍ସେନା। ‘‘ଋତୁଚକ୍ର – ନାରୀମାନଙ୍କ ଶରୀରରେ ପ୍ରତି ମାସରେ ଘଟୁଥିବା ଏକ ପ୍ରାକୃତିକ ଘଟଣା। କିନ୍ତୁ, ଏବେ ବି ଋତୁସ୍ରାବକୁ ନେଇ ଲୋକେ ଆଲୋଚନା...
padmavati_kete nua bata

କୋଭିଡ୍ ସମୟରେ ସହାୟତାର ହାତ ବଢ଼ାଇଛନ୍ତି କଳାହାଣ୍ଡିର ପଦ୍ମାବତୀ – ଘର ଘର ବୁଲି ଲୋକଙ୍କୁ କରୁଛନ୍ତି ସଚେତନ

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ କରୋନା ସମୟରେ ଲୋକଙ୍କ ପାଖରେ ସୁବିଧା ଥାଇ ମଧ୍ୟ ସେମାନେ ମାନସିକ ସ୍ତରରେ ଦୁର୍ବଳ ହୋଇ ପଡ଼ୁଛନ୍ତି। ପରିବାରର କୌଣସି ସଦସ୍ୟ କରୋନା ସଂକ୍ରମିତ ଶୁଣିବା ପରେ ମନୋବଳ ଭାଙ୍ଗିଯାଉଛି। ସାହି ପଡ଼ିଶା ମଧ୍ୟ ସାହାଯ୍ୟ କରିବାକୁ ସଙ୍କୋଚ କରୁଛନ୍ତି। ଏଭଳି ସଙ୍କଟ ସମୟରେ କିଛି...

ପିରିୟଡ୍‌ସକୁ ନେଇ ଥିବା ସଙ୍କୋଚ ମନୋଭାବ ଦୂର ହେବା ଆବଶ୍ୟକ – ସ୍ନେହ ମିଶ୍ର

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/qABH6DDUSHU ପ୍ରତିବର୍ଷ ମେ’୨୮ରେ ମାସିକ ୠତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଏ। ଏହି ସମୟରେ ମହିଳାମାନେ କିଭଳି ସ୍ୱଚ୍ଛତା ଉପରେ ଧ୍ୟାନ ଦେବେ ସେନେଇ ସଚେତନ କରିବାକୁ ଏହି ଦିବସ ପାଳନ ହେଉଛି। ‘‘ଝିଅମାନଙ୍କର ୠତୁସ୍ରାବକୁ ନେଇ ସମସ୍ତଙ୍କ ପାଖରେ ସଂକୁଚିତ ମନୋଭାବ ରହିଛି। ଏବେ ବି ଯେତେବେଳେ...

ସ୍ୱାସ୍ଥ୍ୟ ସଚିବଙ୍କ ଅପିଲ୍ – ‘‘ସମସ୍ତେ କୋଭିଡ ନିୟମ ମାନନ୍ତୁ’’

0
ସ୍ୱାସ୍ଥ୍ୟପ୍ଲସ ବ୍ୟୁରୋ https://youtu.be/c753aIbJCmo କେତେ ନୂଆ ବାଟ’ର ସିଜିନ୍‌ ୨ରେ ଭାଗ ନେଇ କୋଭିଡ ଉପଯୋଗୀ ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ‘‘ଦ୍ୱିତୀୟ ଲହର ସଂକ୍ରମଣ ସାରାଦେଶରେ ମାଡ଼ି ଚାଲିଛି। ଓଡ଼ିଶାରେ ମଧ୍ୟ...
KNB Season Two Thumbnails (2)

ଅଡିଓ ସିରିଜ ‘କେତେ ନୂଆ ବାଟ ସିଜିନ୍‌ ୨’ – ଏଥରର ପ୍ରସଙ୍ଗ ‘କୋଭିଡ ବିରୋଧରେ ଏକାଠି ଲଢ଼ିବା’

0
ସ୍ୱାସ୍ଥ୍ୟ ପ୍ଲସ୍‌ ବ୍ୟୁରୋ https://youtu.be/wspaaA453VQ  ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ  ‘କେତେ ନୂଆ ବାଟ ସିଜିନ ୨’ନଲେଜ୍‌ ପାର୍ଟନର ରାଜ୍ୟ ସରକାରଙ୍କ ‘ମୋ କଲେଜ୍‌’ ଅଭିଯାନଏଥରର ପ୍ରସଙ୍ଗ ଥିଲା ‘କୋଭିଡ୍‌ ବିରୋଧରେ ଏକାଠି ଲଢ଼ିବାକୋଭିଡ୍‌ ସଙ୍କଟ ବେଳେ ସଚେତନତା ଉପରେ ଗୁରୁତ୍ୱକରୋନା ସମୟରେ ଯୁବକଙ୍କ...
KNB Season Two Thumbnails (2)

‘କେତେ ନୂଆ ବାଟ ସିଜିନ୍ ୨’ – ଆସନ୍ତାକାଲି ଶୁଣନ୍ତୁ ଅଡିଓ ସିରିଜର ପ୍ରଥମ ଅଧ୍ୟାୟ ‘କୋଭିଡ ବିରୋଧରେ...

0
ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନରେଡିଓ ଧାରାବାହିକର ଏଥରର ପ୍ରସଙ୍ଗ ‘କୋଭିଡ୍ ବିରୋଧରେ ଏକାଠି ଲଢ଼ିବା’     ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ କୋଭିଡ୍-୧୯ ମହାମାରୀ ଜନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି। କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱ ସଙ୍କଟମୟ...
General Featured Image for Kete Nua Bata

କରୋନାର ଦ୍ୱିତୀୟ ଲହରୀ ବେଳେ ସଚେତନତା ପାଇଁ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’

0
ସ୍ୱାସ୍ଥ୍ୟ ପ୍ଲସ୍‌ ବ୍ୟୁରୋ କୋଭିଡ୍‌ ସଚେତନତା ପାଇଁ ୩ ମାସ ପର୍ଯ୍ୟନ୍ତ ସ୍ୱତନ୍ତ୍ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ ସିଜନ ୨’ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ ଅଭିଯାନକୋଭିଡ୍‌ ସମୟରେ ପିଲାଙ୍କ କଥା, ଶିକ୍ଷା, ସ୍ୱାସ୍ଥ୍ୟ, ଯୁବପିଢ଼ିଙ୍କ ଉପରେ ଗୁରୁତ୍ୱନଲେଜ୍‌ ପାର୍ଟନର ଭାବେ ଯୋଡ଼ି ହୋଇଛି ‘ମୋ କଲେଜ’କୋଭିଡ୍‌...
error: Content is protected !!